Excuse Me Odisha

ଯାହା କହିବୁ ସତ କହିବୁ

ସୋମବାର ଦିନ ଏହିଠାରେ ପକେଇ ଦିଅନ୍ତୁ ଚାଉଳ ଏବଂ ଲାଲି ଲଙ୍କା। ହୋଇଯିବ ସବୁ ବିଗିଡି ଯାଇଥିବା କାମ। ମିଳିବ ସବୁ ଦୁଃଖ କଷ୍ଟରୁ ମୁକ୍ତି।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସୋମବାର ଦିନ ଏହିଠାରେ ପକେଇ ଦିଅନ୍ତୁ ଚାଉଳ ଏବଂ ଲାଲି ଲଙ୍କା। ହୋଇଯିବ ସବୁ ବିଗିଡି ଯାଇଥିବା କାମ। ମିଳିବ ସବୁ ଦୁଃଖ କଷ୍ଟରୁ ମୁକ୍ତି।

ଭଗବାନ ଶିବ ସର୍ବସର୍ବା ଅଟନ୍ତି ଏବଂ ଯେତେବେଳେ ଭଗବାନ ଶିବଙ୍କ ଶରଣରେ ଆସିଯିବେ ତ ଶତ୍ରୁ ସମସ୍ୟା କଷ୍ଟ ଦୁଃଖ ସବୁଥିରୁ ମୁକ୍ତି ମିଳିଯାଇଥାଏ। ସୋମବାର ଦିନ ବ୍ରହ୍ମ ମୁହୂର୍ତ୍ତରେ ଉଠି ନିତ୍ୟକର୍ମ ସାରି ଭଗବାନ ଶିବଙ୍କର ପୂଜା କରନ୍ତି ତ ସବୁ ମନସ୍କାମନା ପୂରଣ ହୋଇଥାଏ। ଆସନ୍ତୁ ଜାଣିବା ଭଗବାନ ଶିବଙ୍କୁ କଣ ଅର୍ପଣ କରିଲେ ଭଗବାନ ଶିବ ପ୍ରସନ୍ନ ହୋଇଥାନ୍ତି।

ସର୍ବପ୍ରଥମେ ଭଗବାନ ଶିବଙ୍କର ପୂଜା କରିବା ସମୟରେ ପ୍ରଥମେ ଭଗବାନ ଶିବଙ୍କର ଅଭିଷେକ ଗଙ୍ଗା ଜଳ ଏବଂ କ୍ଷୀରରେ କରନ୍ତୁ ଏବଂ ଭଗବାନ ଶିବ ମା ପାର୍ବତୀ ଏବଂ ନନ୍ଦି ମହାରାଜଙ୍କୁ ବି ମଧ୍ୟ। ଭଗବାନ ଶିବଙ୍କୁ ଧୁତୁରା ଭାଙ୍ଗ ଚାଉଳର ଦାନା ନିଶ୍ଚୟ ଅର୍ପଣ କରନ୍ତୁ।

ଭଗବାନ ଶିବଙ୍କୁ ଶନି ପତ୍ର ଅର୍ପଣ କଲେ ଶନିଗ୍ରହ ଶାନ୍ତ ରହିଥାଏ। ଶନି ମହାରାଜଙ୍କ କୃପା ବର୍ଷା ହୋଇଥାଏ।

ଧୂପ ଦୀପ ଜଳାନ୍ତୁ। ପ୍ରଥମେ ଭଗବାନ ଗଣେଶଙ୍କର ଆଳତି କରନ୍ତୁ ପରେ ଭଗବାନ ଶିବଙ୍କର ଆଳତୀ କରିବେ।

ଭଗବାନ ଶିବଙ୍କୁ ଘିଅ ଏବଂ ଚିନି ଭୋଗରେ ଅର୍ପଣ କରନ୍ତୁ।

ଭଗବାନ ଶିବଙ୍କର ପୂଜା କରିବା ସମୟରେ ମହାମୃତ୍ୟୁଞ୍ଜୟ ମନ୍ତ୍ରର ଜପ ନିଶ୍ଚୟ କରିବେ। ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତିତ କରିବ ନାହିଁ।

ଭଗବାନ ଶିବଙ୍କର ଆରୋଧନା କରୁଥିବା ବ୍ୟକ୍ତିଙ୍କୁ କେବେବି ଜୀବନରେ କୌଣସି ସମସ୍ୟା ଆସିନଥାଏ।

ଭଗବାନ ଶିବଙ୍କୁ କ୍ଷୀରରେ ମିଶ୍ରି ପକେଇ ଅର୍ପଣ କରିବା ଉଚିତ। ଏହା ଦ୍ବାରା ଆପଣଙ୍କର ଜୀବନରେ ଥିବା ସମସ୍ତ ସମସ୍ୟାକୁ ଦୂର କରିବ।

ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଯଦି ମତଭେଦ ଚାଲିଥାଏ ତେବେ ମଙ୍ଗଳବାର ଦିନ ଏହି ଉପାୟ କରନ୍ତୁ।

ଭଗବାନ ଶିବଙ୍କର ମନ୍ଦିରରେ ୫ ଜଣ ଦେବୀ ଦେବତା ରୁହନ୍ତି। ତ ଭଗବାନ ଶିବଙ୍କର ମନ୍ଦିରକୁ ପାନ ପତ୍ର ଏବଂ ଘିଅ ନେଇ ଯାଆନ୍ତୁ। ପାନପତ୍ରରେ ଅଳ୍ପ ଘିଅ ଲଗେଇ ମା ପାର୍ବତୀଙ୍କ ସାମ୍ନାରେ ଅର୍ପଣ କରିଦିଅନ୍ତୁ ଆଉ ଗୋଟେ ପାନପତ୍ରରେ ଅଳ୍ପ ଘିଅ ଲଗେଇ ମନ୍ଦିର ପଛରେ ଲଗେଇ ଦିଅନ୍ତୁ। ଏହା ଦ୍ବାରା ବୈବାହିକ ଜୀବନରେ ସମସ୍ତ କଷ୍ଟ ଦୂର ହୋଇଯିବ।

ସୋମବାର ଦିନ ଗୋଟେ ଘଟି ଜଳରେ ଏକ ଚୁଟକି ଚାଉଳକୁ ପେଶୀ ଏକ ଚୁଟକି ହଳଦୀ ନେଇ କୌଣସି ବି ବର ଗଛ ପାଖକୁ ଚାଲି ଯାଆନ୍ତୁ। ସେଠାରେ ଜଳ ଅର୍ପଣ କରନ୍ତୁ। ସେଠାରେ ବଟକିଶ୍ୱର ମହାଦେବଙ୍କୁ ପ୍ରଣାମ କରନ୍ତୁ। ଏହା ପରେ ସେଥିରୁ ଅଳ୍ପ ଟିକେ ଚେର ନେଇ ଆସନ୍ତୁ। ଏହି ଚେରକୁ ଲାଲ ସୂତାରେ ବାନ୍ଧି ନିଜ ପକେଟରେ ରଖିପାରିବେ ପର୍ସରେ ବି ରଖିପାରିବେ ଯେକୌଣସି ସ୍ଥାନରେ ବ୍ୟବସାୟ ସ୍ଥଳରେ ବି ରଖିପାରିବେ ନଚେତ ଗଳାରେ କିମ୍ବା ବାହୁରେ ବି ଧାରଣ କରିପାରିବେ। ଏହି ଉପାୟ lgaataar ୩ ସୋମବାର କରିବେ। ଧନର ସମସ୍ୟା କରଜର ସମସ୍ୟା ଦୂର ହୋଇଯିବ।

ଶତ୍ରୁ ମୁକ୍ତି ପାଇଁ ଏହି ଉପାୟ କୌଣସି ବି ସୋମବାର ଦିନ କରନ୍ତୁ। ୧୧ ଟି ଲାଲି ଲଙ୍କା ଅଳ୍ପ କଞ୍ଚା କ୍ଷୀର ନେବେ। ଲାଲି ଲଙ୍କାକୁ ଛେଞ୍ଚି ତାର ପାଉଡର ବନେଇ ଦିଅନ୍ତୁ ଏବଂ ଏହାକୁ କ୍ଷୀରରେ ମିଶାଇ ଭଗବାନ ଶିବଙ୍କୁ ଅର୍ପଣ କରିଦିଅନ୍ତୁ। ଏମିତି କରିଲେ ଶତ୍ରୁ ଶାନ୍ତ ହୋଇଥାନ୍ତି। ଏହି ପ୍ରୟୋଗ ୩ ଟି ସୋମବାର ଲଗାତାର କରିବେ।

ମନସ୍କାମନା ପୂରଣ କରିବା ପାଇଁ। ଭଗବାନ ଶିବଙ୍କୁ ଚାଉଳ ଅର୍ପଣ କରିବେ ଯେମିତି ଭଙ୍ଗା ହୋଇନଥିବ। ଏହା ଦ୍ବାରା ମଙ୍ଗଳଗ୍ରହ ଶାନ୍ତ ହୋଇଥାନ୍ତି। ଘରେ ସୁଖ ଶାନ୍ତି ବନିରହିଥାଏ।

ଭଗବାନ ଶିବଙ୍କୁ ସବୁଜ ମୁଗ ଅର୍ପଣ କରିଲେ ବୁଧ ଗ୍ରହ ଶାନ୍ତ ହୋଇଥାଏ। ସବୁ କାମ ଶୀଘ୍ର ଶୀଘ୍ର ପୂରଣ ହୋଇଥାଏ।

ମହୁ ଅର୍ପଣ କରିଲେ ଶତ୍ରୁ ଶାନ୍ତ ହୋଇଥାନ୍ତି।

ଚିନି ଅର୍ପଣ କରିଲେ ଜୀବନରେ ଦୁଃଖ ଦୂର ହୋଇଥାଏ।

କଳା ତିଳ ଅର୍ପଣ କରିଲେ ପାରିବାରିକ କଳହ ଦୂର ହୋଇ ଘରେ ସୁଖର ବର୍ଷା ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *