Excuse Me Odisha

ଯାହା କହିବୁ ସତ କହିବୁ

ମଥାରେ ଏମିତି ସିନ୍ଦୁର ଲଗାଇଲେ କ୍ରୋଧିତ ହୋଇଯାନ୍ତି ମା ଲକ୍ଷ୍ମୀ। ବର୍ବାଦ ହୋଇଯାନ୍ତି ପରିବାର।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମଥାରେ ଏମିତି ସିନ୍ଦୁର ଲଗାଇଲେ କ୍ରୋଧିତ ହୋଇଯାନ୍ତି ମା ଲକ୍ଷ୍ମୀ। ବର୍ବାଦ ହୋଇଯାନ୍ତି ପରିବାର।

ଆମର ହିନ୍ଦୁ ଧର୍ମରେ ଅନେକ ନୀତିନିୟମ ଅଛି। ଯାହା ଶାସ୍ତ୍ରୀୟ ଆଧ୍ୟାତ୍ମିକ ବୈଜ୍ଞାନିକ ଦୃଷ୍ଟିକୋଣରୁ ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ଅଟେ। ହିନ୍ଦୁ ଧର୍ମରେ ଷୋହଳ ସଂସ୍କାରରର ବି ବର୍ଣ୍ଣନା କରାଯାଇଛି ଯାହା ମନୁଷ୍ୟ ଜୀବନର ମହତ୍ୱ କହିଥାଏ। ସେଥି ମଧ୍ୟରୁ ଗୋଟେ ହେଉଛି ବିବାହ। ବିବାହ ଏକ ଏମିତି ସଂସ୍କାର ଅଟେ ଯାହା ଜନ୍ମ ଜନ୍ମର ସାଥ ଦେଇଥାଏ। ହିନ୍ଦୁ ଧର୍ମରେ ସ୍ତ୍ରୀଙ୍କୁ ଘରର ଲକ୍ଷ୍ମୀ ମାନାଯାଏ। ଶାସ୍ତ୍ର ଅନୁସାରେ ଏକ ବିବାହିତ ମହିଳାଙ୍କ କର୍ମରୁ ହିଁ ତାର ସ୍ୱାମୀର ଉଧାର ଏବଂ ଅନିଷ୍ଠ ଜଡିତ ଅଛି।

ଏକ କନ୍ୟାର ବିବାହ ପରେ ସେ ଏକ ସୁହାଗିନୀ ମହିଳା ବନିଯାଇଥାଏ ଏବଂ ତାଙ୍କର ସୁନ୍ଦରତାରେ ଷୋହଳ ସିଙ୍ଗାର ଚାରଚାନ୍ଦ ଲଗେଇ ଦେଇଥାଏ। ସେଥି ମଧ୍ୟରୁ ଗୋଟେ ହେଉଛି ମହତ୍ତ୍ୱପୂର୍ଣ୍ଣ ଜିନିଷ ସିନ୍ଦୂର। ଗୋଟେ ସୁହାଗିନୀ ମହିଳାର ପରିଚୟ ମାନାଯାଏ। ପୌରାଣିକ କଥା ଅନୁସାରେ ମା ସାବିତ୍ରୀ ସେ ନିଜର ମଥାରେ ସିନ୍ଦୁର ଲଗାଇ ଏହି ପ୍ରତିଜ୍ଞା କରିଥିଲେ କି ସେ ଯମରାଜଙ୍କୁ ବି ନିଜର ସ୍ୱାମୀଙ୍କର ପ୍ରାଣ ନେବାକୁ ଦେବେନାହିଁ ଏବଂ ସେ ନିଜର ସିନ୍ଦୁରର ଶକ୍ତିରେ ହିଁ ନିଜର ମୃତ୍ୟୁ ବରଣ କରିଥିବା ସ୍ୱାମୀଙ୍କୁ ବି ଜୀବିତ କରିଦେଲେ।

ସେବେ ଠାରୁ ଯେଉଁବି ସ୍ତ୍ରୀ ନିଜ ମଥାରେ ପୁରା ନୀତିନିୟମରେ ସିନ୍ଦୁର ଲଗାଇଥାଏ ତାର ସ୍ୱାମୀର ଲମ୍ବା ଆୟୁଷର ବରଦାନ ମା ସାବିତ୍ରୀ ତାଙ୍କୁ ନିଶ୍ଚୟ ଦେଇଥାନ୍ତି କିନ୍ତୁ ଆଜିକାଲି ଫେସନ କାରଣରୁ ମହିଳାମାନେ ସିନ୍ଦୂର ଲଗାଇବା ଛାଡି ଦେଉଛନ୍ତି। ଶାସ୍ତ୍ରରେ ସିନ୍ଦୁର ଲଗାଇବର ଠିକ ନିୟମ ଉଲ୍ଲେଖ ଅଛି ଯାହାର ପାଳନ ପ୍ରତ୍ୟକ ମହିଳାଙ୍କୁ କରିବା ଉଚିତ। ଭୁଲ ଧାରଣାରେ ସିନ୍ଦୂର ଲଗାଇଲେ ଖରାପ ପରିଣାମ ତାଙ୍କୁ ଏବଂ ତାଙ୍କର ପରିବାରକୁ ଏବଂ ତାଙ୍କର ସ୍ୱାମୀଙ୍କୁ ଭୋଗିବାକୁ ପଡିଥାଏ। ଏଥିପାଇଁ ସିନ୍ଦୂର ଲଗାଇବା ସମୟରେ ଏହି କଥାର ଧ୍ୟାନ ନିଶ୍ଚୟ ରଖିବା ଉଚିତ। ତେବେ ଆସନ୍ତୁ ଜାଣିବାର ଠିକ ବିଧି କଣ ଅଟେ।

ସିନ୍ଦୁରକୁ କେବେବି ମଥାର ସାଇଟରେ ଲଗାଇବା ଉଚିତ ନୁହେଁ। ଶାସ୍ତ୍ର ଅନୁସାରେ ସିନ୍ଦୂରକୁ ସର୍ବଦା ମଥାର ମଝିରେ ଲଗାଇବା ଉଚିତ। ଯଦି ସିନ୍ଦୂରକୁ ଅଙ୍କା ବଙ୍କା ସାଇଟରେ ଲଗାନ୍ତି ତେବେ ସ୍ୱାମୀଙ୍କର ଭବିଷ୍ୟତବି ସେହି ସାଇଟକୁ ଯାଇଥାଏ। ମଥାର ମଝିରେ ସିନ୍ଦୂର ଲଗାଇଲେ ସ୍ୱାମୀଙ୍କ ଭାଗ୍ୟ ଉଜ୍ଵଳ ହୋଇଥାଏ।

ଆଜିକାଲିର ଫେସନ ଯୁଗରେ ମହିଳାମାନେ ନିଜର ସିନ୍ଦୂରକୁ ସିନ୍ଥିରେ କେଶ ଦ୍ୱାରା ଲୁଚାଇ ଦେଇଥାନ୍ତି କିନ୍ତୁ ଏପରି କେବେହେଲେ କରିବା ଉଚିତ ନୁହେଁ। ଜଣେ ସୁହାଗିନୀ ମହିଳାଙ୍କ ପାଇଁ ସିନ୍ଥିରେ ସିନ୍ଦୂର ଲୁଚାଇବା ଭଲ ଅଭ୍ୟାସ ହୋଇନଥାଏ। ଏହାର କୁପ୍ରଭାବ ଆପଣଙ୍କ ସ୍ୱାମୀଙ୍କ ଉପରେ ପଡିପାରେ। ଶାସ୍ତ୍ରରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି ଯେ ଜଣେ ସୁହାଗିନୀ ସ୍ତ୍ରୀର ସିନ୍ଥିରେ ସିନ୍ଦୂର ଦେଖାଯିବା ଆବଶ୍ୟକ ହୋଇଥାଏ।

କୁହାଯାଇଛି ଯେ ସିନ୍ଦୂର ଲୁଚାଇବା ଦ୍ୱାରା ସ୍ୱାମୀର ମାନ ସମ୍ମାନରେ କ୍ଷୟ ହୋଇଥାଏ। ସିନ୍ଦୁରର ରଙ୍ଗ ଲାଲ ଗାଢ଼ ହୋଇଥାଏ। ଯାହା ଦ୍ୱାରା ମା ଗୌରୀଙ୍କ ଦୃଷ୍ଟି ଆପଣଙ୍କ ଉପରେ ସର୍ବଦା ରହିଥାଏ। ସେଥିପାଇଁ ସିନ୍ଦୁରକୁ କେବେବି ଲୁଚାଇବେ ନାହିଁ। ମଥାରେ ସିନ୍ଦୁର ଲଗାଇବା ସମୟରେ ପୁରା ଶ୍ରଦ୍ଧା ମନରେ ମା ଗୌରୀଙ୍କୁ ପ୍ରାର୍ଥନା କରି ନିଜର ସ୍ୱାମୀଙ୍କର ଲମ୍ବା ଆୟୁଷର କାମନା କରି ପିନ୍ଧିବା ଉଚିତ।

ଶାସ୍ତ୍ର ଅନୁସାରେ ମଥାରେ ସିନ୍ଦୁର ଯେତେ ଅଧିକ ଲମ୍ବା ଲଗାଇବେ ନିଜର ସ୍ୱାମୀଙ୍କ ଆୟୁଷ ବି ସେତେ ଅଧିକ ଲମ୍ବା ହୋଇଥାଏ। ଏହାକୁ ନିଜର ସ୍ୱାମୀ ପାଇଁ ବହୁତ ଶୁଭ ମାନାଯାଏ।

ନବ ବିବାହିତ ମହିଳା ଏହି କଥାର ଧ୍ୟାନ ରଖନ୍ତୁ ଯାହା ବିବାହ ସମୟରେ ଯେଉଁ ସିନ୍ଦୁର ସ୍ୱାମୀ ମଥାରେ ଦେଇଥାଏ ସେହି ସିନ୍ଦୁରକୁ ସମ୍ଭାଳିକି ରଖନ୍ତୁ। ଆଉ ସେହି ସିନ୍ଦୁରକୁ ବିଶେଷ ପୂଜାରେ ବିଶେଷ ଦିନରେ ନିଜର ସ୍ୱାମୀଙ୍କ ହାତରୁ ଲଗେଇବେ ତ ଏହା ବହୁତ ଶୁଭ ହୋଇଥାଏ। ଆପଣଙ୍କ ପରିବାରରେ ସୁଖ ସମୃଦ୍ଧି ବଢିଥାଏ।

ସିନ୍ଦୁରକୁ ପ୍ରାତଃ ସମୟରେ କିମ୍ବା ସ୍ନାନ ପରେ ସିନ୍ଦୁର ଲଗାଇ ପୂଜା ଘରକୁ ଯିବା ଉଚିତ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *