Excuse Me Odisha

ଯାହା କହିବୁ ସତ କହିବୁ

ଫିଟିକିରିର ଏହି ଉପାୟ ରାତାରାତି ବନେଇ ଦେଇଥାଏ କୋଟିପତି।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଫିଟିକିରିର ଏହି ଉପାୟ ରାତାରାତି ବନେଇ ଦେଇଥାଏ କୋଟିପତି।

ଫିଟିକିରିର ଏହି ଉପାୟ ସମସ୍ତଙ୍କୁ ବନେଇ ଥାଏ ରାତାରାତି ମାଲାମାଲ। ବାସ ଫିଟିକିରିକୁ ଚୁପଚାପ ଏହି ଠାରେ ରଖିଦେବାକୁ ହେବ ଟଙ୍କା ଦୌଡ଼ି ଦୌଡ଼ି ଚାଲି ଆସିବ। ଏହାର ପ୍ରଭାବ ଧୀରେ ଧୀରେ ହୋଇଥାଏ। ଏହି ଉପାୟ କରିଲେ ନିଶ୍ଚୟ କୋଟିପତି ହୋଇପାରିବେ। ସମସ୍ତେ ଚାହିଁଥାନ୍ତି କି ଧନବାନ ହେବା ପାଇଁ।

ତା ପାଖରେ ଟଙ୍କାର କୌଣସି କମି ନହେଉ ଏଥିପାଇଁ ସେ ସମସ୍ତ ପ୍ରକାରର ଉପାୟ ବି କରିଥାଏ ଯାହା ଦ୍ୱାରା ଧନୀ ହୋଇପାରିବେ। ଆଜି ଆମେ ଏମିତି ଉପାୟ ଜଣେଇବୁ ଯାହାର ପ୍ରୟୋଗ କରି ଆପଣ ଟଙ୍କାର ଅଭାବକୁ ଦୂର କରିପାରିବେ ହୋଇଯିବେ ରାତାରାତି ମାଲାମାଲ। ଯଦି ଧନବାନ ହେବାକୁ ଚାହୁଁଛନ୍ତି ତ ଏକ ଛୋଟ ଖଣ୍ଡ ଫିଟିକିରି ଆପଣଙ୍କର ସାହାର୍ଯ୍ୟ କରିପାରେ। ତେବେ ଆସନ୍ତୁ ଜାଣିବା।

ଦୁକାନ କାମ କାର୍ଯ୍ୟରେ ଖରାପ ହେବା। ଯଦି ଆପଣଙ୍କ ଦୁକାନ କାମ କାର୍ଯ୍ୟ ଭଲ ଭାବରେ ଚାଲୁନାହିଁ କିମ୍ବା କାହାର ଖରାପ ନଜର ଲାଗିଯାଇଛି ତେବେ କଳା କପଡ଼ାରେ ଫିଟିକିରି ମୁଖ୍ୟ ଦ୍ୱାରରେ ଅବଶ୍ୟ ବାନ୍ଧି ଦିଅନ୍ତୁ। ଏମିତି କଲେ ଖରାପ ନଜରର ପ୍ରଭାବ ପଡିନଥାଏ। ଉନ୍ନତି ବହୁତ ମାତ୍ରାରେ ବୃଦ୍ଧି ପାଇଥାଏ। ଟଙ୍କା ସମସ୍ତ ଜାଗାରୁ ଆସିଥାଏ। ଧନବାନ ବନିଥାନ୍ତି।

ଧନବାନ ହେବା ପାଇଁ ଘରେ କିମ୍ବା ଅଫିସରେ ଏମିତି କୋଣ ଦେଖିବାକୁ ହେବ ଯେଉଁଠି କି କେହି ଯିବା ଆସିବା କରୁନଥିବେ କିମ୍ଵା କାହାର ନଜର ସେଠାରେ ପଡୁନଥିବ। ସେଥିପାଇଁ ଆପଣଙ୍କୁ ୫୦ ଗ୍ରାମ ଫିଟିକିରିକୁ ଏକ ପାତ୍ରରେ ନେଇ ଏକ କୋଣରେ ରଖିଦେବାକୁ ହେବ। ଏମିତି କରିଲେ ଆପଣଙ୍କୁ ଧନର ବୃଦ୍ଧି ହେବ। ଏହା ସହିତ ଆପଣଙ୍କ ଘର କିମ୍ବା ଅଫିସରେ ଥିବା ବାସ୍ତୁଦୋଷ ବି ଶେଷ ହୋଇଥାଏ ଏବଂ ଘରେ ଖୁସିର ମାହଲ ବନି ରହିଥାଏ। ଟଙ୍କା ଅଚାନକ ଆସିବାକୁ ଲାଗିଥାଏ। ନକରାତ୍ମକ ଉର୍ଜାର ହୋଇଥାଏ ବିନାଶ। ଧ୍ୟାନ ରଖିବାକୁ ହେବ କି ଅଚାନକ ଫିଟିକିରିର ରଙ୍ଗ ଚେଞ୍ଜ ହୋଇଗଲେ ତାକୁ ବଦଳାଇ ଦେବେ।

କଳା କପଡ଼ାରେ ଫିଟିକିରି ବାନ୍ଧି ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଟାଙ୍ଗି ଦେଲେ ଭୂତ ପ୍ରେତ ଆତ୍ମା ପ୍ରବେଶ କରିପାରନ୍ତି ନାହିଁ। ଏମିତି କଲେ ଘରର ରୋଜଗାର କରୁଥିବା ବ୍ୟକ୍ତିଙ୍କ ଉପରେ ଖରାପ ପ୍ରଭାବ ପଡିନଥାଏ। ପିଲାମାନଙ୍କର ମନ ପଢ଼ାରେ ଲାଗିଥାଏ। ଦୁର୍ଘଟଣାରୁ ରକ୍ଷା କରିଥାଏ।

ଖରାପ ସ୍ୱପ୍ନ ମୃତ୍ୟୁ ହୋଇଯାଇଥିବା ସ୍ୱପ୍ନ ବର୍ବାଦିର ସ୍ୱପ୍ନ ଯଦି ଶୋଇବା ସମୟରେ ଆସିଥାଏ ତ ଫିଟିକିରିକୁ ଏକ ଲାଲ କପଡ଼ାରେ ବାନ୍ଧି ନିଜର ଶୋଉଥିବା ସ୍ଥାନରେ ରଖିଦିଅନ୍ତୁ କିମ୍ବା ତକିଆ ତଳେ ବି ଏହାକୁ ରଖିପାରିବେ। ଏମିତି କଲେ ଖରାପ ସ୍ୱପ୍ନ ଆସିନଥାଏ। କୌଣସି କଥାର ଭୟ ରହିନଥାଏ। ସଙ୍କଟ ଟଳି ଯାଇଥାଏ।

କରଜରୁ ମୁକ୍ତି ପାଇବା ପାଇଁ ଏକ ପାନପତ୍ରରେ ସିନ୍ଦୁର ଏବଂ ଫିଟିକିରି ବାନ୍ଧି କରି ବୁଧବାର ଦିନ ସକାଳ କିମ୍ବା ସନ୍ଧ୍ୟାରେ ଅସ୍ତ ଗଛ ମୂଳରେ କୌଣସି ବଡ଼ ପଥରରେ ପୋତିଦିଅନ୍ତୁ ଏବଂ ଚୁପଚାପ ଫେରି ଆସନ୍ତୁ। ଏହି କାର୍ଯ୍ୟ ଆପଣଙ୍କୁ ୩ ରୁ ୫ଟି ବୁଧବାର କରିବାକୁ ହେବ। କରଜରୁ ମୁକ୍ତି ପାଇଯିବେ।

ଫିଟିକିରି ଏବଂ ଅଳ୍ପ ଲୁଣ ପାଣିରେ ମିଶାଇ ପୋଛା ମାରିଲେ ଘରର ସମସ୍ତ ବାସ୍ତୁଦୋଷ ଦୂର ହୋଇଥାଏ। ପୁରା ପରିବାର ଉନ୍ନତି କରିଥାଏ। ଧନର ବର୍ଷା ହୋଇଥାଏ।

୫୦ ଗ୍ରାମ ଫିଟିକିରି ସମସ୍ତ ରୁମ କିମ୍ବା ଅଫିସରେ କୌଣସି କୋଣରେ ରଖିଦିଅନ୍ତୁ। ସେଠାରେ ଥିବା ବାସ୍ତୁଦୋଷ ଠିକ ହୋଇଯିବ। ରୋଜଗାରର ନୂତନ ନୂତନ ମାର୍ଗ ପ୍ରାପ୍ତ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *