Excuse Me Odisha

ଯାହା କହିବୁ ସତ କହିବୁ

ସକାଳୁ ଦ୍ୱାର ଖୋଲିବା ମାତ୍ରେ ଏହି ୪ ଟି କାମ କରନ୍ତୁ। ଏତେ ଟଙ୍କାର ବର୍ଷା ହେବ ୭ ପିଢ଼ି ସୁଖୀ ହେବେ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସକାଳୁ ଦ୍ୱାର ଖୋଲିବା ମାତ୍ରେ ଏହି ୪ ଟି କାମ କରନ୍ତୁ। ଏତେ ଟଙ୍କାର ବର୍ଷା ହେବ ୭ ପିଢ଼ି ସୁଖୀ ହେବେ।

ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ପ୍ରତିଦିନ ସକାଳୁ ଉଠି ଦ୍ୱାର ଖୋଲିବା ମାତ୍ରେ ଏହି ୪ ଟି କାର୍ଯ୍ୟ କରିବେ ତ ତାକୁ ଜୀବନରେ କେବେବି ଦୁଃଖ ଦରିଦ୍ରତା ଏବଂ ରୋଗର ସାମ୍ନା କରିବାକୁ ପଡିନଥାଏ। ଏମିତି ଲୋକଙ୍କ ଉପରେ ମା ଲକ୍ଷ୍ମୀ ସର୍ବଦା କୃପା ବର୍ଷା କରିଥାନ୍ତି। ଭଗବାନ ଶ୍ରୀକୃଷ୍ଣଙ୍କ ଅନୁସାରେ ସକାଳ ଉଠିବାର ସର୍ବତମ ମୁହୂର୍ତ୍ତ ହେଉଛି ବ୍ରହ୍ମ ମୁହୂର୍ତ୍ତ। ଯେଉଁବି ବ୍ୟକ୍ତି ବ୍ରହ୍ମ ମୁହୂର୍ତ୍ତରେ ଉଠିଥାଏ ତାକୁ କେବେବି ପରାଜୟର ସାମ୍ନା କରିବାକୁ ପଡିନଥାଏ।

ସକାଳେ ଶୀଘ୍ର ଉଠୁଥିବା ଲୋକଙ୍କ ଉପରେ ଭଗବାନଙ୍କର କୃପା ସର୍ବଦା ରହିଥାଏ। କିନ୍ତୁ ଯେଉଁମାନେ ସୂର୍ଯ୍ୟ ଉଦୟ ହେବା ପରେ ମଧ୍ୟ ଡେରି ପର୍ଯ୍ୟନ୍ତ ଶୋଇଥାନ୍ତି ତାଙ୍କର ଭାଗ୍ୟବି ଶୋଇ ଯାଇଥାଏ। ଏମିତି ଲୋକ କେବେବି ଜୀବନରେ ଉନ୍ନତି କରିପାରନ୍ତି ନାହିଁ। ଏମାନଙ୍କୁ ସର୍ବଦା ଅପମାନ ଦରିଦ୍ରତା ରୋଗର ସାମ୍ନା କରିବାକୁ ପଡିଥାଏ। ଆସନ୍ତୁ ଜାଣିବା ସକାଳୁ ଘରର ମୁଖ୍ୟ ଦ୍ୱାର ଖୋଲିବା ମାତ୍ରେ ମନୁଷ୍ୟଙ୍କୁ କେଉଁ କାର୍ଯ୍ୟ କରିବା ଉଚିତ। ଯାହା ଦ୍ୱାରା ଜୀବନରେ ସୁଖ ଶାନ୍ତି ବନି ରହିବ। ଯେଉଁ ବି ସ୍ତ୍ରୀ ସକାଳେ ମୁଖ୍ୟ ଦ୍ୱାର ଖୋଲିବା ମାତ୍ରେ ଏହି ୩ ଟି କାମ କରିଥାଏ ତାଙ୍କ ଘରେ କେବେବି ଦରିଦ୍ରତାର ବାସ ହୋଇନଥାଏ।

ଯଦି ଆପଣଙ୍କ କାର୍ଯ୍ୟ ଶୁଭ କାର୍ଯ୍ୟରୁ ଆରମ୍ଭ ହୋଇଥାଏ ତ ପୁରା ଦିନ ଆପଣଙ୍କର ମଙ୍ଗଳମୟ ବ୍ୟତୀତ ହୋଇଥାଏ। ମୁଖ୍ୟ ଦ୍ୱାର ଖୋଲିବା ମାତ୍ରେ ହାତ ଯୋଡ଼ି ଦେବୀ ଦେବତାଙ୍କୁ ପ୍ରଣାମ କରନ୍ତୁ ଏବଂ ତାଙ୍କୁ ଘରକୁ ଆଗମନ ପାଇଁ ପ୍ରାର୍ଥନା କରନ୍ତୁ। ଏମିତି କରିବା ଦ୍ୱାରା ଘରର ସାମ୍ନାରେ ଯେଉଁ ବି ଦେବୀ ଦେବତା ଥିବେ ସେମାନେ ଆପଣଙ୍କର ପ୍ରାର୍ଥନାରେ ପ୍ରସନ୍ନ ହୋଇ ଆପଣଙ୍କ ଘରକୁ ନିଶ୍ଚୟ ପ୍ରବେଶ କରିବେ। ଏହା ଦ୍ବାରା ଘରର ବାତାବରଣ ସକରାତ୍ମକ ଉର୍ଜାରେ ଭରି ରହିବ।

ଯେବେବି ସକାଳୁ ଉଠିବେ ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଏକ ତମ୍ବା ଘଟିରେ ଜଳ ଭରି ରଖିଦିଅନ୍ତୁ। ଯେଉଁବି ଦେବୀ ଦେବତା ଘରର ସାମ୍ନାରେ ଥାନ୍ତି ସେମାନେ ସେହି ଜଳକୁ ପାନ କରିଥାନ୍ତି ଏବଂ ପ୍ରସନ୍ନ ହୋଇ ଆପଣଙ୍କ ଘରକୁ ପ୍ରବେଶ କରିଥାନ୍ତି। ଏହା ଦ୍ବାରା ଘରକୁ ସୁଖ ସମୃଦ୍ଧି ଆସିଥାଏ।

ମା ଲକ୍ଷ୍ମୀଙ୍କର ନିବାସ ସେହି ଘରେ ହୋଇଥାଏ ଯେଉଁଠାରେ ସ୍ଵଛତା ଏବଂ ପ୍ରେମ ବନି ରହିଥାଏ। ସକାଳେ ଜଳ ପାତ୍ର ରଖିବା ପରେ ପ୍ରଥମେ ଘରକୁ ଝାଡୁରେ ସଫା କରନ୍ତୁ। ଏହାପରେ ଅଗଣାକୁ ପାଣିରେ ଛିଞ୍ଚନ କରି ସ୍ୱଚ୍ଛ କରନ୍ତୁ। ରଙ୍ଗଲି ବନେଇ ମା ଲକ୍ଷ୍ମୀଙ୍କର ସ୍ୱାଗତ କରନ୍ତୁ ଏମିତି ପ୍ରତିଦିନ କରିଲେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି ଏବଂ ଘରର ଦରିଦ୍ରତାର ନାଶ ହୋଇଥାଏ।

ସକାଳେ ସ୍ନାନ କରିବା ପରେ କୁମ କୁମରେ ସ୍ବାସ୍ତିକ ବନେଇବା ଉଚିତ। ଏହି ଚିହ୍ନ ଥିଲେ ଘରକୁ ଦେବୀ ଦେବତାଙ୍କର ପ୍ରବେଶ ହୋଇଥାଏ।

ମୁଖ୍ୟ ଦ୍ୱାର ଖୋଲିବା ମାତ୍ରେ ମନୁଷ୍ୟଙ୍କୁ ପଶୁ ଏବଂ ପକ୍ଷୀ ମାନଙ୍କର ସେବା କରିବା ଉଚିତ। ଯଦି ଦ୍ୱାରରେ ଗୋମାତା ଥିବେ ତାଙ୍କୁ ରୋଟି ଖୁଆଇବା ଉଚିତ ଏବଂ ଯଦି ପକ୍ଷୀ ଥିବେ ତେବେ ତାଙ୍କ ପାଇଁ ଜଳ ଏବଂ ଦାନାର ବ୍ୟବସ୍ଥା କରିବା ଉଚିତ। ଏମିତି କରିଲେ ଆପଣଙ୍କ ଜୀବନ ସକରାତ୍ମକ ଉର୍ଜାରେ ଭରି ଯାଇଥାଏ। ଭଗବାନ ଶ୍ରୀକୃଷ୍ଣ କୁହନ୍ତି ପ୍ରାତଃ ସମୟରେ ଯେଉଁବି ବ୍ୟକ୍ତି ପଶୁପକ୍ଷୀ ମାନଙ୍କର ସେବା କରିଥାନ୍ତି ତାଙ୍କୁ କେବେବି ଦୁଃଖ ଦରିଦ୍ରତାର ସାମ୍ନା କରିବାକୁ ପଡିନଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *