Excuse Me Odisha

ଯାହା କହିବୁ ସତ କହିବୁ

ଘରେ ଏହି ଗଛକୁ କାଟିବା ଉଚିତ ନୁହେଁ ନଚେତ ଘରେ ହୋଇଥାଏ ମୃତ୍ୟୁ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଘରେ ଏହି ଗଛକୁ କାଟିବା ଉଚିତ ନୁହେଁ ନଚେତ ଘରେ ହୋଇଥାଏ ମୃତ୍ୟୁ।

ଏହି ଗଛ ଗୁଡିକୁ କାଟିଲେ ଘୋର ପାପ ଲାଗିଥାଏ ଏମିତି ପାପ ଆପଣଙ୍କର ପରବର୍ତ୍ତୀ ଜନ୍ମ ପର୍ଯ୍ୟନ୍ତ ପିଛା ଛାଡିବ ନାହିଁ। ଏହି ଗଛକୁ କେବେବି କାଟିବା ଉଚିତ ନୁହେଁ। ଏହାର ପତ୍ରକୁ ବି ତୋଳିବା ଘୋର ପାପ ବୋଲି ମାନାଯାଏ। ଏହି ପତ୍ରକୁ ପୂଜାରେ ବ୍ୟବହାର କରିବା ପାଇଁ ପ୍ରଥମେ ହାତ ନିଶ୍ଚୟ ଧୋଇନେବେ।

ଭାଗବତ ଗୀତା ଅନୁସାରେ ଗଛରେ ବି ଚେତନା ଅଛି। ଗଛ କାଟିଲେ ସମ୍ପତି କିମ୍ବା ସନ୍ତାନଙ୍କୁ ବି ହାନି ହୋଇଥାଏ। ଗଛର ପୂଜା କରିଲେ ଭଗବାନଙ୍କୁ ପୂଜା କରିବା ସହିତ ସମାନ ହୋଇଥାଏ।

ଅସ୍ତଗଛ। ଏହି ଗଛ ଲଗାଇଲେ ପୁତ୍ର ପ୍ରାପ୍ତ ହୋଇଥାଏ। ଅଶୋକ ଗଛ। ଏହି ଗଛକୁ ଲଗାଇଲେ ଶୋକର ନାଶ ହୋଇଥାଏ ଏବଂ ନିମ୍ବ ଗଛ ଲଗାଇଲେ ରୋଗ ନାଶ ହୋଇଥାଏ। ଗୋଲାପ ଗଛ ଲଗାଇଲେ ମା ପାର୍ବତୀ ପ୍ରସନ୍ନ ହୋଇଥାଆନ୍ତି।

ଶାସ୍ତ୍ର ଅନୁସାରେ ଏମିତି ୫ ଟି ଗଛ ଅଛି ଯାହାକୁ କାଟିଲେ ଘୋର ପାପ ଲାଗିଥାଏ। ଏହାର ପତ୍ର ତୋଳିଲେ ବି ପାପର ଭାଗିଦାରୀ ବନି ପାରନ୍ତି। ଘରେ ଯଦି ଏହି ଗଛ ଥାଏ ତ ଭୁଲରେ ବି ଛୁଇଁବେ ନାହିଁ କି କାଟିବେ ନାହିଁ।

ଅସ୍ତଗଛ। ଶାସ୍ତ୍ର ଅନୁସାରେ ଏହି ଗଛରେ ଦେବୀ ଦେବତାଙ୍କର ବାସ ହୋଇଥାଏ। ଏହି ଗଛରେ ନକରାତ୍ମକ ଏବଂ ସକରାତ୍ମକ ଉର୍ଜା ଦୁଇଟି ଯାକର ବାସ ହୋଇଥାଏ। ହିନ୍ଦୁ ଧର୍ମ ଅନୁସାରେ ଅସ୍ତଗଛରେ ସମସ୍ତ ବ୍ରହ୍ମାଣ୍ଡର ଉର୍ଜାର ବାସ ମାତ୍ର ଏହି ଗଛରେ ଥାଏ। ଏହି ଗଛରେ ୯ ଦେବୀଙ୍କର ବାସ ହୋଇଥାଏ। ଯଦି କେହି ଏହି ଗଛକୁ କ୍ଷତି ପହଂଚାଇ ଥାଏ କିମ୍ବା ପତ୍ର ତୋଳି ଥାଏ ତ ଘୋର ପାପ ଲାଗିଥାଏ। ତାଙ୍କ ଉପରେ ନକରାତ୍ମକତା ପ୍ରାଧାନ୍ୟ ବିସ୍ତାର କରିଥାଏ। ଏହି ଗଛକୁ ବିଧି ବିଧାନର ସହିତ ପୂଜା କରାଯାଏ। ଏହି ଗଛକୁ ପୂଜ୍ୟ ବୋଲି ମାନାଯାଏ। ଏଥିପାଇଁ ଏହି ଗଛକୁ କେବେବି କାଟିବେ ନାହିଁ। ଯଦି ପୂଜାପାଠରେ ଏହାର ବ୍ୟବହାର କରିବେ ତ ପ୍ରଥମେ ହାତ ଯୋଡି ପ୍ରଣାମ କରି ତୋଳିବେ।

ଶନି ଗଛ। ଏହି ଗଛକୁ ଲଗାଇବାକୁ ଲୋକେ ଡରି ଥାନ୍ତି। ଏହି ଗଛରେ ଶନିଙ୍କ ବାସ ହୋଇଥାଏ। ଯଦି ଏହି ଗଛକୁ ନିଜ ଘରେ ଲଗାଇବେ ତ ଘରେ ଶନିଙ୍କ ବାସ ହୋଇଥାଏ କିନ୍ତୁ ଆପଣ ଭୟ କରନ୍ତୁ ନାହିଁ ଶନି ଆମର ମିତ୍ର ଅଟନ୍ତି। ଶାସ୍ତ୍ର ଅନୁସାରେ ଯେଉଁ ଘରେ ଶନି ଗଛ ଥାଏ ସେହି ଘରର ସମସ୍ତ ସମସ୍ୟା ଶନିଦେବ ସମାପ୍ତ କରିଦିଅନ୍ତି ଏମିତି ଘରକୁ ରାହୁ କେତୁ କେବେବି ଆସନ୍ତି ନାହିଁ। ଶନିଦେବଙ୍କ କୃପା ସର୍ବଦା ଏମିତି ଘରେ ଥାଏ ଯେଉଁ ଘରେ ଶନିଙ୍କ ଗଛ ଥାଏ। ଏହି ଗଛକୁ ମନସ୍କାମନାର ଗଛ ମାନାଯାଏ। ଏହି ଗଛକୁ ପୂଜା କରି ନିଜର ଦୁଃଖ ଜଣାଇଲେ ମନସ୍କାମନା ନିଶ୍ଚୟ ପୂରଣ ହୋଇଥାଏ। ସେଥିପାଇଁ ଏହି ଗଛକୁ କେବେବି କାଟିବେ ନାହିଁ ନଚେତ ଘୋର ପାପ ଲାଗିଥାଏ। ଏହି ଗଛକୁ ନିଜ ଘରେ ଲଗାନ୍ତୁ ଏବଂ ପ୍ରତି ଶନିବାର ଦିନ ଏହି ଗଛକୁ ପୂଜା କରନ୍ତୁ ସୋରିଷ ତେଲରେ ଦୀପ ଜାଳନ୍ତୁ।

ତେନ୍ତୁଳି ଗଛ। ଏହି ଗଛରେ ନକରାତ୍ମକ ଉର୍ଜାର ବାସ ହୋଇଥାଏ। ଏଥିପାଇଁ ଏହି ଗଛକୁ କେବେବି କ୍ଷତି କରନ୍ତୁ ନାହିଁ। ଏହି ଗଛ କେବେବି କିଛି କରିବ ନାହିଁ। ମାନାଯାଏ ଏହି ଗଛରେ ଭୂତ ପ୍ରେତର ବାସ ହୋଇଥାଏ ଏଥିପାଇଁ ଏହାକୁ ହଇରାଣ କରନ୍ତୁ ନାହିଁ। ମାନାଯାଏ ଏହି ଗଛ ତଳକୁ ଖାସ କରି ରାତି ସମୟରେ ଯିବା ଉଚିତ ନୁହେଁ।

ବର ଗଛ। ମାନ୍ୟତା ଅନୁସାରେ ଏହି ଗଛ ବହୁତ ମହତ୍ବପୂର୍ଣ ଗଛ ଅଟେ। ଏହାର ପୂଜା ଲମ୍ବା ଆୟୁଷ ସୁଖ ସମୃଦ୍ଧି ଏବଂ ଅଖଣ୍ଡ ସୌଭାଗ୍ୟବତୀ ଦେବା ସହିତ ହିଁ ସମସ୍ତ ପ୍ରକାରର କ୍ଳେଶ ଏବଂ ପାପର ନାଶ କରିଥାଏ। ଏହି ଗଛକୁ ଅନେକ ପର୍ବ ପର୍ବାଣୀରେ ପୂଜା କରାଯାଏ। ଏହାର ପତ୍ରକୁ ତୋଳିବା ପାପ ବୋଲି ମାନାଯାଏ। ଏହି ଗଛ ଉପରେ କେବେବି କୁରାଢ଼ୀ ମାରିବା ଉଚିତ ନୁହେଁ ନଚେତ ଆପଣଙ୍କୁ ନର୍କକୁ ଯିବାକୁ ପଡିପାରେ। ଏହାର ପତ୍ର ତୋଳିବା ସମୟରେ ହାତ ଜଡି ପ୍ରାର୍ଥନା କରି ତୋଳନ୍ତୁ।

ନିମ୍ବ ଗଛ। ଶାସ୍ତ୍ର ଅନୁସାର୍ଡ ଏହି ଗଛରେ ଅନେକ ଦିବ୍ୟଶକ୍ତିରେ ବାସ ହୋଇଥାଏ। ଏଥିପାଇଁ ଏହି ଗଛକୁ କେବେବି କାଟିବା ଉଚିତ ନୁହେଁ। ଯଦି ଏହି ଗଛକୁ କାଟିବେ ତେବେ ପାପ ଲାଗିଥାଏ। ଏହା ପରିବେଶକୁ ଶୁଦ୍ଧ କରିଥାଏ ଏବଂ ସ୍ବାସ୍ଥ୍ୟରେ ବୃଦ୍ଧି କରିଥାଏ। ଏହି ପ୍ରକାରର ଯେଉଁ ମନୁଷ୍ୟ ଏହି ଗଛ ଲଗାଇଥାଏ ତାକୁ ଶିବଲୋକ ପ୍ରାପ୍ତ ହୋଇଥାଏ। ଯେଉଁ ମନୁଷ୍ୟ ୩ ଟି ନିମ୍ବ ଗଛ ଲଗାଇଥାଏ ସେ ୧୦୦ ବର୍ଷ ପର୍ଯ୍ୟନ୍ତ ସୂର୍ଯ୍ୟଲୋକରେ ସୁଖର ଉପଭୋଗ କରିଥାଏ। ଏହି ଗଛକୁ ଭୁଲରେ ବି କାଟିବେ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *