Excuse Me Odisha

ଯାହା କହିବୁ ସତ କହିବୁ

ସ୍ତ୍ରୀଲୋକମାନେ ସକାଳୁ ଉଠି କରନ୍ତୁ ଏହି କାର୍ଯ୍ୟ। ତାପରେ ଦେଖନ୍ତୁ ଫାଇଦା …..

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆମର ସମାଜରେ କିଛି ଏଭଳି ଲୋକମାନେ ଅଛନ୍ତି ଯେଉଁମାନେ ଧର୍ମ ଓ ନିୟମ ଗୁଡ଼ିକୁ ମାନିଥାନ୍ତି। ସେହିପରି ଆଉକିଛି ଲୋକମାନେ ଧର୍ମକୁ ମାନନ୍ତି ନାହିଁ। ଆଜି ଆମେ ଆପଣଙ୍କୁ ସେହି ଲୋକଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଧର୍ମକୁ ମାନି ଥାଆନ୍ତି।ଏହାସହିତ ଏହିକଥା ଜାଣିବା କି ସକାଳୁ ଉଠି ସ୍ୱାମୀ ଓ ସ୍ତ୍ରୀ ଏପରି କେଉଁ କାର୍ଯ୍ୟ କଲେ, ସେମାନଙ୍କର ଭବିଷ୍ୟତ ଉଜ୍ୱଳମୟ ହୋଇଥାଏ। ପୁରାତନ ଯୁଗରୁ ସକାଳୁ ଶୀଘ୍ର ଉଠିବା ଦ୍ୱାରା ଆମ ଶରୀର ପାଇଁ ଭଲ ହୋଇଥାଏ ଓ ସ୍ୱାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପକାଇ ଥାଏ।ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

୧/ ଖାଲି ପେଟରେ ପାଣି ପିଇବା :-

ପ୍ରତେକ ନାରୀ ମାନଙ୍କୁ ସକାଳୁ ଉଠି ପ୍ରଥମେ ଖାଲି ପେଟରେ ପାଣି ପିଇବା ଉଚିତ। କିଛି ଲୋକ ବିଛଣା ଉପରେ ବସି ଚାହା ପିଇବାକୁ ପସନ୍ଦ କରନ୍ତି। କିନ୍ତୁ ସକାଳୁ ଖାଲି ପେଟରେ ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଏହାର ଉତ୍ତମ ପ୍ରଭାବ ପକାଇଥାଏ। ସକାଳୁ ଉଠି ପାଣି ପିଇବା ଦ୍ୱାରା ଛୋଟ ଛୋଟ ରୋଗ ଶରୀରରୁ ଦୂର ହୋଇ ଯାଇଥାଏ ଏବଂ ଶରୀରରୁ ଅଦରକାରୀ ପଦାର୍ଥ ମଳ ଓ ଝାଳ ମାଧ୍ୟମରେ ନିର୍ଗତ ହୋଇଥାଏ।ଯାହାଫଳରେ ପେଟ ଜନିତ ରୋଗରୁ ଆମେ ମୁକ୍ତି ପାଇଥାଉ।

୨/ ସକାଳୁ ଗାଧୋଇବା :-

ସକାଳୁ ଉଠି ପ୍ରତ୍ୟେକ ମହିଳା ମାନଙ୍କୁ ପ୍ରଥମେ ଗାଧୋଇବା ଉଚିତ। ଯଦି ଆପଣ ସକାଳୁ ପ୍ରତିଦିନ ଗାଧୋଉଛନ୍ତି, ତାହେଲେ ଆପଣଙ୍କର ଦିନଟି ବହୁତ ଆନନ୍ଦ ଓ ଶାନ୍ତିରେ ଅତିବାହିତ ହୋଇଥାଏ। କୁହାଯାଏ କି ସୂର୍ଯ୍ୟୋଦୟ ପୂର୍ବରୁ ଗାଧୋଇବା ସ୍ବାସ୍ଥ୍ୟ ପକ୍ଷେ ଉତ୍ତମ ବୋଲି କୁହାଯାଇଛି। ସକାଳୁ ଗାଧୋଇବା ଦ୍ୱାରା ଛୋଟ ରୋଗମାନ ମଧ୍ୟ ଶରୀରକୁ ପ୍ରବେଶ କରିପାରେନାହିଁ।

୩/ ତୁଳସୀ ଗଛର ପୂଜା :-

ପ୍ରତ୍ୟେକ ମହିଳାଙ୍କୁ ସକାଳୁ ଉଠି ସ୍ନାନ ସାରି ପ୍ରଥମେ ତୁଳସୀ ଗଛର ପୂଜା କରିବା ଉଚିତ।କଥାରେ ଅଛି ତୁଳସୀ ଗଛକୁ ପୂଜା କଲେ ଘରେ ସୁଖ ଶାନ୍ତି ସର୍ବଦା ଲାଗି ରହିଥାଏ।ତୁଳସୀ ଗଛର ପତ୍ରକୁ ଆମେ ଔଷଧି ରୂପେ ବ୍ୟବହାର କରିବା ଉଚିତ । ଘରେ ତୁଳସୀ ଗଛ ରହିବା ଦ୍ୱାରା ସକାରାତ୍ମକ ଉର୍ଜା ସଞ୍ଚାର ହୋଇଥାଏ।

୪/ ମନପସନ୍ଦର ଗୀତ ଶୁଣିବା :-

ସକାଳୁ ଉଠି ସମସ୍ତଙ୍କୁ ମନପସନ୍ଦର ଗୀତ ଶୁଣିବା ଉଚିତ।ଗୀତରେ ଭଜନ ହେଉ ଅଥବା ରୋମାଣ୍ଟିକ ଗୀତ,ସର୍ବଦା ସକାଳୁ ଏହା କରିବା ଦ୍ୱାରା ଦେହ ଓ ମନ ଖୁସି ରହିଥାଏ। ଏହାସହିତ ବିଭିନ୍ନ ପ୍ରକାର ମାନସିକ ଓ ଶାରିରୀକ ଚାପରୁ ମଧ୍ୟ ମୁକ୍ତି ମିଳିଥାଏ। ଏଭଳି କରିବା ଦ୍ଵାରା ଆପଣ ସର୍ବଦା ସୁଖରେ ରହିବେ।

୫/ ସକାଳୁ ଉଠି ସ୍ୱାମୀ ସହ ପ୍ରେମ କରିବା :-

ମହିଳା ମାନଙ୍କୁ ସକାଳୁ ଉଠି ନିଜର ସ୍ୱାମୀଙ୍କ ସହ ପ୍ରେମ କରିବା ଦ୍ୱାରା ସେମାନଙ୍କ ଭିତରେ ସମ୍ପର୍କ ଓ ଭଲ ପାଇବା ଆହୁରି ସୁଦୃଢ ହୋଇଥାଏ।ଏହାସହିତ ସମ୍ପର୍କରେ ଉତ୍ତମ ବୁଝାମଣା ମଧ୍ୟ ରହିଥାଏ। ଏଥିପାଇଁ ଏହିସବୁ କାର୍ଯ୍ୟ ଗୁଡିକ ବିବାହିତ ନାରୀକୁ ସକାଳୁ ଉଠି କରିବା ଉଚିତ।ଏହାଦ୍ଵାରା ବିବାହିତ ଜୀବନ ସୁଖଶାନ୍ତିରେ ଅତିବାହିତ ହୋଇଥାଏ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିପରି ଲାଗିଲା ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କ ସହିତ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ପେଜକୁ ଲାଇକ ଏବଂ ଫଲୋ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *