Excuse Me Odisha

ଯାହା କହିବୁ ସତ କହିବୁ

ଏମିତି ରୋଟି କେବେବି ଖାଆନ୍ତୁ ନାହିଁ ନଚେତ ଆପଣଙ୍କ ସହିତ ଖରାପ ହୋଇପାରେ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏମିତି ରୋଟି କେବେବି ଖାଆନ୍ତୁ ନାହିଁ ନଚେତ ଆପଣଙ୍କ ସହିତ ଖରାପ ହୋଇପାରେ।

ଏମିତି ରୋଟି କେବେବି ଖାଆନ୍ତୁ ନାହିଁ ନଚେତ ପରିସ୍ଥିତି ଖରାପ ହୋଇପାରେ। ଏମିତି ରୋଟି ଆପଣଙ୍କ ଜୀବନ ନେଇପାରେ। ଏହି ରୋଟି ଆପଣଙ୍କ ପାଇଁ କାଳ ଅଟେ। ଆସନ୍ତୁ ଜାଣିବା।

କୁହାଯାଏ ରୋଟି ଖାଇଲେ ବ୍ୟକ୍ତୁଙ୍କୁ ଯେଉଁ ଶକ୍ତି ମିଳିଥାଏ ତାହା ବାହାରର ଖାଦ୍ୟ ଖାଇଲେ କେବେବି ମିଳିନଥାଏ। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଘରର ଖାଦ୍ୟ ବାହାରର ଖାଦ୍ୟ ଠାରୁ ଅନେକ ଗୁଣା ପୋଷ୍ଟିକ ଏବଂ ସ୍ୱାଦିଷ୍ଟ ହୋଇଥାଏ। ଆଜିର ସମୟରେ ଅନେକ ଲୋକ ଏହି କଥାକୁ ନମାନି ଘରର ଖାଦ୍ୟ ଖାଇବା ପରିବର୍ତେ ବାହାରର ଖାଦ୍ୟ ଅଧିକ ପସନ୍ଦ କରନ୍ତି।

ଆସନ୍ତୁ ଜାଣିବା ଏମିତି ରୋଟି ଖାଇଲେ ଜୀବନ ଯାଇପାରେ। ଏମିତି ଦେଖାଯାଉଥିବା ରୋଟି ଏବଂ ଏହି ସଂଖ୍ୟାରେ ରୋଟି ଖାଇବା ଦ୍ୱାରା ଆପଣଙ୍କୁ ଭାରି ପଡିପାରେ ଏମିତିକି ଏହି ସଂଖ୍ୟାରେ ରୋଟି ଖାଇଲେ ଆପଣଙ୍କ ସହିତ ବହୁତ ଖରାପ ହୋଇପାରେ। ତେବେ ଆସନ୍ତୁ ଜାଣିବା।

ଖାଦ୍ୟ ଥାଳିରେ କେବେବି ୩ ଟି ରୋଟି ଦେବେ ନାହିଁ। କାରଣ ୩ ସଂଖ୍ୟା କାମ ଖରାପ କରିଥାଏ। ଏମିତି ଅନେକ ଥର ଖାଦ୍ୟ ଖାଉଥିବା ସମୟରେ ୧ କିମ୍ବା ୩ ଟି ରୋଟି ରଖି ଦେଇଥାଉ କିନ୍ତୁ କଣ ଆପଣ ଜାଣିଛନ୍ତି ଥାଳିରେ ଏକା ସହିତ ୩ଟି ରୋଟି ରଖିବା ଅଶୁଭ ମାନାଯାଏ। ଭୁଲରେ ବି କେବେବି କାହାରି ଥାଳିରେ ଏକା ସହିତ ୩ ଟି ରୋଟି ଦେବେ ନାହିଁ। ଯଦି କାହାକୁ ୩ ଟି ରୋଟି ଦେବାର ଆବଶ୍ୟକତା ପଡ଼େ ତ ଗୋଟେ ରୋଟିକୁ ୨ ଭାଗ କରିଦେବେ ଯେମତିକି ରୋଟି ସଂଖ୍ୟା ବି ବଢିଯିବ।

ଆସନ୍ତୁ ଜାଣିବା ଥାଳିରେ ୩ ଟି ରୋଟି ରଖିବା କାହିଁକି ଅଶୁଭ ମାନାଯାଏ। ତେବେ ଆସନ୍ତୁ ଏହା ବିଷୟରେ ବିସ୍ତାର ଭାବେ ଜାଣିବା।

ହିନ୍ଦୁ ମାନ୍ୟତା ଅନୁସାରେ ସଂଖ୍ୟା ୩ କୁ ବହୁତ ଅଶୁଭ ବୋଲି ମାନାଯାଏ। ଏହାର କାରଣ ଅଟେ କି କୌଣସି ବି ଶୁଭ କାର୍ଯ୍ୟ କରିବା ସମୟରେ ଏହି ସଂଖ୍ୟାର ଖାସ ଧ୍ୟାନ ରଖାଯାଏ। କୌଣସି ବି ଶୁଭ କାର୍ଯ୍ୟ କିମ୍ବା ଧାର୍ମିକ କାର୍ଯ୍ୟ ପାଇଁ ୩ ଟି ବସ୍ତୁକୁ ସାମିଲ କରାଯାଏ ନାହିଁ। ଏମିତିକି ଖାଦ୍ୟ ଖାଇବାକୁ ଦେବା ସମୟରେ ବି ଏହି ନିୟମର ପାଳନ କରିବା ଜରୁରୀ ଅଟେ।

ଏମିତି ମାନାଯାଏ କି ୩ ଟି ରୋଟି କୌଣସି ବ୍ୟକ୍ତିର ମୃତ୍ୟୁ ପରେ ତାର ସଂସ୍କାର ପୂର୍ବରୁ ବାହାର କରାଯାଉଥିବା ଭଜନରେ ନିଆଯାଏ। ଏମିତିକି ଏହି ଖାଦ୍ୟ ଯେଉଁ ବ୍ୟକ୍ତି ଦେବ ତାକୁ କେହିବି ମଧ୍ୟ ଦେଖିବେ ନାହିଁ। ଏହି କାରଣରୁ କାହାରି ଥାଳିରେ ୩ ଟି ରୋଟି ଖାଇବା ଦେବା ମୃତ୍ୟୁର ଭଜନ ସହିତ ସମାନ ହୋଇଥାଏ।

୩ ଟି ରୋଟି ଖାଉଥିବା ବ୍ୟକ୍ତିଙ୍କ ମନରେ ଶତ୍ରୁତାର ଭାବନା ବି ଉତ୍ପନ ହୋଇଥାଏ। ଏହାର ପଛରେ କେବଳ ଧାର୍ମିକ ମାନ୍ୟତା ନାହିଁ ବରଂ ବୈଜ୍ଞାନିକ କାରଣ ବି ଅଛି।

ଖାସ ମାନ୍ୟତା ଅନୁସାରେ କୌଣସି ବି ବ୍ୟକ୍ତିଙ୍କ ଥାଳିରେ ୨ଟି ରୋଟି ଏକ ଚାମଚ ଡାଲି ୫୦ ଗ୍ରାମ ଚାଉଳ ଏବଂ ଏକ ତାଟିଆ ତରକାରୀ ହିଁ ଅନିର୍ବାଯ୍ୟ ଅଟେ। ଜଣେ ବ୍ୟକ୍ତିଙ୍କ ପାଇଁ ଏତିକି ସନ୍ତୁଳନ ଖାଦ୍ୟ ଆହାର ଅଟେ। ଏହା ଦ୍ବାରା ବ୍ୟକ୍ତିକୁ ଅଧିକ ମାତ୍ରାରେ ଉର୍ଜା ପ୍ରାପ୍ତ ହୋଇଥାଏ। ଖାଦ୍ୟ ବ୍ୟତୀତ ଆଉ ଯେଉଁ ଜିନିଷ ବି ଖାଇଥାଉ ସେଥିରେ ପୋଷକ ତତ୍ତ୍ୱ ମିଳିଥାଏ। ଯଦି ଆପଣ ଏହା ଠାରୁ ଅଧିକ ଭଜନ ଖାଆନ୍ତି ତ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ମାନାଯାଏ ନାହିଁ।

ବିଶେଷଜ୍ଞଙ୍କ ଅନୁସାରେ ଭୋକ ଲାଗିବା ମାତ୍ରେ ଅଳ୍ପ ଅଳ୍ପ ଖାଦ୍ୟ ଖାଇବା ଉଚିତ କିନ୍ତୁ ଏକାଥରେ ଅଧିକ ଭଜନ ଗ୍ରହଣ କରିବେ ନାହିଁ।

ଧାର୍ମିକ ଏବଂ ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖାଯାଏ ତ ସବୁ ପ୍ରକାରର ୩ଟି ରୋଟି ଖାଇବା ସନ୍ତୁଳିତ ମାନାଯାଏ ନାହିଁ।

ବାସୀ ରୋଟି ଏମିତି କେବେବି ଖାଆନ୍ତୁ ନାହିଁ। ଡାକ୍ତରଙ୍କ ଅନୁସାରେ ଲମ୍ବା ସମୟରୁ ରଖାଯାଉଥିବା ବାସୀ ରୋଟି କେବେବି ଖାଇବା ଉଚିତ ନୁହେଁ। ବାସୀ ରୋଟି ଖାଇବା ଦ୍ୱାରା ଅନେକ ଲୋକଙ୍କ ଜୀବନ ଯାଇସାରିଛି। ବାସୀ ରୋଟି ଖାଇବା ପୂର୍ବରୁ ପ୍ରଥମେ ଚେକ କରିନିଅନ୍ତୁ କି ରୋଟିରେ ଯଦି ରସ ବାହାରି ଆସିଛି ତ ସେହି ରୋଟି ବିଷ ହୋଇଯାଇଛି। ଏମିତି ରୋଟି ଖାଇଲେ ଜୀବନ ମଧ୍ୟ ଯାଇପାରେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *