Excuse Me Odisha

ଯାହା କହିବୁ ସତ କହିବୁ

ଏହି ୬ଟି ରାଶିର ଲୋକମାନେ ଜୁନ ମାସରେ ବନିବେ କୋଟିପତି ! ଏଥିରେ ଆପଣଙ୍କର ରାଶି ନାହିଁ ତ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୬ ଟି ରାଶି ଜୁନ ମାସରେ ବନିବେ କୋଟିପତି।

ଜୁନ ମାସରେ ଗ୍ରହ ନକ୍ଷତ୍ରଙ୍କ ଚଳନ ବନେଇ ଦେବ ୬ ଟି ରାଶିଙ୍କୁ ଧନରେ ମାଲାମାଲ। ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ

ଜୀବନରେ ଧନ ରୋଜଗାର ପାଇଁ ପ୍ରତ୍ୟକ ବ୍ୟକ୍ତି ଚାହିଁଥାଏ କିନ୍ତୁ କେବେ କେବେ କଠିନ ପରିଶ୍ରମ କରିବା ପରେ ମଧ୍ୟ ଟଙ୍କା କମେଇ ପାରନ୍ତି ନାହିଁ। ସବୁବେଳେ ଟଙ୍କାର ଅଭାବ ଲାଗିରହିଥାଏ। ଚିନ୍ତିତ ରହିଥାଏ। ଆର୍ଥିକ ସମସ୍ୟାର ପ୍ରଭାବ ଦୈନନ୍ଦିନ ଜୀବନ ଉପରେ ପଡିଥାଏ କିନ୍ତୁ ଏମିତି କିଛି ସମୟ ଏବେ କିଛି ରାଶିର ଜାତକଙ୍କ ଜୀବନରେ ଶେଷ ହେବାକୁ ଯାଉଛି।

ଏହି ୬ ଟି ରାଶିର ଜାତକ ଧନରେ ମାଲାମାଲ ହେବାକୁ ଯାଉଛନ୍ତି। ଏହି ଜୁନ ମାସ ହିନ୍ଦୁ ଧର୍ମରେ ବହୁତ ପବିତ୍ର ଏବଂ ଶୁଭ ମାନାଯାଏ। ଗ୍ରହ ନକ୍ଷତ୍ରଙ୍କର ରାଶି ପରିବର୍ତ୍ତନ କିଛି ରାଶି ମାନଙ୍କ ଉପରେ ଶୁଭ ପ୍ରଭାବ ପକାଇବ। ଭାଗ୍ୟର ପରିଵର୍ତନ ହେବ। ଆର୍ଥିକ ଉନ୍ନତି ହେବ। ତେବେ ଆସନ୍ତୁ ସେହି ରାଶି ମାନଙ୍କ ବିଷୟରେ ଜାଣିବା।

ମେଷ ରାଶି। ନିଜର ଆଖି ଖୋଲା ରଖନ୍ତୁ। ଆପଣଙ୍କର ପସନ୍ଦର କାମ ଆସିବ। ଏହି ରାଶିର ଜାତକଙ୍କ ପାଇଁ ଏହି ଜୁନ ମାସ କିଛି ଖାସ ନେଇ କରି ଆସିବ। ଏହି ସମୟ ଖୁସି ଉତ୍ସାହ ଆନନ୍ଦ ଏବଂ ଖୁସି ଖବରରେ ଭରି ରହିବ। ନିଜର ପଢ଼ା ଏବଂ କ୍ୟାରୀୟରେ ଉତ୍କୃଷ୍ଟ ପ୍ରଦର୍ଶନ କରିବେ। କାର୍ଯ୍ୟ କ୍ଷେତ୍ରରେ ଭଲ ପରିଣାମ ଦେଖିବାକୁ ମିଳିବ। ଆପଣଙ୍କ ପାଇଁ ଲାଭକାରୀ ରହିବ। ପରିଶ୍ରମର ପୂର୍ଣ୍ଣ ଫଳ ପ୍ରାପ୍ତ ହେବାର ଦେଖାଯାଉଛି। ବଡ଼ ଅଧିକାରୀଙ୍କ ଠାରୁ ସମ୍ମାନ ପ୍ରାପ୍ତ ହେବ। ଚାକିରୀ ବ୍ୟବସାୟରେ ଭଲ ଉନ୍ନତି ହେବ।

ଅନେକ ନୂତନ ଅବସର ପ୍ରାପ୍ତ ହେବ। ଶନି ଲାଭ ଭାବରେ ଉପସ୍ଥିତ ରହିବା ଯୋଗୁ ଏହି ସମୟରେ କାର୍ଯ୍ୟ କ୍ଷେତ୍ରରେ ଆପଣ ଅଧିକ ଧନ ଲାଭ ପାଇବେ। ଧନର ବର୍ଷା ହେବ। ପାରିବାରିକ ଜୀବନ ଉତ୍ତମ ରହିବ। ସ୍ୱାମୀ ସ୍ତ୍ରୀ ପରସ୍ପରର ଭାବନାକୁ ବୁଝିବାକୁ ଚେଷ୍ଟା କରିବେ ଏବଂ ତାଙ୍କ ଭିତରେ ପ୍ରେମର ବୃଦ୍ଧି ହେବ।

ପ୍ରେମ ଜୀବନ ବିତାଉଥିବା ଲୋକଙ୍କ ପାଇଁ ଏହି ସମୟ ଭଲ ଅଟେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଏହି ସମୟରେ ପ୍ରିୟଜନଙ୍କ ସହିତ ସାକ୍ଷାତ ହେବ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ବି ଏହି ମାସ ଭଲ ରହିବ। ପୁରୁଣା ରୋଗରୁ ମୁକ୍ତି ମିଳିବ। ଆପଣଙ୍କ ପାଇଁ ଏହି ସମୟ ବହୁତ ଶୁଭ ରହିବ। ଭାଗ୍ୟ ଆପଣଙ୍କ ସହିତ ରହିବ।

କନ୍ୟା ରାଶି। ଏହି ରାଶିର ଜାତକଙ୍କ ପାଇଁ ଏହି ମାସ ବହୁତ ଭଲ ପରିଣାମ ନେସ ଆସିବ। ଚାକିରୀ ବ୍ୟବସାୟ କରିଥିବା ଲୋକଙ୍କ ପାଇଁ ବହୁତ ଶୁଭ ରହିବ। ବିଦ୍ୟାର୍ଥୀ ମାନେ ପଢ଼ାରେ ବହୁତ ଭଲ ପ୍ରଦର୍ଶନ କରିବେ। ପ୍ରେମ ଜୀବନରେ ଅଳ୍ପ ଉଥାନ ପତନ ରହିବ। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ଅଧିକାରର ବୃଦ୍ଧି ହେବ। ବ୍ୟବସାୟ ମାନଙ୍କୁ ନିଜର କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହେବ। ଆର୍ଥିକ ଦୃଷ୍ଟିରୁ ଏହି ସମୟ ଅତ୍ୟନ୍ତ ଉତମ ରହିବ। ଗୁପ୍ତ ମାଧ୍ୟମରେ ଧନର ପ୍ରାପ୍ତିର ଆଶା ରହିଛି। ପୈତୃକ ସମ୍ପତ୍ତିରୁ ବି ଲାଭ ମିଳିପାରେ।

କୋର୍ଟ କଚେରୀର ମାମଲା ଆପଣଙ୍କ ପକ୍ଷରେ ଆସିବ। ଅନେକ କ୍ଷେତ୍ରରୁ ଧନ ଆଗମନ ହେବାର ସମ୍ଭାବନା ରହିଛି। କାର୍ଯ୍ୟ କ୍ଷେତ୍ରରେ କୌଣସି ବଡ଼ ଦାୟିତ୍ୱ ମିଳିପାରେ। ଚାକିରୀ ଖୋଜୁଥିବା ଜାତକଙ୍କୁ ବଡ଼ ଖୁସି ଖବର ମିଳିପାରେ। ସହକର୍ମୀ ଆପଣଙ୍କ କାର୍ଯ୍ୟରେ ଖୁସି ହେବେ ଏବଂ କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ନେଇ ସକରାତ୍ମକ ପରିବେଶ ରହିବ।

ଏହି ମାସରେ ଆପଣଙ୍କୁ ନିଜର ସାଙ୍ଗ ବନ୍ଧୁ ମାନଙ୍କ ପାଖରୁ ଭରପୁର ସହଯୋଗ ମିଳିବ ଯାହା ଦ୍ୱାରା ଆପଣ ପାରିବାରିକ ଜୀବନରେ ବହୁତ ଖୁସି ରହିବେ। ଜୀବନସାଥୀଙ୍କର ହାଲକା ସ୍ୱାସ୍ଥ୍ୟକୁ ନେଇ ସମସ୍ୟା ଆସିପାରେ। ସ୍ୱାମୀ ସ୍ତ୍ରୀ ମିଶି ପାରିବାରିକ ଦାୟିତ୍ୱକୁ ତୁଲାଇବାରେ ସଫଳ ରହିବେ। ଏହି ରାଶିର ଜାତକଙ୍କ ପାଇଁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ସାମନ୍ୟ ରହିବ।

ମିଥୁନ ରାଶି। ଏହି ମାସରେ ଆପଣଙ୍କୁ ଏମିତି ଅଵସର ମିଳିବ ଯାହାର ଅପେକ୍ଷା ଆପଣ ଲମ୍ବା ସମୟରୁ କରିଥିଲେ। ଏହି ରାଶିର ଜାତକଙ୍କ ପାଇଁ ଏହି ମାସ ବହୁତ ଭଲ ରହିବ। ନିଜର ବ୍ୟକ୍ତିଗତ ଜୀବନରେ ବହୁତ ଖୁସି ରହିବେ। ଭାଗ୍ୟ ଆପଣଙ୍କ ସାଥ ଦେବ ଏବଂ ଆପଣ ନିଜର ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ। ଚାକିରୀରେ ପଦଉନ୍ନତିର ଯୋଗ ରହିଛି। ଚାକିରୀ ଖୋଜୁଥିବା ଜାତକଙ୍କ ମନସ୍କାମନା ପୂରଣ ହେବ। ଛାତ୍ର ମାନଙ୍କ ପାଇଁ ଏହା ଭଲ ସମୟ ଅଟେ। ଆପଣଙ୍କର ଜ୍ଞାନ ବୃଦ୍ଧି ହେବ।

ଏହି ରାଶିର ଜାତକଙ୍କୁ ଲମ୍ବା ସମୟରୁ ଅପେକ୍ଷା ପରେ ସକରାତ୍ମକ ସଫଳତା ମିଳିବ। ବାଧା ବିଘ୍ନ ସହଜରେ ଶେଷ ହୋଇଯିବ। ଧ୍ୟାନ ରଖିବେ ଉର୍ଜାର କୌଣସି କମି ଯେପରି ନହେଉ। କଠିନ ପରିଶ୍ରମ ପଛରେ ସଫଳତା ଲୁଚି ରହିଛି କେବଳ ସର୍ବଦା ଚେଷ୍ଟା ଦରକାର ଏବଂ ଶୀଘ୍ର ଆପଣ ଯାହାବି ଚାହୁଁଛନ୍ତି ତାକୁ ପ୍ରାପ୍ତ କରିବାର ଅଵସର ଦେଖାଯାଉଛି। ବହୁତ ପରିଶ୍ରମ କରିଛନ୍ତି ଏବେ ଆରାମ କରିବାକୁ ବି ପଡିବ। ଏହି ରାଶିର ଜାତକଙ୍କ ପାଇଁ ଏହି ସମୟ ଆର୍ଥିକ ସ୍ଥିତି ଉନ୍ନତିଦାୟକ ରହିବ। ପରିବାରରେ ପରିବେଶ ସୁଖଦ ରହିବ। ବୈବାହିକ ଜୀବନ ସୁଖମୟ ରହିବ। ଜୀବନସାଥୀଙ୍କ ଭରପୁର ସହଯୋଗ ମିଳିବ। ସ୍ୱାସ୍ଥ୍ୟ ପ୍ରତି ଅଳ୍ପ ଧ୍ୟାନ ଦେବେ।

ତୁଳା ରାଶି। ଏହି ମାସ ଏହି ରାଶିର ଜାତକଙ୍କ ପାଇଁ ଜବରଦସ୍ତ ସକରାତ୍ମକ ଫଳ ଦେବ। ଆପଣଙ୍କର ସବୁଠାରୁ ବଡ଼ ସମସ୍ୟା ଦୂର ହୋଇଯିବ ଏବଂ ଆପଣଙ୍କୁ ଶାନ୍ତି ଅନୁଭବ ହେବ। ଆପଣ ନିଜର କାମକୁ ସହଜରେ ସମ୍ଭାଳି ପାରିବେ। ସମାଜରେ ଗତିବିଧିରେ ଭାଗ ନିଅନ୍ତୁ। ମାନ ସମ୍ମାନ ଏବଂ ପଦ ପ୍ରତିଷ୍ଠାରେ ବୃଦ୍ଧି ହେବ। କାର୍ଯ୍ୟ କ୍ଷେତ୍ରରେ ବଡ଼ ଅଧିକାରୀଙ୍କ ସହିତ ମିଳାମିଶା ବଢିବ। ଧନର ବୃଦ୍ଧି ହେବ। ଆପଣଙ୍କୁ ଉର୍ଜା ଏବଂ ପ୍ରେରଣାର କମି ହେବ ନାହିଁ। ଏହି ମାସ ଏହି ରାଶି ପାଇଁ ଠିକ ସମୟ ଅଟେ।

ଚାପରେ ବିଚଳିତ ହୁଅନ୍ତୁ ନାହିଁ। ସନ୍ତାନ ପକ୍ଷରୁ ଶୁଭ ସମାଚାର ମିଳିପାରେ। ବଡ଼ ମାନଙ୍କର ସହଯୋଗ ମିଳିବ। ଆପଣଙ୍କୁ କେବଳ ଲାଭ ହିଁ ଲାଭ ମିଳିବ। ପାରିବାରିକ କଳହକୁ ନେଇ ଯଦି କୌଣସି ପୁରୁଣା ବିବାଦ ଅଛି ତ ତାହାକୁ ପରିବାର ଲୋକଙ୍କ ସହିତ ମିଶି ଶାନ୍ତି ପୂର୍ଣ୍ଣ ଭାବରେ ବିବାଦର ସମାଧାନ କରନ୍ତୁ। ବୈବାହିକ ଜୀବନରେ ଅଳ୍ପ ସମସ୍ୟା ଦେଖାଦେବ କିନ୍ତୁ ପ୍ରେମ ଜୀବମ ବିତାଉଥିବା ଲୋକଙ୍କ ପାଇଁ ଏହି ସମୟ ଭଲ ରହିବ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ସମୟ ଅତ୍ୟନ୍ତ ଭଲ ରହିବ।

ମକର ରାଶି। ଏହି ସମୟ ଏମାନଙ୍କ ପାଇଁ ବହୁତ ଭଲ ରହିବ। କାର୍ଯ୍ୟ କ୍ଷେତ୍ରରେ ପଦଉନ୍ନତିର ପୁରା ଆଶା ରହିଛି। ଆପଣଙ୍କୁ ବଡ଼ ଅଧିକାରୀଙ୍କ ପାଖରୁ ସମ୍ମାନ ମିଳିବ। ପ୍ରେମ ଜୀବନ ଏବଂ ବୈବାହିକ ଜୀବନ ଆନନ୍ଦରେ ଭରି ରହିବ। କ୍ୟାରିୟର ଦୃଷ୍ଟିରୁ ଏହି ସମୟ ଭଲ ରହିବ। ନିଜର କାମକୁ ନେଇ ଉର୍ଜାବାନ ରହିବେ। ଏହି ମାସ ଆର୍ଥିକ ସ୍ଥିତି ଭଲ ରହିବ।

ବ୍ୟବସାୟୀ ମାନଙ୍କୁ ନିଜର ପରିଶ୍ରମର ଫଳ ମିଳିବ। ଅପାର ଧନ ପ୍ରାପ୍ତିର ସମ୍ଭାବନା ରହିଛି ଏଥିରେ ସମସ୍ତ କଷ୍ଟ ଦୂର ହୋଇଯିବ। ପରିବାରରେ କିଛି ବାଦ ବିବାଦର ସ୍ଥିତି ଉତ୍ପନ ହୋଇପାରେ କିନ୍ତୁ ଚିନ୍ତାର କୌଣସି କାରଣ ନାହିଁ ବୈବାହିକ ଜୀବନ ସୁଖଦ ରହିବ। ସ୍ୱାସ୍ଥ୍ୟ ଦୃଷ୍ଟି କୋଣରୁ ଏହି ସମୟ ସାମାନ୍ୟ ରହିବ। ଏହି ସମୟ ଆପଣଙ୍କ ଭାଗ୍ୟ ପୁରା ସାଥ ଦେବ।

ମୀନ ରାଶି। ଏହି ମାସ ଏହି ରାଶିର ଜାତକଙ୍କୁ ସୁଖଦ ପରିଣାମ ଦେବ। କାର୍ଯ୍ୟରେ ଅପାର ସଫଳତା ମିଳିବ। ଦାୟିତ୍ୱ ବଢିବ। ବ୍ୟବସାୟୀ ମାନଙ୍କୁ ସଫଳତା ମିଳିବ। ଧନର କୌଣସି ଅଭାବ ଅନୁଭବ ହେବ ନାହିଁ। ସ୍ୱୟଂ ମା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସିବେ। ଶିକ୍ଷାରେ ସକରାତ୍ମକ ପରିଣାମ ଦେବ। ପ୍ରତିଯୋଗିତା ପରୀକ୍ଷାରେ ପ୍ରସ୍ତୁତ ହେଉଥିବା ବିଦ୍ୟାର୍ଥୀ ପରୀକ୍ଷାରେ ଜବରଦସ୍ତ ସଫଳତା ହାସଲ କରିପାରିବେ। ନିଜର ଚେଷ୍ଟାରେ ଖୁସି ଏବଂ ସମୃଦ୍ଧି ହାସଲ କରିପାରିବେ। ଏହି ସମୟ ଆପଣଙ୍କ ପାଇଁ ବହୁତ ସକରାତ୍ମକ ରହିବ ଯାହା ଶୁଭ ସମାଚାରରେ ଆପଣଙ୍କୁ ଉତେଜିତ କରିବ। ଆର୍ଥିକ ଦୃଷ୍ଟିରୁ ଏହି ସମୟ ଭଲ ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *