Excuse Me Odisha

ଯାହା କହିବୁ ସତ କହିବୁ

୧୪ ଜୁନ ୯୦ ବର୍ଷ ପରେ ଦେଖାଦେବ ଜ୍ୟୋଷ୍ଠ ପୂର୍ଣ୍ଣିମାର ଚାନ୍ଦ। ୪ଟି ରାଶିରେ ଲାଗିବ ଲଟେରୀ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୧୪ ଜୁନ ୯୦ ବର୍ଷ ପରେ ଦେଖାଦେବ ଜ୍ୟୋଷ୍ଠ ପୂର୍ଣ୍ଣିର ମାଚାନ୍ଦ। ୪ଟି ରାଶିରେ ଲାଗିବ ଲଟେରୀ।

୧୪ ଜୁନ ଜ୍ୟୋଷ୍ଠ ପୂର୍ଣ୍ଣିମା ଜ୍ୟୋଷ୍ଠର ବଡ଼ ମଙ୍ଗଳବାର ଏହି ରାଶି ମାନଙ୍କର ଖୋଲିବ ଭାଗ୍ୟର ଦ୍ୱାର। ମା ଲକ୍ଷ୍ମୀଙ୍କ କୃପାରୁ ଧନ ମିଳିବ। ଏମିତିରେ ତ ସବୁ ପୂର୍ଣ୍ଣିମା ତିଥିକୁ ଖାସ ମାନାଯାଏ। କିନ୍ତୁ ଶରତ ପୂର୍ଣ୍ଣିମା ପରେ ଜ୍ୟୋଷ୍ଠ ମାସର ପୂର୍ଣ୍ଣିମା ବହୁତ ଖାସ ହୋଇଥାଏ। ଏହି ପୂର୍ଣ୍ଣିମା ଦିନ ସ୍ନାନ ଦାନ ଧର୍ମ କରିବା ଦ୍ୱାରା ମନସ୍କାମନାର ପ୍ରାପ୍ତ ହୋଇଥାଏ।

ଏହି ଦିନ ଭକ୍ତ ଗଙ୍ଗା ଜଳ ନେଇ ଅମରନାଥ ଯାତ୍ରା ପାଇଁ ବାହାରି ଥାନ୍ତି। ଏହି ଦିନରେ ବ୍ୟକ୍ତି ସ୍ନାନ ଦାନ କଲେ ସବୁ ପାପର ନାଶ ହୋଇଥାଏ। ପିତୃଙ୍କର ବି ଭଲ ହୋଇଥାଏ ତାଙ୍କୁ ମୃତ୍ୟୁର ପ୍ରାପ୍ତି ହୋଇଥାଏ। ଏହି ଦିନ ମହିଳାମାନେ ବ୍ରତ ରଖିଥାନ୍ତି। ଏହିଦିନ ଭଗବାନ ବିଷ୍ଣୁ ଏବଂ ଭଗବାନ ଶିବଙ୍କର ପୂଜା କରିବା ଉଚିତ।ଜ୍ୟୋଷ୍ଠ ମାସର ପୂର୍ଣ୍ଣିମା ତିଥି ୧୩ ଜୁନ ସୋମବାର ରାତି ୯:୨ ମିନିଟରୁ ଆରମ୍ଭ ହେବ ଏବଂ ଏହାର ସମାପ୍ତ ୧୪ ଜୁନ ମଙ୍ଗଳବାର ସନ୍ଧ୍ୟା ୫:୨୧ ମିନିଟରେ ହେବ। ଏହି ଦିନ ସ୍ତ୍ରୀ ମାନେ ବଟ ଗଛର ପୂଜା କରିଥାନ୍ତି। ଯେଉଁମାନେ ମା ସାବିତ୍ରୀଙ୍କୁ ନିଜର ଆଦର୍ଶ ମାନନ୍ତି।

ସାବିତ୍ରୀଙ୍କ ବ୍ୟତୀତ ମହିଳାମାନେ ଏହି ଦିନ ଭଗବାନ ବ୍ରହ୍ମା ଯମ ଏବଂ ନାରଦଙ୍କ ପୂଜା କରିଥାନ୍ତି। ଖାସ କରି ଏମିତି ଜାତକ ଯେଉଁମାନଙ୍କର ବିବାହ ହୋଇ ପାରୁନଥିବ କିମ୍ବା ବିବାହରେ ବିଭିନ୍ନ ବାଧା ଆସିଥିବ ତାଙ୍କୁ ଜ୍ୟୋଷ୍ଠ ପୂର୍ଣ୍ଣିମା ଦିନ ଧଳା ବସ୍ତ୍ର ପରିଧାନ କରି ଭଗବାନ ଶିବଙ୍କ ଜଳାଭିଷେକ ଏବଂ ପୂଜା କରିବା ଉଚିତ। ଏହା ଦ୍ବାରା ତାଙ୍କ ଜୀବନରେ ଆସୁଥିବା ବିବାହ ସମ୍ବଦ୍ଧିୟ ସମସ୍ୟା ଦୂର ହୋଇଯିବ।

ଏହି ମାସର ଖାସ କଥା ଏହି ମାସର ଆରମ୍ଭ ଏବଂ ଶେଷ ମଙ୍ଗଳବାର ଦିନ ହିଁ ହେବ। ପ୍ରଥମ ମଙ୍ଗଳବାର ନାରଦ ଜୟନ୍ତୀ ଅନ୍ତିମ ମଙ୍ଗଳବାର ଜ୍ୟୋଷ୍ଠ ପୂର୍ଣ୍ଣିମା ପଡୁଅଛି। ଏହି ମାସର ମଙ୍ଗଳବାର ଦିନକୁ ହନୁମାନଙ୍କ ପୂଜା ଏବଂ ବ୍ରତ କରିଲେ ଘରକୁ ସୁଖ ଶାନ୍ତି ଆସିଥାଏ ଏବଂ ଆଖପାଖରେ ଥିବା ସମସ୍ତ ନକରାତ୍ମକ ଶକ୍ତିର ଅନ୍ତ ହୋଇଥାଏ।

ଧାର୍ମିକ ଗ୍ରନ୍ଥ ଅନୁସାରେ ଭଗବାନ ଶ୍ରୀରାମ ଏବଂ ଭଗବାନ ହନୁମାନଙ୍କ ପ୍ରଥମ ସାକ୍ଷତ ଜ୍ୟୋଷ୍ଠ ମାସର ମଙ୍ଗଳବାର ଦିନ ହିଁ ହୋଇଥିଲା। ଏଥିପାଇଁ ଜ୍ୟୋଷ୍ଠ ମାସର ମଙ୍ଗଳବାରର ବହୁତ ମହତ୍ୱ ରହିଛି। ବଡ଼ ମଙ୍ଗଳବାର ଦିନ ସୁନ୍ଦରାକାଣ୍ଡ ଏବଂ ବଜରଙ୍ଗବାଣର ପାଠ କରାଯାଏ ଏମିତି କଲେ ସମସ୍ତ ସଙ୍କଟ ଦୂର ହୋଇଥାଏ। ଏହି ବିଶେଷ ଦିନରେ ଅସ୍ତ ଗଛରେ ମା ଲକ୍ଷ୍ମୀ ବାସ କରିଥାନ୍ତି। ଯଦି କେହି ବ୍ୟକ୍ତି ଏହିଦିନ ଏକ ଘଟି ଜଳରେ କଞ୍ଚା କ୍ଷୀର ଏବଂ ଫେଣେଇ ମିଶାଇ ଅର୍ପଣ କରାଯାଏ ତ ସେହି ବ୍ୟକ୍ତିକୁ ଅଟକି ରହିଥିବା ଧନ ପ୍ରାପ୍ତ ହୋଇଥାଏ ଏବଂ ବ୍ୟବସାୟରେ ବି ଲାଭ ମିଳିବ।

ଏହି ଦିନ ଦମ୍ଫତ୍ତିକୁ ଚନ୍ଦ୍ରଦେବଙ୍କୁ ଅର୍ଘ୍ୟ ଦେବା ଉଚିତ। ଏହା ଦ୍ବାରା ଆସୁଥିବା ସମସ୍ତ ଛୋଟ ମୋଟ ସମସ୍ୟା ଦୂର ହୋଇଥାଏ। ଏହି କାମ ସ୍ୱାମୀ ସ୍ତ୍ରୀ ଦୁଇଜଣଙ୍କ ମଧ୍ୟରୁ କେହି ବି କରିପାରିବେ। ପୂର୍ଣ୍ଣିମା ତିଥି ଭଗବାନ ବିଷ୍ଣୁଙ୍କୁ ସମର୍ପଣ ଅଟେ। ଏହି ପୂର୍ଣ୍ଣିମାରେ ମା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ମୁଦ୍ରାରେ ଥାନ୍ତି। କିଛି ରାଶିଙ୍କ ଭାଗ୍ୟର ଦ୍ୱାର ଖୋଲିଯିବ। ଏହି ବର୍ଷ ଜ୍ୟୋଷ୍ଠ ମାସରେ ବଡ଼ ପୂର୍ଣ୍ଣିମାରେ ବଡ଼ ଚାନ୍ଦ ଦେଖିବାକୁ ମିଳିବ। ଯାହା କିଛି ରାଶିଙ୍କ ପାଇଁ ଖୁସି ନେଇ ଆସିବ। ତେବେ ଆସନ୍ତୁ ସେହି ରାଶି ମାନଙ୍କ ବିଷୟରେ ଜାଣିବା।

ମେଷ ରାଶି:- ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଏହା ପ୍ରଗତିର ସମୟ ଅଟେ। ନିଜର ବୁଦ୍ଧି ଏବଂ ବିବେକର ସାମର୍ଥ୍ୟ ଅନୁଯାୟୀ ଆଗକୁ ବଢ଼ିବେ। ବ୍ୟବସାୟୀ ମାନଙ୍କ ପାଇଁ ଏହି ସମୟ ବହୁତ ଅନୁକୂଳ ରହିବ। ଆପଣଙ୍କ ଦାମ୍ଫତ୍ୟ ଜୀବନରେ ମଧୁରତା ବନି ରହିବ। ବନ୍ଦ ଭାଗ୍ୟର ତାଲା ଖୋଲିଯିବ। ଯାହା ଦ୍ୱାରା ଆପଣଙ୍କୁ ନିଜ ଜୀବନରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ। ସଫଳତା ମିଳିବ। କାର୍ଯ୍ୟ ସ୍ଥଳରେ ବରିଷ୍ଠ ଅଧିକାରୀଙ୍କ ସହିତ ସମ୍ବଦ୍ଧ ହୋଇପାରେ। ଆପଣ ନିଜ କାର୍ଯ୍ୟରେ ପ୍ରସନ୍ନ ରହିବେ।

ଆପଣଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ ଲାଭକାରୀ ସିଦ୍ଧ ହେବ। ତା ସହିତ ଘର ପରିବାରରେ ଖୁସି ନଜର ଆସିବ। ଘରେ କୌଣସି ବିବାହ କାର୍ଯ୍ୟ ହୋଇପାରେ। ବିଦ୍ୟାର୍ଥୀ ମାନଙ୍କ ପାଇଁ ଭଲ ରହିବ। ତା ସହିତ ଅବିବାହିତ ଜାତକ ବିବାହ ବଂଦ୍ଧନରେ ବାନ୍ଧି ହେବେ। ଆପଣଙ୍କୁ ବିଦେଶ ଯାତ୍ରା କରିବାର ସୁଯୋଗ ମିଳିପାରେ। ନୂଆ ଚାକିରୀ ମଧ୍ୟ ମିଳିପାରେ। ଧନ ପ୍ରାପ୍ତିର ଯୋଗ ଅଛି। ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସଫଳ ହେବ। ବଡ଼ ଭାଇ ଭଉଣୀଙ୍କ ଠାରୁ କିଛି ସାହାର୍ଯ୍ୟ ମିଳିପାରେ। ଲଭ ଲାଇଫ ମଧ୍ୟ ଭଲ ରହିବ।

ମିଥୁନ ରାଶି:- ଏହି ରାଶିର ଜାତକଙ୍କୁ ଏହି ସମୟରେ ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବ। ଅଧିକ ସଞ୍ଚୟ କରିବାରେ ସଫଳ ରହିବେ। ବ୍ୟବସାୟରେ ଉନ୍ନତି ହେବ। ଯେଉଁମାନଙ୍କର ବିବାହ ହୋଇ ପାରୁନଥିଲା ସେମାନଙ୍କର ବିବାହର ଯୋଗ ବନୁଛି। ଯେଉଁମାନେ ଚାକିରୀ ଖୋଜୁଥିଲେ ସେମାନଙ୍କୁ ଭଲ ଚାକିରୀ ସହିତ ଭଲ ଦରମା ମଧ୍ୟ ମିଳିବ।

ଆପଣଙ୍କୁ ଏହି ସମୟରେ ସମସ୍ତ ପ୍ରକାରର ସାହାର୍ଯ୍ୟ ସହଯୋଗ ମିଳିବ। ବିଶେଷ କାର୍ଯ୍ୟ କରିବାକୁ ଚାହୁଁଥିଲେ ଆପଣଙ୍କର ସବୁ କାର୍ଯ୍ୟ ସଫଳ ହେବ। ପାରିବାରିକ ଜୀବନରେ ଖୁସି ଦେଖିବାକୁ ମିଳିବ। ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଦେଖିବାକୁ ମିଳିବ। ଆପଣ ଜମି ବାଡ଼ି କିଣାବିକା କରିପାରନ୍ତି। ସନ୍ତାନ ତରଫରୁ କୌଣସି ଶୁଭ ସମାଚାର ମିଳିପାରେ।

କନ୍ୟା ରାଶି। ଏହି ରାଶିର ଜାତକଙ୍କ ପାଇଁ ଶାନ୍ତି ଦେବା ପାଇଁ ଏହି ସମୟ ଅଟେ। ଏହି ସମୟରେ ଆପଣଙ୍କୁ କୌଣସି ବଡ଼ ସମସ୍ୟାରୁ ମୁକ୍ତି ମିଳିବ। ସବୁଠାରୁ ଅଧିକ କାରବାରରେ ଲାଭ ମିଳିବ। ସମାଜରେ ଆପଣଙ୍କର ମାନ ସମ୍ମାନ ବଢିବ। ଆସିବାକୁ ଥିବା ସମୟ ଆପଣଙ୍କ ପାଇଁ ଭଲ ରହିବ। ଚାକିରୀ କରୁଥିବା ଲୋକଙ୍କ ପ୍ରମୋସନ ମିଳିପାରେ।

ଆପଣଙ୍କୁ ଚାକିରୀରେ ଅଧିକ ଦରମା ମିଳିବ। ଧନ ଆସିବା କାରଣରୁ ଘରେ ଖୁସିର ପରିବେଶ ରହିବ। ସାଙ୍ଗସାଥି ମାନଙ୍କ ସହିତ ମିଳାମିଶା ରହିବ। କାର୍ଯ୍ୟକୁ ପୁରା କରିବା ପାଇଁ ଏହି ଲୋକଙ୍କର ଭଲ ସହଯୋଗ ମିଳିବ। ଜୀବନସାଥୀଙ୍କ ଭବାନାତ୍ମକ ସମର୍ଥନ ଦେବେ। ଆପଣଙ୍କ ପାଇଁ ଖୁସି ହିଁ ଖୁସି ରହିଛି।

ମୀନ ରାଶି। ଏହି ରାଶିର ଲୋକଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ବର୍ଷା ହେବ। ଧନ ଆଗମନର ମାର୍ଗ ଖୋଲିବ। ଚାକିରୀ ବ୍ୟବସାୟ କାରବାରରେ ଲାଭ ମିଳିବ।ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କର ବନ୍ଦ ପଡିଥିବା କାର୍ଯ୍ୟ ଖୋଲି ପାରେ। ସମାଜରେ ଆପଣଙ୍କର ପରିବାରରେ ସମସ୍ତଙ୍କ ସହଯୋଗ ଆପଣଙ୍କୁ ମିଳିପାରେ। ଦାମ୍ଫତ୍ୟ ଜୀବନରେ ଖୁସି ଆସିବ। ପାଠ ପଢା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ।

ସ୍ୱାସ୍ଥ୍ୟ ସମ୍ବଦ୍ଧିତ ସମସ୍ୟା ଦୂରରେ ରହିବ। କୌଣସି ପୁରୁଣା ସମସ୍ୟା ଥିଲେ ତାହା ବି ଦୂର ହେବ। ଆପଣଙ୍କୁ ବଡ଼ ସଫଳତା ମିଳିପାରେ। ଆପଣଙ୍କର ଯାହାବି କାର୍ଯ୍ୟ ଅଟକି ରହିଥିଲା ତାହା ଏବେ ପୁରା ହେବ। ପରିବାରରେ ମଧ୍ୟ ଖୁସି ଦେଖିବାକୁ ମିଳିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *