Excuse Me Odisha

ଯାହା କହିବୁ ସତ କହିବୁ

୬ ଟି ରାଶି ଜୁଲାଇ ମାସରେ ବନିବେ କୋଟିପତି।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୬ ଟି ରାଶି ଜୁଲାଇ ମାସରେ ବନିବେ କୋଟିପତି।

ଜୁଲାଇ ୨୦୨୨ର ମାସ ଅନେକ ଗ୍ରହଙ୍କର ଚଳନ ଧନର ବର୍ଷା କରିବ ଏହି ୬ ଟି ରାଶି ଉପରେ। ଧନ ସମ୍ପତ୍ତି ସହିତ ସୁଖ ସମୃଦ୍ଧି ବି ପ୍ରାପ୍ତ ହେବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଙ୍କର ଚଳନ ବହୁତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। ଏହାର ପ୍ରଭାବ ସମସ୍ତ ରାଶି ସମସ୍ତ ମନୁଷ୍ୟ ଉପରେ ପଡିଥାଏ। ସମସ୍ତ ଗ୍ରହର ନିଜର ଗୁଣ ଏବଂ ସ୍ଵଭାବ ଥାଏ। ଆସୁଥୁବା ଜୁଲାଇ ମାସରେ ୪ ଟି ଗ୍ରହ ବକ୍ରି ଚଳନରେ ଯିବେ। ସୁର୍ଯ୍ୟ ମିଥୁନରେ ମଙ୍ଗଳ ଏବଂ ଶୁକ୍ର କର୍କଟରେ ଶନି ମକରରେ ଗୁରୁ କୁମ୍ଭରେ ରାହୁ ଏବଂ ବୁଧ ବୃଷରେ ହିଁ ଚଳନ କରିବେ। ଗୁରୁଙ୍କର ଓଲଟା ପ୍ରଭାବ ସମସ୍ତ ୧୨ ଟି ରାଶି ଉପରେ ପ୍ରଭାବ ପଡିବ। ଏହି ମାସ କେତେକ ରାଶିର ଜାତକଙ୍କର ଖରାପ ଭାଗ୍ୟକୁ ଚମକାଇ ଦେବ। ଏହି ୬ ଟି ରାଶିର ଜାତକ ଆର୍ଥିକ ସମ୍ପତିରେ ଭରପୁର ରହିବେ। ତେବେ ଆସନ୍ତୁ ସେହି ଭାଗ୍ୟଶାଳୀ ୬ ଟି ରାଶିଙ୍କ ବିଷୟରେ ଜାଣିବା।

ମେଷ ରାଶି। ଏହି ରାଶିର ଜାତକ ଏହି ମାସରେ ଅପାର ଧନର ପ୍ରାପ୍ତ କରିବେ। ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ପଡିବ। ରୋଜଗାର ସମ୍ବଦ୍ଧିତ ନୂତନ ନୂତନ ଅଵସର ପ୍ରାପ୍ତ ହେବ। ନିଜର କଳ୍ପନାକୁ ବାସ୍ତବରେ ପରିଣତ କରିବେ। ଏଥିରେ ଆପଣଙ୍କୁ ଭାଗ୍ୟର ଅନେକ ସହଯୋଗ ମିଳିବ। ଚାକିରୀ ଖୋଜୁଥିବା ଲୋକଙ୍କୁ ଭଲ ଚାକିରୀ ପ୍ରାପ୍ତ ହେବ। ଆପଣଙ୍କୁ ଶୁଭ ସମାଚାର ମିଳିବ। ବଡ଼ ଲୋକଙ୍କ ସହିତ ଆପଣଙ୍କର ସମ୍ପର୍କ ଭଲ ରହିବ। ସହକର୍ମୀଙ୍କ ସହିତ ମତଭେଦ ଶେଷ ହୋଇଯିବ। ବ୍ୟବସାୟରେ ଉନ୍ନତି ହେବ। ଏହି ମାସରେ ଆପଣଙ୍କୁ ନିଜର ପରିଶ୍ରମ ଅନୁଯାୟୀ ପୁରା ଲାଭ ମିଳିବ। ଆର୍ଥିକ ସ୍ଥିତି ମଜବୁତ ହେବ। ବିନିଯୋଗରେ ଲାଭ ହେବ। ଋଣରୁ ବି ମୁକ୍ତ ହୋଇଯିବେ। ଧନ ସଞ୍ଚୟ କରିବାରେ ସଫଳତା ମିଳିବ। ଦାମ୍ଫତ୍ୟ ଜୀବନରେ ଖୁସି ରହିବ। କଟୁ କଥା କୁହନ୍ତୁ ନାହିଁ। କମ କଥା କୁହନ୍ତୁ।

କନ୍ୟା ରାଶି। ଏହି ରାଶିର ଜାତକଙ୍କୁ ସବୁଠାରୁ ଅଧିକ ଲାଭ ମିଳିବ ଯେଉଁମାନେ ସରକାରୀ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସହକର୍ମୀ ଆପଣଙ୍କର ପ୍ରଶଂସା କରିବେ। ଚାକିରୀ କରୁଥିବା ଲୋକଙ୍କର ଦରମା ବୃଦ୍ଧି ହେବ। ଆପଣଙ୍କୁ ବହୁତ ଧନ ପ୍ରାପ୍ତ ହେବ। ଅନେକ ଜାତକ ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ଅଧିକ ଖୁସି ହୋଇ କୌଣସି କିଛି ଭୁଲ କାମ କରନ୍ତୁ ନାହିଁ। ବ୍ୟବସାୟରେ କୌଣସି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ଅନୁଭବୀ ଲୋକଙ୍କ ପରାମର୍ଶ ନିଅନ୍ତୁ ଏବଂ ଏଥିରେ ଆପଙ୍କର ମିତ୍ର ଆପଣଙ୍କୁ ସାହାର୍ଯ୍ୟ କରିବାକୁ ନିଶ୍ଚୟ ଆସିବେ। ବଡ଼ ଲୋକଙ୍କର ପରାମର୍ଶ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ଘରର ବଡ଼ ମାନଙ୍କ ସହିତ ବାଦ ବିବାଦ କରନ୍ତୁ ନାହିଁ। ସ୍ୱାସ୍ଥ୍ୟ ସମ୍ବଦ୍ଧିତ ସମସ୍ୟା ଦୂର ହେବ।

ମିଥୁନ ରାଶି। ଏହି ମାସଟି ଧନ ପ୍ରାପ୍ତ ପାଇଁ ଏହି ରାଶିର ଜାତକଙ୍କ ପାଇଁ ବହୁତ ଭଲ ରହିବ। ଖର୍ଚ୍ଚ ଅଧିକ ହେବ କିନ୍ତୁ ବିପୁଳ ମାତ୍ରାରେ ଧନର ଆଗମନ ହେବ। ଏହି ମାସରେ ଆପଣ ଧନରେ ମାଲାମାଲ ହୋଇଯିବେ। ଏହି ମାସଟି ବହୁତ ଶୁଭ ରହିବ। ବ୍ୟବସାୟ କାରବାର ପାଇଁ ଏହି ସମୟ ବହୁତ ଜବରଦସ୍ତ ଫଳଦାୟୀ ରହିବ। କାରବାରରେ ବୃଦ୍ଧି ହେବ। ସହକର୍ମୀ ଆପଣଙ୍କର ପରାମର୍ଶ ମାନିବେ। ନୂତନ ଦାୟିତ୍ୱ ମିଳିବ। ଚାକିରୀ ଖୋଜୁଥିବା ଜାତକ ମନ ପସନ୍ଦର ଚାକିରୀ ପାଇବେ। ଅଟକି ରହିଥିବା କାର୍ଯ୍ୟକୁ ଗତି ମିଳିବ। ବାଧା ବିଘ୍ନ ଦୂର ହେବ। ସମାଜରେ ମାନ ସମ୍ମାନ ପାଇବେ। ପାରିବାରିକ ଜୀବନ ଠିକ ରହିବ। ବୈବାହିକ ଜୀବନରେ ଆନବଡ଼6ପ୍ରାପ୍ତ ହେବ।

ମକର ରାଶି। ଚାକିରୀ କାରବାରରେ ନୂତନ ଲକ୍ଷ ପାଇବେ। ସଫଳତା ମିଳିବାର ପୁରା ଅନୁକୂଳ ସମୟ ଅଟେ। ବ୍ୟବସାୟରେ ଯେଉଁ ବାଧା ଆସୁଥିଲା ତାହା ଶେଷ ହେବ। ପରିଶ୍ରମର ଅନେକ ଗୁଣା ଫଳ ଆପଣଙ୍କୁ ପ୍ରାପ୍ତ ହେବ। ବଡ଼ ଚାକିରିର ପ୍ରସ୍ତାବ ଆସିବ। ନୂତନ ବ୍ୟବସାୟରେ ଅଗ୍ରସର ହେବେ। ଏହି ମାସଟି ବିଶେଷ ଲାଭଦାୟକ ରହିବ। ବିଦେଶୀ ବ୍ୟବସାୟରେ ମାର୍ଗ ଖୋଲିବ। ବ୍ୟବସାୟରେ ପୁରୁଣା ସମ୍ବଦ୍ଧ ଲାଭଦାୟକ ରହିବ। ସରକାରୀ କାର୍ଯ୍ୟାଳୟରୁ ଆର୍ଥିକ ଲାଭ ମିଳିପାରେ। ଅଟକି ରହିଥିବା ଧନ ଫେରସ୍ତ ମିଳିପାରେ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ।

ମୀନ ରାଶି। ସଫଳତାର ନୂତନ ନୂତନ ଅବସର ପ୍ରାପ୍ତ ହେବ।

ଚାକିରୀ ବ୍ୟବସାୟରେ ଉନ୍ନତି ମିଳିବ। ଆମଦାନୀର ନୂତନ ରାସ୍ତା ଖୋଲିବ। ଅଚାନକ ଅନେକ ଧନ ଲାଭର ସଂକେତ ଅଛି। ଆପଣଙ୍କୁ ସତର୍କ ରହିବାକୁ ପଡିବ। ଆପଣଙ୍କର ଅଧିକ ଖର୍ଚ୍ଚ ବୃଦ୍ଧି ହେବ। ଭାବି ଚିନ୍ତି ଖର୍ଚ୍ଚ କରନ୍ତୁ। ଧନ ସମ୍ପତ୍ତିରୁ ଭଲ ଲାଭ ମିଳିବ। ସରକାରୀ କାର୍ଯ୍ୟାଳୟରୁ ବି ଧନର ମାର୍ଗ ଖୋଲିବ। ନିବେଶ କରିବା ପୂର୍ବରୁ ଜ୍ଞାନୀ ଲୋକଙ୍କ ପରାମର୍ଶ ନିଅନ୍ତୁ। ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହି ସମୟ ଅନୁକୁଳ ରହିବ। ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ।

ତୁଳା ରାଶି। ଆପଣଙ୍କର ଶୁଭ ଫଳଦାୟୀ ସମୟ ରହିବ। ଅଟକି ରହିଥିବା କାର୍ଯ୍ୟରେ ସଫଳତା ମିଳିବ। କୌଣସି ନୂତନ ବ୍ୟବସାୟ ବ୍ୟାପାର ଆରମ୍ଭ କରିପାରନ୍ତି। ଚାରି ପାଖରୁ ଧନର ଆଗମନ ହେବ। ଆପଣଙ୍କୁ ସଫଳତା ମିଳିବ। କାର୍ଯ୍ୟରେ ଉନ୍ନତି ହେବ। ଋଣ କାରବାର କରନ୍ତୁ ନାହିଁ। ଭାଗ୍ୟର ଭରପୁର ସହଯୋଗ ମିଳିବ। ପରିବାରରେ ଛୋଟ ମୋଟ ବାଦ ବିବାଦ ସମ୍ଭବ ଅଟେ କିନ୍ତୁ ବାଣୀ ଉପରେ ନିୟନ୍ତ୍ରଣ କରିବାକୁ ହେବ। ବିଦ୍ୟାର୍ଥୀଙ୍କ ପାଇଁ ସମୟ ଭଲ ଅଟେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *