Excuse Me Odisha

ଯାହା କହିବୁ ସତ କହିବୁ

ମଙ୍ଗଳବାର ଦିନ ୨ଟି ଲବଙ୍ଗ ଏହିଠାରେ ଚୁପଚାପ ଫୋପାଡ଼ି ଦିଅନ୍ତୁ,ଦରିଦ୍ରତା ଭୁଲିଯିବ ଘରର ରାସ୍ତା !

ସେୟାର୍ କରନ୍ତୁ

ଯେବେ ଜୀବନରେ ଅଧିକ ସମସ୍ୟା ଆସିଥାଏ ଏମିତି ଲାଗିଥାଏ କି କେହି ବି ସାଥ ଦେଉନାହାନ୍ତି ଧନ ଆସୁନାହିଁ। ରାହୁକୁ ଠିକ କରିବ ଏବଂ ଜୀବନରେ ଯେଉଁ ସମସ୍ୟା ଅଛି ତାହାକୁ ଶେଷ କରିଦେବ। ଆଜି ଆମେ ଆପଣଙ୍କୁ ଲବଙ୍ଗର ପ୍ରୟୋଗ ବିଷୟରେ ଜଣେଇବୁ ଯାହା ମଙ୍ଗଳବାର ଦିନ କରିବେ।

ଏହି ପ୍ରୟୋଗ କୌଣସି ଶନିବାର କିମ୍ବା ମଙ୍ଗଳବାର ଦିନ ମଧ୍ୟ କରିପାରିବେ କିନ୍ତୁ ମଙ୍ଗଳବାର ଦିନ ହେଉଛି ଭଗବାନ ହନୁମାନଙ୍କର ଦିନ ତ ବିଶେଷ ପ୍ରୟୋଗ ଆପଣଙ୍କ ଜୀବନରେ ଯାହା ସଫଳତାର ଦ୍ୱାର ଅଟେ ତାହା ଆପଣଙ୍କ ପାଇଁ ଖୋଲିଦେଵ। ଆପଣଙ୍କ ସମସ୍ୟାକୁ କମ କରିଥାଏ ତ ଆସନ୍ତୁ ଜାଣିବା ଲବଙ୍ଗର ଉପାୟ ବିଷୟରେ।

ଜୀବନରେ କେବେ କେବେ ଏମିତି ହୋଇଥାଏ ଗ୍ରହଙ୍କ ଚଳନ ଏମିତି ହୋଇଥାଏ ଯାହା ଦ୍ୱାରା ଆପଣ ସମସ୍ୟାରେ ଘେରି ଯାଇଥାନ୍ତି ଅନେକ ଥର ଶନିଦେବ ବି କ୍ରୋଧିତ ହୋଇଯାନ୍ତି ଅନେକ ଥର ରାହୁ କେତୁଙ୍କ ସମସ୍ୟା ଏତେ ଚିନ୍ତିତ କରିଥାଏ ଯାହା ଦ୍ୱାରା ଆପଣ ନଷ୍ଟ ହୋଇଯାନ୍ତି ଏବଂ କେବେ କେବେ ଆପଣଙ୍କ ପଡୋଶୀ ହିଁ ଶତ୍ରୁ ହୋଇଯାନ୍ତି।

ସନାନ୍ତନ ଧର୍ମରେ ଲବଙ୍ଗକୁ ବହୁତ ପବିତ୍ର ମାନାଯାଏ ପୂଜାପାଠରେ ବି ବ୍ୟବହାର କରାଯାଏ। ଲବଙ୍ଗର ବ୍ୟବହାର ଖାଦ୍ୟରେ କଲେ ସ୍ୱାଦ ବଢିବା ସହିତ ସ୍ୱାସ୍ଥ୍ୟ ଭଲ ରହିଥାଏ। ଲବଙ୍ଗର ବ୍ୟବହାର ପୂଜାରେ କରିବା ସହିତ ତାନ୍ତ୍ରିକ କ୍ରିୟାରେ ବି କରାଯାଇଥାଏ। ଯଦି ଆପଣ ନିଜର ସ୍ୱପ୍ନକୁ ପୁରା କରିବାକୁ ଚାହାନ୍ତି ତେବେ ଲବଙ୍ଗର ଏକ ଛୋଟ ପ୍ରୟୋଗ ଆପଣଙ୍କ ସମସ୍ତ ସ୍ୱପ୍ନକୁ ପୁରା କରିବ। ତେବେ ଆସନ୍ତୁ ଜାଣିବା।

ଯଦି ଆପଣଙ୍କୁ ଲାଗୁଛି ରାହୁ କେତୁଙ୍କ କାରଣରୁ ଜୀବନରେ ଅଧିକ ସମସ୍ୟା ଅଛି ରାହୁ କେତୁ ଆପଣଙ୍କ ଜୀବନରେ ହଇଚଇ ମଚେଇ ଦେଇଛନ୍ତି ତେବେ ଛୋଟ ପ୍ରୟୋଗ କରନ୍ତୁ। କୌଣସି ବି ମଙ୍ଗଳବାର ଦିନ ଏହି ପ୍ରୟୋଗ କରନ୍ତୁ। ଅନେକ ଥର ଏମିତି ହୋଇଥାଏ ନିଜ ଲୋକବି ଶତ୍ରୁତା ବାହାର କରିଥାନ୍ତି ଅନେକ ଥର ପଡୋଶୀ ହୋଇଥାନ୍ତି ଆପଣଙ୍କ ବ୍ୟବସାୟ ସ୍ଥଳରେ ଶତ୍ରୁ ବଢିଯାଇଛନ୍ତି ଆପଣ ଯେଉଁଠି ଅଛନ୍ତି ସେଠାରେ ଶତ୍ରୁ ଅଛନ୍ତି ଆପଣ ଚାହୁଁଛନ୍ତି ଯେ ଶତ୍ରୁ ଆପଣଙ୍କ ସହିତ ଶତ୍ରୁତା ନରଖନ୍ତୁ। ଆପଣଙ୍କ ବିରୋଧରେ କିଛି ବି ନକରନ୍ତୁ ତ ଏହି ପ୍ରୟୋଗ କରନ୍ତୁ। କୌଣସି ବି ଶନିବାର ଦିନ ଏହି ପ୍ରୟୋଗ କରନ୍ତୁ।

ପ୍ରୟୋଗ ଏମିତି ଜାଗାରେ କରିବେ ଯେଉଁଠି ଖୋଲା ଖୋଲା ହୋଇଥିବ ଛାତ ଉପରେ ହେଉ କିମ୍ବା ବାଲକୁନିରେ ହେଉ । ଧ୍ୟାନ ଦେବେ ଯେମିତି ଏହି ପ୍ରୟୋଗ କରିବା ସମୟରେ ଆପଣଙ୍କୁ କେହି ଡାକିବେ ନାହିଁ ଚୁପଚାପ କରିବେ। ଶାନ୍ତ ମନରେ ୭ ଟି ଭଲ ଲବଙ୍ଗ ନେବେ ଏବଂ ଏହାକୁ ନେଇ ଖୋଲା ସ୍ଥାନକୁ ଚାଲିଯାନ୍ତୁ। ବାମ ହାତରେ ଲବଙ୍ଗକୁ ରଖନ୍ତୁ। ଯିଏ ଆପଣଙ୍କର ବଡ଼ ଶତ୍ରୁ ଅଛନ୍ତି ତାଙ୍କର ନାମ ନେବେ ଆଉ ୨୧ ଥର ଶତ୍ରୁର ନାମ ନେଇ କହିବେ ଭୁକ ମାର। ଏମିତି କରିବା ପରେ ସେହି ଲବଙ୍ଗ ଗୁଡିକୁ ଗାଈର ଶୁଖିଲା ଗୋବରରେ ଜଳେଇ ପାରିବେ। ପର ଦିନ ସକାଳେ ଏହା ଥଣ୍ଡା ହେବା ପରେ ଏହାକୁ ନେଇ କୌଣସି ମାଟିରେ ପୋତି ଦିଅନ୍ତୁ। ଏହି ପ୍ରୟୋଗ ଲଗାତାର ୩ଟି ମଙ୍ଗଳବାର କିମ୍ବା ୩ଟି ଶନିବାର କରିବେ।

ଯଦି ଆପଣଙ୍କୁ କୌଣସି କାମରେ ଅସଫଳତା ମିଳୁଛି ଆପଣଙ୍କର କାମ ପୁରଣ ହୋଇପାରୁନାହିଁ ଚାକିରୀ ରୋଜଗାରରେ ଉନ୍ନତି ହୋଇପାରିନାହିଁ ତ କୌଣସି ବି ମଙ୍ଗଳବାର ଦିନ ଆପଣ ଏକ ହଳଦିଆ ରଙ୍ଗର ଲେମ୍ବୁ ନିଅନ୍ତୁ ଏବଂ ୪ ଟି ଲବଙ୍ଗ ନେଇ ହନୁମାନଙ୍କ ମନ୍ଦିରକୁ ଯାଇ ଭଗବାନ ହନୁମାନଙ୍କ ସାମ୍ନାରେ ବସିଯାନ୍ତୁ ହନୁମାନ ଚାଳିସାର ପାଠ କରନ୍ତୁ ପାଠ କରିବା ସମୟରେ ଲେମ୍ବରେ ୪ଟି ଲବଙ୍ଗକୁ ୪ ଦିଗରେ ଲଗେଇ ଦିଅନ୍ତୁ ଏବଂ ଏହାକୁ ଭଗବାନ ହନୁମାନଙ୍କ ଚରଣରେ ରଖି ପ୍ରଣାମ କରନ୍ତୁ ଏବଂ ନିଜ ପକେଟରେ ତାହାକୁ ରଖି ସେଠାରୁ ଚାଲିଯାଆନ୍ତୁ। ଯେଉଁ କାର୍ଯ୍ୟ ପାଇଁ ଆପଣ ଯିବେ ସେଥିରେ ସଫଳତା ମିଳିବ ଏବଂ ପରେ ହନୁମାନ ମନ୍ଦିରକୁ ଯାଇ ଏହି ଲେମ୍ବୁକୁ ନେଇ ରଖିଦେବେ କିମ୍ଵା କୌଣସି ମାଟିରେ ପୋତି ଦେବେ ନଚେତ ପ୍ରବାହିତ ଜଳେଇ ଭସେଇ ଦେବେ। ଏହି ପ୍ରୟୋଗ ଆପଣଙ୍କର ସମସ୍ତ ସମସ୍ୟା ବାଧା ବିଘ୍ନକୁ ଦୂର କରିଦେବ।

ଅନେକ ଥର ହଠାତ ଘରେ ଲୋକମାନେ ରୋଗରେ ପଡିଯାନ୍ତି ଘରେ ଝଗଡା ହୋଇଥାଏ ଖୁସି ଘରୁ ଚାଲିଯାଏ ତ ଆପଣ ରାତିରେ ଶୋଇବା ପୂର୍ବରୁ ନିଜ ହାତରେ ୨ଟି ଲବଙ୍ଗ ନେଇ ମୁଣ୍ଡ ଉପରେ ୩ ଥର ବୁଲାଇ ଦିଅନ୍ତୁ ଏବଂ ଘରର ମୁଖ୍ୟ ଦ୍ୱାରରେ ବାହାରି ଉତ୍ତର ଦିଗକୁ ଏହାକୁ ଫୋପାଡ଼ି ଦିଅନ୍ତୁ ସମସ୍ୟାରୁ ମୁକ୍ତି ମିଳିଯିବ।

ଶତ୍ରୁଙ୍କ ଠାରୁ ମୁକ୍ତି ପାଇବା ପାଇଁ ଏହି ପ୍ରୟୋଗ କୌଣସି ଶନିବାର ଦିନ କରିବେ ଶତ୍ରୁଙ୍କ ଠାରୁ ମୁକ୍ତି ମିଳିଯିବ। ଆପଣଙ୍କ ଘରେ ପ୍ରତିଦିନ ଦୀପ ଜଳାଉଥିବେ ପୂଜାପାଠ କରୁଥିବେ କିନ୍ତୁ ଗୋଟେ ନିୟମ ବନେଇ ନିଅନ୍ତୁ ପ୍ରତ୍ୟକ ଶନିବାର ଦିନ ଏକ ଛୋଟ ପ୍ରୟୋଗ କରନ୍ତୁ ଜୀବନରେ କଷ୍ଟ ଦୂର ହୋଇଯିବ। ଯଦି ଘରର ଆଖପାଖରେ ହନୁମାନ ମନ୍ଦିର ଅଛି ତେବେ ସୋରିଷ ତେଲର ଦୀପ ନେଇ ହନୁମାନ ମନ୍ଦିରକୁ ଯାଆନ୍ତୁ ସେଥିରେ ୨ ଟି ଲବଙ୍ଗ ପକେଇ ଜଳେଇ ଦିଅନ୍ତୁ।

ତାଙ୍କର ଆଳତୀ କରନ୍ତୁ ଏବଂ ତାଙ୍କୁ ପ୍ରଣାମ କରନ୍ତୁ ପ୍ରତ୍ୟକ କଷ୍ଟରୁ ପ୍ରତ୍ୟକ ବାଧାରୁ ମୁକ୍ତି ମିଳିଯିବ। କିନ୍ତୁ ସନ୍ଧ୍ୟା ସମୟରେ ଯେତେବେଳେ ଦୀପ ଜଳେଇବେ ଘିଅରେ ହେଉ କିମ୍ବା ତେଲରେ ହେଉ ସେହି ଦୀପରେ ୨ ଟି ଲବଙ୍ଗ ପକେଇ ପୁରା ଘର ସାରା ବୁଲାଇ ଦିଅନ୍ତୁ। ଯଦି ଆପଣଙ୍କୁ ଲାଗେ କି ଆପଣଙ୍କ ଘରେ ନକରାତ୍ମକ ଉର୍ଜା ବଢିଯାଇଛି ତେବେ ଦୀପରେ ଲବଙ୍ଗ ଏବଂ କର୍ପୁର ସହିତ ଏକ ଚୁଟକି ହଳଦିଆ ରଙ୍ଗର ସୋରିଷ ପକେଇ ଜଳେଇ ପୁରା ଘର ସାରା ବୁଲାଇ ଦିଅନ୍ତୁ। ଯେତେବେଳେ ଏହା ଥଣ୍ଡା ହୋଇଯିବ ତ ଏଥିରେ ପାଣିର ପକେଇ ହାଲକା ଛିଞ୍ଚନ କରି ମୁଖ୍ୟ ଦ୍ୱାରରେ ପକେଇ ଦେବେ ଏବଂ ଆଉ ଯାହା ବଞ୍ଚି ଥିବ ମାଟିରେ ପୋତି ଦେବେ।

ଶତ୍ରୁ ଅଧିକ ବଢ଼ିଗଲେ କୌଣସି ଶନିବାର କିମ୍ବା ବୁଧବାର ଦିନ ଠାରୁ ଏହି ପ୍ରୟୋଗ କରିବା ଆରମ୍ଭ କରିଦେବେ। ୨ ଟି ଲବଙ୍ଗ ନେଇ ମା ଦୁର୍ଗାଙ୍କୁ ପ୍ରତିଦିନ ଅର୍ପଣ କରନ୍ତୁ। ଆଜି ଯଦି ୨ ଟି ଲବଙ୍ଗ ଅର୍ପଣ କରିଛନ୍ତି ତ ତାକୁ ପର ଦିନ ଉଠାଇ ନେବେ ଏବଂ ଆଉ ଥରେ ପର ଦିନ ୨ ଟି ଲବଙ୍ଗ ଅର୍ପଣ କରିଦେବେ ଏବଂ ଯେଉଁ ଲବଙ୍ଗ ଆପଣ ଉଠାଇଥିବେ ତାକୁ ଯେବେ ଘରୁ ବାହାରକୁ ବାହାରିବେ ତ ଗୋଟେ ଲବଙ୍ଗକୁ ନିଜ ମୁହଁରେ ନେବେ ଆଉ ଗୋଟେ ଲବଙ୍ଗ ନିଜ ପାଖରେ ରଖି ନେବେ ପରେ ତାକୁ ବି ଖାଇ ଦେବେ ଅର୍ଥାତ ୨ଟି ଯାକ ଲବଙ୍ଗକୁ ଖାଇ ନେବେ। ଏହି ପ୍ରୟୋଗକୁ ନିୟମିତ କରନ୍ତୁ। କୌଣସି ବି ଶତ୍ରୁ ଆପଣଙ୍କର କୌଣସି କ୍ଷତି କରିପାରିବ ନାହିଁ। ଏହି ପ୍ରୟୋଗ କଲେ ଆପଣଙ୍କ ଭାଗ୍ୟ ଚମକି ଉଠିଥାଏ

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *