Excuse Me Odisha

ଯାହା କହିବୁ ସତ କହିବୁ

ଯଦି ବାହାଘର ହେଇ ପାରୁନି ତା ହେଲେ ଏଥର ବାହାଘର ହେବ ପକ୍କା,ବାସ ମା କିମ୍ବା ବାପା ଆପଣାନ୍ତୁ ଏହି ମହାଉପାୟ,୧୫ ଦିନ ଭିତରେ ମିଳିବ ଶୁଭ ଖବର

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ବିବାହ ହୋଇଯିବ ଜବରଦସ୍ତ ମହା ଉପାୟ। ୩ ଦିନରେ ପ୍ରସ୍ତାବ ପକା।

ଶୀଘ୍ର ବିବାହ ପାଇଁ ଜ୍ୟୋତିଷରେ ମହା ପ୍ରୟୋଗ କୁହାଯାଇଛି। ଆଜି ଆମେ ଆପଣଙ୍କୁ ୫ ଟି ଉପାୟ ଜଣେଇବୁ। କିନ୍ତୁ ଗୋଟେ ମହା ଉପାୟ ଜଣେଇବୁ। ଏହି ମହା ଉପାୟ ନିଶ୍ଚୟ କରିବେ। ତେବେ ଆସନ୍ତୁ ଜାଣିବା ସେହି ମହାଉପାୟ ବିଷୟରେ ଯାହାକୁ କରିଲେ ଶୀଘ୍ର ବିବାହ ହୋଇଯିବ।

ଆଜି ଆମେ ସରଳ ଉପାୟରେ ଏହି ଉପାୟ ଜଣେଇବୁ ଯାହା ଦ୍ୱାରା ଆପଣଙ୍କ ପୁଅ ଝିଅ ଭାଇ ଭଉଣୀଙ୍କର ବିବାହ ଶୀଘ୍ର ହେବାକୁ ଚାହୁଁଥିଲେ ବାଧା ଦୂର ହୋଇଯାଉ ଚାହୁଁଥିଲେ ଶୀଘ୍ର ଶୀଘ୍ର ବିବାହ ହେବା ପାଇଁ ଏହି ମହା ଉପାୟ କରନ୍ତୁ। ଠିକ ସମୟରେ ବିବାହ ହେବା ବହୁତ ଆବଶ୍ୟକ ଅଟେ କିନ୍ତୁ କିଛି ଲୋକ ମନ ପସନ୍ଦର ଜୀବନସାଥୀ ପାଇବା ପାଇଁ ଲମ୍ବା ସମୟ ପର୍ଯ୍ୟନ୍ତ ଅପେକ୍ଷା ବି କରିଥାନ୍ତି ତେବେ ଆସନ୍ତୁ ସେହି ବାଧାକୁ କେମିତି ସରଳ ଉପାୟରେ ଦୂର କରିପାରିବେ।

ଯଦି ଆପଣଙ୍କ ଘରେ ଝିଅ ଅଛନ୍ତି ବିବାହରେ ବାଧା ଆସୁଛି ବିନା କାରଣରେ ବିଳମ୍ବ ହେଉଛି ତେବେ ଛୋଟ ପ୍ରୟୋଗ କରନ୍ତୁ। କୌଣସି ବି ଅନ୍ୟ ବ୍ୟକ୍ତିଙ୍କ ଝିଅ ବାହା ଘରରେ ଆପଣ ନିଜର କ୍ଷମତା ଅନୁସାରେ କିଛି ଗୁପ୍ତ ଦାନ କରନ୍ତୁ। ମାନ୍ୟତା ଅନୁସାରେ ଏମିତି କରିଲେ ଯେଉଁ ଘରର କନ୍ୟାଙ୍କ ବିବାହରେ ଅସୁବିଧା ଅଛି ତାହା ଶେଷ ହୋଇଯିବ। ଏହି କଥାର ଆଲୋଚନା କାହା ସହିତ କରନ୍ତୁ ନାହିଁ।

ଯଦି ଆପଣଙ୍କ ଘରେ ପୁଅ ଅଛନ୍ତି ତାଙ୍କ ବିବାହରେ ବାଧା ଆସୁଛି ତ ଅନ୍ୟ ବ୍ୟକ୍ତିଙ୍କର ପୁଅର ଯେବେ ବିବାହ ହେଉଛି ତ ସେତେବେଳେ ଯେଉଁ ପୁଅ ବର ବେଶ ହୋଇଥିବ ତା ଉପରେ ନିଜର ମୁଣ୍ଡ ରଖିନିଅନ୍ତୁ ଏମିତି କରିଲେ ବିବାହର ଯୋଗ ବନିଥାଏ।

ଯଦି କୌଣସି କୁଆଁରୀ କନ୍ୟା କୌଣସି ପୁଅର ବିବାହ ସମୟରେ ତାର ପାଖରେ ଛିଡା ହୋଇଯାଏ ତ ତା ଉପରେ ଯେଉଁ ପଡୁଥିବା ଅକ୍ଷତ ଯାହା ଲୋକମାନେ ଆଶୀର୍ବାଦ ସ୍ୱରୂପ ଅକ୍ଷତ ପକାଇଥାନ୍ତି ସେହି ଅକ୍ଷତ ତାର ଶରୀରରେ ସ୍ପର୍ଶ କରି କନ୍ୟା ଉପରେ ଯାଇ ପଡେ ତ ଶୁଭ ସଂକେତ ଅଟେ। ମାନାଯାଏ ଏମିତି କରିଲେ ଶୀଘ୍ର ବିବାହ ହୋଇଥାଏ ଏବଂ ଏହି ଅକ୍ଷତକୁ ସମ୍ଭାଳି କରି ରଖିଦେବେ।

ଯେଉଁ କନ୍ୟାଙ୍କର ବିବାହ ହେଉଥିବ କିମ୍ବା ଝିଅ ହେଉ କି ପୁଅ ତାଙ୍କର ବାହାଘରକୁ ଯାଉଛନ୍ତି ତାଙ୍କ ହାତରେ ଲଗାଯାଇଥିବା ଅଳ୍ପ ମେହେନ୍ଦୀ ନିଜ ହାତରେ ଲଗାଇନେବେ ତ ଏମିତି କରିଲେ ବି ଶୀଘ୍ର ବିବାହର ଯୋଗ ବନିଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବିବାହର କାରକ ଗୁରୁ ଏବଂ ହଳଦୀର ସମ୍ବଦ୍ଧ ଗୁରୁ ସହିତ ଅଟେ। ଶୀଘ୍ର ବିବାହ ପାଇଁ ସୂର୍ଯ୍ୟଦେବଙ୍କୁ ବି ଜଳରେ ହଳଦୀ ପକାଇ ପ୍ରତିଦିନ ଅର୍ପଣ କରନ୍ତୁ। ଏହା ଦ୍ବାରା ବି ଶୀଘ୍ର ବିବାହର ଯୋଗ ବନିଥାଏ।

ଯେଉଁ ସନ୍ତାନ ବିବାହ ପାଇଁ ଯୋଗ୍ୟ ତ ପ୍ରତିଦିନ ସ୍ନାନ ପାଣିରେ ଏକ ଚୁଟକି ହଳଦୀ ପକାଇ ସ୍ନାନ କରନ୍ତୁ ହଳଦୀର ଗଣ୍ଠିକୁ ଧାରଣ କରନ୍ତୁ କିମ୍ବା ନିଜର ବେଡ଼ର ତକିଆ ତଳେ ୩ଟି ହଳଦୀ ଖଣ୍ଡ ସବୁଜ କପଡ଼ାରେ ବାନ୍ଧି ରଖିଦିଅନ୍ତୁ। ଏମିତି କରିଲେ ଶୀଘ୍ର ବିବାହ ହେବାର ଯୋଗ ବନିଥାଏ।

ଯଦି ଏହିସବୁ ଉପାୟ କରିବା ପରେ ମଧ୍ୟ ବିବାହ ହୋଇପାରୁନଥିବ ତେବେ ଏକ ମହାଉପାୟ କରନ୍ତୁ।

ଏହି ଉପାୟକୁ ଆପଣ କୌଣସି ବି ଦିନରୁ ଆରମ୍ଭ କରିପାରିବେ। ଏହି ଉପାୟକୁ ଯଦି ଶୁକ୍ରବାର ଦିନ ଆରମ୍ଭ କରିବେ ତ ବହୁତ ଭଲ। ଏହି ଉପାୟକୁ ଶୁକ୍ରବାର ଦିନ ଆରମ୍ଭ କରନ୍ତୁ। ଏହା ଶିବ ମହା ତନ୍ତ୍ର ଉପାୟ ଅଟେ। ଯେବେବି ଏହି ଉପାୟ କରିବେ ଗୁପ୍ତରେ କରିବେ ଚୁପଚାପ କରିବେ। ୧୫ ଦିନରେ ଆପଣଙ୍କର ବିବାହ ପ୍ରସ୍ତାବ ପକା ହୋଇଯିବ।

ଚାଉଳକୁ ଆପଣ ହଳଦୀରେ କଲର କରି ଅଳ୍ପ ରଖିଦିଅନ୍ତୁ କୌଣସି ଜାଗାରେ। ଚାଉଳକୁ ଆପଣ ପ୍ରଥମେ ଭଲ ଭାବରେ ଦେଖିନିଅନ୍ତୁ ଯେମିତି ଭଙ୍ଗା ନଥିବ। ଏହି ଚାଉଳକୁ ହଳଦୀରେ ଭିଯାଇ ହାଲକା ହାଲକାରେ ଲଗାଇ ଦିଅନ୍ତୁ। ଏହା ପରେ ଏହାକୁ ଘରେ ରଖିଦିଅନ୍ତୁ। ଅଳ୍ପ ଚାଉଳ ଶୁକ୍ରବାର ଦିନ ସନ୍ଧ୍ୟା ସମୟରେ ଏକ ଦୀପରେ ଭଗବାନ ଶିବ ପାର୍ବତୀଙ୍କ ମନ୍ଦିରରେ ଅଳ୍ପ ଚାଉଳ ନେଇ ଚାଲିଯାନ୍ତୁ। ଏହି ଦିନ ଆପଣ ସ୍ୱାତିକ ଭଜନ ଗ୍ରହଣ କରିବେ। ରସୁଣ ପିଆଜ ଖାଇବେ ନାହିଁ।

ଏହି ଚାଉଳକୁ ନେଇ ଯାଆନ୍ତୁ ଏବଂ ନେଇ ଏହି ଚାଉଳକୁ ମା ପାର୍ବତୀଙ୍କ ପାଖରେ ରଖିଦିଅନ୍ତୁ। ଏହାପରେ ଭଗବାନଙ୍କ ପାଖରେ ପ୍ରାର୍ଥନା କରନ୍ତୁ ଯଦି ଆପଣ କାହା ପାଇଁ କରୁଥିବେ ତ ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ ଏହାପରେ ସେଠାରେ ୫ ଥର ପରିକ୍ରମା କରନ୍ତୁ। ଏହା ପରେ ଯେଉଁଠି ଚାଉଳ ଅର୍ପଣ କରିଛନ୍ତି ସେଥିରୁ ୩ ଟି ଦାନା ଚାଉଳ ଉଠାଇ ଘରକୁ ନେଇ ଆସନ୍ତୁ ଏବଂ କୌଣସି ଜାଗାରେ ଏହାକୁ ରଖିଦିଅନ୍ତୁ। ଏହି ଉପାୟକୁ ଶୁକ୍ରବାର ଦିନ ଆରମ୍ଭ କରି ୭ ଦିନ ପର୍ଯ୍ୟନ୍ତ କରନ୍ତୁ। ଏମିତିରେ ୨୧ ଟି ଦାନା ହୋଇଯିବ ଚାଉଳର।

୭ ଦିନରେ ଯେଉଁ ୨୧ ଟି ଦାନା ଚାଉଳକୁ ଆପଣ କୌଣସି ବି ଜାଗାରେ ନେଇ ପ୍ରବାହିତ ଜଳରେ କିମ୍ବା କୌଣସି ମନ୍ଦିରରେ ଯାହାବି ଗଛ ଥିବ ସେଥିରେ ଯାଇ ଅର୍ପଣ କରିଦିଅନ୍ତୁ କିନ୍ତୁ ଧ୍ୟାନ ଦେବେ ଏହି ଉପାୟକୁ କରିବା ସମୟରେ ଯେମିତି କେହି ଦେଖିବେ ନାହିଁ। ଗୁପ୍ତରେ କରିବେ। ଏହି ଚାଉଳକୁ ଗୋଟେ ଗୋଟେ କରି ନଦୀ ହେଉ କିମ୍ବା ଗଛ ମୂଳରେ ପକେଇ ଦିଅନ୍ତୁ। ନିଜ ଜୀବନରେ ସମସ୍ୟା କହି।

ଯଦି ନଦୀରେ ପ୍ରବାହିତ କରିବେ ତ ଏହା ସୋମବାର ଦିନ କରିବେ। ଯେବେ ଆପଣଙ୍କର ବିବାହ ହୋଇଯିବ ତ ସେତେବେଳେ ଯାଇ ଭଗବାନଙ୍କୁ ନିଶ୍ଚୟ ପ୍ରଣାମ କରିବେ ଯେଉଁ ମନ୍ଦିରରେ ଆପଣ ଏହି ଉପାୟ କରିଥିବେ। ଆପଣଙ୍କ ବିବାହ ସହଜରେ ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *