Excuse Me Odisha

ଯାହା କହିବୁ ସତ କହିବୁ

ଏହି ୫ ଗୋଟି ନାମ ବିଶିଷ୍ଟ ଲୋକେ ହୋଇଥାନ୍ତି ଦେବୀ କାଳୀଙ୍କ ଅଂଶ, ଏମାନଙ୍କ ସହିତ ଶତ୍ରୁତା କଲେ ପଡ଼ିଥାଏ ମହଙ୍ଗା।

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଏହି ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି ଭଗବାନଙ୍କ ନିକଟତର ହୋଇ ରହିବାକୁ ପସନ୍ଦ କରିଥାନ୍ତି। ଦେବୀ କାଳୀ ନିଜ ଭକ୍ତଙ୍କ ଉପରେ ଖୁବ୍ ଶୀଘ୍ର ପ୍ରସନ୍ନ ହୋଇ ଯାଇଥାନ୍ତି। ସେ ସମସ୍ତ କଷ୍ଟକୁ ଦୂର କରି ଦେଇଥାନ୍ତି। ଆଉ କିଛି ଲୋକେ ଦେବୀ କାଳୀଙ୍କୁ ଭୟ କରିଥାନ୍ତି। ଯଦି ମାଆ କାଳୀଙ୍କ କୃପା ଦୃଷ୍ଟି କୌଣସି ବ୍ୟକ୍ତିଙ୍କ ଉପରେ ପଡ଼ିଥାଏ, ତାହେଲେ ତାଙ୍କ ଜୀବନରେ ଅନେକ କିଛି ପରିବର୍ତ୍ତନ ହୋଇଥାଏ। ତେବେ କେଉଁ ନାମର ଲୋକେ ଦେବୀ କାଳୀଙ୍କ ଅଂଶ ହୋଇଥାନ୍ତି, ଅଶାନ୍ତି ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

୧/ R ନାମ ଥିବା ଲୋକମାନେ :-

ଯେଉଁ ଲୋକଙ୍କର ନାମର ପ୍ରଥମ ଅକ୍ଷର R ଅକ୍ଷରରୁ ଆରମ୍ଭ ହୋଇଥାଏ, ସେହି ଲୋକଙ୍କ ଉପରେ ଦେବୀ କାଳୀ ସର୍ବଦା ପ୍ରସନ୍ନ ରହିଥାନ୍ତି। ଏହି ନାମର ଲୋକେ ଦେବୀ କାଳୀଙ୍କୁ ହୃଦୟରୁ ଶ୍ରଦ୍ଧା ଓ ଭକ୍ତି ସହିତ ପୂଜାର୍ଚ୍ଚନା କରିଥାନ୍ତି।ଏମାନେ କେବେ ମଧ୍ୟ ମାଆ କାଳୀଙ୍କ ଠାରୁ ଦୂରେଇ ରହିବାକୁ ପସନ୍ଦ କରି ନଥାନ୍ତି। ଦେବୀ କାଳୀ ମାଆ ହୋଇ ଏମାନଙ୍କର ସବୁ ଇଚ୍ଛା ପୂରଣ କରିଥାନ୍ତି।

୨/ M ନାମ ଥିବା ଲୋକମାନେ :-

ଯେଉଁ ଲୋକଙ୍କର ନାମର ପ୍ରଥମ ଅକ୍ଷର M। ରୁ ଆରମ୍ଭ ହୋଇଥାଏ, ସେମାନେ ସ୍ୱଭାବରୁ ବହୁତ ଉତ୍ତମ ଓ ଭାଗ୍ୟଶାଳୀ ହୋଇଥାନ୍ତି। ଏମାନଙ୍କ ଉପରେ ଦେବୀ କାଳୀଙ୍କର ଆଶୀର୍ବାଦ ସର୍ବଦା ରହିଥାଏ। ଏହି କାରଣରୁ ଏହି ନାମର ଲୋକଙ୍କୁ କେବେ ମଧ୍ୟ କୌଣସି ପରିସ୍ଥିତିର ସାମ୍ନା କରିବାକୁ ପଡି ନଥାଏ ।ଏମାନେ ସବୁ କ୍ସ୍ଥ୍ୟ କରିବା ପୂର୍ବରୁ ଭଲଭାବରେ ବିଚାର କରିଥାନ୍ତି।ଏମାନଙ୍କର ସବୁ ଅଭିଳାଷା ପୂରଣ ହୋଇଥାଏ।

୩/ P ନାମ ଥିବା ଲୋକମାନେ :-

ଯେଉଁ ଲୋକଙ୍କର ନାମର ପ୍ରଥମ ଅକ୍ଷର P ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନଙ୍କ ଉପରେ ମାଆ କାଳୀ ସର୍ବଦା ପ୍ରସନ୍ନ ରହିଥାନ୍ତି। ଏହି ନାମ ଥିବା ଲୋକେ କେବେ ମଧ୍ୟ ମାତା କାଳୀଙ୍କ ଠାରୁ ଦୂରେଇ ରହିବାକୁ ପସନ୍ଦ କରି ନଥାନ୍ତି। ଏମାନେ ସାରା ଜୀବନ ମାଆ କାଳୀଙ୍କର ଆରାଧନା କରିଥାନ୍ତି। ଏମାନେ ହୃଦୟରୁ ବହୁତ ନିର୍ମଳ ଓ ସଚ୍ଚୋଟ ହୋଇଥାନ୍ତି। ଏମାନେ ସାରା ଜୀବନ ଦେବୀ କାଳୀଙ୍କର ଆରାଧନା କରିଥାନ୍ତି।

୪/ V ନାମ ଥିବା ଲୋକମାନେ :-

ଯେଉଁ ଲୋକଙ୍କ ନାମ V ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ଦେବୀ କାଳୀଙ୍କର ସର୍ବଦା ଉପାସନା କରିଥାନ୍ତି। ଯଦି କୌଣସି ବ୍ୟକ୍ତି ଏମାନଙ୍କ ସହିତ ଶତ୍ରୁତା କଲେ, ତାହେଲେ ସେମାନଙ୍କୁ ମାଆ କାଳୀଙ୍କ ସାମ୍ନା କରିବାକୁ ପଡିଥାଏ । ଏହି ନାମର ଲୋକେ ମାତା କାଳୀଙ୍କ ଉପାସନାରେ ଲୀନ ହୋଇ ଯାଇଥାନ୍ତି। ଏମାନଙ୍କ ଜୀବନରେ କେବେ ମଧ୍ୟ ଦୁଃଖକଷ୍ଟ ଆସି ନଥାଏ। I ପରିବାରରେ ମଧ୍ୟ ଉତ୍ତମ ବାତାବରଣ ସୃଷ୍ଟି ହୋଇଥାଏ।

୫/ S ନାମ ଥିବା ଲୋକେ :-

ଯେଉଁ ଲୋକଙ୍କର ନାମର ପ୍ରଥମ ଅକ୍ଷର S ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ହୃଦୟରୁ ବହୁତ ନିର୍ମଳ ଓ ସଚ୍ଚୋଟ ହୋଇଥାନ୍ତି। ଏମାନଙ୍କ ଉପରେ ସର୍ବଦା ମାଆ କାଳୀଙ୍କର ଆଶୀର୍ବାଦ ରହିଥାଏ। ଏମାନଙ୍କୁ କେବେବି ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡି ନଥାଏ। ସବୁ କ୍ଷେତ୍ରରେ ଏମାନେ ମାଆ କାଳୀଙ୍କ ଆଶୀର୍ବାଦ ନେଇ କାର୍ଯ୍ୟ କରିଥାନ୍ତି।ଏମାନେ କାହାକୁ ଭୟ କରି ନଥାନ୍ତି।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିପରି ଲାଗିଲା ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କ ସହିତ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ପେଜକୁ ଲାଇକ ଏବଂ ଫଲୋ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *