Excuse Me Odisha

ଯାହା କହିବୁ ସତ କହିବୁ

ନିଜ ଘରର ଏହି ୩ଟି ଗଛ କେବେବି କାହାରିକୁ ଦିଅନ୍ତୁ ନାହିଁ ! ଘରୁ ମା ଲକ୍ଷ୍ମୀ ଚାଲିଯାନ୍ତି।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ନିଜ ଘରର ଏହି ୩ ଟି ଗଛ କେବେବି କାହାରିକୁ ଦିଅନ୍ତୁ ନାହିଁ। ଘରୁ ମା ଲକ୍ଷ୍ମୀ ଚାଲିଯାନ୍ତି।

ଏହି ୩ ଟି ଗଛ କେବେବି କାହାରିକୁ ଦିଅନ୍ତୁ ନାହିଁ। ଘରୁ ମା ଲକ୍ଷ୍ମୀ ଚାଲିଯାନ୍ତି। ଏହା ସହିତ ଜାଣିବା ଘରେ କେଉଁ ଗଛ ଲଗାଇବା ଉଚିତ ନୁହେଁ ନଚେତ ଘରକୁ ଆସିଥାଏ ବର୍ବାଦି। ଘରେ ହୋଇଯାଇଥାଏ ଧନର ନାଶ।

ଯଦି ଆମେ ଜୀବନରେ କଥା ହେବା ତ ଗଛଲତା ସାମିଲ ନହେବ ତ ଠିକ ସେମିତି ହିଁ କଥା ହେବ ଯେମିତି ବିନା ପୋଖରୀରେ ପଦ୍ମ ଫୁଲ। ଆମକୁ ଆମ ଘରେ କିଛି ଗଛ ନିଶ୍ଚୟ ଲଗାଇବା ଉଚିତ। ଗଛ ଲତା ଆମର ଘରର ସୁନ୍ଦରତା ବି ବୃଦ୍ଧି କରିଥାଏ। ଅନେକ ଥର ଘରକୁ ସଜେଇବା ପାଇଁ ଗଛଲତା କିଣି କରି ଆଣିଥାଉ ଏବଂ ଅନେକ ଥର ଏହି ଗଛଲତା ଅନ୍ୟଙ୍କ ଠାରୁ ଉପହାରରେ ନେଇ ଥାଉ ଅର୍ଥାତ ଅନ୍ୟଙ୍କୁ ଉପହାରରେ ମଧ୍ୟ ଦେଇଥାଉ।

ଗଛକୁ ଲଗାଇବା ଏବଂ ବାଣ୍ଟିବା ବହୁତ ଭଲ କଥା ଅଟେ କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ କିଛି ଗଛଲତା ଅଛି ଯାହାକୁ ଅନ୍ୟ ପାଖରୁ ଉପହାରରେ ନେବା କିମ୍ବା ଉପହାରରେ ଦେବା ଉଚିତ ନୁହେଁ। ଶାସ୍ତ୍ର ଅନୁସାରେ ଯଦି ଏମିତି ଗଛ କାହାକୁ ଉପହାରରେ ଦେଉଛନ୍ତି ତେବେ ଘରର ସୁଖ ସମୃଦ୍ଧି ଘରୁ ଚାଲି ଯାଇଥାଏ। ତେବେ ଆସନ୍ତୁ ଜାଣିନେବା ଏମିତି କେଉଁ ଗଛ ଅଛି ଯାହାକୁ ଅନ୍ୟ ଘରୁ ଆମ ଘରକୁ ଆଣିବା ଉଚିତ ନୁହେଁ ଏବଂ ଆମର ଘରୁ ଅନ୍ୟକୁ ଦେବା ଉଚିତ ନୁହେଁ।

କଣ୍ଟାଯୁକ୍ତ ଗଛ। ଆଜିକାଲି ବହୁତ ଜାଗାରେ ଘରେ ହେଉ କିମ୍ବା ଅଫିସରେ କଣ୍ଟାଯୁକ୍ତ ଗଛ ଲଗାଇଥାନ୍ତି ଏବଂ ଲୋକେ ଏହି ଗଛକୁ ଉପହାରରେ ମଧ୍ୟ ଦେଉଛନ୍ତି କିନ୍ତୁ ଏମିତି କଣ୍ଟାଯୁକ୍ତ ଗଛ ରାହୁକୁ ଆକର୍ଷଣ କରିଥାଏ ଏବଂ ଏହା ଆଖପାଖରେ ନକରାତ୍ମକ ଉର୍ଜାକୁ ଆକର୍ଷଣ କରିଥାଏ ଏବଂ ଏହା ମନ ଉପରେ ଗମ୍ଭୀର ପ୍ରଭାବ ପକାଇଥାଏ। ଏମିତିରେ ଏହି ଗଛକୁ ଲଗାଇବା ଦ୍ୱାରା କ୍ଷତି ହୋଇଥାଏ। କାର୍ଯ୍ୟରେ ନିଷ୍ପତ୍ତି ନେବାର କ୍ଷମତା କମଜୋର ହୋଇଥାଏ। ଘରେ କ୍ଳେଶ ଲାଗି ରହିଥାଏ। ଏମିତି ଗଛକୁ କେବେବି କାହାରିକୁ ଦେବା କିମ୍ବା ନେବା ଠାରୁ ସର୍ବଦା ଦୂରେଇ ରହିବା ଉଚିତ।

ମିଲି ଫୁଲର ଗଛ। ଏହି ଫୁଲ ବହୁତ ସୁନ୍ଦର ଗୋଲାପୀ ରଙ୍ଗର ହୋଇଥାଏ। କିନ୍ତୁ ଏହାର ପତ୍ରରେ ଏକ ଧଳା ରଙ୍ଗର ପଦାର୍ଥ ବାହାରିଥାଏ ଯାହା ବହୁତ କ୍ଷତିକାରକ ମାନାଯାଇଛି।ଏହି ଫୁଲ ପାତଳରେ ମିଳିଥାଏ ଏହା ଦାନବଙ୍କୁ ଅତି ପ୍ରିୟ ଅଟେ। ଏଥିପାଇଁ ଏହି ଗଛ ଘରେ ଲଗାଇଲେ ନକରାତ୍ମକ ଉର୍ଜାର ସଞ୍ଚାର କରିଥାଏ। ଏଥିପାଇଁ ଏହି ଗଛକୁ ଭୁଲରେ ବି ଘରେ ଲଗାନ୍ତୁ ନାହିଁ। ଏହି ଗଛକୁ କାହାରିକୁ ଉପହାରରେ ଦେବା କିମ୍ବା ନେବା ଦ୍ୱାରା ଆର୍ଥିକ ଉନ୍ନତିରେ ବାଧା ଉପୁଜି ଥାଏ।

ଶାସ୍ତ୍ରରେ ଘରେ ମନି ପ୍ଲାଣ୍ଟ ଲଗାଇବା ଶୁଭ ବୋଲି କୁହାଯାଇଛି। କିନ୍ତୁ ଏହି ମନି ପ୍ଲାଣ୍ଟ ଗଛ ସେତେବେଳେ ପ୍ରଭାବକାରୀ ହୋଇଥାଏ ଯେତେବେଳେ ଏହି ଗଛକୁ ଚୋରେଇ କରି ଆଣି ଘରର ଦକ୍ଷିଣ ପୂର୍ବ ବା ଉତ୍ତର ଦିଗରେ ଲଗାଇଥାଆନ୍ତି। ଏହି ଗଛକୁ କିଣି କରି ଆଣିଲେ କିମ୍ବା କେହି ଉପହାରରେ ଦେଲେ ଏହା ଶୁଭ ହୋଇନଥାଏ। ଏହାର କୁପ୍ରଭାବ ଭୋଗିବାକୁ ପଡିପାରେ।

ପାନପତ୍ର। ଏହି ପତ୍ରକୁ ସବୁ ଶୁଭ କାର୍ଯ୍ୟରେ ବ୍ୟବହାର କରାଯାଏ କିନ୍ତୁ ଏହି ଗଛକୁ ଘରେ ଲଗାଇବା ଉଚିତ ନୁହେଁ। ଏହି ପତ୍ରକୁ କେବେବି କାହାରି ପାଖରୁ ଉପହାରରେ ନେବା ଉଚିତ ନୁହେଁ। ଏହା ଅଶୁଭ ପ୍ରଭାବ ପକାଇଥାଏ। ଏହି ପତ୍ରକୁ ସର୍ବଦା କିଣି କରି ଆଣିବା ଉଚିତ। ଏହି ପତ୍ରକୁ କେବେବି କାହାରିକୁ ଉପହାରରେ ଦିଅନ୍ତୁ ନାହିଁ କି ନିଅନ୍ତୁ ନାହିଁ।

ହଳଦିଆ ଫୁଲର ଗଛ। ଏହି ଗଛକୁ ଯଦି କାହାରିକୁ ଉପହାରରେ ଦିଅନ୍ତି ତ ମା ଲକ୍ଷ୍ମୀ ମଧ୍ୟ ସେହି ଗଛ ସହିତ ଚାଲିଯାନ୍ତି। ଏହି ଫୁଲ ମା ଲକ୍ଷ୍ମୀଙ୍କୁ ଅତ୍ୟନ୍ତ ପ୍ରିୟ ଅଟେ। ଏହି ଗଛକୁ ନିଜ ଘରେ ଦକ୍ଷିଣ ଦିଗରେ ଲଗେଇବେ। ଯାହା ଦ୍ୱାରା ମା ଲକ୍ଷ୍ମୀଙ୍କର ଆଗମନ ଘରକୁ ହୋଇପାରିବ। ଏହି ଗଛ କେବେବି କାହାରିକୁ ଉପହାରରେ ଦେବେ ନାହିଁ।

ଆସନ୍ତୁ ଜାଣିବା ସେହି ଗଛ ବିଷୟରେ ଯେଉଁ ଗଛକୁ ଘରେ ଭୁଲରେ ବି ଲଗାଇବା ଉଚିତ ନୁହେଁ। ଏହି ଗଛ ଘରେ ରହିଲେ ଧନର ନାଶ ହୋଇଥାଏ।

ଅଶ୍ୱଥ ଗଛକୁ ପୂଜା କରାଯାଏ କିନ୍ତୁ ଶାସ୍ତ୍ର ଅନୁସାରେ ଘରେ ଅଶ୍ୱଥ ଗଛ ଲଗାଇବା ଉଚିତ ନୁହେଁ। ଘରେ ଅଶ୍ୱଥ ଗଛ ଥିଲେ ଅଶୁଭ ବୋଲି କୁହାଯାଏ। ଘରେ ଅଶ୍ୱଥ ଗଛ ଥିଲେ ଧନ ହାନି ହୋଇଥାଏ ଓ ଅଯଥା ଖର୍ଚ୍ଚ ହୁଏ ବୋଲି କୁହାଯାଏ।

ତେନ୍ତୁଳି ଗଛ। ବାସ୍ତୁଶାସ୍ତ୍ର ଅନୁସାରେ ଏହି ଗଛକୁ କେବେବି ଘରେ ଲଗାଇବା ଉଚିତ ନୁହେଁ। ଏହି ଗଛକୁ ଶୁଭ ବୋଲି ମାନାଯାଏ ନାହିଁ। ବାସ୍ତୁଶାସ୍ତ୍ର ଅନୁସାରେ ଯେଉଁ ଘରେ ଏହି ଗଛ ଥାଏ ସେଠାରେ କେବଳ ସମସ୍ୟା ଆସିଥାଏ ଏବଂ ପରିବାରର ସଦସ୍ୟଙ୍କୁ ରୋଗର ସାମ୍ନା କରିବାକୁ ମଧ୍ୟ ପଡିଥାଏ।

ଖୋଜୁରୀ ଗଛ। ଏହି ଗଛର ପ୍ରଭାବରେ ଆପଣଙ୍କର ଆର୍ଥିକ ସମସ୍ୟା ଉପୁଜି ପାରେ। ଏହି ଗଛ ଆପଣଙ୍କ ଘରେ ଲଗାଇବା ଦ୍ୱାରା ଆପଣଙ୍କର ଧନର ଅଭାବ ଲାଗିରହିଥାଏ। ଏଥିପାଇଁ ଏହି ଗଛ ଲଗାନ୍ତୁ ନାହିଁ।

ବରକୋଳି ଗଛ। ଏହି ଗଛକୁ ସବୁଠାରୁ ଅଶୁଭ ବୋଲି ମାନାଯାଏ। ଏହି ଗଛ ଅଧିକ ନକରାତ୍ମକ ପ୍ରଭାବ ପକାଇଥାଏ। ଏହି ଗଛରେ ନକରାତ୍ମକ ଉର୍ଜାର ବାସ ହୋଇଥାଏ। ଏଥିପାଇଁ ଏହି ଗଛକୁ ଘରେ ଲଗାଇବା ଉଚିତ ନୁହେଁ।

ଯେଉଁ ଗଛରୁ ବାହାରୁଥିବ କ୍ଷୀର। ଶାସ୍ତ୍ର ଅନୁସାରେ ଏମିତି ଗଛକୁ କେବେବି ଘରେ ଲଗାଇବା ଉଚିତ ନୁହେଁ। ଏମିତି ଗଛ ଲଗାଇଲେ ନକରାତ୍ମକତାକୁ ଆକର୍ଷଣ କରିଥାଏ। ଅଶାନ୍ତିର ବାତାବରଣ ସୃଷ୍ଟି କରିଥାଏ। ଏଥିପାଇଁ ଏହି ଗଛକୁ ଘରେ ଲଗାନ୍ତୁ ନାହିଁ।

କଣ୍ଟାଯୁକ୍ତ ଗଛକୁ କେବେବି ଘରେ ଲଗାନ୍ତୁ ନାହିଁ। ଏମିତି ଗଛକୁ ଶୁଭ ବୋଲି ମାନାଯାଏ ନାହିଁ। ଏହି ଗଛକୁ ଲଗାଇବା ଦ୍ୱାରା ଘରେ ଅଶାନ୍ତି ଲାଗିରହିଥାଏ। ଏହା ଦ୍ବାରା ଘରେ ନକରାତ୍ମକ ଶକ୍ତିର ବାସ ହୋଇଥାଏ। ଘରକୁ ଦୁର୍ଭାଗ୍ୟ ଆସିଥାଏ।

ବନ୍ଧୁଗଣ ଏହି ଗଛକୁ ଶୁଭ ମାନାଯାଏ। ଏହି ଗଛ ଘରର ସାମ୍ନାରେ ଲଗାଯାଏ ତ ଏହା ଦ୍ୱାରା ଆପଣଙ୍କ ଘରକୁ ନାକାରାତ୍ମକ ପ୍ରବେଶ କରିଥାଏ। ଏହିପରି ଘରେ ସବୁବେଳେ ଅସନ୍ତୋଷ ଭରି ରହେ ଏବଂ ଆର୍ଥିକ ସମସ୍ୟା ଲାଗି ରହେ। ଘରର ମୁରବି ସବୁବେଳେ କରଜରେ ବୁଡି ରହିଥାନ୍ତି। ଏଥିପାଇଁ ଏହି ଗଛକୁ ଘର ପାଖରୁ ଦୂରେଇ ଲଗାନ୍ତୁ।

ନାଶପାତି ଗଛ। ଏହି ଗଛବି ନିଜ ଘରେ ଲଗାଇବା ଉଚିତ ନୁହେଁ। ଏହା ଦ୍ବାରା ଆପଣଙ୍କ ଜୀବନରେ ଆର୍ଥିକ କ୍ଷତି ଆସିପାରେ। ଆପଣଙ୍କ ଘରର ଉନ୍ନତିରେ ଏହା ବାଧା ଆସିଥାଏ। ତେଣୁ ଏହିସବୁ ଗଛ କେବେବି ଘରେ ଲଗାନ୍ତୁ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *