Excuse Me Odisha

ଯାହା କହିବୁ ସତ କହିବୁ

କେଉଁଠି ମିଳିଗଲେ ଛାଡିବେ ନାହିଁ ଏହି ୧ ଜିନିଷ, କାଙ୍ଗାଳ ବି ହେବେ ମାଲାମାଲ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ କେଉଁଠି ମିଳିଗଲେ ଛାଡିବେ ନାହିଁ। କାଙ୍ଗାଳ ବି ହେବେ ମାଲାମାଲ।

ନଡ଼ିଆକୁ ସଂସ୍କୃତିରେ ଶ୍ରୀ ଫଳ କୁହାଯାଏ। ଶ୍ରୀ ର ଅର୍ଥ ଲକ୍ଷ୍ମୀ।ଯେକୌଣସି ବି ପୂଜାରେ କଳସରେ ନଡ଼ିଆ ରଖିବାର ବିଧି ଅଛି। କାରଣ ସମସ୍ତ ହିନ୍ଦୁ ଧର୍ମ ମାନ୍ୟତା ଅନୁସାରେ ସମସ୍ତ ପୂଜା ପାଠରେ ନଡ଼ିଆ ରଖିଲେ ସମସ୍ତ କାର୍ଯ୍ୟ ସିଦ୍ଧ ହୋଇଥାଏ। ମାଲକ୍ଷ୍ମୀଙ୍କ କୃପା ବର୍ଷା ହେବା ସହିତ ସର୍ବଦା ଘରେ ଧନ ଧାନ୍ୟରେ ଭରି ରହିଥାଏ।

ମାନ୍ୟତା ଅଛି ଯେ ଘରେ ସର୍ବଦା ପାଣି ଥିବା ନଡ଼ିଆ ରଖିଲେ ଘରେ ସର୍ବଦା ଧନର ସମସ୍ୟା ଆସିନଥାଏ ଓ ବାସ୍ତୁଦୋଷ ବି ଦୂର ହୋଇଥାଏ। ନଡ଼ିଆକୁ ପୂଜାପାଠରେ ଗୋଟିଏ ଥରରେ ହିଁ ଭାଙ୍ଗନ୍ତୁ। ଏହା ଏକ ପ୍ରକାରର ବଳି ଅଟେ। ଯାହା ଜୀବନରେ ସମସ୍ତ ସମସ୍ୟା ଏବଂ କୁଣ୍ଡଳୀରେ ଯେଉଁ ଦୋଷ ଅଛି ତାହା ଦୂର ହୋଇଯିବ। ଜୀବନରେ କୌଣସି ବି ସଙ୍କଟ ଟଳି ଯିବ। ନଡ଼ିଆ ଶକ୍ତ ଆବରଣରେ ଢ଼ଙ୍କା ହୋଇରହିଥାଏ। ଯାହା ଭିତରୁ ସ୍ୱଚ୍ଛ ଏବଂ ପବିତ୍ର ହୋଇଥାଏ।

ନଡ଼ିଆର ଧଳା ଅଂଶରେ ଚନ୍ଦ୍ରମାଙ୍କର ବାସ ହୋଇଥାଏ। ଚନ୍ଦ୍ରମା ମନର ଗ୍ରହ ଅଟେ ଏବଂ କୌଣସି ବି କାମର ସଫଳତା ପାଇଁ ମନର ଶାନ୍ତି ଆବଶ୍ୟକ ଅଟେ। ବାସ୍ତୁଶାସ୍ତ୍ର ଅନୁସାରେ ଘରେ କୌଣସି ଜଳ ଭରା ଜିନିଷ ରଖିଲେ ବାସ୍ତୁଦୋଷ ଦୂର ହୋଇଥାଏ। ସେଥିପାଇଁ ନଡ଼ିଆ ରଖାଯାଏଁ ନଡ଼ିଆର ସକରାତ୍ମକ ଉର୍ଜା ଥାଏ। କୌଣସି ବି ଶୁଭ କାର୍ଯ୍ୟରେ କଳସ ଉପରେ ନଡ଼ିଆ ରଖିବା ଆବଶ୍ୟକ ଅଟେ।

ଯଦି ନଡ଼ିଆ ଉପରେ ଚନ୍ଦନର ରୋଲି ଲଗେଇ ତିଳକ କରାଯାଏ ତ ମନ ଶାନ୍ତ ରହିଥାଏ।

ଯଦି କୌଣସି ପୂଜାପାଠରେ ନଡିଆ ଅର୍ପଣ କରି ରଖିଛନ୍ତି ସେଥିରୁ ଯଦି ଅଙ୍କୁର ବାହାରି ଆସିଥାଏ ତ ଏହି ନଡ଼ିଆକୁ ଗଛ ଲଗେଇବା ପାଇଁ ଲଗେଇ ଦିଅନ୍ତୁ ନଚେତ କୌଣସି ମନ୍ଦିରରେ ଯାଇ ରଖି ଦେଇ ଆସନ୍ତୁ।

ନଡ଼ିଆର ଯଦି ଅଙ୍କୁର ବାହାରି ଆସିଥାଏ ତ ଏହାର ଅର୍ଥ ଆପଣଙ୍କ ଘରେ ପଜିଟିଭ ଏନର୍ଜୀ ଅଛି। ଯେଉଁଠି ବାତାବରଣ ଭଲ ଥାଏ ସେଠାରେ ନଡ଼ିଆର ଗଛ ଉଠିଥାଏ ତ ଏହା ଉନ୍ନତିର କାରକ ଅଟେ। ନଡ଼ିଆକୁ ଆପଣ କାହାକୁ ଦେଇଦିଅନ୍ତୁ କିମ୍ବା ଆପଣ ଭୂମି ଉପରେ ପୋତି ଦିଅନ୍ତୁ ସେଥିରେ ଗଛ ଉଠିଯିବ।

ଯେତେବେଳେ ଆପଣ ନଡ଼ିଆ ଭାଂଗିବେ ଆଉ ଦେଖିବେ ଯେ ନଡ଼ିଆରେ ଫଳ ବନିଯାଇଛି ତ ସେତେବେଳେ ପ୍ରସାଦ ରୂପେ ସମସ୍ତଙ୍କୁ ବାଣ୍ଟି ଦିଅନ୍ତୁ କାରଣ ମାନ୍ୟତା ଅଛି ଏମିତି ନଡ଼ିଆ ସମସ୍ତ ସୁଖକୁ ପ୍ରଦାନ କରିଥାଏ। ନଡ଼ିଆର ଜଟାର ତୁଳନା ମନୁଷ୍ୟଙ୍କ କେଶ ସହିତ ଜଡ଼ିତ ତ ସେଥିପାଇଁ ଏହାକୁ ନିଶ୍ଚୟ ଖାଇବେ ପୁରା ପରିବାର ସହିତ। ଏମିତି କଲେ ଖୁସିର ବର୍ଷା ହୋଇଥାଏ।

ଯେତେବେଳେ ଆପଣ ଭଲ ନଡ଼ିଆ ଭାଙ୍ଗିବେ ତ ନଡ଼ିଆରେ ଛୋଟ ଅଙ୍କୁର ବାହାରି ଥିବ ଯଦି ତାହା ଭଲ ହୋଇଥିବ ଭଙ୍ଗା ହୋଇନଥିବ ତ ଆପଣଙ୍କ ଘରେ ଯଦି ଗର୍ଭବତୀ ମହିଳା ଥିବେ କିମ୍ବା କୌଣସି ମହିଳା ସନ୍ତାନ ପ୍ରାପ୍ତ କରିବାକୁ ଚାହୁଁଥିବେ ତ ତାଙ୍କୁ କୁହନ୍ତୁ ସବୁ ପାଣି ପିଇଦେବେ ତାଙ୍କର ପୁତ୍ର ସନ୍ତାନ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *