Excuse Me Odisha

ଯାହା କହିବୁ ସତ କହିବୁ

ରାତାରାତି କୋଟିପତି ବନେଇଦେବ ଟଙ୍କାର ବର୍ଷା କରିବାର ତୁଟକା।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ରାତାରାତି କୋଟିପତି ବନେଇଦେବ ଟଙ୍କାର ବର୍ଷା କରିବାର ତୁଟକା।

ରସୁଣ ଭିତରୁ ତିଖା ଗଦ୍ଧ ବାହାରିଥାଏ। ଏଥିପାଇଁ ଏହାର ଭିତରୁ ତିଖା ଗନ୍ଧ ବାହାରୁଥିବାରୁ ନକରାତ୍ମକ ଶକ୍ତି ଏହାର ଆଖପାଖକୁ ଆସିପାରିନଥାଏ। ରସୁଣକୁ ତନ୍ତ୍ର ଶାସ୍ତ୍ରରେ କଲ୍ୟାଣକାରୀ କୁହାଯାଏ। ରସୁଣର ମାଳା ଆଜିବି ନଜର ଦୋଷରୁ ବଞ୍ଚିବା ପାଇଁ ଗାଁରେ ଛୋଟ ପିଲାଙ୍କୁ ପିନ୍ଧାଇଥାନ୍ତି। ଆସନ୍ତୁ ଜାଣିବା ରସୁଣ ଦ୍ୱାରା କରାଯାଉଥିବା ଉପାୟ ବିଷୟରେ। ପ୍ରାଚୀନ ଗ୍ରନ୍ଥ ଅନୁସାରେ ଏହି ଉପାୟ ଉଲ୍ଲେଖ ଅଛି।

ଆପଣଙ୍କ ଘରକୁ କେଉଁ ଲୋକ କେଉଁ ଉଦ୍ଧେଶ୍ୟରେ ଆସୁଛି ଏହା ତ ଆମକୁ ଜଣା ନଥାଏ କିନ୍ତୁ ଯଦି କୌଣସି ବ୍ୟକ୍ତି ଖରାପ ବିଚାରକୁ ନେଇ ଆସୁଛି ତ ଘରକୁ ନେଗେଟିଭିଟି ଚାଲି ଆସିଥାଏ। ଏଥିରୁ ବଞ୍ଚିବା ପାଇଁ ରସୁଣର ମାଳା ଘରର ମୁଖ୍ୟ ଦ୍ୱାରରେ ନିଶ୍ଚୟ ବାନ୍ଧିବା ଉଚିତ। ଏହା ନକରାତ୍ମକ ଶକ୍ତିକୁ ନିଜ ଭିତରେ ପ୍ରବେଶ କରିନିଏ ଅର୍ଥାତ ସେହି ଖରାପ ଉର୍ଜାକୁ ଶୁଖାଇ ନେଇଥାଏ ଏବଂ ଘରକୁ ପ୍ରବେଶ କରିବାକୁ ଦିଏ ନାହିଁ।

ଯଦି ଘରେ କୌଣସି ବି ବ୍ୟକ୍ତି ନକରାତ୍ମକ ଜିନିଷ ନକରାତ୍ମକ ଚିନ୍ତାଧାରା ନେଇ ଆସିଥାଏ ତ ତାହା ଧୀରେ ଧୀରେ ଭୟଙ୍କର କାଙ୍ଗାଳୀ ନେଇ ଆସିଥାଏ। ଅଲକ୍ଷ୍ମୀ ଘରକୁ ପ୍ରବେଶ କରିନିଏ। ଏହା ଦ୍ବାରା ଘରର ଅନ୍ନ ଧନର ଅନେକ କ୍ଷତି ହୋଇଥାଏ।

ପାପଜ ତଳେ ସର୍ବଦା ରସୁଣକୁ ଦବେଇ ରଖିବା ଉଚିତ। ଯେତେବେଳେ ଘରର କୌଣସି ବ୍ୟକ୍ତି ଘରୁ ବାହାରକୁ ଯାଇ ଫେରିବା ସମୟରେ ତାଙ୍କ ସହିତ ନେଗେଟିଭିଟି ଚାଲିଆସିଥାଏ। ସେଥିପାଇଁ ନକରାତ୍ମକ ଉର୍ଜାକୁ ବାହାର କରିବା ପାଇଁ ପାପଜ ତଳେ ୧ ରୁ ୨ଟି ରସୁଣ କଲି ରଖିବା ଉଚିତ।

ତକିଆ ତଳେ ରସୁଣ ନିଶ୍ଚୟ ରଖିବା ଉଚିତ। କେବେ କେବେ ଖରାପ ସ୍ଵପ୍ନ ଆସିଥାଏ। ଯେଉଁ କାରଣରୁ ଆମର ମନ ବହୁତ ଉଦାସ ରହିଥାଏ। ଏମିତି ଲାଗିଥାଏ ଯେମିତି ଆମ ମସ୍ତକକୁ କେହି ଜାବୁଡି ଧରିଛି। ଏପରି ସ୍ଥିତିରେ ଆମର ଉପରେ ଶନି ରାହୁ କେତୁ ନବଗ୍ରହ ଦୋଷ ପ୍ରାଧାନ୍ୟ ଦେଇଥାଏ। କୌଣସି ଦେବୀ ଦେବତାଙ୍କ ଦୋଷ ଆମର ଉପରେ ଲାଗିଯାଏ ତ ଯଦି ତକିଆ ତଳେ ରସୁଣ ରଖି ଶୋଇବେ ତେବେ ଏହା ସବୁ ନକରାତ୍ମକ ଦୋଷରୁ ଆମକୁ ବଞ୍ଚାଇଥାଏ।

ସକାଳୁ ଉଠି ଖାଲି ପେଟରେ ୧ ରୁ ୨ଟି ରସୁଣ କଲି ନିଶ୍ଚୟ ଖାଇବା ଉଚିତ। ଏହା ଦ୍ବାରା ନିରୋଗ ରହିଥାନ୍ତି। ଆପଣଙ୍କ ଭିତରେ ଯେତେ ବି ନକରାତ୍ମକ ଶକ୍ତି ଥାଏ ତାହା ଧୀରେ ଧୀରେ ନଷ୍ଟ ହୋଇଯାଇଥାଏ ଏବଂ ସକରାତ୍ମକ ଉର୍ଜାର ସଞ୍ଚାର ପୁରା ଦିନ ନିଜ ଉପରେ ଅନୁଭବ କରିପାରିଥାନ୍ତି। ଖାଲି ପେଟରେ ରସୁଣ ଖାଇଲେ ଆପଣଙ୍କ ଭିତରେ କାମ କରିବାର ଶକ୍ତି ଜାଗ୍ରତ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *