Excuse Me Odisha

ଯାହା କହିବୁ ସତ କହିବୁ

୧୪ ଜୁନ ବଡ଼ ମଙ୍ଗଳବାର ବନିଲା ମହାସଂଯୋଗ। ଚୁପଚାପ ଫୋପାଡ଼ି ଦିଅନ୍ତୁ ଏହିଠାରେ ଏକ ମୁଠି ଚାଉଳ ଛପର ଫାଡ଼ି ବର୍ଷିବ ଟଙ୍କା।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୧୪ ଜୁନ ବଡ଼ ମଙ୍ଗଳବାର ବନିଲା ମହାସଂଯୋଗ। ଚୁପଚାପ ଫୋପାଡ଼ି ଦିଅନ୍ତୁ ଏହିଠାରେ ଏକ ମୁଠି ଚାଉଳ ଛପର ଫାଡ଼ି ବର୍ଷିବ ଟଙ୍କା।

ପୂର୍ଣ୍ଣିମା ତିଥି ଦିନରେ ଗଙ୍ଗା ସ୍ନାନର ବିଶେଷ ମହତ୍ୱ ରହିଥାଏ କିନ୍ତୁ ଯେତେବେଳେ ଜ୍ୟୋଷ୍ଠ ମାସରେ ପୂର୍ଣ୍ଣିମା ତିଥି ଆସିଥାଏ ତ ସ୍ନାନ ଏବଂ ଦାନର ମହତ୍ୱ ବଢି ଯାଇଥାଏ। ମାନ୍ୟତା ଅନୁସାରେ ଏହି ଦିନ ଗଙ୍ଗା ସ୍ନାନ ପରେ ପୂଜାଅର୍ଚ୍ଚନା କରି ଯଦି ଦାନ କରାଯାଏ ତେବେ ମନସ୍କାମନା ପୂରଣ ହୋଇଥାଏ। ଜ୍ୟୋଷ୍ଠ ପୂର୍ଣ୍ଣିମାରେ ବଟ ପୂର୍ଣ୍ଣିମାର ବ୍ରତ ବି ରଖାଯାଏ।

ଏହି ଦିନ ବଟ ସାବିତ୍ରୀ ବ୍ରତ ସହିତ ସମାନ ମାନାଯାଏ। ଏହି ପୂର୍ଣ୍ଣିମାର ଅର୍ଥ ଭଗବାନ ଶିବ ଙ୍କ ସହିତ ଅମରନାଥଙ୍କର ଯାତ୍ରା ପାଇଁ ଗଙ୍ଗା ଜଳ ନେଇ ଯେଉଁ ଲୋକ ଯାଆନ୍ତି ସେମାନେ ଏହି ଦିନରୁ ଆରମ୍ଭ କରିଥାନ୍ତି। ଏହି ଦିନରେ ବ୍ରତ କରିବାର ବିଶେଷ ମହତ୍ୱ ରହିଛି। ନିଜର ସାମର୍ଥ୍ୟ ଅନୁସାରେ ଏହି ଦିନ କିଛି ନାଁ କିଛି ପିତୃଦେବଙ୍କ ପାଇଁ କିମ୍ବା ଆର୍ଥିକ ସମସ୍ୟା ଥିଲେ ଅଭାବୀ ଲୋକଙ୍କୁ ଦାନ କରନ୍ତୁ।

ଅସ୍ତ ଗଛରେ ଯେଉଁଠାରେ ମା ଲକ୍ଷ୍ମୀଙ୍କର ବାସ ସ୍ଥାନ ହୋଇଥାଏ ଖାସ କରି ପୂର୍ଣ୍ଣିମା ତିଥିରେ ସକାଳୁ ସକାଳୁ ଉଠି ଏକ ଘଟି ଜଳରେ ମିଠା ଵସ୍ତୁ ଏବଂ ଏକ ଚୁଟକି ଅକ୍ଷତ ଏବଂ ଅଳ୍ପ କ୍ଷୀର ନେଇ ଅସ୍ତ ଗଛରେ ଅର୍ପଣ କରିଦିଅନ୍ତୁ। ଏମିତି କରିଲେ ମା ଲକ୍ଷ୍ମୀଙ୍କର ବାସ ଆପଣଙ୍କ ଘରେ ହୋଇଥାଏ।

ଏହି ପୂର୍ଣ୍ଣିମା ତିଥିରେ ସନ୍ଧ୍ୟା ସମୟରେ ସ୍ୱାମୀ ସ୍ତ୍ରୀ ଉଭୟ ମିଶି ଚନ୍ଦ୍ରଙ୍କୁ ଜଳରେ କ୍ଷୀର ମିଶାଇ ଯଦି ଅର୍ଘ୍ୟ ଦେବେ ତାହେଲେ ବୈବାହିକ ଜୀବନରେ ପ୍ରେମ ବଢିଥାଏ। ଯଦି ଚନ୍ଦ୍ରଙ୍କୁ କଞ୍ଚା କ୍ଷୀରରେ ଚିନି ଚାଉଳ ମିଶାଇ ଅର୍ଘ୍ୟ ଦେବେ ଏବଂ ଚନ୍ଦ୍ରଙ୍କର ମନ୍ତ୍ର ଉଚାରଣ କରିବେ ତ ଓଁ ସ୍ଵାଂଗ ଶ୍ରୀଙ୍ଗ ଶ୍ରଙ୍ଗ ଚନ୍ଦ୍ରୟ ନମଃ ଏମିତି କରିଲେ ଜୀବନରେ ଭାଗ୍ୟ ଉଦୟ ହୋଇଥାଏ।

ଚାଉଳକୁ ପେଷ୍ଟ କରି ସେଥିରେ ହଳଦୀ ମିଶାଇ ଘରର ମୁଖ୍ୟ ଦ୍ୱାର ସାମ୍ନାରେ ବାହାର ସାଇଟରେ ସୁମଙ୍ଗଳ ପ୍ରତୀକ ଚିହ୍ନ ବନାନ୍ତୁ। ଯେମିତିକି ସ୍ୱସ୍ତିକ ଚିହ୍ନ ବନାନ୍ତୁ ଏବଂ ସ୍ୱସ୍ତିକରେ ଦୁଇ ସାଇଟରେ ଦୁଇଟି ଲେଖାଏଁ ଗାର ଟାଣିଦେବେ।

ଏହି ଦିନ ଜଳରେ ଏକ ଚୁଟକି ହଳଦୀ ମିଶାଇ ପୁରା ଘର ସାରା ଛିଞ୍ଚନ କରିଦିଅନ୍ତୁ। ଏହା ଦ୍ବାରା ସକରାତ୍ମକ ଉର୍ଜା ଆସିଥାଏ।

ଘରର ମୁଖ୍ୟ ଦ୍ୱାରରେ ଅଶୋକ ପତ୍ର କିମ୍ବା ଆମ୍ବ ଗଛର ପତ୍ରର ମାଳା ଟାଙ୍ଗି ଦେବେ।

କୁମକୁମ କିମ୍ବା ରୋଲି ଲଗେଇ ପୂଜା କରି ନିଜ ମଥାରେ ତିଳକ କରି ସେଥିରେ ଚାଉଳ ଲଗେଇ ଦିଅନ୍ତୁ ଶୁଭ ହୋଇଥାଏ। ଆପଣଙ୍କ କୁଣ୍ଡଳୀରେ ଚନ୍ଦ୍ରମା ମଜବୁତ ହୋଇଥାଏ। ଜୀବନରେ ଧୀରେ ଧୀରେ ସମସ୍ୟା ଦୂର ହୋଇଥାଏ।

ଧନର ସମସ୍ୟା ଦୂର କରିବା ପାଇଁ ନକରାତ୍ମକ ଉର୍ଜାକୁ ଦୂର କରିବା ପାଇଁ ଏହି ପ୍ରୟୋଗ କରନ୍ତୁ। ଆପଣ ୧୧ ଟି ଦାନା ଚାଉଳ ନେଇ ପାରିବେ କିମ୍ବା ଏକ ଚୁଟକି ବି ଚାଉଳ ନେଇପାରିବେ ଏକ ମୁଠି ବି ନେଇ ପାରିବେ। ଏହି ଚାଉଳକୁ ହଳଦୀରେ କଲର କରିଦିଅନ୍ତୁ ଏହାକୁ ଲାଲ କପଡ଼ାରେ ବାନ୍ଧି ମାଙ୍କୁ ଅର୍ପଣ କରି ନିଜର ଧନ ସ୍ଥାନରେ ରଖିଦିଅନ୍ତୁ। ଧନର ବୃଦ୍ଧି ହୋଇଥାଏ।

ଅଳ୍ପ ଚାଉଳ ଏବଂ ଘଟି ଜଳ ନେଇ ସକାଳୁ ସକାଳୁ ସ୍ନାନ ସାରି ଭଗବାନ ଶିବଙ୍କ ମନ୍ଦିରକୁ ଯାଇ ଜଳ ଅର୍ପଣ କରିବେ ଏବଂ ଏକ ମୁଠି ଚାଉଳ ଭଙ୍ଗା ହୋଇନଥିବ ଶିବଲିଙ୍ଗ ଉପରେ ନିଶ୍ଚୟ ଅର୍ପଣ କରିଦେବେ ଏବଂ ନିଜର ସମସ୍ୟାକୁ କହିବେ। ଏମିତି କଲେ ଜୀବନରେ ସମସ୍ୟା ଦୂର ହୋଇଥାଏ।

ଚାକିରୀ ବ୍ୟବସାୟରେ ବହୁତ ସମସ୍ୟା ଆସୁଛି ବହୁତ ଚିନ୍ତାରେ ଅଛନ୍ତି ସଫଳତା ମିଳିନଥାଏ ତ ପୂର୍ଣ୍ଣିମା ଦିନ ଖିରି ବନେଇ ଅଳ୍ପ କୁଆକୁ ବି ଖାଇବାକୁ ଦିଅନ୍ତୁ ଏମିତି କଲେ ଶନି ସମ୍ବଦ୍ଧିତ ସମସ୍ୟା ଦୂର ହୋଇଥାଏ।

ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ପୂର୍ଣ୍ଣିମା ଦିନ ଛୋଟ ପ୍ରୟୋଗ କରନ୍ତୁ ଏବଂ ଚନ୍ଦ୍ର ବି ଶୁଭ ଫଳ ଦେବାକୁ ଲାଗିଥାଏ। ଯଦି ଚନ୍ଦ୍ର ଅଶୁଭ ଫଳ ଦେଉଥାଏ ତେବେ ନିଜ ମାଙ୍କ ହାତରୁ ଏକ ମୁଠି ଭଙ୍ଗା ହୋଇନଥିବା ଚାଉଳ ନେଇନିଅନ୍ତୁ ଏବଂ ନିଜ ପାଖରେ ସମ୍ଭାଳି କରି ରଖିଦିଅନ୍ତୁ। ଚନ୍ଦ୍ରଙ୍କୁ ମଜବୁତ କରିବା ପାଇଁ ମାଙ୍କ ହାତରୁ ଏକ ମୁଠି ଚାଉଳ ନିଅନ୍ତୁ ଏବଂ ଏହାକୁ ପ୍ରାୟ ୧ ବର୍ଷ ପର୍ଯ୍ୟନ୍ତ ରଖନ୍ତୁ। ଅର୍ଥାତ ଆସନ୍ତା ବର୍ଷ ଏହି ପୂର୍ଣ୍ଣିମା ତିଥିରେ ପୁରୁଣା ଚାଉଳକୁ କୌଣସି ନଦୀରେ ପ୍ରବାହିତ କରିଦିଅନ୍ତୁ ଏବଂ ଆଉ ଥରେ ନିଜ ମାଙ୍କ ପାଖରୁ ନୂତନ ଚାଉଳ ଏକ ମୁଠି ନେଇ ନିଜ ପାଖରେ ରଖିଦିଅନ୍ତୁ।

ଧନର ସମସ୍ୟାକୁ ଦୂର କରିବା ପାଇଁ ଦୁବ ୧ ରୁ ୨ଟି ଚାଉଳ ଏବଂ ଲାଲ କପଡା ଏକ ମାଟିର ଛୋଟ ପାତ୍ର ନେବେ ଏକ କଏନ ନିଅନ୍ତୁ। ଯେତେବେଳେ ଆପଣ ମା ଲକ୍ଷ୍ମୀଙ୍କୁ ପୂଜା କରିବେ ଏହି ଚାଉଳକୁ ମା ଲକ୍ଷ୍ମୀଙ୍କୁ ଅର୍ପଣ କରିଦିଅନ୍ତୁ ଏବଂ ମନ୍ତ୍ର ଉଚାରଣ କରନ୍ତୁ ଓଁ ଶ୍ରୀଙ୍ଗ ଶ୍ରୀୟୟ ନମଃ ର ମନ୍ତ୍ର ଉଚାରଣ କରି ଏହି ମାଟିର ପାତ୍ରରେ ଚାଉଳ ରଖିଦିଅନ୍ତୁ ସେଥିରେ ଦୁବ ଏବଂ କଏନ ବି ରଖିଦିଅନ୍ତୁ ଏବଂ ଏହାକୁ ଲାଲ କପଡ଼ାରେ ବାନ୍ଧି ଦିଅନ୍ତୁ।

ବେସି ବଡ଼ ପାତ୍ର ନେବେ ନାହିଁ ଛୋଟ ପାତ୍ରଟିଏ ନେବେ। ଏହାକୁ ଘରର ଉତ୍ତର-ପଶ୍ଚିମ ଦିଗରେ ରଖିଦିଅନ୍ତୁ। ଏହା ଦ୍ବାରା ଧନର କମି ହେବ ନାହିଁ। ଏହାକୁ ଆସନ୍ତା ବର୍ଷ ଏହି ପୂର୍ଣ୍ଣିମା ତିଥିରେ ଚେଞ୍ଚ କରିନେବେ ପୁରୁଣା ଚାଉଳକୁ କୌଣସି ନଦୀରେ ପ୍ରବାହିତ କରିଦେବେ ଏବଂ ଆଉ ଥରେ ନୂତନ ଚାଉଳ ଏହି ଉପାୟରେ ରଖିଦେବେ।

ଏହି ଦିନ କୌଣସି ବି ପୋଖରୀରେ ନଦୀରେ ନିଜର ହାତରେ ଏକ ମୁଠି ଚାଉଳ କିମ୍ବା ଦୁଇଟି ହାତରେ ଚାଉଳ ନେଇ ପକେଇ ଦିଅନ୍ତୁ ଏବଂ କୁହନ୍ତୁ କି ହେ ମୋର ଦୁର୍ଭାଗ୍ୟ ମୁଁ ତତେ ଏହିଠାରେ ଛାଡି ଯାଉଛି ଏମିତି କହି ପଛକୁ ନବୁଲି ଘରକୁ ଫେରି ଆସନ୍ତୁ। ଜୀବନରେ ସମସ୍ୟା ଦୂର ହେବ। ଦୁର୍ଭାଗ୍ୟ ବି ପିଛା ଛାଡିଦେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *