Excuse Me Odisha

ଯାହା କହିବୁ ସତ କହିବୁ

୧ ଟି ରସୁଣ କଲି ଧନୀ ବନେଇଦେବ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୧ ଟି ରସୁଣ କଲି ଧନୀ ବନେଇଦେବ।

ଯଦି ଆପଣ ନିଜର ଗରିବୀକୁ ଦୂର କରିବାକୁ ଚାହୁଁଛନ୍ତି ତେବେ ରସୁଣର ୧ ଟି କଲି ଘରେ ଏହି ଜାଗାରେ ରଖିଦିଅନ୍ତୁ ଗରିବୀ ଦୂର ହୋଇଯିବ। ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ବର୍ଷା ହେବ। ତେବେ ଆସନ୍ତୁ ଜାଣିବା।

ମା ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଏ। ଯେଉଁ ଘରେ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ ସେହି ଘରେ କେବେବି ଗରିବି ଦରିଦ୍ରତା ଆସେନାହିଁ। ଏମିତି ଘରେ ପଜିଟିଭ ଏନର୍ଜୀ ବନି ରହିଥାଏ ଏବଂ ଘରେ ନୂଆ ଏନର୍ଜୀ ବନିରହିଥାଏ। କୁହାଯାଏ ଘରର ମହିଳା ମା ଲକ୍ଷ୍ମୀଙ୍କ ରୂପ ହୋଇଥାନ୍ତି। ଯେଉଁ ଘରେ ସ୍ତ୍ରୀଙ୍କର ସମ୍ମାନ ହୋଇଥାଏ ସେହି ଘର ଉପରେ ମା ଲକ୍ଷ୍ମୀଙ୍କର କୃପା ବନିରହିଥାଏ।

ଯଦି ଆପଣ ଚାହୁଁଛନ୍ତି ମା ଲକ୍ଷ୍ମୀଙ୍କ କୃପା ସର୍ବଦା ବନିରହୁ ତେବେ ପ୍ରତିଦିନ ସନ୍ଧ୍ୟାରେ ଦୀପ ଲଗାନ୍ତୁ। ସନ୍ଧ୍ୟା ସମୟରେ ପୃଥିବୀରେ ମା ଲକ୍ଷ୍ମୀଙ୍କର ଭ୍ରମଣ ହୋଇଥାଏ। ଘରର ମା ଲକ୍ଷ୍ମୀଙ୍କର ସ୍ୱାଗତ ପାଇଁ ଘରେ ସନ୍ଧ୍ୟା ସମୟରେ ଦୀପ ଜାଳିବା ଉଚିତ।

ଘରେ ପ୍ରତିଦିନ ଗୋମୂତ୍ରର ଛିଞ୍ଚନ କରିବା ଉଚିତ। ଏହା ଦ୍ବାରା ଘରର ବାତାବରଣରେ ଥିବା ନକରାତ୍ମକ ଉର୍ଜା ଶେଷ ହୋଇଥାଏ। ଘରର ମାହଲ ପବିତ୍ର ହୋଇଯାଏ। ଘରର ବାସ୍ତୁଦୋଷ ଦୂର ହୋଇଯାଏ। ସେହି ଘରେ ଦେବୀ ଦେବତାଙ୍କର ବିଶେଷ କୃପା ବର୍ଷା ହୋଇଥାଏ। ଯଦି ଗୋମୂତ୍ରର ଛିଞ୍ଚନ କରି ପାରୁନାହାନ୍ତି ତେବେ ଗଙ୍ଗା ଜଳର ଛିଞ୍ଚନ ନିଶ୍ଚୟ କରିନେବା ଉଚିତ।

ପ୍ରତିଦିନ ସକାଳେ ଘରର ମୁଖ୍ୟ ଦ୍ୱାରରେ ରଙ୍ଗଲି ବନେଇବା ଉଚିତ। ଏହା ଦ୍ବାରା ଘରେ ସକରାତ୍ମକ ଉର୍ଜାରେ ଭରି ରହିଥାଏ। ଏହି ଉପାୟ ଦ୍ୱାରା ଘରର ଅନେକ ବାସ୍ତୁଦୋଷ ଦୂର ହୋଇଥାଏ।

ଘରର ବାତାବରଣକୁ ସୁଗନ୍ଧିତ ରଖିବା ଉଚିତ। ଏଥିପାଇଁ ସକାଳେ ସନ୍ଧ୍ୟାରେ ସୁଗନ୍ଧିତ ଧୂପ ଜାଳିବା ଉଚିତ। ଯେଉଁଠାରେ ଦୁର୍ଗନ୍ଧ ଆସିଥାଏ ସେଠାରେ ନକରାତ୍ମକ ଉର୍ଜା ଉତ୍ପନ୍ନ ହୋଇଥାଏ ଏବଂ ବାସ୍ତୁଦୋଷ ବି ଉତ୍ପନ୍ନ ହୋଇଥାଏ। ଏମିତି ସ୍ଥାନରେ ରହୁଥିବା ଲୋକଙ୍କୁ ମାନସିକ ଏବଂ ସ୍ୱାସ୍ଥ୍ୟ ସମ୍ବଦ୍ଧିତ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ସେଥିପାଇଁ ଏହିସବୁରୁ ରକ୍ଷା ପାଇବା ପାଇଁ ଘରର ବାତାବରଣକୁ ସୁଗନ୍ଧିତ ରଖନ୍ତୁ। ଏହା ଦ୍ବାରା ଘରର ସଦସ୍ୟଙ୍କର ମନ ପ୍ରସନ୍ନ ରହିଥାଏ।

ଘରକୁ ସର୍ବଦା ସଫା ରଖନ୍ତୁ। ଘରେ କେବେବି ଅପରିଷ୍କାର ବୁଢିଆଣି ଫାନ୍ଦ ରହିବାକୁ ଦିଅନ୍ତୁ ନାହିଁ। ଯେଉଁଠି ଅପରିଷ୍କାର ଥାଏ ସେହି ଘରେ ମା ଲକ୍ଷ୍ମୀ ବାସ କରନ୍ତି ନାହିଁ ଏବଂ ଘରର କୌଣସି ବି ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ରହିନଥାଏ।

ପ୍ରତିଦିନ ସୂର୍ଯ୍ୟାସ୍ତ ପରେ ଭଗବାନ ଶିବ ଲିଙ୍ଗ ପାଖରେ ଦୀପ ଜଳେଇବା ଉଚିତ। ଏହା ଦ୍ବାରା ଅକ୍ଷୟ ପୁଣ୍ୟର ପ୍ରାପ୍ତ ହୋଇଥାଏ। ଘରେ ଧନ ସମୃଦ୍ଧି ବନି ରହିଥାଏ। ସେଥିପାଇଁ ସନ୍ଧ୍ୟା ସମୟରେ ପୁରା ଘରକୁ ଆଲୋକିତ କରିବା ଉଚିତ।

ରାତିରେ ଶୋଇବା ପୂର୍ବରୁ କର୍ପୁରରେ ଧୂଆଁ କରନ୍ତୁ। ଧୂଆଁ ଦ୍ୱାରା ଘରର ସମସ୍ତ ନେଗେଟିଭ ଏନର୍ଜୀ ଦୂର ହୋଇଥାଏ ଏବଂ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଏମିତି କରିଲେ ପରିବାରର ସଦସ୍ୟଙ୍କ ମଧ୍ୟରେ ଭଲ ସମ୍ବଦ୍ଧ ରହିଥାଏ।

ଘରର ବଡ଼ ମାନଙ୍କର ସର୍ବଦା ସମ୍ମାନ କରିବା ଉଚିତ। ଯେଉଁ ଘରର ମହିଳା ନିଜର ମାତା ପିତା ଏବଂ ଶାଶୁ ଶଶୁରଙ୍କ ସମ୍ମାନ କରିଥାଏ ତାଙ୍କ ଉପରେ ମା ଲକ୍ଷ୍ମୀ ପ୍ରସନ୍ନ ରହିଥାନ୍ତି ଏବଂ ଘରେ ଖୁସିର ମାହଲ ରହିଥାଏ।

ଘରର ମହିଳାଙ୍କୁ ଶୋଇବା ପୂର୍ବରୁ ସୋରିଷ ତେଲର ଦୀପ ଘରର ଦକ୍ଷିଣ ଦିଗରେ ଜଳେଇ ଶୋଇବା ଉଚିତ। ଏହା ଦ୍ବାରା ଘରେ ସୁଖ ସମୃଦ୍ଧି ବନିରହିଥାଏ। ଯଦି ଦୀପ ଜଳେଇବା ସମ୍ଭବ ନୁହେଁ ତ ଗୋଟେ ଲାଇଟ ଜଳେଇ ରଖନ୍ତୁ।

ଘରେ ରାତି ସମୟରେ ଏଠି ସେଠି ଜିନିଷ ବୁଣି କରି ରଖନ୍ତୁ ନାହିଁ। ଏମିତି କରିଲେ ଘରେ ନକରାତ୍ମକ ଉର୍ଜାର ପ୍ରଭାବ ପଡିଥାଏ।

ଚପଲ ଜୂତାକୁ ନିର୍ଧାରିତ ସ୍ଥାନରେ ରଖନ୍ତୁ।

ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ବାସ୍ତୁର ଆମ ଜୀବନ ଉପରେ ବହୁତ ମହତ୍ତ୍ଵ ରହିଛି।

ବାସ୍ତୁ ଅନୁସାରେ ୧ ଟି ରସୁଣ କଲି ନିଜ ଘରର ମୁଖ୍ୟ ଦ୍ୱାରରେ ଟାଙ୍ଗି ଦିଅନ୍ତୁ। ଏମିତି କରିଲେ ଘରର ସମସ୍ତ ନକରାତ୍ମକ ଉର୍ଜା ଦୂର ହୋଇଥାଏ। ରସୁଣ ପାଖରେ ଗୋଟେ ସ୍ବାସ୍ତିକ ଚିହ୍ନ ଅବଶ୍ୟ କରନ୍ତୁ। ପ୍ରଥମେ ସିନ୍ଦୁରରେ ସ୍ବାସ୍ତିକ ବନାନ୍ତୁ ଏହାର ମଝିରେ କଳା ସୂତାରେ ରସୁଣ କଲି ବାନ୍ଧି ଟାଙ୍ଗି ଦିଅନ୍ତୁ। ଖରାପ ନଜର ଘରକୁ ପ୍ରବେଶ କରିନଥାଏ। ଘରେ ସୁଖ ରହିଥାଏ।

ଗରିବୀ ଏବଂ ଆର୍ଥିକ ସମସ୍ୟା ଆପଣଙ୍କ ପିଛା ଛାଡୁ ନାହିଁ ଏବଂ ମା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଏହି ଉପାୟ କରନ୍ତୁ। କଳା ସୂତାରେ ରସୁଣ ମାଳା କରି ଘରର ମୁଖ୍ୟ ଦ୍ୱାରରେ ଏମିତି ଟାଙ୍ଗିବେ ଯେମିତି କାହାର ନଜର ଏହାର ଉପରେ ପଡିବ ନାହିଁ।

ଘରର ଉନ୍ନତି ଅଟକି ଯାଇଥିଲେ ମା ଲକ୍ଷ୍ମୀଙ୍କର ପୂଜା କରନ୍ତୁ। କେଶର ଏବଂ ଚାଉଳ ଅର୍ପଣ କରନ୍ତୁ ଏବଂ ପୂଜା ପରେ ଏହି ଚାଉଳକୁ ସଫା କପଡ଼ାରେ ବାନ୍ଧି ନିଜର ଘରର ଆଲମାରୀରେ ରଖିଦିଅନ୍ତୁ। ଏମିତି କରିଲେ ଘରର ଉନ୍ନତି ହୋଇଥାଏ।

ରାତିରେ ଚାଉଳ ଦହି ଖାଆନ୍ତୁ ନାହିଁ।

ଭଜନ କରିବା ସମୟରେ ନିଜର ମୁଖ ପୂର୍ବ କିମ୍ବା ଉତ୍ତର ଦିଗକୁ କରି ଭଜନ କରିବା ଉଚିତ। ଏମିତି କରିଲେ ମନ ଶାନ୍ତ ରହିଥାଏ। ସନ୍ଧ୍ୟା ସମୟରେ ଜୂତା ଚପଲ ପିନ୍ଧିବା ଉଚିତ ନୁହେଁ।

ତୁଳସୀ ଗଛକୁ ସର୍ବଦା ଘରର ଇସାଣ କୋଣରେ ଲଗେଇବା ଉଚିତ।

ପ୍ରତ୍ୟକ ଦିନ ସକାଳେ ତୁଳସୀ ଗଛରେ ପାଣି ଦେବା ସହିତ ତୁଳସୀ ଗଛର ମୂଳର ମାଟିକୁ ନିଜ ମଥାରେ ଲଗାଇବା ଉଚିତ। ଏହା ଦ୍ବାରା ପାପ ନାଶ ହୋଇଥାଏ

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *