Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ଶ୍ରୀକୃଷ୍ଣ କୁହନ୍ତି କେହି ଯଦି ଆପଣଙ୍କୁ ଏହି ୧ ଜିନିଷ ଦେଇଥାଏ ତ କେବେବି ମନା କରିବେ ନାହିଁ। ଗରିବୀ ଦୂର ହେବାର ସଂକେତ ଅଟେ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଭଗବାନ ଶ୍ରୀକୃଷ୍ଣ କୁହନ୍ତି କେହି ଯଦି ଆପଣଙ୍କୁ ଏହି ୧ ଜିନିଷ ଦେଇଥାଏ ତ କେବେବି ମନା କରିବେ ନାହିଁ। ଗରିବୀ ଦୂର ହେବାର ସଂକେତ ଅଟେ।

ଭଗବାନ ଶ୍ରୀକୃଷ୍ଣଙ୍କ ଅନୁସାରେ ମନୁଷ୍ୟଙ୍କୁ ଜୀବନରେ ଅନେକ ମହତ୍ତ୍ୱପୂର୍ଣ୍ଣ ଅବସର ପ୍ରାପ୍ତ ହୋଇଥାଏ ଅର୍ଥାତ ତାର ଜୀବନରେ ଭଲ ସମୟ ଆସିବା ପୂର୍ବରୁ ତାକୁ କିଛି ମହତ୍ତ୍ୱପୂର୍ଣ୍ଣ ସଂକେତ ବି ମିଳିଥାଏ କିନ୍ତୁ ମନୁଷ୍ୟ କେବେ କେବେ ଏହି ଅଵସରକୁ ନାଁ କହି ଦେଇଥାଏ ଅର୍ଥାତ ନିଜର ଖରାପ ଅଭ୍ୟାସ ଯୋଗୁ ଏହି କଥାକୁ ନାଁ କହି ଦେଇଥାଏ ଯେଉଁ କାରଣରୁ ତାର ଦ୍ଵାରକୁ ଆସିଥିବା ଭାଗ୍ୟ ବି ଫେରି କରି ଚାଲି ଯାଇଥାଏ। ମନୁଷ୍ୟଙ୍କୁ କର୍ମର ଫଳ ତାକୁ କୌଣସି ନାଁ କୌଣସି ରୂପରେ ମିଳିଥାଏ।

ମନୁଷ୍ୟ ଅନେକ ସମୟରେ ନାଁ କହି ସେଥିରୁ ବଞ୍ଚିତ ହୋଇଯାଇଥାଏ। ଆଜି ଆମେ ଏମିତି ଶୁଭ ସଂକେତ ବିଷୟରେ ଜଣେଇବୁ ଯାହା ଦ୍ୱାରା ଯଦି କେହି ଆପଣଙ୍କୁ ଏହି ଜିନିଷ ଦିଅନ୍ତି ତେବେ ତାଙ୍କୁ ଭୁଲରେ ବି ନାଁ ବା ମନା କରିବେ ନାହିଁ। ଏହା ଆପଣଙ୍କର ପୁଣ୍ୟର ଫଳ ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେହି ଜିନିଷ ବିଷୟରେ ଯାହା ଦେବା କି ନେବା ସମୟରେ କେବେବି ନାଁ କହିବା ଉଚିତ ନୁହେଁ।

ଭଗବାନଙ୍କର ପୂଜାର ପ୍ରସାଦ। ଯଦି କୌଣସି ମନ୍ଦିରକୁ ଯାଉଛନ୍ତି କିମ୍ବା ବିନା ଭଜନରେ ହିଁ କୌଣସି ପୂଜା କରୁଛନ୍ତି ଆଉ ଆପଣଙ୍କୁ କେହି ପ୍ରସାଦ ଦେବାକୁ ଆସୁଛନ୍ତି ତେବେ ସେହି ପ୍ରସାଦକୁ କେବେବି ମନା କରିବା ଉଚିତ ନୁହେଁ। ସେହି ଦିବ୍ୟ ପ୍ରସାଦ ଆପଣଙ୍କ ଭାଗ୍ୟ ବଦଳାଇବାର ସାମର୍ଥ୍ୟ ରଖିଥାଏ। ପ୍ରସାଦ ରୂପରେ ଭଗବାନ ଆପଣଙ୍କ ମନସ୍କାମନା ପୂରଣ କରିବେ। ସେଥିପାଇଁ ଯେବେବି ଭଗବାନଙ୍କ ପ୍ରସାଦ ମିଳୁଛି ତ ତାହାକୁ ଅବଶ୍ୟ ହିଁ ଗ୍ରହଣ କରନ୍ତୁ।

ହଠାତ ଧନ। ଯଦି କୌଣସି ବ୍ୟକ୍ତିଙ୍କ ଦ୍ୱାରା କିମ୍ବା କୌଣସି ସ୍ଥାନରେ ହଠାତ ଧନ ଦେଖାଯାଏ କିମ୍ବା ଧନର ପ୍ରାପ୍ତ ହେଉଛି ତେବେ ସେହି ଧନକୁ ନେବାରେ ସଂକଚ କରିବା ଉଚିତ ନୁହେଁ କିମ୍ବା ବଡ଼ ମାନଙ୍କ ଦ୍ୱାରା ଆଶୀର୍ବାଦ ରୂପରେ ମିଳୁଥିବା ଧନକୁ କେବେବି ମନା କରିବା ଉଚିତ ନୁହେଁ। ଏହାର ଅର୍ଥ ଧନକୁ କେବେବି ମନା କରିବା ଉଚିତ ନୁହେଁ। ଆସୁଥିବା ହଠାତ ଧନ ବ୍ୟକ୍ତିର ପୂର୍ବ ଜନ୍ମର ପୁଣ୍ୟର ଫଳ ହୋଇଥାଏ।

ଆଶୀର୍ବାଦ। ଆଜିକାଲି ପିଢ଼ିରେ ଏହି ଦୁର୍ଗୁଣ ମିଳୁଛି ସେମାନେ ନିଜର ବଡ଼ ମାନଙ୍କ ପାଖରୁ ଆଶୀର୍ବାଦ ନେବାକୁ ସଂକଚ କରିଥାନ୍ତି ଅଥବା ତାଙ୍କୁ ଲାଜ ଲାଗିଥାଏ କିନ୍ତୁ ଏମିତି କରିବା ସର୍ବଦା ଅନୁଚିତ ଅଟେ। ନିଜର ବଡ଼ ମାନଙ୍କ ପାଖରୁ ଆଶୀର୍ବାଦ ନେବାରେ କେବେବି ସଂକଚ କରନ୍ତୁ ନାହିଁ ତାଙ୍କର ପାଦ ଛୁଇଁ ତାଙ୍କୁ ପ୍ରଣାମ କରି ତାଙ୍କର ଆଶୀର୍ବାଦ ନିଶ୍ଚୟ ନିଅନ୍ତୁ। ଖାସ କରି କୌଣସି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିବାକୁ ଯାଉଥିବା ସମୟରେ ତାଙ୍କର ଆଶୀର୍ବାଦ ନେଇ ଯାଆନ୍ତୁ। ସେହି କାର୍ଯ୍ୟରେ ଆପଣଙ୍କୁ ସଫଳତା ନିଶ୍ଚୟ ମିଳିବ।

ଦ୍ଵାରକୁ ଆସୁଥିବା ଗୋମାତାଙ୍କୁ କେବେବି ମନା କରିବା ଉଚିତ ନୁହେଁ। ତାଙ୍କୁ ଘଉଡ଼ାଇ ଦିଅନ୍ତୁ ନାହିଁ। ରୋଟି ନିଶ୍ଚୟ ଖାଇବାକୁ ଦିଅନ୍ତୁ। ଦ୍ଵାରକୁ ଆସୁଥିବା ଗୋମାତା ସୌଭାଗ୍ୟ ନେଇ ଆସିଥାଏ।

ଯଦି ଆପଣଙ୍କ ଦ୍ଵାରକୁ କୌଣସି ସାଧୁ କିମ୍ବା ଭିଖୁକ ଆସିଥାଏ ତ ତାଙ୍କୁ ବି ନାଁ କହିବା ପାପ ମାନାଯାଏ। ତାଙ୍କୁ ନିଜର ସାମର୍ଥ୍ୟ ଅନୁଯାୟୀ ଦାନ କରି ବିଦା କରନ୍ତୁ। ତାଙ୍କୁ ନାଁ କହି ତାଙ୍କର ଅପମାନ କେବେବି କରନ୍ତୁ ନାହିଁ। ତାଙ୍କର ସମ୍ମାନ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *