Excuse Me Odisha

ଯାହା କହିବୁ ସତ କହିବୁ

ଯଦି ଆପଣ ଘରେ କୁକୁର ପାଳୁଛନ୍ତି ତେବେ ଏହି ସୂଚନା ପାଇ ଆପଣ ଚମକି ଉଠିବେ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଯଦି ଆପଣ ଘରେ କୁକୁର ପାଳୁଛନ୍ତି ତେବେ ଏହି ସୂଚନା ପାଇ ଆପଣ ଚମକି ଉଠିବେ।

ବନ୍ଧୁଗଣ କୁକୁର ପାଳିବା ଆପଣଙ୍କ ମୃତ୍ୟୁ ସହିତ ଜଡ଼ିତ ହୋଇଥାଏ ଏହା ସହିତ ଜାଣିବା କୁକୁର ପାଳିଲେ କାହିଁକି ଲୋକେ ହୋଇଯାନ୍ତି କୋଟିପତି।

ହିନ୍ଦୁ ଧର୍ମ ପୁରାଣରେ କୁକୁରକୁ ଯମରାଜଙ୍କର ଦୂତ କୁହାଯାଏ ଏବଂ ଫାଲତୁ ପଶୁ ସବୁଠାରୁ ଭଲ ସାଥୀ ହୋଇ ଥାଆନ୍ତି। କୁକୁର ବହୁତ ସମ୍ବେଦନଶୀଳ ଏବଂ ଚାଲାକ ହୋଇ ଥାଏ ଏବଂ କୁକୁର ବହୁତ ବିଶ୍ୱସ୍ତ ମଧ୍ୟ ହୋଇ ଥାଆନ୍ତି ଏବଂ ଘରର ସୁରକ୍ଷା ପାଇଁ ମଧ୍ୟ ଖୁବ ଭଲ ଜଗୁଆଳି ହୋଇଥାଆନ୍ତି। ଏହି କୁକୁର ମାନେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଏବଂ ସୁକ୍ଷ୍ମ ଜଗତରେ ଆତ୍ମାକୁ ଦେଖିବାର କ୍ଷମତା ରଖୁଥିବା ପଶୁ କୁକୁର ହୋଇଥାଏ।

କୁକୁର ବହୁତ କିଲୋମିଟର ପର୍ଯ୍ୟନ୍ତ ଶୁଙ୍ଘି ପାରିଥାଏ ଏବଂ ଏମାନେ ପୋଲିସକୁ ଚୋରକୁ ଖୋଜିବାରେ ବହୁତ ସାହାଯ୍ୟ କରି ଥାଆନ୍ତି। କୁକୁର କୁ ହିନ୍ଦୁ ଧର୍ମ ରେ ଏକ ରହସ୍ୟମୟ ପ୍ରାଣୀ କୁହାଯାଇଛି ଏବଂ କୁକୁର ବହୁତ ଭଲ ମିତ୍ର ମଧ୍ୟ ହୋଇ ଥାଏ ତାଙ୍କୁ ଆପଣ ଅଳ୍ପ ଟିକେ ସ୍ନେହ ଶ୍ରଦ୍ଧା କଲେ ସେମାନେ ଆପଣଙ୍କ ପାଇଁ ନିଜ ଜୀଵନ ମଧ୍ୟ ଦେବାକୁ ପଛଘୁଞ୍ଚା ଦେବେ ନାହିଁ। କୁକୁର ପାଳିଲେ ହୋଇଯିବେ କୋଟିପତି କେମିତି ଆସନ୍ତୁ ଜାଣିନେବା।

ପ୍ରଥମରେ ହେଉଛି ମାନାଯାଏ ଯେଉଁଠି କଳା କୁକୁର ଥାଏ ସେଠାରେ ନକରାତ୍ମକ ଉର୍ଜା ଆସେ ନାହିଁ। ଏହାର କାରଣ ହେଉଛି କଳା କୁକୁର ଉପରେ ଦୁଇଟି ଶକ୍ତିଶାଳୀ ଗ୍ରହ କେତୁ ଏବଂ ଶନିଙ୍କର ପ୍ରଭାବ ରହିଥାଏ। ଶନିଦେବ ଙ୍କୁ ପ୍ରସନ୍ନ କରିବା ପାଇଁ ଘରେ କଳା କୁକୁରକୁ ପାଳିବା ଉଚିତ ଏବଂ କେତୁ ଦୋଷକୁ ଦୁରେଇ ରଖିବା ପାଇଁ ମଧ୍ୟ କଳା କୁକୁର ପାଳିବାର କୁହା ଯାଇଥାଏ ଏବଂ ଯଦି ଆପଣ କୁକୁରଙ୍କୁ ଖାଦ୍ୟ ଖୁଆନ୍ତି ତେବେ ସେଥିରେ ଶନିଦେବ ବହୁତ ଖୁସି ହୋଇ ଥାଆନ୍ତି ଏବଂ ଏଭଳି କରିବା ଦ୍ୱାରା କାଳ ସର୍ପ ଦୋଷ ମଧ୍ୟ ଦୁର ହୋଇଯାଏ ଏବଂ ଏଥିରେ ଦେବତା ଖୁସି ହୋଇଗଲେ ଆପଣଙ୍କୁ କୋଟିପତି କରିବାରୁ କେହି ଅଟକାଇ ପାରିବେ ନାହିଁ।

ଦ୍ଵିତୀୟରେ ହେଉଛି କୁକୁର କୁ ହିନ୍ଦୁ ଧର୍ମରେ ଯମରାଜଙ୍କର ଦୂତ କୁହାଯାଏ ଏବଂ ହିନ୍ଦୁ ଧର୍ମର ଦେବତା ଭୈରବ ମହାରାଜାଙ୍କ ସେବକ କୁହାଯାଏ ଏବଂ କୁକୁରକୁ ଖାଇବା ଦେଲେ ଭୈରବ ମହାରାଜା ବହୁତ ପ୍ରସନ୍ନ ହୁଆନ୍ତି ଏବଂ ଆପଣଙ୍କର ଆସୁଥିବା ସମସ୍ତ ସଙ୍କଟ ମଧ୍ୟ ଦୁର ହୋଇ ଯିବ।ମାନ୍ୟତା ଅଛି କି କୁକୁରକୁ ଖୁସି କଲେ ସେ ଆପଣଙ୍କ ଆଖ ପାଖକୁ ଯମରାଜଙ୍କୁ ଆସିବାକୁ ଦିଏ ନାହିଁ ଏବଂ ବ୍ୟକ୍ତିକୁ ଦୁର୍ଘଟଣାରୁ ମଧ୍ୟ ରକ୍ଷା କରି ଦେଇଥାଏ ଏବଂ ମୃତ୍ୟୁକୁ ପାଖକୁ ଆସିବାକୁ ଦିଏ ନାହିଁ।

ତୃତୀୟରେ ହେଉଛି ଯେଉଁ ବ୍ୟକ୍ତି ମାନେ କୁକୁରକୁ ନିୟମିତ ଭୋଜନ କରାନ୍ତି ସେହି ବ୍ୟକ୍ତି ମାନଙ୍କ ଉପରେ ସମସ୍ତ ଦେବୀ ଦେବତା ମାନେ ବହୁତ ପ୍ରସନ୍ନ ରୁହନ୍ତି ଏବଂ ମା ଲକ୍ଷ୍ମୀ ମଧ୍ୟ ଏମିତି ବ୍ୟକ୍ତିଙ୍କ ସାଥ କେବେବି ଛାଡ଼ନ୍ତି ନାହିଁ ଏବଂ ଆପଣଙ୍କ ପାପ ଦୋଷ ମଧ୍ୟ କ୍ଷମା ହୋଇଯାଏ ଏବଂ ସ୍ୱର୍ଗ ପ୍ରାପ୍ତ ହୋଇଥାଏ।

ଚତୁର୍ଥରେ ହେଉଛି ଯେବେ ରାତି ସମୟରେ କୁକୁର ଅଚାନକ ଜୋର ଜୋର ରେ କାନ୍ଦି ଥାଏ ତେବେ ଏହା କାହାର ମୃତ୍ୟୁର ସଙ୍କେତ ହୋଇଥାଏ କିନ୍ତୁ ସେ କାନ୍ଦିଲା ସମୟରେ ତାକୁ ହଟେଇଲେ ସେହି ମୃତ୍ୟୁ ଟଳି ମଧ୍ୟ ଯାଇଥାଏ।

ପଞ୍ଚମରେ ହେଉଛି କୁକୁରକୁ ପ୍ରେମ ର ପ୍ରତୀକ ମଧ୍ୟ କୁହାଯାଏ। ଏହା ପ୍ରେମ ସମ୍ବନ୍ଧ ପାଇଁ ବହୁତ ଶୁଭ ଥାଏ। ଏବଂ ତାକୁ ନିୟମିତ ଭୋଜନ କରାଇଲେ ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ ଭଲ ସଂପର୍କ ଗଢି ଉଠେ। ଏଵଂ ସମସ୍ତେ ଖୁସି ରେ ରୁହନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *