Excuse Me Odisha

ଯାହା କହିବୁ ସତ କହିବୁ

୫୦୦ବର୍ଷ ପରେ ବନୁଅଛି ମହାସଂଯୋଗ। ଜ୍ୟୋଷ୍ଠ ପୂର୍ଣ୍ଣିମା। ଗାଈକୁ ଖୁଆଇଦିଅନ୍ତୁ ଏହି ଛୋଟ ଜିନିଷ ରୋଡ଼ପତି ବି ହୋଇଯିବେ କୋଟିପତି। ପୁରା ବର୍ଷ ଭରି ରହିବ ଧନର ଭଣ୍ଡାର।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୫୦୦ବର୍ଷ ପରେ ବନୁଅଛି ମହାସଂଯୋଗ। ଜ୍ୟୋଷ୍ଠ ପୂର୍ଣ୍ଣିମା। ଗାଈକୁ ଖୁଆଇଦିଅନ୍ତୁ ଏହି ଛୋଟ ଜିନିଷ ରୋଡ଼ପତି ବି ହୋଇଯିବେ କୋଟିପତି। ପୁରା ବର୍ଷ ଭରି ରହିବ ଧନର ଭଣ୍ଡାର।

ସେମିତିରେ ତ ସବୁ ମାସର ପୂର୍ଣ୍ଣିମା ତିଥିକୁ ଧନ ଦାୟକ ଏବଂ ଶୁଭ ମାନାଯାଏ କିନ୍ତୁ ବର୍ଷର କିଛି ଖାସ ପୂର୍ଣ୍ଣିମା ତିଥି ଗୁଡିକୁ ସବୁଠାରୁ ଶୁଭ ଏବଂ ମହତ୍ୱପୂର୍ଣ୍ଣ ମାନାଯାଏ। ପୁରାଣରେ ପୂର୍ଣ୍ଣିମା ଦିନକୁ ବହୁତ ପବିତ୍ର ମାନାଯାଏ।

ଏହି ଦିନ ତାମସିକ ଭଜନ ଗ୍ରହଣ କରନ୍ତୁ ନାହିଁ। ବ୍ରହ୍ମଚର୍ଯ୍ୟର ପାଳନ କରନ୍ତୁ।

କ୍ଳେଶ କଳହ ଠାରୁ ଦୂରେଇ ରୁହନ୍ତୁ।

କାହାରିକୁ ଅପଶବ୍ଦ କୁହନ୍ତୁ ନାହିଁ। ଏହିଦିନ ଦ୍ଵାରକୁ ଆସିବା ଅଭାବିଙ୍କୁ ନିଜର ସାମର୍ଥ୍ୟ ଅନୁସାରେ ଦାନ କରିବା ଉଚିତ।

ଏହି ଦିନ ଚାଉଳର ଦାନ କରିବାକୁ ମଧ୍ୟ ବହୁତ ଶୁଭ ମାନାଯାଏ। ଏହା ଦ୍ବାରା ଚନ୍ଦ୍ର ସମ୍ବଦ୍ଧିତ ଦୋଷ ଦୂର ହୋଇଥାଏ।

ହିନ୍ଦୁ ଧର୍ମ ମାନ୍ୟତା ଅନୁସାରେ ଗାଈର ସେବା ଯଦି ନିସ୍ୱାର୍ଥ ଭବାରେ କରାଯାଏ ତ ଘରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଗାଈକୁ ତ ସମସ୍ତେ କିଛି ନାଁ କିଛି ଖୁଆଇଥାନ୍ତି। ଗାଈକୁ ସନାନ୍ତନ ଧର୍ମରେ ଲକ୍ଷ୍ମୀଙ୍କ ସ୍ୱରୂପ ମାନାଯାଏ। କୁହାଯାଏ ଗାଈର ସେବା କରିଲେ ଘର ପରିବାର ସୁଖୀ ବୈଭବ ବନି ରହିଥାଏ। ଯେଉଁ ଘରେ ଗାଈର ସେବା ନିସ୍ୱାର୍ଥ ଭାବେ କରାଯାଏ ସେହି ଘର ଉପରେ ମା ଲକ୍ଷ୍ମୀଙ୍କ କୃପା ସର୍ଵଦା ବନିରହିଥାଏ।

ଯେଉଁ ଘରେ ଗାଈ ରଖିନଥାନ୍ତି ସେହି ଘରକୁ ହଠାତ ବିଘ୍ନ ବାଧା ସବୁ ଆସିଥାଏ। ସହରରେ ରହୁଥିବା ଲୋକଙ୍କ ପାଇଁ ଗାଈ ପାଳିବା ସମ୍ଭବ ନୁହେଁ କିନ୍ତୁ ଗାଈକୁ ସେଠାରେ ବି ରୋଟି ନିଶ୍ଚୟ ଖାଇବାକୁ ଦିଅନ୍ତି। କିନ୍ତୁ ଗାଈକୁ ଖାଇବାକୁ ଦେବାରେ ୩ ଟି ଭୁଲ ହୋଇଯାଏ। ଆଜି ଆମେ ଆପଣଙ୍କୁ ଜଣେଇବୁ କେଉଁ ୩ ଟି ଜିନିଷ ଅଛି ଗାଈକୁ ଖାଇବାକୁ ଦେବା ଉଚିତ ନୁହେଁ।

ଗାଈ ଦେହରେ ସବୁ ଦେବିଦେଵତାଙ୍କ ବାସ ହୋଇଥାଏ। ତ ଘରର ପ୍ରଥମ ରୋଟି ଗାଈକୁ ଖାଇବାକୁ ଦେଲେ ଘରେ ସୁଖ ସମୃଦ୍ଧିର ବାସ ହୋଇଥାଏ।

ଗାଈକୁ ଗୁରୁ ଗ୍ରହ ସହିତ ସମ୍ବଦ୍ଧନ କରାଯାଇଛି। ଯଦି ଗୁରୁବାର ଦିନ ଗାଈକୁ ରାତିରେ ଏକ ଚୁଟକି ହଳଦୀ ପକେଇ ଖାଇବାକୁ ଦିଅନ୍ତି ତେବେ ସୁଖ ସମ୍ପତ୍ତି ଧନ ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଥାଏ। ଦୁଷ୍ଟ ଗ୍ରହ ଶାନ୍ତ ହୋଇଯାନ୍ତି।

ଯେଉଁମାନେ ମାନସିକ ରୋଗରେ ପୀଡିତ ତ ସେମାନେ ଗାଈକୁ ରୋଟି ସହିତ ଗୁଡ଼ ଖାଇବାକୁ ଦେଲେ ସକରାତ୍ମକ ଉର୍ଜା ଆସିଥାଏ। ନକରାତ୍ମକ ଉର୍ଜା ଶେଷ ହୋଇଥାଏ। ସ୍ୱାସ୍ଥ୍ୟ ଭଲ ରହିଥାଏ।

ସବୁ ଗ୍ରହ ଖରାପ ଥିଲେ ଗାଈକୁ ଘରର ସର୍ବପ୍ରଥମ ରୋଟି ଖାଇବାକୁ ଦିଅନ୍ତୁ ସବୁ ଗ୍ରହ ଧୀରେ ଧୀରେ ଶୁଭ ହୋଇଯିବେ।

ଅନେକ ଦିନରୁ ଶୁଭ କାର୍ଯ୍ୟ ଘରେ ହେଉନଥିଲେ ପ୍ରତିଦିନ ଗାଈକୁ ରୋଟି ଖାଇବାକୁ ଦିଅନ୍ତୁ। ଗାଈର ମଥା ଛୁଇଁ ନିଜର ମନସ୍କାମନା କୁହନ୍ତୁ ଗୋଡ଼ ଧରି ନମସ୍କାର କରନ୍ତୁ।

ଆସନ୍ତୁ ଜାଣିବା ଗାଈକୁ କେଉଁ ଜିନିଷ ଖାଇବାକୁ ଦେବା ଉଚିତ ନୁହେଁ।

ପ୍ରତୋକ ଦିନ ସକାଳୁ ରୁଟି କରିବା ସମୟ ରେ ପ୍ରଥମ ରୁଟି କରି ଗାଈକୁ ଖୁଆନ୍ତୁ ସେଥିରେ ଘିଅ ଏବଂ ଗୁଡ଼ ମିଶାଇ ଏହା ସହିତ ଅଳ୍ପ ଟିକେ ହଳଦୀ ବି ପକାଇବେ ଦେବେ। କୁହାଯାଏ ପ୍ରତିଦିନ ଗାଈକୁ ରୋଟି ଖୁଆଉଥିବା ବ୍ୟକ୍ତିଙ୍କୁ ବର୍ତ୍ତମାନ ପିଢ଼ି ସହିତ ଆସୁଥିବା ପିଢ଼ି ବି ପୁଣ୍ୟ ପ୍ରାପ୍ତ କରିଥାନ୍ତି। ଦୁଃଖ କଷ୍ଟ ଦୂର ହୋଇଥାଏ। ବସିଥିବା ଗାଈକୁ ଖାଇବାକୁ ଦେଲେ ଲାଭ ମିଳିଥାଏ। ଏହା ଦ୍ୱାରା ଜରୁରୀ କାମ ଶୀଘ୍ର ସହଜରେ ବନି ଯାଇଥାଏ।

ଗାଈକୁ ରୁଟିତ ପ୍ରତ୍ୟକ ଲୋକ ଖୁଆଇଥାନ୍ତି। ଏହି ରୁଟି ବାସି ହେବା ଉଚିତ ନୁହେଁ। କିମ୍ବା ଗୋଟିଏ ଦିନ ପୂର୍ବରୁ ଯେଉଁ ରୁଟିକୁ ବନେଇ ଥାଆନ୍ତି ତାକୁ ସକାଳୁ ସକାଳୁ ଖୁଆଇବା ଉଚିତ ନୁହେଁ। କେତେଥର ଆପଣ ରୁଟି ବନେଇଦେଇ ଥାନ୍ତି କିନ୍ତୁ ସେହିଦିନ ଗାଈ ଆପଣଙ୍କୁ ମିଳେ ନାହିଁ ସେହି ରୁଟିକୁ ରଖିଦିଅନ୍ତି ଏବଂ ତା ପର ଦିନ ଗାଈକୁ ସେହି ରୁଟି ଖୁଆଇବା ଦ୍ୱାରା ଏହା ଗାଈର ଅପମାନ ବୋଲି ମାନାଯାଏ। ଗୋଟିଏ ଦିନ ଆଗରୁ ବଳକା ରହିଥିବା ରୁଟିକୁ ଗାଈକୁ ଖୁଆଇବା ଉଚିତ ନୁହେଁ।

ପଚା ସଢା ଜିନିଷ ଖରାପ ଜିନିଷ ଗାଈକୁ ଖୁଆନ୍ତୁ ନାହିଁ। ଏହା ଦ୍ୱାରା ଘରକୁ ସମସ୍ୟା ଆସିଥାଏ। ଯଦି ଆପଣ ଏପରି କରୁଥାନ୍ତି ତାହେଲେ ନିଜର ଅଭ୍ୟାସକୁ ବଦଳାଇ ଦିଅନ୍ତୁ। କାରଣ ଏହା ଦ୍ୱାରା ଘରକୁ ଦରିଦ୍ରତା ଆସିଥାଏ। ଗାଈକୁ ଘାସ ତ ପ୍ରତ୍ୟକ ଲୋକ ଖୁଆଇଥାନ୍ତି ଘାସ ଖୁଆଇବା ସମୟରେ ଆପଣ ଗୋଟିଏ କଥାର ଧ୍ୟାନ ରଖନ୍ତୁ ଗାଈକୁ ସବୁଠୁ ଅଧିକ ଅସ୍ତ ପତ୍ର ଖୁଆଇଥାନ୍ତି କିନ୍ତୁ ଗାଈକୁ ଅସ୍ତ ପତ୍ର ଆପଣ ନିଜେ ତୋଳିକି ଖୁଆନ୍ତୁ ନାହିଁ।

ଆପଣ ଘରକୁ ପନିପରିବା ଆଣନ୍ତି ତ ସେଥିରେ ଶାଗ ଆସିଥାଏ ତ ଆପଣ ସେଥିରୁ ଭଲ ଜିନିଷ ବାଛି ରଖି ଦେଇ ବଞ୍ଚି ଥିବା ଜିନିଷକୁ ଗାଈକୁ ଖୁଆନ୍ତୁ ନାହିଁ। ଆପଣ ଯାହା ଦିଅନ୍ତି ଗାଈ ଖାଇଦିଏ। କିନ୍ତୁ କିଛି ଭଲ ଜିନିଷ ମିଶାଇ ଗାଈକୁ ଖୁଆଇ ଦିଅନ୍ତୁ ତ ଭଲ ଫାଇଦା ମିଳିବ। ଗାଈକୁ କ୍ଷୀର ପିଆଇବା ଉଚିତ ନୁହେଁ। ଆପଣ ଦହି ଚାଉଳ ଖୁଆଇ ପାରିବେ କିନ୍ତୁ କ୍ଷୀର ସଜ ହେଉ କିମ୍ବା ବାସି ଭୁଲରେ ମଧ୍ୟ ଗାଈକୁ ଖୁଆନ୍ତୁ ନାହିଁ। ତ ଏହି ୩ ଟି ଜିନିଷ ଗାଈକୁ ଭୁଲରେ ବି ମଧ୍ୟ ଖୁଆନ୍ତୁ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *