Excuse Me Odisha

ଯାହା କହିବୁ ସତ କହିବୁ

ଗୁରୁବାର ଦିନ କଦଳୀ ଗଛ ମୂଳରେ ଏହି ଗୋଟିଏ ଜିନିଷ ଅର୍ପଣ କରିଦିଅନ୍ତୁ। ମା ଲକ୍ଷ୍ମୀ ଦୌଡ଼ି ଚାଲି ଆସିବେ ଆପଣଙ୍କ ଘରକୁ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଗୁରୁବାର ଦିନ କଦଳୀ ଗଛ ମୂଳରେ ଏହି ଗୋଟିଏ ଜିନିଷ ଅର୍ପଣ କରିଦିଅନ୍ତୁ। ମା ଲକ୍ଷ୍ମୀ ଦୌଡ଼ି ଚାଲି ଆସିବେ ଆପଣଙ୍କ ଘରକୁ।

ଗୁରୁବାର ଦିନ ହେଉଛି ଦେବଗୁରୁ ବୃହସ୍ପତିଙ୍କ ଦିନ ଅଟେ। ଯିଏ ସୁଖର କାରକ ଗ୍ରହ ଅଟନ୍ତି। ବୃହସ୍ପତି ଦେବ ଯିଏ ଦେବତା ମାନଙ୍କର ଗୁରୁ ଅଟନ୍ତି। ଆମର ଜନ୍ମ କୁଣ୍ଡଳୀରେ ବୃହସ୍ପତି ଦେବ ସବୁ ସୁଖର କାରକ ଅଟନ୍ତି ବିବାହର କାରକ ଅଟନ୍ତି ସନ୍ତାନର କାରକ ଅଟନ୍ତି ଜ୍ଞାନ ଶିକ୍ଷାର କାରକ ଅଟନ୍ତି ଏବଂ ଯେକୌଣସି ଉପାୟରେ ଯେଉଁ ଧନ ସଞ୍ଚୟ ହୋଇଥାଏ ଧନର ସ୍ଥିତି ଯେତେବେଳେ ବହୁତ ଭଲ ହୋଇଥାଏ ତ ଏହାର ଅର୍ଥ ଜନ୍ମ କୁଣ୍ଡଳୀରେ ବୃହସ୍ପତି ଦେବ ବହୁତ ଭଲ ଅଛନ୍ତି।

କୁହାଯାଏ ଯଦି କୁଣ୍ଡଳୀରେ ଗୁରୁ ବିଗିଡି ଯାଏ ତ ବ୍ୟକ୍ତିଙ୍କ ଜୀବନରେ କିଛି ବି ରହିନଥାଏ ଧନର ସମସ୍ୟା ଆସିଥାଏ ଭାଗ୍ୟ ସାଥ ଦେଇନଥାଏ। ଏପରି ସ୍ଥିତିରେ ଯଦି ଗୁତୁବାର ଦିନ ବୃହସ୍ପତି ଦେବଙ୍କ ପୂଜା କରାଯାଏ ଏବଂ ଗୁରୁବାର ବ୍ରତ କରାଯାଏ ତ ବହୁତ ଶୀଘ୍ର ଯେତେବି ସମସ୍ୟା ଅଛି ସବୁ ଶେଷ ହୋଇଯାଇଥାଏ। ଯେତେବେଳେ ବୃହସ୍ପତି ଗ୍ରହ ବିଗିଡି ଯାଇଥାଏ ତ ଦାମ୍ଫତ୍ୟ ଜୀବନରେ ଦୁଃଖ ଆସିଥାଏ। ବୃହସ୍ପତି ଗ୍ରହ ସୁଖର କାରକ ଗ୍ରହ ଅଟନ୍ତି ଯଦି ଆମେ ଏହି ଦିନ କିଛି ଖାସ ଉପାୟ କରିବା ତ ବୃହସ୍ପତି ଭଲ ହୋଇଯାନ୍ତି ଏବଂ ଆମର ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ସବୁ ସୁଖର ପ୍ରାପ୍ତ ହୋଇଥାଏ।

ବହୁ ଦିନରୁ ଗୁରୁବାର ଦିନ କଦଳୀ ଗଛର ପୂଜା କରିବାର ବିଧି ରହିଛି। ଏହାର ପଛରେ ବହୁତ ସାରା ମାନ୍ୟତାବି ଲୁଚି ରହିଛି। ଗୁରୁବାର ଦିନ କଦଳୀ ଗଛର ପୂଜା କରିଲେ ଭଲ ଫଳ ଭଲ ଚାକିରୀ ମିଳିଥାଏ। ଶାସ୍ତ୍ରରେ ବି ଗୁରୁବାର ଦିନ କଦଳୀ ଗଛକୁ ଶୁଭ ମାନାଯାଏ ତ ଏମିତିରେ କଦଳୀ ଗଛର ପୂଜା କରିବା ଲାଭକାରୀ ହୋଇଥାଏ। ଧାର୍ମିକ ମାନ୍ୟତା ଅନୁସାରେ କଦଳୀ ଗଛରେ ସାକ୍ଷତ ଦେବଗୁରୁ ବୃହସ୍ପତିଙ୍କ ନିବାସ ହୋଇଥାଏ ଏବଂ ଗୁରୁବାର ଦିନ ଭଗବାନ ବୃହସ୍ପତି ଅର୍ଥାତ ଭଗବାନ ବିଷ୍ଣୁଙ୍କର ଦିନ ହୋଇଥାଏ।

ଏମିତିରେ ଯଦି ଗୁରୁବାର ଦିନ କଦଳୀ ଗଛର ପୂଜା କରନ୍ତି ତ ତାଙ୍କର କୃପା ବର୍ଷା ହୋଇଥାଏ ଏବଂ ସମସ୍ତ ମନସ୍କାମନା ବି ପୂରଣ ହୋଇଥାଏ ଆପଣଙ୍କ ବୃହସ୍ପତି ଗ୍ରହ ମଧ୍ୟ ମଜବୁତ ହୋଇଥାଏ। ବିବାହ ଏବଂ ଚାକିରୀରେ ଯେଉଁ ବାଧା ଅଛି ତାହା ବି ସମାପ୍ତ ହୋଇଯାଏ ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ। ଅନେକ ମହତ୍ୱ ରହିଛି ଯେମିତିକି ମାଙ୍ଗଳିକ ଦୋଷ ଅଛି ମାଙ୍ଗଳିକ ଦୋଷ ଝିଅ କିମ୍ବା ପୁଅଙ୍କ କୁଣ୍ଡଳୀରେ ଥିବ ତେବେ ମାଙ୍ଗଳିକ ଦୋଷ ଥିବା ବ୍ୟକ୍ତିଙ୍କୁ ଯଦି କଦଳୀ ଗଛ ସହିତ ବିବାହ କରାଯାଏ ତେବେ ମାଙ୍ଗଳିକ ଦୋଷ ଦୂର ହୋଇଥାଏ।

କୌଣସି ବି ପୂଜାରେ ମାଙ୍ଗଳିକ କାର୍ଯ୍ୟକୁ କରିବା ପାଇଁ ଘରର ଦ୍ୱାରରେ କଦଳୀ ପତ୍ର ଲଗାଯାଇଥାଏ ଏହାକୁ ଶୁଭ ମାନାଯାଏ ଏବଂ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କୁ କଦଳୀ ଅର୍ପଣ କରିଲେ ଘରକୁ ସୁଖ ସମୃଦ୍ଧି ଆସିଥାଏ ଉନ୍ନତି ବନିରହିଥାଏ ବୈବାହିକ ଜୀବନ ସୁଖୀ ହୋଇଥାଏ। ଯଦି ଆପଣଙ୍କୁ କେହି କହିଛି ଗୁରୁଙ୍କ ରତ୍ନ ପିନ୍ଧିବା ପାଇଁ କିନ୍ତୁ ଆପଣ ପିନ୍ଧି ପାରୁନାହାନ୍ତି ତ ଆପଣ କଦଳୀ ଗଛର ଚେରବି ଗୁରୁବାର ଦିନ ହଳଦିଆ ସୂତାରେ ହାତ କିମ୍ବା ଗଳାରେ ଧାରଣ କରନ୍ତୁ ଏଥିରେ ବି ଲାଭ ମିଳିବ।

ପ୍ରତ୍ୟକ ଗୁରୁବାର ଦିନ ଯଦି ହଳଦୀ ଗଣ୍ଠି ଚଣା ଡାଲି ଏବଂ ଗୁଡ଼ କଦଳୀ ଗଛରେ ଅର୍ପଣ କରାଯାଏ ଏବଂ ଫୁଲ ଆଦି ଅର୍ପଣ କରାଯାଏ ଏବଂ ଏହାପରେ କଦଳୀ ଗଛର ଚାରିପାଖେ ୭ ଥର ପରିକ୍ରମା କରନ୍ତି ତେବେ ଏମିତି କରିଲେ ଆପଣଙ୍କ ଜୀବନରେ ସମସ୍ତ କଷ୍ଟ ଦୂର ହୋଇଥାଏ

ଆସନ୍ତୁ ଜାଣିବା କଦଳୀ ଗଛରେ କଣ ବାନ୍ଧିବା ଉଚିତ।

ବିଶେଷ ମନସ୍କାମନା ପୂରଣ ପାଇଁ ଗୁରୁବାର ଦିନ ଏକ ଛୋଟପ୍ରୟୋଗ କରିପାରିବେ କେବେବି କରିପାରିବେ ସକାଳୁ ଠାରୁ ନେଇ ସନ୍ଧ୍ୟା ପର୍ଯ୍ୟନ୍ତ ଭିତରେ। ଗୁରୁବାର ଦିନ ସ୍ୱାତିକ ଭଜନ ଗ୍ରହଣ କରିବେ। ଗୁରୁବାର ଦିନ ଭୁଜା ବା ମୁଢି କିମ୍ବା ଚୁଡାର ସନ୍ତୁଳା ଏହିସବୁ ଜିନିଷ ଖାଇବା ଉଚିତ ନୁହେଁ।

କଦଳୀ ଗଛରେ ଲାଲ ସୂତା ସାହାର୍ଯ୍ୟରେ ସମସ୍ତ ଖଣ୍ଡକୁ ବାନ୍ଧି ନିଅନ୍ତୁ ଏବଂ କଦଳୀ ଗଛ ପାଖକୁ ଯାଇ ଏକ ଘଟି ଜଳ ଅର୍ପଣ କରନ୍ତୁ ସମ୍ଭବ ହେବ ଯଦି ମୁଗ ଏବଂ ଗୁଡ଼ର ଭୋଗ ଅର୍ପଣ କରନ୍ତୁ। ହଳଦିଆ ଫୁଲ ଅର୍ପଣ କରନ୍ତୁ ଏବଂ ୯ ଟି ଖଣ୍ଡରେ ପ୍ରତ୍ୟକ ସୂତା ସାହାର୍ଯ୍ୟରେ କଦଳୀ ଗଛରେ ବାନ୍ଧି ଦିଅନ୍ତୁ। ଆପଣ ପତ୍ର ସାହାର୍ଯ୍ୟରେ ବି ବାନ୍ଧି ପାରିବେ ଦାଣ୍ଠିରେ ବି ବାନ୍ଧି ପାରିବେ ଏବଂ ନିଜର ମନସ୍କାମନା କୁହନ୍ତୁ ଜୀବନରେ ସମସ୍ତ କଷ୍ଟ ଦୂର ହେବ। ସମସ୍ତ ମନସ୍କାମନା ପୂରଣ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *