Excuse Me Odisha

ଯାହା କହିବୁ ସତ କହିବୁ

ପବିତ୍ର ରଥଯାତ୍ରାରେ ଏହି ୭ ଗୋଟି ରାଶିର ବନିବାକୁ ଯାଉଛି ରାଜଯୋଗ। ଭାଗ୍ୟ ପରିବର୍ତ୍ତନ ହେବା ସହିତ ଧନ ବୃଦ୍ଧି ହେବ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଏହି ବର୍ଷ ଜୁଲାଇ ମାସ ୧ ତାରିଖ ଦିନ ପବିତ୍ର ଘୋଷ ଯାତ୍ରା ବା ଶ୍ରୀଗୁଣ୍ଡିଚା ଯାତ୍ରା ଆରମ୍ଭ ହେବାକୁ ଯାଉଛି। ସମଗ୍ର ବିଶ୍ବରେ ଏହି ଘୋଷ ଯାତ୍ରାର ବହୁତ ମହତ୍ତ୍ଵ ରହିଥାଏ।କିନ୍ତୁ ଏହି ରଥଯାତ୍ରାରେ ବିଶେଷ ୭ ଗୋଟି ରାଶିର ଲୋକଙ୍କ ଉପରେ ରାଜଯୋଗ ବାନିବାକୁ ଯାଉଛି। ଏହାଦ୍ଵାରା ଏହି ରାଶିର ଲୋକଙ୍କର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ଏମାନଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବା ସହିତ ଧନ ପ୍ରାପ୍ତି ହେବ। ଆସନ୍ତୁ ସେହି ଭାଗ୍ୟଶାଳୀ ରାଶି ଗୁଡ଼ିକ ବିଷୟରେ ବିସ୍ତାର ରୂପରେ ଜାଣିବା।

ଆମ ହିନ୍ଦୁ ଧର୍ମରେ ଜ୍ୟୋତିଷ ଶାସ୍ତ୍ରକୁ ଅଧିକ ଗୁରୁତ୍ବ ଦିଆଯାଇଥାଏ। ଏହାସହିତ ଗ୍ରହ, ନକ୍ଷତ୍ର ଏବଂ ରାଶି ମାନଙ୍କୁ ବହୁତ ମହତ୍ତ୍ଵ ଦିଆଯାଇଥାଏ। ଏହାସହିତ ଗ୍ରହ ଓ ନକ୍ଷତ୍ର ମାନଙ୍କର ଚଳନରେ କୌଣସି ପରିବର୍ତ୍ତନ ହେଲେ, ଏହାର ସିଧାସଳଖ ପ୍ରଭାବ ରାଶିଚକ୍ରରେ ଥିବା ୧୨ ଗୋଟି ରାଶିର ଲୋକଙ୍କ ଉପରେ ପଡ଼ିଥାଏ।ଏହାଦ୍ବାରା କିଛି ରାଶିର ଲୋକଙ୍କ ଉପରେ ଶୁଭ ପ୍ରଭାବ ପଡ଼ିଥାଏ ଏବଂ ଆଉକିଛି ରାଶିର ଲୋକଙ୍କୁ ଅଶୁଭ ପରିଣାମ ପ୍ରାପ୍ତ ହୋଇଥାଏ। କହିବାକୁ ଗଲେ, ପରିବର୍ତ୍ତନ ହେଉଛି ପ୍ରକୃତିର ନିୟମ। ଏଥିପାଇଁ କୁହାଯାଏ କି, ପ୍ରତ୍ୟେକ ମନୁଷ୍ୟକୁ ଏହି ପରିବର୍ତ୍ତନକୁ ସ୍ବୀକାର କରିବା ଉଚିତ।

ଗ୍ରହ ମାନଙ୍କର ଶୁଭ ଚଳନ ଯୋଗୁଁ କିଛି ବିଶେଷ ରାଶିର ଲୋକଙ୍କୁ ଶୁଭ ପରିଣାମ ପ୍ରାପ୍ତ ହେବାକୁ ଯାଉଛି। ଏହି ରାଶିର ଲୋକେ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ସଫଳତା ହାସଲ କରିବେ। ଦେବୀ ଲକ୍ଷ୍ମୀ ସର୍ବଦା ଏମାନଙ୍କ ଉପରେ ନିଜର କୃପା ଦୃଷ୍ଟି ବଜାୟ ରଖିବେ। ଘରର ସବୁ ଆର୍ଥିକ ପରିସ୍ଥିତି ସୁଧୁରି ଯିବ। ଏମାନଙ୍କର ସବୁ ଅଭିଳାଷା ପୂରଣ ହୋଇଯିବ। ଏହି ରାଶିର ଲୋକଙ୍କୁ ବ୍ୟାପାର ଏବଂ ବାଣିଜ୍ୟ କ୍ଷେତ୍ରରେ ଉଚିତ ଲାଭ ପ୍ରାପ୍ତ ହେବ। ଚାକିରି କରୁଥିବା ଲୋକମାନେ ନିଶ୍ଚିତ ଭାବରେ ପଦୋନ୍ନତୀ ଲାଭ କରିବେ। ଏମାନଙ୍କର ସମାଜରେ ମାନସମ୍ମାନ ଓ ପ୍ରତିଷ୍ଠା ବଜାୟ ରହିବ।

ଏମାନଙ୍କ ଜୀବନରେ ଆସୁଥିବା ସମସ୍ତ ଦୁଃଖକଷ୍ଟ ଦୂର ହେବ। ଘରର ଆର୍ଥିକ ସମସ୍ୟା ଦୂର ହେବ। ଭଗବାନଙ୍କ କୃପା କାରଣରୁ ଏହି ରାଶିର ଲୋକଙ୍କର ସମାଜରେ ମାନସମ୍ମାନ ବୃଦ୍ଧି ହେବ।ଖରାପ ଦିନ ସମାପ୍ତ ହେବା ସହିତ ସମସ୍ତ ବାଧାବିଘ୍ନ ମଧ୍ୟ ଦୂର ହେବାକୁ ଯାଉଛି। ଆଜି ଆମେ ଯେଉଁ ଭାଗ୍ୟଶାଳୀ ରାଶିର ଲୋକଙ୍କ ବିଷୟରେ କହିବାକୁ ଯାଉଛି। ସେହି ରାଶି ଗୁଡ଼ିକ ହେଉଛି – କୁମ୍ଭ ରାଶି, ତୁଳା ରାଶି, ସିଂହ ରାଶି, ମକର ରାଶି, ବିଛା ରାଶି, ବୃଷ ରାଶି ଏବଂ କନ୍ୟା ରାଶି।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିପରି ଲାଗିଲା ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କ ସହିତ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ପେଜକୁ ଲାଇକ ଏବଂ ଫଲୋ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *