Excuse Me Odisha

ଯାହା କହିବୁ ସତ କହିବୁ

ମହିଳାମାନଙ୍କ ୩ଟି ରାଜ ! ରାବଣ ନିଜେ କହିଛି ! ସତ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମହିଳା ମାନଙ୍କ ୩ ରାଜ ରାବଣ କହିଛନ୍ତି ସତ ଜାଣି ହେବେ ଆଶ୍ଚର୍ଯ୍ୟ।

ବନ୍ଧୁଗଣ ଭଗବାନ ରାବଣ ମହିଳା ମାନଙ୍କ ବିଷୟରେ କିଛି ଏମିତି କଥା କହିଛନ୍ତି ଯେଉଁ କଥା ଖରାପ କିନ୍ତୁ ଆଜିର ଜୀବନରେ ସତ ସାବ୍ୟସ୍ତ ହେଉଛି।

ଆପଣ ମାନେ ତ ରାମାୟଣ କଥା ଶୁଣିଥିବେ ରାବଣ କେମିତି ଲୋକ ଥିଲା ଯିଏ ମା ସୀତାଙ୍କୁ ହରଣ କରିଥିଲା। ଏମିତି କରି ସେ ନାଁ କେବଳ ଭୁଲ କରିଥିଲା ବରଂ ଭଗବାନ ରାମଚନ୍ଦ୍ରଙ୍କ ସହିତ ଶତ୍ରୁତା ବି କରି ନେଇଥିଲା। ଦେଖିବାକୁ ଗଲେ ପୁରା ଦୁନିଆ ରାବଣକୁ ଖରାପ କହେ। ରାବଣ ମହିଳାଙ୍କ ବିଷୟରେ ଏମିତି ୩ ଟି ସତ କହିଥିଲା ଯାହା ଜାଣିଲା ପରେ ଆପଣ ଭାବିବେ ଯେ ରାବଣ ସତରେ ବହୁତ ବଡ଼ ଜ୍ଞାନୀ ଥିଲା।ହୋଇପାରେ ସେ ମା ସୀତାଙ୍କୁ ହରଣ କରିଥିଲା କିନ୍ତୁ ତାଙ୍କ ସହିତ ଖରାପ ବ୍ୟବହାର କରିବାକୁ କେବେବି ଚେଷ୍ଟା କରିନଥିଲା।

ଆମେ ଏଠାରେ ରାବଣକୁ ଭଲ କହୁନାହୁଁ ବରଂ ଆମେ ଆପଣଙ୍କୁ ଏହା ଜଣେଇବାକୁ ଚେଷ୍ଟା କରୁଛୁ କି କେବଳ ମନୁଷ୍ୟର ଗୋଟିଏ ଭୁଲ ତାର ଜୀବନକୁ ବର୍ବାଦ କରି ଦେଇପାରେ। ଯେମିତିକି ରାବଣ ସହିତ ହୋଇଥିଲା। ରାବଣର ଛୋଟ ଭୁଲ କାରଣରୁ ତାକୁ ତାର ପ୍ରାଣ ହରେଇବାକୁ ପଡିଥିଲା। କିନ୍ତୁ ପ୍ରାଣ ତ୍ୟାଗ କରିବାର ଶେଷ ସମୟରେ ସ୍ତ୍ରୀ ମାନଙ୍କ ବିଷୟରେ କିଛି ଏମିତି କଥା କହିଥିଲେ ଯାହା ଆଜି ସତ ସାବ୍ୟସ୍ତ ହେଉଛି। ଯାହାକି ଜାଣିଲା ପରେ ଆପଣ ବି କହିବେ ଯେ ଏହା ସତ ଅଟେ। ରାବଣ ସ୍ତ୍ରୀ ମାନଙ୍କ ବିଷୟରେ କଣ କହିଥିଲା ଆସନ୍ତୁ ଜାଣିବା

ରାବଣ ନିଜର ପ୍ରାଣ ତ୍ୟାଗ କରିବା ପୂର୍ବରୁ ଏହା ମଧ୍ୟ କହିଥିଲେ କି ନାରୀମାନଙ୍କ ପେଟରେ କୌଣସି ବି କଥା ରାଜ ଲୁଚିକି ରହିପାରେ ନାହିଁ। ଏମିତିକି ଆପଣଙ୍କର କେତେ ନିଜର ହୋଇଥାଉ। ସେମାନେ ଆପଣଙ୍କର ରହସ୍ୟ ଦିନେନା ଦିନେ ଖୋଲା କରିଦେବ। ଏମିତିରେ ସ୍ତ୍ରୀମାନେ ଗୁପ୍ତ ରାଜ କଥାକୁ ବହୁତ ଜଲଦି ହିଁ ନିଆଁ ପରି ଖେଳେଇ ଦେଇଥାନ୍ତି। ଏହି କାରଣରୁ କେବେବି କୌଣସି ସ୍ତ୍ରୀଙ୍କୁ ନିଜର ଗୁପ୍ତ ରାଜ କହିବା ଜରୁରୀ ହୋଇନଥାଏ। ଯଦି ଏମିତି କରାଯାଏ ତ ସ୍ତ୍ରୀ ମାନେ ଆପଣଙ୍କ ପାଇଁ ଖରାପ ବନି ଯାଇପାରନ୍ତି। ଏବଂ ଏହି କଥା ବିଲକୁଲ ସତ୍ୟ ଅଟେ।

ରାବଣ ପ୍ରାଣ ତ୍ୟାଗ କରିବା ପୂର୍ବରୁ ସ୍ତ୍ରୀ ଲୋକମାନଙ୍କ ବିଷୟରେ ଏହା କହିଥିଲେ ଯେ ସ୍ତ୍ରୀ ଲୋକମାନେ ବହୁତ ସ୍ୱାର୍ଥପର ଅଟନ୍ତି। ନିଜର ସ୍ୱାର୍ଥ ହାସଲ କରିବା ପାଇଁ ବହୁତ ତଳକୁ ବି ଖସି ଯାଇପରନ୍ତି। ତ ସେଥିରେ ଆପଣଙ୍କୁ ଧକା ବି ଦେବାକୁବି ହେଉ କିମ୍ବା କାହାକୁ ରାସ୍ତାରୁ ହଟାଇ ଦେବାକୁ ହେଉ ବା କାହାକୁ ଆପଣେଇବାକୁ ପଡିଲେ ତାହାବି ସ୍ତ୍ରୀ ଲୋକମାନେ କରିଦେବେ। ଏମିତି ନାରୀମାନେ ନିଜର ଲୋଭରେ କିଛିବି କରିପରନ୍ତି। ନାରୀମାନେ କୌଣସି ବି ଲୋକରେ ବହୁତ ଶୀଘ୍ର ପହଞ୍ଚି ଯାଇପାରନ୍ତି। ଆପଣଙ୍କୁ ବି ଫସେଇଦେଇ ପାରନ୍ତି। ତ ଆପଣ ଏବେ ଜାଣି ପାରୁଥିବେ କି ନାରୀ ମାନଙ୍କ ବିଷୟରେ ଏହି କଥା କେତେ ଦୂର ସତ୍ୟ ଅଟେ ବା କେତେ ପର୍ଯ୍ୟନ୍ତ ମିଥ୍ୟା ଅଟେ।

ରାବଣ ଏହାବି କହିଥିଲେ କି ସ୍ତ୍ରୀ ଲୋକମାନେ କୌଣସିବି କଥାରେ ବହୁତ ଜଲଦି ଓଲଟି ଯାଇଥାନ୍ତି ଏମିତିରେ ତ ଏମାନେ କେବେବି ସତ କୁହନ୍ତି ନାହିଁ।ଏହାର କାରଣ ଅଟେ କି ସ୍ତ୍ରୀ ମାନଙ୍କ ଉପରେ ବହୁତ ଭାବି ଚିନ୍ତି ଖର୍ଚ୍ଚ କରିବା ଉଚିତ ଅଟେ। ଏମିତିରେ ତ ସ୍ତ୍ରୀ ଲୋକମାନେ ୟା କଥା ନେଇ ତା ଅଗରେ ତା କଥା ନେଇ ୟା ଆଗରେ କହିବା ଏମିତି କାମ ଏମନେ ଅଧିକ କରିଥାନ୍ତି ଏବଂ ଏମିତି ପ୍ରକାରରେ କରି ନାରୀମାନେ ତାଙ୍କ ମଝିରେ ଲଢେଇ ଝଗଡା ମଧ୍ୟ କରିଥାନ୍ତି। ତ ଏମିତିରେ ଏମାନେ ପୋଲିସ ଓ କୋର୍ଟ କେଶ ମଧ୍ୟ କରି ଦେଇପାରନ୍ତି। ଏବେ ହିଁ ଆପଣଙ୍କ ଦୈନିକ ଜୀବନରେ ଆପଣଙ୍କ କଥା ଜାଣି ପାରୁଥିବେ କି ରାବଣ ଦ୍ୱାରା କୁହାଯାଇଥିବା ଏହି କଥା ଆପଣ ସତ୍ୟ ମାନନ୍ତି ନାଁ ନାହିଁ।

ସ୍ତ୍ରୀ ଲୋକମାନେ ସେମାନେ କାହାର କଥାରେ ବହୁତ ଶୀଘ୍ର ଆସିଯାଇ ଥାନ୍ତି ଓ କାହାର ବି ଜାଲରେ ବହୁତ ଜଲଦି ଫସି ଯାଇପରନ୍ତି। ତେଣିକି ସେ କେଉଁ ପୁରୁଷ ହେଉ କିମ୍ବା ସ୍ତ୍ରୀ ହେଉ। ଏମିତି ସ୍ତ୍ରୀ ମାନେ ପର ଲୋକଙ୍କ କଥାରେ ଆସି ନିଜ ଘରର ବିନାଶ କରିବାକୁ ଲାଗି ଯାଇଥାନ୍ତି। ପରଙ୍କ କଥାରେ ବିଶ୍ୱାସ କରି ପରଙ୍କ କଥାରେ ଆସିକି ସେମାନେ ଶେଷରେ ନିଜର ସଂସାରକୁ ହିଁ ବିନାଶ କରିଦେଇଥାନ୍ତି

ଯେବେ ସେମାନେ ରାଗି ଯାଆନ୍ତି ତ ସାମ୍ନା ବାଲାଙ୍କୁ ସେମାନେ କେବେବି ଛାଡ଼ନ୍ତି ନାହିଁ। ତେଣିକି ସେ ତାର ସ୍ୱାମୀ ହୋଇଥାଉନା କାହିଁକି। ଆଉ କିଛି ମହିଳା ମାନେ ମଧ୍ୟ ଅଛନ୍ତି ଯିଏ ଏମାନଙ୍କର ଠିକ ବିପରୀତ ହୋଇଥାନ୍ତି। ଯେଉଁମାନେ ଅନ୍ୟ କାହାର ଟିକେ ଟିକେ କଥା ଶୁଣି କାନ୍ଦି ପକାଇଥାନ୍ତି। ଏମାନଙ୍କ ଭିତରେ ବହୁତ ସହନଶୀଳତା ଗୁଣ ଲୁଚି ରହିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *