Excuse Me Odisha

ଯାହା କହିବୁ ସତ କହିବୁ

ମହିଳାଙ୍କର ୩ ଟି ଖରାପ କାମ ସ୍ୱାମୀଙ୍କୁ ବର୍ବାଦ କରିଦିଏ ହୋଇଯାନ୍ତି କାଙ୍ଗାଳ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମହିଳାଙ୍କର ୩ ଟି ଖରାପ କାମ ସ୍ୱାମୀଙ୍କୁ ବର୍ବାଦ କରିଦିଏ ହୋଇଯାନ୍ତି କାଙ୍ଗାଳ।

ବନ୍ଧୁଗଣ ମହିଳାଙ୍କ ଏପରି ଢ଼ଙ୍ଗ ସ୍ୱାମୀଙ୍କୁ ରାତାରାତି କୋଟିପତିରୁ ରୋଡ଼ ପତି ବନେଇଦିଏ। ଏହା ସହିତ ଯେବେ ଘରେ ଏପରି ଭୁଲ ହେବାକୁ ଲାଗେ ତ ଆପଣଙ୍କୁ ଗରିବ ହେବାରୁ ଦୁନିଆର କୌଣସି ବି ଶକ୍ତି ଅଟକାଇ ପାରିବେ ନାହିଁ। ପ୍ରତ୍ୟକ ବ୍ୟକ୍ତିଙ୍କ ଜୀବନରେ ସୁଖ ସମୃଦ୍ଧି ଅଧିକ ସମୟ ପର୍ଯ୍ୟନ୍ତ ରହିବା ପାଇଁ ଏପରି ସ୍ତ୍ରୀ ଉପରେ ନିର୍ଭର କରିଥାଏ ଯିଏ ଘରର ସବୁ କାମ କରିଥାଏ ଘରର ସମସ୍ତଙ୍କର ଦେଖା ଶୁଣା କରିଥାଏ କିନ୍ତୁ କିଛି ଏପରି କାର୍ଯ୍ୟ ଅଛି ଯାହାକୁ ମହିଳା ମାନଙ୍କୁ କରିବା ଉଚିତ ନୁହେଁ।

କାରଣ ଏପରି କଲେ ମା ଲକ୍ଷ୍ମୀ କେବେବି ମଧ୍ୟ ଘରକୁ ଆସିନଥାନ୍ତି। ପ୍ରାଚୀନ କାଳରୁ ହିଁ ଘରର ଝିଅ ବହୁ ମାନଙ୍କୁ ମା ଲକ୍ଷ୍ମୀଙ୍କର ରୂପ ମାନା ଯାଇଥାଏ। ଏପରି ମାନ୍ୟତା ଅଛି କି ଜଣେ ସ୍ତ୍ରୀ ଘରକୁ ସ୍ୱର୍ଗ ବା ନର୍କ ବନେଇ ପାରେ। ଆମର ଶାସ୍ତ୍ରରେ ଝିଅ ବହୁ ମାନଙ୍କର କିଛି ଅଭ୍ୟାସ ବିଷୟରେ କୁହାଯାଇଛି ଯାହାର କାରଣରୁ ଖୁସିରେ ରହୁଥିବା ପରିବାର ମଧ୍ୟ ନର୍କ ହୋଇଯାଏ ଘରେ ଦରିଦ୍ରତା ବାସ କରିବାକୁ ଲାଗେ। ଏମିତିରେ ଜାଣନ୍ତୁ ମହିଳାଙ୍କର କିଛି ଭୁଲ କାରଣରୁ ଖୁସି ବା କୋଟିପତି ପରିବାର ମଧ୍ୟ କିପରି ଭିକ୍ଷାରୀ ବନିଯାଏ। ତେବେ ଆସନ୍ତୁ ଜାଣିବା।

ପାଦକୁ ହଲେଇବା। ଯେଉଁ ଘରର ମହିଳା ଯଦି ଖାଦ୍ୟକୁ ଖାଇବା ସମୟରେ ପାଦକୁ ହଲେଇଥାନ୍ତି ତ ସେହି ଘର କେବେବି ବର୍ବାଦ ହୋଇପାରେ। ମା ଲକ୍ଷ୍ମୀ ରୁଷ୍ଠ ହୋଇଯାନ୍ତି। ପରିବାରରେ ସମସ୍ୟା ଏତେ ବଢିଯାଏ ଯେ ଘରର ମୁଖିଆ ମାନେ ବା ପରିବାରର ସଦସ୍ୟଙ୍କର ଚାକିରୀ ମଧ୍ୟ ଚାଲି ଯାଇପାରେ।

ଯେଉଁ ଘରର ମହିଳା ଝାଡୁକୁ ପାଦରେ ଲଗାଇଥାନ୍ତି କିମ୍ବା ପାଦରେ ନାତ ମାରିଥାନ୍ତି କିମ୍ବା ଜାଣିକି ଝାଡୁକୁ ପାଦ ମାରିଥାନ୍ତି ସେଠାରେ କେବେବି ମା ଲକ୍ଷ୍ମୀଙ୍କର ବାସ ହୋଇନଥାଏ। ଏପରି ଘରେ ସର୍ବଦା ବୀମାର ସମସ୍ୟା ଘେରି ହୋଇ ରହିଥାଏ। ମାନ୍ୟତା ଅଛି ଯେ ଝାଡୁରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ।

ଚୁଲି ଉପରେ ଭଙ୍ଗା ବାସନ ରଖିବା କିମ୍ବା କଢେଇକୁ ଗ୍ୟାସ ଉପରେ ସେମିତି ହିଁ ଛାଡ଼ିଦେବା। ଏପରି କରିକି ଯଦି କୌଣସି ମହିଳା ଘରେ ଶୋଇଯାଏ ତ ଏପରି ଘରକୁ ମା ଲକ୍ଷ୍ମୀ କେବେବି ମଧ୍ୟ ଆସନ୍ତି ନାହିଁ। ଏହା ଗରିବ ଏବଂ ଦୁଃଖର ବହୁତ ବଡ଼ କାରଣ ଏଥିପାଇଁ ରାତିରେ ଚୁଲି ଉପରେ ଭଙ୍ଗା ବା ଅଇଁଠା ବାସନକୁ ରଖନ୍ତୁ ନାହିଁ। ବାସନକୁ ଶୀଘ୍ର ହିଁ ଧୋଇଦିଅନ୍ତୁ। କାରଣ ବାସନ ମଧ୍ୟ ଅଭିଶାପ ଦେଇଥାଏ ତାକୁ ଅପରିଷ୍କାର କରି ରଖିଲେ।

ନାତ ମାରିକି କବାଟକୁ ଯେଉଁ ଘରର ମହିଳା ଖୋଲିଥାଏ କିମ୍ବା ବନ୍ଦ କରିଥାଏ ସେହିଠାରେ ବି ମଧ୍ୟ ଧନର ଦେବୀ ମା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି। ଏଥିପାଇଁ ଯଦି ଆପଣଙ୍କ ଘରେ ଏପରି ହେଉଥାଏ ତ ତୁରନ୍ତ ଏହାକୁ ଅଟକାଇ ଦିଅନ୍ତୁ। କାରଣ ଏହା ବିନାଶକାରୀ ହୋଇଥାଏ। କାରଣ ମା ଲକ୍ଷ୍ମୀଙ୍କ ଆଗମନ ଏହି ବାଟ ଦେଇ ହିଁ ହୋଇଥାଏ।

ଯଦି ଆପଣଙ୍କ ଘରର ମହିଳା ଘରର ମୁଖ୍ୟ ଦ୍ୱାରରେ ବସି ଭଜନ କରୁଛନ୍ତି ତ ଏହା ଘରର ବର୍ବାଦିର କାରଣ ହୋଇପାରେ ହିନ୍ଦୁ ଶାସ୍ତ୍ରରେ ଏହାକୁ ବହୁତ ଅଶୁଭ ମାନାଯାଏ।

ଯେଉଁ ଘରର ମହିଳା ରାତି କିମ୍ବା ସନ୍ଧ୍ୟା ସମୟରେ ଝାଡୁ ଲଗେଇଥାଏ ତ ସେହି ଘରେ ଦରିଦ୍ର୍ୟତା ବାସ କରିଥାଏ। ଏଥି ପାଇଁ ଏହି ଅଭ୍ୟାସକୁ ଛାଡି ଦିଅନ୍ତୁ।

ଖାସ କରି ଗୁରୁବାର ଦିନ ପୋଛା ଲଗାନ୍ତୁ ନାହିଁ। କାରଣ ବୃହସ୍ପତି ଯେବେ କମଜୋର ହୁଏ ତ ଘରକୁ ବିନାଶକାରୀ ଗରିବ ଆସିଥାଏ।

ଯଦି କୌଣସି ମହିଳାଙ୍କୁ ସକାଳେ ଡେରି ପର୍ଯ୍ୟନ୍ତ ଶୋଇବାର ଅଭ୍ୟାସ ଅଛି ତ ସେହି ଘର ପରିବାର ପାଇଁ ତାହା ଅଶୁଭ ହୋଇଥାଏ। ଡେରି ପର୍ଯ୍ୟନ୍ତ ଶୋଉଥିବା ସ୍ତ୍ରୀ ନିଜର ସ୍ୱାମୀ ଏବଂ ତାହାର ପରିବାର ଏବଂ ଶଶୁର ଘର ପାଇଁ ଅସଫଳତାର କାରଣ ବନିଥାଏ।

ମହିଳା ଗାଳି ଦେବା କିମ୍ବା ଅଧିକ ସାଉଣ୍ଟ କରିକି କହିବା ମଧ୍ୟ ପୁରା ପରିବାରକୁ ଏହାର ପରିଣାମ ଭୋଗିବାକୁ ପଡିଥାଏ କିମ୍ବା ଏମାନେ ମଧ୍ୟ ଯେଉଁ ଜାଗାକୁ ଯାଆନ୍ତି ସେଠାରେ ମଧ୍ୟ ମା ଲକ୍ଷ୍ମୀ ଦୂରେଇ ଯାଆନ୍ତି।

ଯେଉଁ ମହିଳା ସକାଳେ ଉଠି ନିଜ ଘରର ଅଗଣା ସଫା ନକରେ ଏପରି ଘରେ ମା ଲକ୍ଷ୍ମୀ କେବେବି ମଧ୍ୟ ପ୍ରବେଶ କରନ୍ତି ନାହିଁ। ଘରର ମହିଳାଙ୍କୁ ସକାଳେ ଉଠିବା ପରେ ନିଜ ଘରର ଅଗଣାରେ ପାଣି ଛିଞ୍ଚିବା ଉଚିତ ଏବଂ ସଫା କରିବା ଉଚିତ ଏହା ପରେ ସ୍ନାନ କରି ପୂଜାପାଠ ମଧ୍ୟ କରିବା ଉଚିତ। ତ ମା ଲକ୍ଷ୍ମୀ ଏପରି ଘରେ ବାସ କରନ୍ତି।

ଜଣେ ବିବାହିତ ମହିଳାଙ୍କୁ ନେଇ ନିଜର ମଙ୍ଗଳସୁତ୍ର ଚୁଡ଼ି କାନର ଫୁଲ ବା ପାଦର ପାଉଁଜି କେବେ ମଧ୍ୟ ବାହାର କରିକି ରଖିବା ଉଚିତ ନୁହେଁ। ଏହିପରି କଲେ ସ୍ୱାମୀର ମୃତ୍ୟୁ ହୋଇଯାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *