Excuse Me Odisha

ଯାହା କହିବୁ ସତ କହିବୁ

ଶୁକ୍ରବାର ଦିନ ମହା ଏକାଦଶୀ। ଘରର କବାଟ ଉପରେ ଫୋପାଡ଼ି ଦିଅନ୍ତୁ ଏହି ଗୋଟିଏ ଜିନିଷ ରୋଡ଼ପତି ବି ହୋଇଯିବେ କୋଟିପତି। କେହି ଅଟକାଇ ପାରିବେ ନାହିଁ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶୁକ୍ରବାର ଦିନ ମହା ଏକାଦଶୀ। ଘରର କବାଟ ଉପରେ ଫୋପାଡ଼ି ଦିଅନ୍ତୁ ଏହି ଗୋଟିଏ ଜିନିଷ ରୋଡ଼ପତି ବି ହୋଇଯିବେ କୋଟିପତି। କେହି ଅଟକାଇ ପାରିବେ ନାହିଁ।

ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କୁ ସମର୍ପଣ ଅଟେ। ଏହି ଥର ଯୋଗିନୀ ଏକାଦଶୀ ଶୁକ୍ରବାର ଦିନ ପଡୁଛି ତ ଏହି ଦିନ ବ୍ରତ ରଖିଲେ ଦୁଇଟି ଯାକର ପୂଜାର ଫଳ ପ୍ରାପ୍ତ ହୋଇଥାଏ।

ଆସନ୍ତୁ ଜାଣିବା ଏହି ଦିନ ସକାଳେ ଉଠିବା ପରେ କଣ କରିବେ।

ଯଦି ଆପଣଙ୍କ ଘରେ ଧନର ଅଭାବ ଲାଗି ରହିଛି କରଜର ସମସ୍ୟା ଅଧିକ ଅଛି ଖୁସି ଶେଷ ହୋଇଯାଇଛି ସର୍ବଦା ଝଗଡା ଲାଗି ରହିଛି ସ୍ୱାସ୍ଥ୍ୟ ସମ୍ବଦ୍ଧିତ ସମସ୍ୟା ଲାଗିରହିଛି ତ ଏହି ଉପାୟ କରନ୍ତୁ। ସକାଳୁ ସକାଳୁ ଉଠି ଶଙ୍ଖରେ ଜଳ ଭରି ଘରର ମୁଖ୍ୟ ଦ୍ୱାରରେ ୩ ଟି ରେଖା ସେହି ଜଳରେ ଟାଣି ଦିଅନ୍ତୁ। ଏହା ପରେ ଘରର ମୁଖ୍ୟ ଦ୍ୱାରରେ ଶୁଦ୍ଧ ପାଣି ଛିଞ୍ଚନ କରି ଝାଡୁ ଲଗାନ୍ତୁ। ଏହା ପରେ ପାଣିରେ ହଲଦୀ କିମ୍ବା ଫିଟିକିରି ପକେଇ ପୁରା ଘର ସାରା ପୋଛା ଲଗାନ୍ତୁ।

ଘରର ମୁଖ୍ୟ ଦ୍ୱାରରେ ଆମ୍ବ କିମ୍ବା ଅଶୋକ ପତ୍ରରେ ମାଳା ବନେଇ ଟାଙ୍ଗି ଦିଅନ୍ତୁ। ଏହା ଦ୍ବାରା ସକରାତ୍ମକ ଉର୍ଜାର ବୃଦ୍ଧି ହେବ। ଜୀବନରେ ସମସ୍ୟା କମ ହୋଇଯିବ।

ଏହି ଏକାଦଶୀ ଦିନ କନକଧାରା ସ୍ତୋତ୍ର କିମ୍ବା ଶ୍ରୀସ୍ତୁମ ପାଠ କରନ୍ତୁ।

ଏହି ଦିନ ଶ୍ରଦ୍ଧା ମନରେ ମା ଲକ୍ଷ୍ମୀଙ୍କର ପୂଜା କରିଲେ ମା ଲକ୍ଷ୍ମୀଙ୍କ କୃପାଦୃଷ୍ଟି ଆପଣଙ୍କ ଉପରେ ବର୍ଷା ହୋଇଥାଏ।

ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କର ଆରୋଧନା କରିଲେ ଧନର ଦେବୀ ପ୍ରସନ୍ନ ହୋଇ ଆର୍ଥିକ ସମସ୍ୟାକୁ ଦୂର କରିଥାନ୍ତି। ଜୀବନରେ ଧନ ସମ୍ପତି ଆଦିର ବୃଦ୍ଧି ହୋଇଥାଏ।

କନକଧାରା ସ୍ତତ୍ର ଯଦି ୩ ବର୍ଷ ପର୍ଯ୍ୟନ୍ତ କରିବେ ତ ବହୁତ ଧନ ପ୍ରାପ୍ତ ହୋଇଥାଏ।

ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କୁ ଗୋଲାପ ଫୁଲର ଅତର ନିଶ୍ଚୟ ଅର୍ପଣ କରିବେ। ଏହାକୁ ହାତରେ ନେଇ ତାଙ୍କ ପାଦରେ ଲଗାଇ ନିଜ କଣ୍ଠରେ ଲଗାନ୍ତୁ। ପୁରା ଦିନ ଖୁସିରେ ବ୍ୟତୀତ ହେବ। ଧନର ସମସ୍ୟା କମ ହେବାକୁ ଲାଗିବ।

ଶୁକ୍ରବାର ଦିନ ମା ଲକ୍ଷ୍ମୀ ଉପାସନା କରନ୍ତୁ ଏବଂ ତାଙ୍କ ଠାରେ ଖୀରି ଭୋଗ ଲଗାନ୍ତୁ ଏବଂ ପୁରା ପରିବାର ସହିତ ଖିରି ଭୋଗ ଖାଆନ୍ତୁ। ଏଭଳି କରିବା ଦ୍ୱାରା ଶୁଭ ଲାଭ ପ୍ରାପ୍ତି ହେବ ଏବଂ ଧନ ବୈଭବ ବୃଦ୍ଧି ହୋଇଥାଏ। ଭୋଗରେ ତୁଳସୀ ପତ୍ର ପକେଇବେ ନାହିଁ।

ଏହି ଦିନ ସ୍ୱାମୀ ସ୍ତ୍ରୀ କେବେବି ଝଗଡା କରନ୍ତୁ ନାହିଁ। ନଚେତ ଏହି ଝଗଡା ବହୁତ ଦିନ ପର୍ଯ୍ୟନ୍ତ ଲାଗିରହିବ।

ଧନ ପ୍ରାପ୍ତି ପାଇଁ ଶୁକ୍ରବାର ଦିନ ରାତିରେ ଏକ ଲାଲ କପଡ଼ାରେ ୧ ଟି ଲବଙ୍ଗ ନେଇ ମା ଲକ୍ଷ୍ମୀଙ୍କ ଚରଣରେ ରଖିଦିଅନ୍ତୁ। ଏହାକୁ ବାନ୍ଧି କରି ସୁରକ୍ଷିତ ଭାବେ ଧନ ରଖୁଥିବା ସ୍ଥାନରେ ରଖିଦିଅନ୍ତୁ। ଏମିତି କରିଲେ ଆପଣଙ୍କ ଧନ ଉପରେ କାହାରି ନଜର ଲାଗିନଥାଏ। ଧନର ବୃଦ୍ଧି ହୋଇଥାଏ।

ଶୁକ୍ରବାର ଦିନ ଯେତେବେଳେ ମା ଲକ୍ଷ୍ମୀଙ୍କର ପୂଜା କରିବେ ତ ଗୋଲାପ ପାଖୁଡାରେ ୨ ଟି ଲବଙ୍ଗ ରଖି ଅର୍ପଣ କରି ପରେ ଏହି ଲବଙ୍ଗକୁ ପ୍ରସାଦ ରୂପେ ସେବନ କରିଲେ ଭାଗ୍ୟ ମଜବୁତ ହୋଇଥାଏ।

ଶୁକ୍ରବାର ଦିନ ବାହାରକୁ ଗଲେ ଦହି ଖାଇ ଯାଆନ୍ତୁ। ସମସ୍ତ କାର୍ଯ୍ୟ ପୁରା ହୋଇଥାଏ।

ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବହୁତ ମତଭେଦ ଅଛି ଝଗଡା ଲାଗି ରହିଛି ତେବେ ଏହି ଦିନ ପରସ୍ପରକୁ ଧଳା ମିଠା ଖୁଆନ୍ତୁ। ଆପଣଙ୍କ ସମସ୍ୟା ଦୂର ହୋଇଯିବ।

ଅଧିକ ସମସ୍ୟା ଥିଲେ ନିଜର ବେଡ଼ରୁମରେ ଏକ କାଚ ପାତ୍ରରେ ଧଳା ଲୁଣକୁ ଭର୍ତି କରି ରଖନ୍ତୁ। ପ୍ରତି ସପ୍ତାହରେ ଥରେ ବଦଳାଇ ଦେବେ। ଏହି ଲୁଣକୁ ଢାଙ୍କି କରି ରଖିବେ ନାହିଁ। ଏହା ଦ୍ବାରା ନକରାତ୍ମକ ଉର୍ଜା ଶେଷ ହେବ।

ସୁଖ ସମୃଦ୍ଧି ପାଇଁ ଏହି ଦିନ ଅସ୍ତ ଗଛର ପୂଜା ନିଶ୍ଚୟ କରିବେ। ସକାଳ ସମୟରେ ପୂଜା କରିବେ। ଏକ ଘଟି ଜଳ ନେଇ ଏକ ଚୁଟକି କଳା ତିଳ ଅଳ୍ପ ମିଶ୍ରି ଅଳ୍ପ କଞ୍ଚା କ୍ଷୀର ପକେଇ ଅସ୍ତ ଗଛରେ ଅର୍ପଣ କରିଦିଅନ୍ତୁ। ଏହା ପରେ ମା ଲକ୍ଷ୍ମୀଙ୍କୁ ପ୍ରାର୍ଥନା କରନ୍ତୁ କି ମା ଲକ୍ଷ୍ମୀ ମୋ ସହିତ ଚାଲନ୍ତୁ ଆମ ଘରକୁ। ଏମିତି କରିଲେ ମା ଲକ୍ଷ୍ମୀଙ୍କର କୃପା ବର୍ଷା ହୋଇଥାଏ।

ଏହି ଦିନ ସ୍ନାନ ପରେ ଏକ ପାତ୍ରରେ ଜଳ ନେଇ ସେଥିରେ ଏକ ଚୁଟକି ହଳଦୀ ପକେଇ ଦିଅନ୍ତୁ ଏବଂ ପୁରା ଘର ସାରା ହାଲକା ହାଲକା ଛିଞ୍ଚନ କରନ୍ତୁ ଏବଂ ବଞ୍ଚିତ ପାଣିକୁ ଘରର ମୁଖ୍ୟ ଦ୍ୱାରରେ ପକେଇ ଦିଅନ୍ତୁ। ଏମିତି କରିଲେ ଧନର ବର୍ଷା ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *