Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରୀମଦ ଭଗବତ ଗୀତାରେ ଲେଖା ଅଛି ମନୁଷ୍ୟ ବର୍ବାଦ ହେବାର ୪ ଟି ପ୍ରମୁଖ କାରଣ ! ଜାଣନ୍ତୁ କଣ କଣ ?

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶ୍ରୀମଦ ଭଗବତ ଗୀତାରେ ଲେଖା ଅଛି ମନୁଷ୍ୟ ବର୍ବାଦ ହେବାର ୪ ଟି ପ୍ରମୁଖ କାରଣ ଏହା ହୋଇଥାଏ।

ଶ୍ରୀମଦ ଭଗବତ ଗୀତାରେ ବ୍ୟକ୍ତିର ବର୍ବାଦିର ୩ ଟି କାରଣ କୁହାଯାଇଛି। ଆଜି ଆମେ ଆପଣଙ୍କୁ ଜଣେଇବୁ ଏହି ୩ ଟି କାମରୁ କେମିତି ବିଜୟ ପ୍ରାପ୍ତି କରି ନିଜର ବର୍ବାଦିକୁ ଅଟକାଇ ପାରିବେ ଏବଂ ସର୍ବଦା ଆଗକୁ ବଢି ପାରିବେ। ତେବେ ଆସନ୍ତୁ ଜାଣିବା ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ ଏମିତି କଣ ଲେଖିଛନ୍ତି ଯାହାକୁ ଅନୁସରଣ କଲେ ବ୍ୟକ୍ତି ସର୍ବଦା ସଫଳତା ହାସଲ କରିଥାଏ। ଏକ କାହାଣୀ ମାଧ୍ୟମରେ ଜଣେଇବୁ। ତେବେ ଆସନ୍ତୁ ଜାଣିବା କାହାଣୀଟି ବିଷୟରେ।

ବହୁତ ପୁରାତନ କଥା ଗୋଟେ ପୁଅର ଜନ୍ମ ଗୋଟେ ବହୁତ ଧନୀ ଘରେ ହୋଇଥିଲା କିନ୍ତୁ ପରମ୍ପରା ଅନୁସାରେ ଛୋଟ ବୟସରେ ହିଁ ତାର ଜ୍ଞାନ ବୃଦ୍ଧି ପାଇଁ ପଢେଇବା ପାଇଁ ଗୁରୁକୂଳକୁ ପଠେଇ ଦିଆଯାଏ। ସେ ପୁଅତି ବହୁତ ବୁଦ୍ଧିମାନ ଥିଲା ସେ ସବୁ ବେଦ ଗ୍ରନ୍ଥର ଅଧ୍ୟୟନ ଭଲ ଭାବରେ କରିଲା କିନ୍ତୁ କିଛି ପ୍ରାକୃତିକ ଘଟଣା ଘଟିଲା ଯାହା ଦ୍ୱାରା ମାତା ପିତାଙ୍କ ସହିତ ପୁରା ପରିବାର ବି ଶେଷ ହୋଇଗଲେ ଏବେ ସେହି ପୁଅତି ପାଖରେ ରାଜପାଠ ନଥିଲା ଧନୀବି ନଥିଲା ସେତେବେଳେ ସେହି ପୁଅଟି ଶିକ୍ଷା ଶେଷ ପରେ ଏହି ନିଷ୍ପତ୍ତି ନେଇଥିଲା କି ସେ ତାର ପୁରା ଜୀବନ ଲୋକଙ୍କ ଭଲ ପାଇଁ କାର୍ଯ୍ୟ କରିବାରେ ବ୍ୟତୀତ କରିବ ଏବଂ ସନ୍ୟାସ ନେଇ ଧ୍ୟାନ କରିବା ପାଇଁ ହିମାଳୟକୁ ଚାଲିଗଲା।

ଜୀବନରେ ସେ ବହୁତ ଖୁସି ଥିଲା କାରଣ ହିମାଳୟରୁ ସେ ଆସିବା ପରେ ଅନ୍ୟ ଲୋକ ତା ପାଖକୁ ଶିକ୍ଷା ନେବା ପାଇଁ ଆସନ୍ତି। ସନ୍ୟାସୀ ନେବା ପୁଅ ବହୁତ ପ୍ରସନ୍ନ ଥିଲା। ସମସ୍ୟାର ସମାଧାନ କରୁଥିଲା। ଧୀରେ ଧୀରେ ତାର ପ୍ରସିଦ୍ଧି ବୃଦ୍ଧି ହେବାକୁ ଲାଗିଥିଲା। ଯେଉଁଠି ସନ୍ୟାସୀ ରୁହୁଥିଲା ସେଠାକାର ରାଜାଙ୍କ କ୍ରୁର ଏବଂ କଠୋର ହୃଦୟର ଥିଲା।

ସେଠାକାର ରାଜାକୁ ଯେତେବେଳେ ଏହି କଥା ଜଣା ପଡିଲା ତ ସେ ଚିନ୍ତା କରିଲା କି ସନ୍ୟାସୀ ସହିତ ସାକ୍ଷତ କରିଆସିବ ଏବଂ ରାଜା ଯେତେବେଳେ ସେହି ସନ୍ୟାସୀ ସହିତ ସାକ୍ଷତ କଲା ତ ସେ ରାଜା ଏତେ ପ୍ରଭାବିତ ହୋଇଗଲାକି ସେ ସତ୍ୟର ମାର୍ଗକୁ ବାଚିଲା ଏବଂ ରାଜା ଚିନ୍ତା କଲା ଯେଉଁ ବ୍ୟକ୍ତି ସହିତ କିଛି ସମୟ ବିତାଇବା ପରେ ମୋର ଜୀବନରେ ଏତେ ପରିବର୍ତ୍ତନ ହୋଇଗଲା ତ ଯଦି ସେ ମୋ ସହିତ ରହିବ ତ ମୋର ଜୀବନ କେତେ ପରିବର୍ତ୍ତନ ହୋଇଯିବ।

ଏବେ ସନ୍ୟାସୀକୁ ରାଜା ନିଜ ମହଲରେ ରହିବାକୁ ଅନୁରୋଧ କଲା। ସନ୍ୟାସୀ ପ୍ରଥମେ ତ କହିଲା ମୋତେ ରାଜାପାଠରେ କଣ ଦେବା ନେବା ଅଛି କିନ୍ତୁ ରାଜାଙ୍କ ଜିଦରେ ସନ୍ୟାସୀ ମହଲକୁ ଆସିଲା ରାଜାଙ୍କ ସହିତ ଏବଂ ସନ୍ୟାସୀକୁ ସାହି କକ୍ଷରେ ସାହି ଭଜନ ଦିଆଗଲା। ସନ୍ୟାସୀ ଭଜନ ଗ୍ରହଣ କରିବା ପରେ ଫେରି ଯିବାର ଆଜ୍ଞା ମାଗିଲା ତ ଏହା ପରେ ରାଜା ଅନୁରୋଧ କରିଲା ଆପଣ ଚାହିଁଲେ ମୋର ବଗିଚାରେ ଆପଣଙ୍କ ପାଇଁ କୁଡ଼ିଆର ବ୍ୟବସ୍ଥା କରିପାରିବି ଆପଣ ଯେତେ ପର୍ଯ୍ୟନ୍ତ ଚାହିଁବେ ସେତେ ପର୍ଯ୍ୟନ୍ତ ରହିପାରିବେ।

ସନ୍ୟାସୀ ରାଜାର ଅନୁରୋଧକୁ ସ୍ୟୁକାର କରିନେଲା। ରାଜା ସନ୍ୟାସୀ ପାଇଁ କୁଡ଼ିଆଟି ବନେଇ ଦେଲା ଏବଂ ଗୋଟେ ସେବକ ମଧ୍ୟ ରଖିଲା। ଦିନେ ସେହି ସେବକ ବୀମାର ହୋଇଗଲା ଆଉ କିଛି ଦିନ ଆସିଲା ନାହିଁ ତ ସନ୍ୟାସୀକୁ ଭଜନ ଦେବା ଲୋକ ସେଠାରେ କେହି ନଥିଲା ଏମିତିରେ ଦିନେ ରାତିରେ ଯେତେବେଳେ ରାଜା ସନ୍ୟାସୀକୁ ସାକ୍ଷତ କରିବା ପାଇଁ ପହଁଚିଲା ତ ସନ୍ୟାସୀ ରାଜାକୁ କହିଲା ତୁମେ କେତେ ଦାୟିତ୍ୱ ହୀନ ଅଟ ଏହା ସହିତ ଏହା ବି କହିଲା ଯେତେବେଳେ ଦାୟିତ୍ୱ ତୁଲାଇ ପାରିବେ ନାହିଁ ତ ଦାୟିତ୍ୱ ନେଲ କାହିଁକି।

ରାଜା ସନ୍ୟାସୀକୁ କ୍ଷମା ମାଗିଲା ଏବଂ ଥରେ ରାଜାକୁ ରାଜ୍ୟରୁ କୌଣସି କାମ ପାଇଁ ବାହାରକୁ ଯିବା ପାଇଁ ପଡିଲା ଏବଂ ରାଜା ରାଣୀକୁ ନିର୍ଦେଶ ଦେଲା ସନ୍ୟାସୀର ସମସ୍ତ ଆବଶ୍ୟକତାକୁ ଆପଣଙ୍କୁ ଧ୍ୟାନ ରଖିବାକୁ ହେବ। ଥରେ ରାଣୀ ସ୍ନାନ କରିବାକୁ ଗଲା ଏବଂ ସନ୍ୟାସୀ ପାଇଁ ଭଜନ ପଠେଇବାକୁ ଭୁଲି ଗଲା ତ ସେତେବେଳେ ସନ୍ୟାସୀକୁ କ୍ରୋଧ ଆସିଲା ଆଉ ସେ ନିଜେ ଯାଇ ମହଲରେ ପହଁଚି ଗଲା। ରାଣୀର ଅଦ୍ଭୁତ ସୁନ୍ଦରତାକୁ ଦେଖି ଚକିତ ରହିଗଲା।

ସନ୍ୟାସୀ ରାଣୀର ସୁନ୍ଦରତାରେ ମହିତ ହୋଇଗଲା ଏବଂ ବିନା କିଛି ନଖାଇ ନପିଇ କୁଡ଼ିଆରେ ହିଁ ପଡ଼ିରହିଲା। ଯେତେବେଳେ ରାଜା ଫେରି ଆସି ସନ୍ୟାସୀ ସହିତ ସାକ୍ଷତ କରିବାକୁ ଗଲା ତ ରାଜା ଦେଖିଲା କି ସନ୍ୟାସୀ ବହୁତ କମଜୋର ହୋଇଯାଇଛି ତ ସେତେବେଳେ ସନ୍ୟାସୀ କହିଲା ମୁଁ ଆପଣଙ୍କ ପତ୍ନୀଙ୍କ ମୋହରେ ପଡିଯାଇଛି ଆଉ ତାଙ୍କ ବିନା ବଞ୍ଚି ପାରିବି ନାହିଁ ଏହା ପରେ ରାଜା ସେହି ସନ୍ୟାସୀକୁ ନିଜ ସହିତ ମହଲକୁ ନେଇଆସିଲା ଆଉ ସେତେବେଳେ ରାଜା ରାଣୀକୁ ସନ୍ୟାସୀଙ୍କର ସାହାର୍ଯ୍ୟ କରିବା ପାଇଁ କହିଲା। ରାଣୀ ବୁଝି ଯାଇଥିଲା ତାକୁ କଣ କରିବାକୁ ହେବ ଏବଂ ରାଣୀ ସେହି ସନ୍ୟାସୀ ସହିତ କୁଡ଼ିଆର ରହିବା ପାଇଁ ଆସିଗଲା।

ରାଣୀ କହିଲା ମୋତେ ରହିବାକୁ ଘର ଦରକାର। ସନ୍ୟାସୀ ରାଜା ପାଖକୁ ଗଲା ଏବଂ ରାଜା ତାକୁ ଘର ଦେଲା। ରାଣୀ ସନ୍ୟାସୀକୁ ଆଉ ଥରେ କହିଲା କି କଣ ଆପଣଙ୍କୁ ଜଣା ଅଛି ଆପଣ କଣ ଥିଲେ କଣ ହୋଇଗଲେ। ରାଣୀ କହିଲା ଆପଣ ଏକ ଜ୍ଞାନୀ ଥିଲେ ଯେଉଁ କାରଣରୁ ରାଜା ଆପଣଙ୍କୁ ଆପଣଙ୍କର ସମସ୍ତ ଆବଶ୍ୟକତା ଜିନିଷ ଯୋଗେଇ ଦେଲେ କିନ୍ତୁ ଆଜି ଆପଣ ନିଜର ବାସନା କାରଣରୁ ମୋର ଗୁଲାମ ବନି ଯାଇଛନ୍ତି। ସେତେବେଳେ ସନ୍ୟାସୀକୁ ନିଜର ଭୁଲର ଅନୁଭବ ହେଲା ଏବଂ ସନ୍ୟାସୀ କହିଲା ଏବେ ମୁଁ ଆପଣଙ୍କୁ ରାଜାଙ୍କ ପାଖରେ ଛାଡି ଦେଇଆସିବି।

ସେତେବେଳେ ରାଣୀ ପ୍ରଶ୍ନ କଲା ସେଦିନ ଆପଣଙ୍କୁ ଭଜନ ମିଳିନଥିଲା ତ ଆପଣ କ୍ରୋଧିତ ହୋଇଯାଇଥିଲେ ତ ସେବେ ଠାରୁ ଆପଣଙ୍କ ବ୍ୟବହାରରେ ପରିବର୍ତ୍ତନ ଅନୁଭବ କରିଥିଲି ସେତେବେଳେ ସନ୍ୟାସୀ କହିଲା ଯେତେବେଳେ ମୁଁ ଜଙ୍ଗଲରେ ରହୁଥିଲି ମତେ ଅନେକ ଦିନ ପର୍ଯ୍ୟନ୍ତ ଖାଦ୍ୟ ମିଳୁନଥିଲା କିନ୍ତୁ ମହଲରେ ମତେ ସୁବିଧା ମିଳିଲା ତ ଏହିସବୁ ପ୍ରତି ମୋର ମୋହ ଏବଂ ଆସକ୍ତି ଉତ୍ପନ ହେଲା ଏବଂ ଏହିସବୁକୁ ପାଇବାର ଲୋଭ ବି ଉତ୍ପନ ହେଲା। ଆଉ ଯେତେବେଳେ ଏହିସବୁ ନମିଳିଲା ତ କ୍ରୋଧ ଉତ୍ପନ ହେଲା। ଏହାପରେ ରାଜା ଏବଂ ରାଣୀଙ୍କ ପାଖରୁ କ୍ଷମା ମାଗି ସନ୍ୟାସୀ ଫେରି ଗଲା।

ଏହି କାହାଣୀରେ ସଫା ସାବ୍ୟସ୍ତ ହେଉଛି କି ବ୍ୟକ୍ତିର ବର୍ବାଦିର କାରଣ। ଯେମିତିକି ମନୁଷ୍ୟର ଇଛା ପୁରା ନହେବ ତ ତାକୁ କ୍ରୋଧ ଆସିଥାଏ ଏବଂ ଯଦି ଇଛା ପୁରା ହୋଇଯାଏ ତ ଲୋଭ ବଢି ଯାଇଥାଏ। ଭଗବାନ ଶ୍ରୀକୃଷ୍ଣ ଭଗବତ ଗୀତାର ଶ୍ଳୋକ ୧୬ରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କାମ କ୍ରୋଧ ଏବଂ ଲୋଭ ଏହି ୩ ଟି ଜିନିଷ କୌଣସି ମନୁଷ୍ୟର ବର୍ବାଦିର ପ୍ରମୁଖ କାରଣ ଅଟେ। ଏଥିପାଇଁ ପ୍ରତ୍ୟକ ମନୁଷ୍ୟଙ୍କୁ ଏହି ୩ ଟି ଜିନିଷରୁ ଦୂରେଇ ରହିବା ପାଇଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *