Excuse Me Odisha

ଯାହା କହିବୁ ସତ କହିବୁ

ଯେଉଁ ନାରୀ ସବୁ ପୁରୁଷଙ୍କ ସହିତ ହସିକି କଥା ହୁଏ, ତାର ଚରିତ୍ର କିପରି ହୋଇଥାଏ ?

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ତେବେ ଆମ ଜୀବନରେ କିଛି ଏପରି ଘଟଣା ଘଟିଥାଏ, ଯାହା ଆମକୁ ଅନେକ ଶିକ୍ଷା ଦେଇଥାଏ।ଏହାସହିତ ଆମ ଆଗାମୀ ଜୀବନ ପାଇଁ ମଧ୍ୟ ବହୁତ ଲାଭଦାୟୀ ହେଇଥାଏ।ତେବେ ଜୀବନର ପ୍ରତି ମୁହୂର୍ତ୍ତ ଆମକୁ କିଛି ନା କିଛି ଶିଖାଇ ଥାଏ। କିନ୍ତୁ ଜୀବନର ଏହି ଘଟଣାରୁ ସବୁ ଲୋକେ ଶିଖି ପାରି ନଥାନ୍ତି। ଯେପରି ଯଦି କେହି ଆପଣଙ୍କୁ ବିନା ସ୍ୱାର୍ଥରେ ସାହାଯ୍ୟ କରୁଛି, ତାହେଲେ ଆପଣ ତାଙ୍କ ପାଖରୁ ଜାଣନ୍ତୁ ପ୍ରକୃତ ସାହାଯ୍ୟ କଣ ଏବଂ ସେହି ବ୍ୟକ୍ତିଙ୍କୁ କେବେବି ଭୁଲନ୍ତୁ ନାହିଁ।

ତେବେ ଏଭଳି କଥା ଖୁବ୍ ଛୋଟ ହେଲେ ମଧ୍ୟ ବହୁତ ବଡ଼ ଶିକ୍ଷା ଦେଇଥାଏ।କୁହାଯାଏ ଜୀବନ ଏକ ଶିକ୍ଷାର ଚକ୍ର ଦେଇ ଗତି କରିଥାଏ, କିଏ କେତେ କଣ ଶିଖିବ ତାହା ତା ନିଜ ଉପରେ ନିର୍ଭର କରିଥାଏ। ଆଜି ଆମେ ଆପଣଙ୍କୁ ଦୈନନ୍ଦିନ ଜୀବନରେ ଘଟୁଥିବା ଘଟଣା ବିଷୟରେ କହିବାକୁ ଯାଉଛୁ। ଯାହା ପ୍ରତି ଆମେ କେବେ ନଜର ଦେଇ ନଥାଉ।

୧/ ମଣିଷ ଯେତେ ଧନୀ ହେଲେ ମଧ୍ୟ କଷ୍ଟ କିଣି ପାରିବ ନାହିଁ କି ଶାନ୍ତି ବିକି ପାରିବ ନାହିଁ।

୨/ ଯଦି ଆପଣ ଅନ୍ୟର ବ୍ୟବହାର କିପରି ଜାଣିବାକୁ ଚାହୁଁଛନ୍ତି, ତାହେଲେ ତାଙ୍କୁ ସମ୍ମାନ ଦିଅନ୍ତୁ। ଯଦି ଆପଣ ଅନ୍ୟର ଗୁଣ ଦେଖିବାକୁ ଚାହୁଁଛନ୍ତି, ତାହେଲେ ତାଙ୍କ ସହିତ ସମୟ ଅତିବାହିତ କରନ୍ତୁ। ଯଦି ଆପଣ ଅନ୍ୟର ଅଭ୍ୟାସ ବିଷୟରେ ଜାଣିବାକୁ ଚାହୁଁଛନ୍ତି, ତାହେଲେ ତାଙ୍କୁ ସ୍ୱତନ୍ତ୍ର ଛାଡି ଦିଅନ୍ତୁ। ଦେଖିବେ ଆପଣ ଖୁବ୍ ଶୀଘ୍ର ତାଙ୍କ ବିଷୟରେ ସବୁକିଛି ଜାଣି ପାରିବେ।

୩/ ଯେଉଁ ବ୍ୟକ୍ତି ଅନ୍ୟମାନଙ୍କ ସାମ୍ନାରେ ଆପଣଙ୍କ ପାଇଁ ମୁଣ୍ଡ ନୁଆଇଁ ଦେଇଥାନ୍ତି, ତାହେଲେ ବୁଝି ଯାଆନ୍ତୁ କି, ସେ ଆପଣଙ୍କର ବହୁତ ସମ୍ମାନ କରନ୍ତି ଓ ଆପଣଙ୍କୁ ବହୁତ ପ୍ରେମ କରିଥାନ୍ତି।

୪/ ଯେଉଁ ନାରୀ ସବୁ ପୁରୁଷଙ୍କ ସହିତ ହସିକି କଥା ହୋଇଥାନ୍ତି, କହିବାକୁ ଗଲେ ସେହି ନାରୀ ହୃଦୟରୁ ବହୁତ ଭଲ ଓ ସରଳ ହୋଇଥାନ୍ତି।ଏହି ନାରୀ ସମସ୍ତଙ୍କ ସହିତ ମିଳିମିଶି ରହିବାକୁ ପସନ୍ଦ କରିଥାନ୍ତି।

୫/ ଥରେ କାହା ଉପରୁ ବିଶ୍ବାସ ଉଠିଗଲା ପରେ ଆପଣ ତାଙ୍କୁ କେବେବି ବିଶ୍ୱାସ କରନ୍ତୁ ନାହିଁ।

୬/ ଆମେ ଯାହା ଇଚ୍ଛା ରଖି ଥାଉ, ତାହା ଜୀବନରେ ଆମକୁ ମିଳେ ନାହିଁ। କିନ୍ତୁ ଆମେ ଯାହା ପାଇବାର ଯୋଗ୍ୟ ହୋଇ ଥାଉ, ତାହା ଆମକୁ ନିଶ୍ଚିତ ଭାବରେ ମିଳିଥାଏ।

୭/ ଅତୀତକୁ ଭାବି ବର୍ତ୍ତମାନ ସମୟରେ ବଞ୍ଚିଲେ, ଅଧିକ ଦୁଃଖ ମିଳିଥାଏ। ତେଣୁ ଅତୀତକୁ ଭୁଲି ସର୍ବଦା ବର୍ତ୍ତମାନରେ ବଞ୍ଚିବା ଉଚିତ।

୮/ ଦୁଇ ପ୍ରକାରର ଲୋକଙ୍କୁ କେବେବି ଭୁଲିବା ଉଚିତ ନୁହେଁ, ସେମାନେ ହେଉଛନ୍ତି, ଯିଏ ଆପଣଙ୍କୁ ଦୁଃଖ ଦେଇଥାଏ ଓ ଯିଏ ଆପଣଙ୍କ ଦୁଃଖ ସମୟରେ ଆପଣଙ୍କ ସାଥିରେ ରହିଥାଏ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିପରି ଲାଗିଲା ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କ ସହିତ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ପେଜକୁ ଲାଇକ ଏବଂ ଫଲୋ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *