Excuse Me Odisha

ଯାହା କହିବୁ ସତ କହିବୁ

ମହିଳାମାନେ କେଶ ଖୋଲା କରି ଏହି ୩ଟି କାମ କରନ୍ତୁ ନାହିଁ,ଏହାଦ୍ଵାରା ଭୟଙ୍କର ଗରିବୀ ଆସିଥାଏ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମହିଳାମାନେ କେଶ ଖୋଲା କରି ଏହି ୩ଟି କାମ କରନ୍ତୁ ନାହିଁ। ଭୟଙ୍କର ଗରିବୀ ଆସିଥାଏ।

ଗରୁଡ଼ ପୁରାଣ ୧୮ ମହାପୁରାଣ ମଧ୍ୟରୁ ଗୋଟିଏ ଅଟେ। ଏହାର ପୂର୍ବ ଖଣ୍ଡରେ ଉପାସନା ବିଧି ଭକ୍ତି ଜ୍ଞାନ ବୈରାଗ୍ୟ ବ୍ରହ୍ମଚାରୀୟ ଧନ ସମ୍ପତ୍ତି ଅର୍ଜନ କରିବାର ବିଧି ଯଜ୍ଞ ଦାନ ତୀର୍ଥ ଯାତ୍ରା ତଥା ଅନେକ ଅଲୌକିକ ଏବଂ ପରଲୌକିକ ଫଳର ବର୍ଣ୍ଣନା କରାଯାଇଛି। ଏଥିରେ ଭଜନ କରିବାର ବିଧି ସ୍ନାନ କରିବାର ବିଧି ଶୟନ କିପରି କରିବା ଉଚିତ ସ୍ତ୍ରୀ ପ୍ରସଙ୍ଗ ସନ୍ତାନ ଉତ୍ପତ୍ତି ଆଦି ମହତ୍ୱପୂର୍ଣ୍ଣ ବିଷୟ ଉପରେ ଜ୍ଞାନ ଦିଆଯାଇଛି। ଆଜି ଆମେ ଆପଣଙ୍କୁ ଜଣେଇବୁ ଗରୁଡ଼ ପୁରାଣରେ କୁହାଯାଇଥିବା ସ୍ତ୍ରୀ ଏବଂ ପୁରୁଷଙ୍କ ମହତ୍ୱପୂର୍ଣ୍ଣ ନିତ୍ୟକର୍ମ ବିଷୟରେ

ସ୍ୱାମୀ ସ୍ତ୍ରୀଙ୍କୁ କିପରି ବ୍ୟବହାର କରିବା ଉଚିତ। ତାଙ୍କୁ ସ୍ନାନ ପୂଜା ଦାନ ପ୍ରସଙ୍ଗ ଶଯ୍ୟା ଭଜନ ଇତ୍ୟାଦି କାର୍ଯ୍ୟ କରିବା ସମୟରେ କେଉଁ ମହତ୍ୱପୂର୍ଣ୍ଣ ନିୟମର ପାଳନ କରିବା ଉଚିତ। ଯାହା ଦ୍ୱାରା ସୁଖ ସମୃଦ୍ଧି ଏବଂ ଐଶ୍ୱର୍ଯ୍ୟର ପ୍ରାପ୍ତି ହୋଇଥାଏ। ଯେଉଁ ସ୍ୱାମୀ ସ୍ତ୍ରୀ ଏହାର ପାଳନ କରିନଥାନ୍ତି ତାଙ୍କର ଜୀବନରେ ଦୁଃଖ ଦରିଦ୍ରତା ତଥା କ୍ଳେଶ ଆଦି ଆସିଥାଏ। ତେବେ ଆସନ୍ତୁ ଜାଣିବା ଗରୁଡ଼ ପୁରାଣରେ ଭଗବାନ ଶ୍ରୀକୃଷ୍ଣ କଣ ମହତ୍ୱପୂର୍ଣ୍ଣ ଉପଦେଶ ଦେଇଛନ୍ତି।

ଭଗବାନ ଶ୍ରୀକୃଷ୍ଣ କୁହନ୍ତି ମନୁଷ୍ୟଙ୍କୁ ସର୍ବଦା ହିଁ ଧର୍ମର ହିଁ ଆଚରଣ କରିବା ଉଚିତ ଏବଂ ଧର୍ମର ବିରୋଧାଚରଣର ତ୍ୟାଗ କରନ୍ତୁ।

ସ୍ୱୟଂ ନିଜର କଲ୍ୟାଣ ଚାହୁଁଥିବା ବ୍ୟକ୍ତିଙ୍କୁ କେବେବି ନିଜର ମାତା ପିତାଙ୍କର ଅନାଦର କରିବା ଉଚିତ ନୁହେଁ କି ତାଙ୍କ ସହିତ ବାଦ ବିବାଦ କରିବା ଉଚିତ ନୁହେଁ। ଏହା ଦ୍ବାରା ମନୁଷ୍ୟଙ୍କୁ ଦୁର୍ଭାଗ୍ୟର ସାମ୍ନା କରିବାକୁ ପଡିଥାଏ।

ସ୍ତ୍ରୀ ମାନଙ୍କୁ ନିଜର ଜିନିଷ ଠିକ ଜାଗାରେ ରଖିବା ଉଚିତ। ତାଙ୍କୁ କାର୍ଯ୍ୟ କୁଶଳ ହେବା ଉଚିତ। ସର୍ବଦା ପ୍ରସନ୍ନଚିତ ହୋଇ କଥା ହେବା ଉଚିତ। ସ୍ତ୍ରୀଙ୍କୁ କାମ ଖର୍ଚ୍ଚ କରିବା ଉଚିତ। ସର୍ଵଦା ଶାଶୁ ଶଶୁରଙ୍କ ଚରଣର ବନ୍ଦନା କରିବା ଉଚିତ। ତାଙ୍କ ଜୀବନରେ ସୌଭାଗ୍ୟ ସର୍ବଦା ବନିରହିବ

ସ୍ୱାମୀଙ୍କର ଏହା କର୍ତ୍ତବ୍ୟ ଅଟେ ସେ କୌଣସି ବି ଧର୍ମ କାର୍ଯ୍ୟକୁ ସ୍ୱାମୀଙ୍କ ବିନା କରିବା ଉଚିତ ନୁହେଁ। ସ୍ୱାମୀଙ୍କ ବିନା କୌଣସି ଯଜ୍ଞ ଦାନ ଧର୍ମ କରିବା ଉଚିତ ନୁହେଁ କାରଣ ଏହିସବୁ ସ୍ୱାମୀଙ୍କ ବିନା କରିଲେ ଫଳପ୍ରଦ ହୋଇନଥାଏ। ନିଜର ସ୍ତ୍ରୀଙ୍କୁ ଲକ୍ଷ୍ମୀ ସ୍ୱରୂପ ମାନି ତାଙ୍କୁ ମୁଖ୍ୟ କାର୍ଯ୍ୟ ସାମିଲ କରିବା ଉଚିତ।

ସ୍ତ୍ରୀଙ୍କୁ କେବେବି ନିଜର ସ୍ୱାମୀଙ୍କ ସହିତ ଗୋଟିଏ ଆସନ ଉପରେ ବସି ଭଜନ କରିବା ଉଚିତ ନୁହେଁ। ଛିଡା ହୋଇ ବିଛଣାରେ ବସି କେବେବି ଭଜନ ଗ୍ରହଣ କରିବା ଉଚିତ ନୁହେଁ। ଏହା ଦରିଦ୍ର ହେବାର ସଂକେତ ଅଟେ।

ସ୍ୱାମୀ ସ୍ତ୍ରୀଙ୍କୁ କେବେବି ପଶ୍ଚିମ ଦିଗକୁ ମୁଣ୍ଡ କରି ଶୋଇବା ଉଚିତ ନୁହେଁ। ଶୋଇବା ସମୟରେ ସର୍ବଦା ପୂର୍ବ କିମ୍ବା ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇବା ଉଚିତ। ଏହାର ବିପରୀତ ଦିଗରେ ମୁଣ୍ଡ କରି ଶୋଇଲେ ରୋଗ ଉତ୍ପନ ହୋଇଥାଏ। ଯଦି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରୁ ଜଣେ ରୋଗୀ ହୋଇଥିବେ ତେବେ ଏକା ସହିତ ଶୋଇବା ଉଚିତ ନୁହେଁ। ଚତୁର୍ଦ୍ଦଶୀ ଏକାଦଶୀ ଅମାବାସ୍ୟା ପୂର୍ଣ୍ଣିମା ସଂକ୍ରାନ୍ତି ଗ୍ରହଣ ଆଦି ସମୟରେ ସ୍ୱାମୀ ସ୍ତ୍ରୀଙ୍କୁ ଏକା ସହିତ ଶୋଇବା ଉଚିତ ନୁହେଁ ଅଥବା କ୍ରୀଡା କରିବା ଉଚିତ ନୁହେଁ।

ଉଲଗ୍ନ ହୋଇ ସ୍ନାନ ଶୟନ ଏବଂ ଆଚମନ କରିବା ଉଚିତ ନୁହେଁ।

ସ୍ତ୍ରୀଙ୍କୁ କେଶ ଖୋଲି ଦେବ ପୂଜା କରିବା ଉଚିତ ନୁହେଁ।

ଭଜନ ବନେଇବା ସମୟରେ ବି ନିଜର କେଶକୁ ଖୋଲା କରିବା ଉଚିତ ନୁହେଁ।

କେଶ ଖୋଲା କରି ସନ୍ଧ୍ୟା ସମୟରେ ବାହାରକୁ ଯିବା ଉଚିତ ନୁହେଁ। ଏରୁଣ୍ଡି ବନ୍ଧରେ ବସିବା ଉଚିତ ନୁହେଁ। ଏହା ଦ୍ବାରା ଦୁର୍ଭାଗ୍ୟ ଆସିଥାଏ

ସ୍ତ୍ରୀ ଏବଂ ପୁରୁଷଙ୍କୁ ମୁଖ୍ୟ ଦ୍ୱାର ଦେଇ ପ୍ରବେଶ ଘର ଭିତରକୁ ପ୍ରବେଶ କରିବା ଉଚିତ। ଅନ୍ୟ ମାର୍ଗରେ ଘରକୁ ପ୍ରବେଶ କରିବା ଅଶ୍ୱଭ ମାନାଯାଏ।

ସ୍ୱାମୀ ସ୍ତ୍ରୀଙ୍କୁ ଅନ୍ୟ ଘରେ ରତୀକ୍ରିୟା କରିବା ଉଚିତ ନୁହେଁ। ଅନ୍ୟର ବିଛଣାରେ ବି କେବେବି ଏକାଠି ଶୋଇବା ଉଚିତ ନୁହେଁ। ଅଥବା ପ୍ରସଙ୍ଗ କରିବା ଉଚିତ ନୁହେଁ।

ଘରର ଶାଶୁ ଶଶୁର ଦିବର ସ୍ୱାମୀ ଘରର ସମସ୍ତ ସଦସ୍ୟଙ୍କୁ ଘରର ସ୍ତ୍ରୀଙ୍କର ଆଭୂଷଣର ସମ୍ମାନ କରିବା ଉଚିତ। ତାଙ୍କର ବିରୋଧରେ ତାଙ୍କ ଗହଣା ବିକିବା ଉଚିତ ନୁହେଁ। ଏହା ଦ୍ବାରା ଘରର ଲକ୍ଷ୍ମୀ ଚାଲି ଯାଆନ୍ତି।

ଯେଉଁ ସ୍ତ୍ରୀଙ୍କର ପୂଜାରେ ମନ ଲାଗିଥାଏ ମଧୁର ଵଚନ କହିଥାଏ ଅଳ୍ପ ଆହାର କରିଥାଏ ସ୍ୱାମୀଙ୍କୁ ବହୁତ ଭଲ ପାଇଥାଏ ସେ ସ୍ତ୍ରୀ ସୌଭାଗ୍ୟବତୀ ହୋଇଥାଏ।

ଯେଉଁ ସ୍ତ୍ରୀ କଳହ କରିଥାଏ ପାପ କରିଥାଏ କଳହରେ ଉପରେ ପଡି କହୁଥିବ ଲାଲ ଆଖି ହୋଇଥିବ ଯାହାକୁ ଦେଖି ଭୟ ଲାଗିଥାଏ ସେ ସ୍ୱାମୀଙ୍କ ପାଇଁ ଅଶୁଭ ହୋଇଥାଏ।

ଅପରାଧୀ ଚିକିତ୍ସକ ରୋଗ ରୋଗୀ କ୍ରୋଧି ନପୁଂସକ ସ୍ତ୍ରୀଙ୍କ ବସରେ ରହୁଥିବା ପୁରୁଷ ଶାସ୍ତ୍ର ବିକ୍ରି କରୁଥିବା ଲୋକ କଂସେଇ ମଦ ବିକ୍ରି କରୁଥିବା ଲୋକଙ୍କ ଘରେ ସ୍ତ୍ରୀ ପୁରୁଷଙ୍କୁ କେବେବି ଭଜନ କରିବାକୁ ଯିବା ଉଚିତ ନୁହେଁ ନଚେତ ବ୍ୟକ୍ତିର ସମ୍ପୂର୍ଣ୍ଣ ପୁଣ୍ୟ ନଷ୍ଟ ହୋଇଯାଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *