Excuse Me Odisha

ଯାହା କହିବୁ ସତ କହିବୁ

ଏହି ସ୍ଥାନକୁ ଏହି ୧ ଟି ଜିନିଷ କେବେବି ଆସେନାହିଁ ଯେଉଁଠି ଝିଟିପିଟିର ବାସ ଥାଏ। ପଛେ ଯେତେ ବଡ଼ ତାନ୍ତ୍ରିକ ହୋଇଥାଉନ୍ତୁ ନାଁ କାହିଁକି କିଛି କରିପାରିବେ ନାହିଁ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସେଠାରେ ଏହି ୧ ଟି ଜିନିଷ କେବେବି ଆସେନାହିଁ ଯେଉଁଠି ଝିଟିପିଟିର ବାସ ଥାଏ। ପଛେ ଯେତେ ବଡ଼ ତାନ୍ତ୍ରିକ ହୋଇଥାଉନ୍ତୁ ନାଁ କାହିଁକି କିଛି କରିପାରିବେ ନାହିଁ।

ବନ୍ଧୁଗଣ ଲୋକମାନେ ଘରେ ଝିଟିପିଟିକୁ ଦେଖିବା ଏକ ସାଧାରଣ ଘଟଣା ବୋଲି କହିଥାନ୍ତି। ଏମିତିକି ଝିଟିପିଟିକୁ ଏକ ସାଧାରଣ ଯିବ ବୋଲି ମଧ୍ୟ ମାନିଥାନ୍ତି। ବନ୍ଧୁଗଣ ଝିଟିପିଟି ଏକ ଏପରି ଜୀବଟିଏ ଯାହାକୁ ଦେଖିବା ମାତ୍ରେ ଲୋକେ ଘୃଣା କରିଥାନ୍ତି ଏହାକୁ ଭୟ ମଧ୍ୟ କରିଥାନ୍ତି ଏବଂ ଘରୁ ତଡି ମଧ୍ୟ ଦେଇଥାନ୍ତି କିନ୍ତୁ କଣ ଆପଣ ଜାଣିଛନ୍ତି ଝିଟିପିଟି ମା ଲକ୍ଷ୍ମୀଙ୍କର ପ୍ରତୀକ ହୋଇଥାଏ। ଏଥିପାଇଁ ଝିଟିପିଟିକୁ ଡରି ତୋଡିଦେବା ଉଚିତ ନୁହେଁ। ଝିଟିପିଟି ୨ ଟି ରଙ୍ଗର ଅଛନ୍ତି ଗୋଟେ ଧଳା ଆଉ ଗୋଟେ କଳା। ଆମେ ସେହି ଝିଟିପିଟିକୁ ନେଇ ଶୁଭ ଏବଂ ଅଶୁଭ ସଂକେତ ବିଷୟରେ ଜଣେଇବୁ।

ଯଦି ଦୁଇଟି ଝିଟିପିଟି ଝଗଡା କରୁଥିବାର ଦେଖନ୍ତି ତ ଭଲ ବୋଲି ମାନାଯାଏ ନାହିଁ। ଘରର ସଦସ୍ୟଙ୍କ ମଧ୍ୟରେ ମତଭେଦ ଉତ୍ପନ ହୋଇଥାଏ। ଏମିତି ହେଲେ ତୁରନ୍ତ ଝିଟିପିଟିକୁ ଘଉଡ଼ାଇ ଦିଅନ୍ତୁ ଏବଂ ଶିବ ବୋଲି ୫ ଥର କୁହନ୍ତୁ। ଏହା ଦ୍ବାରା ଦୋଷ କଟିଥାଏ।

କୌଣସି ମଙ୍ଗଳବାର ଦିନ ଏହି ଉପାୟ କରନ୍ତୁ। ଝିଟିପିଟିକୁ ଦେଖିବା ମାତ୍ରେ ଏକ ଲାଲ ରଙ୍ଗର ଛୋଟ କପଡ଼ା ଝିଟିପିଟି ଉପରକୁ ଫୋପାଡ଼ି ଦିଅନ୍ତୁ। ଫୋପାଡ଼ି ବା ପରେ କପଡାକୁ ତଳକୁ ପଡିବା ପୁର୍ବରୁ ଧରି ନିଅନ୍ତୁ। ଏହାପରେ ଏହି କପଡା ଉପରେ ୫ ଟି କଏନ ରଖିଦିଅନ୍ତୁ। ଏହାପରେ ଏହାକୁ ବାନ୍ଧିବେ ନାହିଁ କେବଳ ଗୋଡ଼ାଇ ଦେବେ। ଏହାପରେ ଏହାକୁ ବ୍ୟାପାର ସ୍ଥାନରେ ରଖିଦିଅନ୍ତୁ। ଏମିତି କଲେ ଘରର ଉନ୍ନତି ହୋଇଥାଏ।

ପୂଜା କରୁଥିବା ସମୟରେ ଯଦି ଝିଟିପିଟି ଦେଖନ୍ତି ତେବେ ତାହା ଉପରକୁ ଚାଉଳ କୁମକୁମ ଗଙ୍ଗା ଜଳ ଛିଞ୍ଚନ କରିଦିଅନ୍ତୁ ଏବଂ ନିଜର ମନର କଥା କୁହନ୍ତୁ। ଦେଖିବେ ଆପଣଙ୍କର ସେହି ସମସ୍ତ ଇଛା ନିଶ୍ଚିତ ରୂପେ ପୂରଣ ହୋଇଯିବ।

ଏହା ମଧ୍ୟ ମାନ୍ୟତା ଅଛି କି ଆପଣମାନେ କୌଣସି କଥା ହେଉଥିବା ସମୟରେ ଯଦି ଝିଟିପିଟି ଶବ୍ଦ କରେ ତେବେ ଆପଣଙ୍କର ସେହି କଥାଟି ଖଣ୍ଡିତ ହୋଇଯାଏ।

ବନ୍ଧୁଗଣ ଆପଣଙ୍କର ଘରକୁ ଆପଣ ସଫା ସୁତରା କରୁଥିବା ସମୟରେ ଯଦି ମଲା ଝିଟିପିଟି ଟିଏ ଦେଖନ୍ତି ତେବେ ଏହା ଅଶୁଭ ହୋଇଥାଏ। ଏହା ଧ୍ୟାନ ଦେବେକି ଯଦି ଆପଣ ଘର ସଫା କରୁଥିବା ସମୟରେ ଆପଣଙ୍କ ହାତରେ କୌଣସି ଝିଟିପିଟି କିମ୍ବା ତାର ଛୁଆ ମରିଯାଏ ତେବେ ଏହା ବହୁତ ବଡ଼ ଦୋଷ ଲାଗିଥାଏ। ଏଣୁ ତାହାକୁ ତୁରନ୍ତ ମାଟି ଖୋଳି ପୋତି ଦିଅନ୍ତୁ। ଏହା ଦ୍ୱାରା ଆପଣଙ୍କୁ ଜୀବ ହତ୍ୟା ଦୋଷରୁ ମୁକ୍ତି ମିଳିଥାଏ ଏବଂ ମା ଲକ୍ଷ୍ମୀ ମଧ୍ୟ ଆପଣଙ୍କର ଉପରେ ରୁଷ୍ଟ ହୁଅନ୍ତି ନାହିଁ। ଏପରି ନକଲେ ଆପଣଙ୍କର ଜୀବନରେ ଏପରି ଦୁଃଖ ଆସିଯିବ କି ଯାହା ଆପଣ କଳ୍ପନା କରିନଥିବେ।

ପୂଜା ଘରେ ଝିଟିପିଟି ଦେଖିଲେ ଏହା ଶୁଭ ସଂକେତ ମାନାଯାଏ। ଧନର ଆଗମନ ହୋଇଥାଏ। ଦରିଦ୍ରତା ଆସିନଥାଏ।

ଘରେ କଳା ଝିଟିପିଟି ରହିଲେ ସନ୍ତାନ ସମ୍ବଦ୍ଧିତ ସମସ୍ୟା ଉତ୍ପନ୍ନ କରିଥାଏ। ତ ସେହି ଘରୁ ତୁରନ୍ତ ଏହି ଝିଟିପିଟିକୁ ତୋଡି ଦିଅନ୍ତୁ।

ଗର୍ଭବତୀ ମହିଳାଙ୍କ ପାଇଁ କଳା ଝିଟିପିଟି ବହୁତ ଅଶୁଭ ହୋଇଥାଏ। ଯେମିତିକି ଗର୍ଭପାତ ସନ୍ତାନ ନହେବା ସନ୍ତାନଙ୍କ ସ୍ୱାସ୍ଥ୍ୟ ପ୍ରତି ଖରାପ ପ୍ରଭାବ ପକାଇଥାଏ ଏବଂ ଏହା ସହିତ ଧନର ଅଭାବ ଲାଗିରହିଥାଏ। ସେଥିପାଇଁ ଏହି ଝିଟିପିଟି କୁ ଘରୁ ତୁରନ୍ତ ତୋଡି ଦିଅନ୍ତୁ।

କଳା ଝିଟିପିଟି ଘରେ ରହିଲେ କାହାରି ତନ୍ତ୍ର ମନ୍ତ୍ର ଘର ଉପରେ ପ୍ରଭାବ ପକାଇ ପାରିନଥାଏ। ଏହି ଝିଟିପିଟି ଘରେ ରହିଲେ ସମ୍ପତିର ପ୍ରାପ୍ତ ହୋଇଥାଏ କିନ୍ତୁ ସନ୍ତାନ ପ୍ରତି ଖରାପ ପ୍ରଭାବ ପକାଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *