Excuse Me Odisha

ଯାହା କହିବୁ ସତ କହିବୁ

ଶିବ ମନ୍ଦିରରୁ ଏହି ଗୋଟେ ଜିନିଷ ଘରକୁ ଆଣନ୍ତୁ, ତାପରେ ୨୪ ଘଣ୍ଟା ମଧ୍ୟରେ ଦେଖନ୍ତୁ ଚମତ୍କାର। ବଦଳି ଯିବ ଭାଗ୍ୟ, ଜାଣନ୍ତୁ କଣ ସେହି ଜିନିଷ!

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ମଣିଷ ଜୀବନରେ କିଛି ନା କିଛି ସମସ୍ଯା ଲାଗି ରହିଥାଏ। କେତେ ଏକ ସୁଖ ଆସିଥାଏ, ତ ଆଉ କେତେବେଳେ ଦୁଃଖ ଆସିଥାଏ। ଜୀବନରେ ସବୁକିଛି ବାଲାନ୍ସ ରଖିବା ପାଇଁ ଏବଂ ସବୁ ସମସ୍ୟାକୁ ଦୂର କରିବା ପାଇଁ ଲୋକ ମାନେ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। ତେବେ ଏଥିରେ କିଛି ମାତ୍ରାରେ ସୁଫଳ ମିଳୁଛି ତ ଆଉ କିଛି କ୍ଷେତ୍ରରେ ବିଫଳତା ମିଳୁଛି। ଆର୍ଥିକ ସମସ୍ୟା ଉତ୍ପନ୍ନ ହୋଇଥାଏ। ଯଦି ଆପଣ ନିଜ ଜୀବନରେ ଘୋର ସମସ୍ୟାରେ ଘେରି ରହୁଛନ୍ତି, ତାହେଲେ ଆଜି ଆମେ ଆପଣଙ୍କୁ ଗୋଟେ ସହଜ ଓ ସରଳ ଉପାୟ କହିବାକୁ ଯାଉଛୁ। ଯାହାକୁ କରିବା ଦ୍ଵାରା ଜୀବନର ସବୁ ଦୁଖକଷ୍ଟ ଦୂର ହେବା ସହିତ ଜୀବନରେ କେବେବି ଧନର ଅଭାବ ହେବ ନାହିଁ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଆପଣ ଯେକୌଣସି ଗୋଟିଏ ସୋମବାର ଦିନର ପୂର୍ବ ଦିନରୁ ୭ ଗୋଟି ତମ୍ବା ବା ପିତ୍ତଳରେ ତିଆରି ଲୋଟା ନେବେ, ସେଥିରେ ଜଳ ଭରି ନେବେ। ପ୍ରତ୍ୟେକ ଲୋଟାରେ ବେଲପତ୍ର ପକାଇବେ।ଘରର ପ୍ରତ୍ୟେକ କୋଣରେ ଏହି ୭ଟି ଲୋଟାକୁ ରଖି ଦେବେ। ତାପରେ ରାତିରେ ଶୋଇବା ସମୟରେ ” ଓଁ ନମଃ ଶିବାୟ” ମନ୍ତ୍ର ଜପ କରିବେ। ପରଦିନ ସକାଳୁ ଉଠି ସ୍ନାନ କରିବା ପରେ ଏହି ଲୋଟାର ଜଳ ଓ ବେଲପତ୍ରକୁ ଶିବ ମନ୍ଦିର ଯାଇ ଶିବଲିଙ୍ଗ ଉପରେ ଅର୍ପଣ କରିବେ। ଭଗବାନ ଶିବଙ୍କୁ ଏହି ବେଲପତ୍ର ଓ ଜଳ ଅର୍ପଣ କରୁଥିବା ସମୟରେ ” ଓଁ ନମଃ ଶିବାୟ” ମନ୍ତ୍ର ଜପ କରନ୍ତୁ। ଏହାସହିତ ନିଜର ସମସ୍ଯା ବିଷୟରେ ମଧ୍ୟ ଭଗବାନ ଶିବଙ୍କୁ କୁହନ୍ତୁ। ଏହାପରେ ଅର୍ପଣ କରିଥିବା ଜଳ ଓ ବେଲପତ୍ରରୁ ଗୋଟିଏ ଲେଖାଏଁ ଘରକୁ ନେଇ ଆସିବେ।

ଏହାପରେ ଏହି ଜଳକୁ ଆଣି ଘରର ପ୍ରତ୍ୟେକ କୋଣ ଅନୁକୋଣରେ ସିଞ୍ଚନ କରନ୍ତୁ ଏବଂ ବେଲପତ୍ରକୁ ନିଜ ଧନଭଣ୍ଡାର ଘରେ ବା ଆଲମାରୀରେ ରଖି ଦିଅନ୍ତୁ।ଏପରି କରିବା ଦ୍ଵାରା ଆପଣଙ୍କ ଜୀବନରେ ସବୁ ଆର୍ଥିକ ସଙ୍କଟ ଦୂର ହୋଇଯିବ। ଏହାସହିତ ଘରେ ସୁଖଶାନ୍ତି ଫେରି ଆସିବ। ପରବର୍ତ୍ତୀ ସୋମବାର ଦିନ ରୁଦ୍ରାକ୍ଷ ପତ୍ର ବା ବୀଜକୁ ନେଇ ତାବିଜ କରି ଧାରଣ କରନ୍ତୁ। ତେବେ ଏହି ଉପାୟଟି କରିବା ଦ୍ଵାରା ଆପଣଙ୍କ ଜୀବନରେ ଯେତେ ବଡ଼ ସମସ୍ୟା ରହିଥିଲେ ମଧ୍ୟ ସବୁ ଖୁବ୍ ଶୀଘ୍ର ଦୂର ହୋଇଯିବ। କିନ୍ତୁ ଆପଣଙ୍କୁ ଏହି ଉପାୟଟି ନିଷ୍ଠା ଓ ଶ୍ରଦ୍ଧାର ସହିତ ପାଳନ କରିବାକୁ ପଡ଼ିବ। ଦେଖିବେ ଖୁବ୍ ଶୀଘ୍ର ଆପଣଙ୍କୁ ସୁଫଳ ମିଳିବ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିପରି ଲାଗିଲା ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କ ସହିତ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ପେଜକୁ ଲାଇକ ଏବଂ ଫଲୋ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *