Excuse Me Odisha

ଯାହା କହିବୁ ସତ କହିବୁ

ଶତ୍ରୁ ମୁଣ୍ଡ ନୁଆଁଇ ଦେବ କେବଳ ୧ ଥର ଜପ କରିନିଅନ୍ତୁ ଏହି ଗୁପ୍ତ ମନ୍ତ୍ରର ଚୌପାଇ। ୨୪ ଘଣ୍ଟାରେ ଦେଖନ୍ତୁ ପ୍ରଭାବ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶତ୍ରୁ ମୁଣ୍ଡ ନୁଆଁଇ ଦେବ କେବଳ ୧ ଥର ଜପ କରିନିଅନ୍ତୁ ଏହି ଗୁପ୍ତ ମନ୍ତ୍ରର ଚୌପାଇ। ୨୪ ଘଣ୍ଟାରେ ଦେଖନ୍ତୁ ପ୍ରଭାବ।

କଳିଯୁଗରେ ଭଗବାନ ହନୁମାନଙ୍କର ପୂଜା ସବୁଠାରୁ ପ୍ରଭାବକାରୀ କୁହାଯାଇଛି। ଭଗବାନ ହନୁମାନଙ୍କର ପୂଜା କରିଲେ ଶୀଘ୍ର ଫଳ ପ୍ରାପ୍ତ ହୋଇଥାଏ। କାରଣ ଭଗବାନ ହନୁମାନ କଳିଯୁଗରେ ଆଜିବି ଜାଗ୍ରତ ରୂପରେ ପୂଜା କରାଯାଏ। କୁହାଯାଏ ପୁରାଣରେ ହନୁମାନ କଳିଯୁଗରେ ଜାଗ୍ରତ ରହିବେ। ଭଗବାନ ଶ୍ରୀରାମଚନ୍ଦ୍ର ଏବଂ ମା ସୀତା ଭଗବାନ ହନୁମାନଙ୍କୁ ଏହି ବରଦାନ ଦେଇଥିଲେ ଯେ ସେ ଧରତୀ ଉପରେ ଚିରଞ୍ଜିବି ରହି ଭକ୍ତଙ୍କ କଲ୍ୟାଣ କରିବେ। ଭଗବାନ ହନୁମାନ ଏମିତି ଦେବତା ଅଟନ୍ତି ଯିଏ ନିଜର ଭକ୍ତଙ୍କର ଅଳ୍ପ ପୂଜାରେ ବି ପ୍ରସନ୍ନ ହୋଇଯାନ୍ତି ଏବଂ ନିଜର ଭକ୍ତଙ୍କର ଦୁଃଖ କଷ୍ଟ ଏବଂ ସଙ୍କଟ ହରଣ କରିନିଅନ୍ତି। ସେ ସାକ୍ଷତ ଭଗବାନ ଶିବଙ୍କର ଅବତାର ଅଟନ୍ତି। ଆଜି ଆମେ ଭଗବାନ ହନୁମାନଙ୍କର ୨ ଟି ଖାସ ଚୌପାଇ ବିଷୟରେ ଜଣେଇବୁ ଯାହା ଦ୍ୱାରା ଆପଣଙ୍କର ପୁରୁଣାରୁ ପୁରୁଣା ରୋଗ କଷ୍ଟ ଇତ୍ୟାଦି ତୁରନ୍ତ ଦୂର ହୋଇଯିବ। ଭଗବାନ ହନୁମାନଙ୍କର ଏହି ଚୌପାଇ ଏତେ ଚମତ୍କାରୀ ଅଟେ ଯେ ଏହାର ଜପ କରିଲେ ପୁରୁଣାରୁ ପୁରୁଣା ରୋଗ ବି ଦୂର ହୋଇଯିବ। ତେବେ ଆସନ୍ତୁ ଜାଣିବା ସେହି ଖାସ ଚୌପାଇ ବିଷୟରେ।

ପ୍ରଥମ ଚୌପାଇ। ନାସେ ରୋଗ ହରେସବ ପିରା ଜପତ ନିରନ୍ତର ହନୁମାନ ବିରା। ଏହାର ଅର୍ଥ ଯଦି କୌଣସି ବ୍ୟକ୍ତି ବିମାରୀରେ ଘେରି ରହିଥାଏ ବହୁତ ଚିକିତ୍ସା କରିବା ପରେ ବି ସେ ସୁସ୍ଥ ହୋଇପାରୁ ନାହିଁ ତ ତାକୁ ଏହି ଖାସ ଚୌପାଇର ଜପ କରିବା ଉଚିତ। ଏହି ଚୌପାଇକୁ ପ୍ରତିଦିନ ସକାଳେ ସନ୍ଧ୍ୟାରେ ୧୦୮ ଥର କରିବା ଉଚିତ। ଏହା ବ୍ୟତୀତ ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କ ସାମ୍ନାରେ ବସି ପୁରା ହନୁମାନ ଚାଳିସାର ପାଠ କରିବା ଉଚିତ। ଏହା ଦ୍ବାରା ବ୍ୟକ୍ତି ଶୀଘ୍ର ରୋଗମୁକ୍ତ ହୋଇଯାଇଥାଏ।

ଦ୍ୱିତୀୟ ଚୌପାଇ। ଜୟ ଜୟ ଜୟ ହନୁମାନ ଗୋସାଇଁ କୃପା କରହୁ ଗୁରୁଦେବ କି ନାଇଁ ଜୋ ସତ ବାର ପାଠ କର ଜୋଇ ଛୁଟହି ବନ୍ଦୀ ମହାସୁଖ ହୋଇ। ଏହାର ଅର୍ଥ ହେ ଭକ୍ତଙ୍କ ରକ୍ଷକ ସ୍ୱାମୀ ଭଗବାନ ଶ୍ରୀ ହନୁମାନଜୀ ଆପଣଙ୍କର ଜୟ ହେଉ ଜୟ ହେଉ ଜୟ ହେଉ ଆପଣ ମୋ ଉପରେ ଶ୍ରୀ ଗୁରୁଦେବଙ୍କ ଭଳି କୃପା କରନ୍ତୁ ଏବଂ ଯିଏ ବି ୧୦୦ ଥର ଏହି ଚାଳିସାର ପାଠ କରିବ ତ ତାର ସମସ୍ତ ବନ୍ଧନ ସମସ୍ତ କଷ୍ଟ ଦୂର ହୋଇଯିବ ଏବଂ ମହା ସୁଖର ପ୍ରାପ୍ତ ହେବ। ଅର୍ଥାତ ତାକୁ ମୋକ୍ଷର ପ୍ରାପ୍ତ ହେବ। ଯଦି ଏହି ଚୌପାଇକୁ ପବିତ୍ର ମନରେ ଜପ କରିବେ ତେବେ ଅବଶ୍ୟ ଭଗବାନ ହନୁମାନ ଆପଣଙ୍କର ସମସ୍ତ ସମସ୍ୟାକୁ ଦୂର କରିଦେବେ।

ଭଗବାନ ହନୁମାନଙ୍କର ଉପାସନରେ ବ୍ୟକ୍ତିର ଜୀବନରେ ସମସ୍ତ କଷ୍ଟ ଆପେ ଆପେ ଦୂର ହୋଇଯାଇଥାଏ। ତାଙ୍କର ପୂଜା ପାଇଁ ମଙ୍ଗଳବାର ଏବଂ ଶନିବାର ଏହି ଦୁଇଟି ବାର ସର୍ବଶ୍ରେଷ୍ଠ ବୋଲି ମାନାଯାଏ। ତାଙ୍କର ଏମିତି ମନ୍ତ୍ର ଅଛି ଯାହାର ଶକ୍ତି ବହୁତ ଅଧିକ ଅଟେ। ଯେକୌଣସି ଦିନ ଏହି ମନ୍ତ୍ରର ଉଚାରଣ କରିପାରିବେ। ଏହି ମନ୍ତ୍ରକୁ ଜପ କରିଲେ ବ୍ୟକ୍ତିଙ୍କର ମନସ୍କାମନା ପୂରଣ ହୋଇଥାଏ। ସମସ୍ତ ଦୁଃଖ କଷ୍ଟ ଦୂର ହୋଇଥାଏ। ଯେକୌଣସି ସମସ୍ୟା ପାରିବାରିକ ସମସ୍ୟା ହେଉ ରୋଗ ବ୍ୟାଧି ହୋଇଥାଉ ଯେକୌଣସି ସମସ୍ୟା ଦୂର ହୋଇଥାଏ ଏହି ମନ୍ତ୍ରକୁ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଉଚାରଣ କରିବେ କିମ୍ବା ପ୍ରାତଃ ସମୟରେ ଉଚାରଣ କରିପାରିବେ। ଏହି ମନ୍ତ୍ରକୁ ୫ ଥର କୁହନ୍ତୁ କିମ୍ବା ଥରେ ଶୁଣି ନିଅନ୍ତୁ ଜୀବନରେ ଚମତ୍କାର ନିଶ୍ଚୟ ହେବ। ତେବେ ସେହି ବୀଜ ମନ୍ତ୍ରଟି ହେଉଛି ଓଁ ଏଂ ଭ୍ରମ ହନୁମତେ ଶ୍ରୀ ରାମ ଦୂତାୟ ନମଃ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *