Excuse Me Odisha

ଯାହା କହିବୁ ସତ କହିବୁ

ଜ୍ୟୋଷ୍ଠ ବଡ଼ ପୂର୍ଣ୍ଣିମା ରାଜଯୋଗରେ ଆସିଛି ପୂର୍ଣ୍ଣିମା। ଯାହାବି ଥିବ ଦୁଃଖ କଷ୍ଟ ଧନ ହୋଇଥାଉ କିମ୍ବା ଅଟକି ରହିଥିବା କାମ ସମସ୍ତଙ୍କ ଠାରୁ ମୁକ୍ତି ଦେବ ଲାଲି ଲଙ୍କା। ଶତ୍ରୁଙ୍କ ସବୁ ଶକ୍ତି ଶେଷ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଜ୍ୟୋଷ୍ଠ ବଡ଼ ପୂର୍ଣ୍ଣିମା ରାଜଯୋଗରେ ଆସିଛି ପୂର୍ଣ୍ଣିମା। ଯାହାବି ଥିବ ଦୁଃଖ କଷ୍ଟ ଧନ ହୋଇଥାଉ କିମ୍ବା ଅଟକି ରହିଥିବା କାମ ସମସ୍ତଙ୍କ ଠାରୁ ମୁକ୍ତି ଦେବ ଲାଲି ଲଙ୍କା। ଶତ୍ରୁଙ୍କ ସବୁ ଶକ୍ତି ଶେଷ।

ଜ୍ୟୋଷ୍ଠ ମାସର ପୂର୍ଣ୍ଣିମା ଏହି ଥର ୧୪ ଜୁନ ୨୦୨୨ ରେ ପାଳନ କରାଯିବ। ପୂର୍ଣ୍ଣିମା ତିଥିର ଆରମ୍ଭ ୧୩ ଜୁନ ସନ୍ଧ୍ୟା ୯:୪ ମିନିଟରୁ ଆରମ୍ଭ ହେବ ଏବଂ ୧୪ ଜୁନ ସନ୍ଧ୍ୟାରେ ୫:୨୨ ମିନିଟରେ ଶେଷ ହେବ। ତ ଜ୍ୟୋତିଷ ମାସର ପୂର୍ଣ୍ଣିମା ଆମ ହିନ୍ଦୁ ଧର୍ମରେ ବହୁତ ମହତ୍ୱ ରଖିଥାଏ। କାରଣ ଏହି ଦିନ ସ୍ନାନ ଦାନ କରିବାର ବିଧି ଅଛି। ଯଦି ପୂର୍ଣ୍ଣିମା ଦିନ ସକାଳୁ ଉଠି କୌଣସି ପବିତ୍ର ନଦୀରେ ସ୍ନାନ କରନ୍ତୁ ସବୁ ପାପର ନାଶ ହୋଇଥାଏ।

ମାନ୍ୟତା ଅଛି କି ଏହି କରାଯାଇଥିବା ଦାନରେ ପୁଣ୍ୟ ଦୁଇଗୁଣା ମିଳିଥାଏ। ଏହି ଦିନ ଦାନ କରିଲେ ପିତୃଦେବଙ୍କ କଷ୍ଟ ଦୂର ହୋଇଥାଏ। ଏହିଦିନ ଖାସ କରୁ ମହିଳାମାନେ ବ୍ରତ ରଖିଥାନ୍ତ। ଭଗବାନ ଶ୍ରୀକୃଷ୍ଣଙ୍କର ପୂଜା ମଧ୍ୟ କରାଯାଏ। ଆଜି ଆମେ ଏହି ପୋଷ୍ଟରେ ମହା ପ୍ରୟୋଗ ବିଷୟରେ ଜଣେଇବୁ ଯାହା ଆପଣଙ୍କ ଜୀବନରେ ସମସ୍ତ କଷ୍ଟକୁ ଦୂର କରିବ।

ଆପଣଙ୍କୁ ଅନେକ ଲୋକଙ୍କ ଠାରୁ ଶୁଣିବାକୁ ମିଳିଥିବ ଯେ ତାଙ୍କୁ କାହାର ନଜର ଲାଗିଯାଇଛି। ନଜର କେମିତି ଲାଗିଥାଏ। ନଜରଦୋଷ କଣ। ଦୁନିଆରେ ବହୁତ ଗୁଡାଏ ଉର୍ଜା କାମ କରିଥାଏ। ଗୋଟେ ହୋଇଥାଏ ପଜିଟିଭ ଏନର୍ଜୀ ଅନ୍ୟଟି ନେଗେଟିଭ ଏନର୍ଜୀ। ଅର୍ଥାତ ଗୋଟେ ସକାରାତ୍ମକ ଉର୍ଜା ଅନ୍ୟଟି ନକରାତ୍ମକ ଉର୍ଜା। ଏହି ଉର୍ଜା ଆମର ଚିନ୍ତାଧାରା ଆମର ଅଭ୍ୟାସ ଆମର ଶବ୍ଦ ଉପରେ ଆମର ବ୍ୟବହାର ଉପରେ ବହୁତ ଅଧିକ ପ୍ରଭାବ ପକାଇଥାଏ। ଆମର ନିଜର ଶରୀର ଏବଂ ଘର ଉପରେ ସକରାତ୍ମକ ଉର୍ଜା ହିଁ ହୋଇଥାଏ। ଯେତେବେଳେ କାହାର ଚିନ୍ତା ସ୍ଵଭାବ ସମ୍ପର୍କ ଆମ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ ତ ଆମକୁ ନଜର ଲାଗିଯାଏ।

ନଜର ଲାଗିବା ଦ୍ୱାରା ଆପଣଙ୍କ ସ୍ୱଭାବର ପରିବର୍ତ୍ତନ ହୋଇଥାଏ ଆପଣଙ୍କ ଚିନ୍ତାଧାରା ନେଗେଟିଭ ହୋଇଥାଏ ଉନ୍ନତି ଆପଣଙ୍କର ହୋଇନଥାଏ ଆପଣଙ୍କୁ ଲାଗିବ ଯେମିତି ଆପଣଙ୍କର ସମସ୍ତ କାମରେ ସମସ୍ତ ଜିନିଷରେ ବାଧା ଆସୁଛି ବିନା କାରଣରେ ଆପଣଙ୍କୁ ଲାଗିବ ଯେମିତି ସବୁକିଛି ସମାପ୍ତ ହୋଇଯାଉଛି କେବେ କେବେ ବ୍ୟକ୍ତି ବହୁତ ବୀମାରରେ ବି ପଡି ଯାଇଥାଏ। କେବେ କେବେ ମୁଣ୍ଡ କାମ କରିନଥାଏ। ଯେତେବେଳେ କୌଣସି ବ୍ୟକ୍ତି କାହା ଉପରେ କିଛି କରିଥାଏ ତ ସେହି ବ୍ୟକ୍ତି ତାହାରି ବିଷୟରେ ସବୁବେଳେ ଭାବିଥାଏ ଯେମିତି ତାକୁ ଲାଗିଥାଏ ସେ ଆଉ କାହାକୁ ଜାଣିନଥାଏ ସବୁବେଳେ ନଜରଦୋଷରୁ ମୁକ୍ତି ପାଇଁ ପରାମର୍ଶ ବି ଦିଆଯାଇଥାଏ।

ଘରେ ନଜରଦୋଷ ଥିଲେ କଣ ହୋଇଥାଏ ନାଁ ଘର ଭାରି ଭାରି ଲାଗିଥାଏ ଘର ଆପଣଙ୍କୁ ଭଲ ଲାଗିନଥାଏ ଘରକୁ ରହିବାକୁ ଭଲ ଲାଗିବନି ଘର ଏମିତି ଲାଗିବ ଯେମିତି ଘର ଘର ନୁହେଁ ଘରେ ଝଗଡା କ୍ଳେଶ ବଢିଯାଇଥାଏ ଏମିତିକି ଘର ନଜରଦୋଷ ଥିଲେ ରୋଗରେ ଟଙ୍କା ଖର୍ଚ୍ଚ ହେବାକୁ ଲାଗିଥାଏ ଏମିତିକି ବାରମ୍ବାର ଚାକିରୀ ଚାଲିଯିବ ବ୍ୟାପାରରେ ଉଥାନ-ପତନ ହେବାକୁ ଲାଗିଥାଏ। ଖାସ କରି ରାତି ହେଲେ ଆପଣଙ୍କୁ ଲାଗିବ ଯେମିତି ଆପଣ ବହୁତ ବୀମାର ଅଟନ୍ତି ଆପଣ ବହୁତ ଚିନ୍ତିତ ଅଛନ୍ତି ଏତେ ନେଗେଟିଭ ଆପଣ ହୋଇଯିବେ ଝଗଡା କ୍ଳେଶ ଯୁଦ୍ଧ ଚାପ ସବୁକିଛି ଆପଣଙ୍କ ଘରେ ହିଁ ହେବାକୁ ଲାଗିବ। ଏହିସବୁ ହୋଇଥାଏ ଆପଣଙ୍କ ଘର ଉପରେ କାହାର ଖରାପ ନଜର ପଡିବାର କାରଣ। ଏହିସବୁର ନିବାରଣ ପାଇଁ କିଛି ଉପାୟ ଅଛି।

ଘରେ ଅପରିଷ୍କାର ଜିନିଷ ରଖିବାକୁ ଦିଅନ୍ତୁ ନାହିଁ।

ଘରର ପୂଜା ସ୍ଥାନରେ ପ୍ରତିଦିନ ସକାଳେ ସନ୍ଧ୍ୟାରେ ଦୀପ ଜଳାନ୍ତୁ। ଯଦି ପାରିବେ ତ ଝୁଣା ଏବଂ ଚନ୍ଦନର ଧୂପ ଅର୍ପଣ କରନ୍ତୁ ଏବଂ ଘରର ସମସ୍ତ କବାଟ ଉପରେ ଲାଲ ରଙ୍ଗର ଅର୍ଥାତ ସିନ୍ଦୁରରେ ଘିଅ କିମ୍ବା ସୋରିଷ ତେଲ ମିଶାଇ ସ୍ବାସ୍ତିକ ବନେଇ ଦିଅନ୍ତୁ। ସପ୍ତାହରେ ଥରେ ଘରେ ହନୁମାନ ଚାଳିସା ଗଜେନ୍ଦ୍ର ମୁଖ ସ୍ତୋତ୍ର ରାମଚରିତ ସୁନ୍ଦରା କାଣ୍ଡ ପାଠ ନିଶ୍ଚୟ କରନ୍ତୁ ଯଦି ପଢି ନପାରିବେ ତ ଅଡିଓରେ ଶୁଣି ନିଅନ୍ତୁ। ସନ୍ଧ୍ୟା ସମୟରେ ହନୁମାନ ଚାଳିସାର ପାଠ କରନ୍ତୁ କମସେକମ ଶନିବାର ଦିନ କରନ୍ତୁ। ଏହା ଦ୍ବାରା ନକରାତ୍ମକ ଉର୍ଜା ଦୂର ହୋଇଯିବ।

ଯଦି ଆପଣଙ୍କ ଚାକିରୀ ରୋଜଗାରରେ ସମସ୍ୟା ଅଛି ବାରମ୍ବାର ସମସ୍ୟା ଆସେ ତ ଲମ୍ବା ସମୟରୁ ଆପଣ ବିନା ଚାକିରୀରେ ଅଛନ୍ତି ଲାଗୁଛି ଯେମିତି ସବୁକିଛି ଶେଷ ହୋଇଯାଉଛି ଅନେକ ଥର କଣ ହୋଇଥାଏ ନାଁ ଆପଣଙ୍କ ଟଙ୍କା ଅଟକି ଯାଇଛି ଲୋକ ବେଇମାନି କରି ନିଅନ୍ତି ହଡ଼ପ କରି ନିଅନ୍ତି ତ ନଜର ଦୋଷରୁ ବଞ୍ଚିବା ପାଇଁ ଗୋଟେ ଲୁହାର ଜିନିଷ ବାମ ହାତର ମଧ୍ୟମ ଆଙ୍ଗୁଳିରେ ଶନିବାର ଦିନ ସନ୍ଧ୍ୟା ସମୟରେ ଧାରଣ କରନ୍ତୁ ଏବଂ ପ୍ରତିଦିନ ସକାଳେ ଘରୁ ବାହାରିବା ସମୟରେ ଅଳ୍ପ ଗୁଡ଼ ଖାଇ ପାଣି ପିଇ ବାହାରନ୍ତୁ। ଆପଣ ଦେଖିବେ ସବୁକିଛି ଭଲ ହୋଇଯିବ। ଯେଉଁଠି ବି କାମ କରନ୍ତି ସଫା ସୁତରାର ଧ୍ୟାନ ରଖନ୍ତୁ।

ଯେଉଁମାନେ କାରବାର କରନ୍ତି ସେମାନେ ନିଜର କାରବାର ସ୍ଥାନରେ ଏକ ଲାଲ ରଙ୍ଗର ହନୁମାନଙ୍କ ମୂର୍ତି ହେଉ କିମ୍ବା ଫୋଟ ସ୍ଥାପନା କରନ୍ତୁ ଏବଂ ତାଙ୍କୁ ପ୍ରତିଦିନ ଲାଲ ରଙ୍ଗର ମନ୍ଦାର ଫୁଲ ଅର୍ପଣ କରନ୍ତୁ। ନିଜର କାରବାର ସ୍ଥାନରେ ପ୍ରତିଦିନ ଶଙ୍ଖରେ ଜଳ ଭରି ପୁରା କାରବାରର ମୁଖ୍ୟ ଦ୍ୱାରରେ ଆଗରେ ପଛରେ ଛିଞ୍ଚନ କରନ୍ତୁ। ଏହା ଦ୍ବାରା ବି ଆପଣଙ୍କ ନେଗେଟିଭିଟି ସମାପ୍ତ ହେବ ଏବଂ ସିନ୍ଦୁରରେ ଗାଈର ଘିଅ ମିଶାଇ ସ୍ବାସ୍ତିକ ଚିହ୍ନ କାରବାର ସ୍ଥାନରେ ହେଉ କିମ୍ବା ବ୍ୟାପାର ସ୍ଥାନରେ ମୁଖ୍ୟ ଦ୍ଵାରର ଦୁଇଟି ପାର୍ଶ୍ଵରେ ବନେଇ ଦିଅନ୍ତୁ ସ୍ବାସ୍ତିକର ଦୁଇଟି ପାର୍ଶ୍ଵରେ ୨ ଟି ଲେଖାଏଁ ଗାର ଟାଣି ଦିଅନ୍ତୁ। ଆମ୍ବ ପତ୍ରର ମାଳା ଦ୍ୱାର ସାମ୍ନାରେ ସୋମବାର ଦିନ ବାନ୍ଧି ଦିଅନ୍ତୁ ଏବଂ ଚେଞ୍ଚ କରିବେ।

ଯଦି କୌଣସି ବ୍ୟକ୍ତିକୁ ନଜର ଲାଗିଯାଇଛି ତ କଣ କରିବେ ନାଁ ବିନା କାରଣରେ ଲୋକେ ବୀମାର ହୋଇଯିବେ ଏହାର କାରଣ ଲୋକେ ବୁଝିପାରନ୍ତି ନାହିଁ ମେଡ଼ିସିନ ବି କାମ କରିବ ନାହିଁ ମନ ଅଶାନ୍ତ ରହିବ ସବୁକିଛି ଗଡ଼ବଡ଼ ହୋଇଯିବ ସମ୍ପର୍କରେ ଦୂରତା ଆସିଯିବ ସେତେବେଳେ ଆପଣ ବୁଝିନିଅନ୍ତୁ କି ଆପଣଙ୍କ ଉପରେ ନଜର ଲାଗିଛି। ଏମିତି ହେଉଥିଲେ ଅଳ୍ପ କେଶ କାଟି ନିଅନ୍ତୁ କିମ୍ବା ଦାଢ଼ି ଶେଭିଂ ହୁଅନ୍ତୁ ଏହାପରେ ଗଙ୍ଗା ଜଳ ମିଶାଇ ସ୍ନାନ କରିନିଅନ୍ତୁ ଲାଲ ଲଙ୍କା ୧ ରୁ ୨ଟି ଚୁବାଇ ଦିଅନ୍ତୁ। ନଜର ଦୋଷରୁ ବଞ୍ଚିବା ପାଇଁ ସର୍ବଦା ଚନ୍ଦନର ସୁଗନ୍ଧର ପ୍ରୟୋଗ କରନ୍ତୁ। ଘରୁ ବାହାରିବା ସମୟରେ ଗୁଡ଼ ଖାଇ ଯାଆନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *