Excuse Me Odisha

ଯାହା କହିବୁ ସତ କହିବୁ

ଜୁଲାଇ ୧୨ ତାରିଖ ଠାରୁ ଏହି ରାଶିର ଲୋକଙ୍କର ଦୁଃଖକଷ୍ଟ ଦୂର କରିବାକୁ ଯାଉଛନ୍ତି ନ୍ୟାୟର ଦେବତା ଶନିଦେବ। ଧନସମ୍ପତ୍ତି ବୃଦ୍ଧି ହେବ।

ସେୟାର୍ କରନ୍ତୁ

ଶନି ଗ୍ରହର ନାମ ଶୁଣିଲେ ଅଧିକାଂଶ ଲୋକେ ଭୟଭୀତ ହୋଇ ଯାଇଥାନ୍ତି। କହିବାକୁ ଗଲେ ଶନି ଗ୍ରହ ଖରାପ କର୍ମ ଯୋଗୁଁ ଦଣ୍ଡ ଦେଇଥାନ୍ତି। କିନ୍ତୁ କିଛି ବିଶେଷ ରାଶିରେ ଶନିଦେବ ଅବସ୍ଥାନ କଲେ ଶୁଭ ପରିଣାମ ମଧ୍ୟ ମିଳିଥାଏ। ଗ୍ରହ ମାନଙ୍କର ରାଶି ପରିବର୍ତ୍ତନ ଯୋଗୁଁ ଏହାର ପ୍ରଭାବ ରାଶିଚକ୍ରରେ ଥିବା ୧୨ ଗୋଟି ରାଶି ଉପରେ ପଡ଼ିଥାଏ। ଜୁଲାଇ ୨ ତାରିଖ ଦିନ ଶନି ଗ୍ରହ ବକ୍ରି ହୋଇ ମକର ରାଶିର ଗୋଚର କରିବାକୁ ଯାଉଛନ୍ତି। ଏହାର ପ୍ରଭାବରେ ରାଶିଚକ୍ରରେ ଥିବା ୧୨ ଗୋଟି ରାଶି ଉପରେ ଏହାର ପ୍ରଭାବ ପଡ଼ିଥାଏ। ଚାକିରି ଓ ବ୍ୟବସାୟରେ ବିସ୍ତାର ହେବାକୁ ଲାଗିବ।

ମେଷ ରାଶି :-

ଏହି ରାଶିର ଲୋକଙ୍କ ପାଇଁ ଶନି ଗ୍ରହର ଗୋଚର ଶୁଭ ସାବ୍ୟସ୍ତ ହେବ। ଅଚାନକ ଧନଲାଭ ହେବାର ଯୋଗ ରହିଛି। ରୋଜଗାର ନଥିବା ଲୋକଙ୍କୁ ଆଶାନୁରୂପ ସଫଳତା ମିଳିବ। ଚାକିରି କ୍ଷେତ୍ରରେ ପଦୋନ୍ନତି ପ୍ରାପ୍ତ ହେବ। ଆପଣଙ୍କୁ ନିଜର କଠିନ ପରିଶ୍ରମର ଉଚିତ ଫଳ ପ୍ରାପ୍ତ ହେବ। ପରୀକ୍ଷାର୍ଥୀ ମାନେ ପରୀକ୍ଷାରେ ଉଚିତ ପରିଣାମ ପ୍ରାପ୍ତ କରିବେ। ଅବିବାହିତ ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ।

ସିଂହ ରାଶି :-

ଶନି ଗ୍ରହର ଗୋଚର ଏହି ରାଶିର ଲୋକଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଯଦି ଆପଣ କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ତାହେଲେ ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ।ଏହି ସମୟରେ କୌଣସି ଜମିବାଡ଼ି କ୍ରୟ କରି ପାରନ୍ତି। ବନ୍ଧୁ ଓ ପରିଜନଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନ ହେବ। ପରିବାରରେ ସୁଖ ଓ ଶାନ୍ତି ବିରାଜମାନ କରିବ।କୌଣସି ପୁରୁଣା ବନ୍ଧୁଙ୍କ ସହିତ ଦେଖା ସାକ୍ଷାତ ହୋଇପାରେ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ।

କନ୍ୟା ରାଶି :-

ଶନି ଗ୍ରହର ଗୋଚର ଯୋଗୁଁ ଏହି ରାଶିର ଲୋକଙ୍କ ଭାଗ୍ୟ ବଦଳି ଯିବ। ଘରେ ସୁଖଶାନ୍ତି ବିରାଜମାନ କରିବ।ଅଧିକ ଉପାର୍ଜନ କରିବା ପାଇଁ ନୂତନ ସାଧନ ପ୍ରାପ୍ତ ହେବ।ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ବାସ୍ଥ୍ୟରେ ସୁଧାର ଆସିବ। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମର ଆୟୋଜନ ହୋଇପାରେ। ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ। ଆପଣ ନୂତନ ବାହନ କ୍ରୟ କରି ପାରନ୍ତି। ଶାରୀରିକ ଓ ମାନସିକ ରୂପରେ ଆପଣ ସୁସ୍ଥ ରହିବେ।

ତୁଳା ରାଶି :-

ଶନି ଗ୍ରହର ଗୋଚର ଯୋଗୁଁ ଏହି ରାଶିର ଭାଗ୍ୟ ବଦଳି ଯିବ। ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ। ଆପଣ ଯେଉଁ କାର୍ଯ୍ୟ କରିବେ, ସବୁଥିରେ ସଫଳତା ହାସଲ କରିବେ। ପରିବାର ଓ ସମ୍ପର୍କୀୟଙ୍କ ଠାରୁ ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ ପ୍ରାପ୍ତ ହେବ।ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ।ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଯିବ। କୌଣସି କାର୍ଯ୍ୟ ହେତୁ ବିଦେଶ ଯାତ୍ରା କରି ପାରନ୍ତି। ଆପଣଙ୍କ ଉପରେ ସର୍ବଦା ପିତାମାତାଙ୍କ ଆଶୀର୍ବାଦ ରହିବ।

ଧନୁ ରାଶି :-

ଶନି ଗ୍ରହର ଗୋଚର ଯୋଗୁଁ ଏହି ରାଶିର ଲୋକଙ୍କୁ ଅତ୍ୟନ୍ତ ଶୁଭ ପରିଣାମ ପ୍ରାପ୍ତ ହେବ।ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ। ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟ ଦେଖି ସନ୍ତୁଷ୍ଟ ହେବେ।ସମାଜରେ ଆପଣଙ୍କର ବ୍ୟବସାୟ ବୃଦ୍ଧି ହେବ। ରୋଜଗାର ନଥିବା ଲୋକଙ୍କୁ ଚାକିରି ମିଳିଯିବ।ସରକାରୀ ଚାକିରୀ ପାଇଁ ଆବେଦନ କରିଥିବା ଲୋକଙ୍କୁ ଖୁବ୍ ଶୀଘ୍ର ସୁଖଦ ସମାଚାର ମିଳିବ। ଘରେ ସୁଖଶାନ୍ତି ବିଦ୍ୟମାନ ହେବ।ପ୍ରେମ ପ୍ରସଙ୍ଗରେ ସଫଳତା ହାସଲ କରିବେ। ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହୋଇପାରେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *