Excuse Me Odisha

ଯାହା କହିବୁ ସତ କହିବୁ

ଏହି ଗଛର କାଠରେ ନିର୍ମିତ କବାଟ ବଡ ଅମଙ୍ଗଳକାରୀ ହୋଇଥାଏ ! ଘରକୁ ଦରିଦ୍ରତା ନେଇକି ଆସିଥାଏ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ଗଛର କାଠରେ ନିର୍ମିତ କବାଟ ଅମଙ୍ଗଳକାରୀ ହୋଇଥାଏ।

ମାନବ ଜୀବନରେ ବାସ୍ତୁଶାସ୍ତ୍ରର ବହୁତ ନିୟମ ଅଛି ଏହାର ନିର୍ମାଣ ଦେବ ଶିଳ୍ପୀ ବିଶ୍ଵକର୍ମା କରିଛନ୍ତି। ଏହି ଶାସ୍ତ୍ର ଏତେ ବିଶାଳ ଏବଂ ବିସ୍ତୃତ ଅଟେ କି ଏହି ସଂସାରର କୌଣସି ବି ମନୁଷ୍ୟ ଏହାକୁ ଜୀବନ କାଳ ଭିତରେ ଆପଣେଇ ପାରିବ ନାହିଁ। ଏଥିରେ ସୂକ୍ଷ୍ମରୁ ସୂକ୍ଷ୍ମ ଜିନିଷ ଉପରେ ଧ୍ୟାନ ଦିଆଯାଇଛି। ମନୁଷ୍ୟ କିଛି ସାଧାର ମିୟମର ପାଳନ କରି ନିଜ ଜୀବନରେ ଶୁଭ ପରିଣାମ ପ୍ରାପ୍ତ କରିପାରିବ। ବାସ୍ତୁଶାସ୍ତ୍ର ଅନୁସାରେ ଘର ନିର୍ମାଣ କରିବା ସମୟରେ ସର୍ବପ୍ରଥମେ ଭୂଖଣ୍ଡର ସ୍ଥିତି ଉପରେ ବିଚାର କରାଯାଏ ତଥା ତାହା ପରେ ସବୁଠାରୁ ମହତ୍ୱପୂର୍ଣ୍ଣ ହୋଇଥାଏ

ଘରର ମୁଖ୍ୟ ଦ୍ୱାର କେଉଁ ଦିଗକୁ ବନେଇବା ଉଚିତ ଅଲଗା ଦିଗ କାରଣରୁ ଉତ୍ପନ ହେବାକୁ ଥିବା ବାସ୍ତୁଦୋଷ ଏବଂ ସେହି ବାସ୍ତୁଦୋଷକୁ ଶେଷ କରିବାକୁ ବିଭିନ୍ନ ଉପାୟ ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ଅଛି।ଯଦି ମୁଖ୍ୟ ଦ୍ଵାରର ନିର୍ମାଣ ଠିକ ଢଙ୍ଗରେ କରାଯାଏ ତେବେ ଘରର ମୁରବୀଙ୍କୁ ସମସ୍ତ କ୍ଷେତ୍ରରେ ସଫଳତା ମିଳିଥାଏ। ଏହାର ବିପରୀତ ଯଦି ଘରର ମୁଖ୍ୟ ଦ୍ୱାର ଭୁଲ ଜାଗାରେ ହୁଏ ତେବେ ଅଚାନକ ଗମ୍ଭୀର ଦୁଃଖ ଏବଂ ଦୁର୍ଘଟଣା ହୋଇପାରେ। ବାସ୍ତୁ ବିଜ୍ଞାନ ଅନୁସାରେ ଘରର ଦ୍ୱାର କାଠରେ ନିର୍ମିତ ହେବା ଉଚିତ।

କାଠରେ ନିର୍ମିତ ପବେଶ ଦ୍ୱାର ହିଁ ଅଧିକ ଶୁଭଦାୟକ ହୋଇଥାଏ କିନ୍ତୁ ସେଥିରେ ଉପଯୋଗ କରାଯାଇଥିବା କାଠ କେଉଁ ଗଛରେ ହେବା ଉଚିତ ଏହା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହୋଇଥାଏ। ବାସ୍ତୁ ବିଜ୍ଞାନରେ ଏମିତି ଗଛର ବର୍ଣ୍ଣନା କରାଯାଇଛି ଯଦି ଏହି ଗଛର କାଠରେ ଘରର ମୁଖ୍ୟ ଦ୍ୱାର ନିର୍ମାଣ କରାଯାଏ ତ ଘରର ମୁରବୀଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିଥାଏ। ଘରର ସୁଖ ଶାନ୍ତି ବନି ରହିଥାଏ। ତେବେ ଆସନ୍ତୁ ଜାଣିନେବା ବାସ୍ତୁ ଅନୁସାରେ ଘରର ମୁଖ୍ୟ ଦ୍ୱାର କେମିତି ହେବା ଉଚିତ ଏବଂ ମୁଖ୍ୟ ଦ୍ୱାରା ପାଇଁ କେଉଁ କାଠ ଉତମ ହୋଇଥାଏ ଏବଂ କେଉଁଟା ନୁହେଁ।

ବାସ୍ତୁ ବିଜ୍ଞାନ ଅନୁସାରେ ଘରର ମୁଖ୍ୟ ପ୍ରବେଶ ଦ୍ୱାର ଘରର ଅନ୍ୟ ଦ୍ୱାର ଅପେକ୍ଷା ଆକାରରେ ବଡ଼ ଏବଂ ସୁନ୍ଦର ହେବା ଉଚିତ। ଏହା ଚେଷ୍ଟା କରିବାକୁ ହେବ ଯେ ମୁଖ୍ୟ ଦ୍ୱାର ଦୁଇଟି କବାଟ ହେବା ଉଚିତ। ଖୋଲିବା କିମ୍ବା ବନ୍ଦ କରିବା ସମୟରେ ଦୁଇଟି ହାତ ଲଗେଇବା ଉଚିତ।

ମୁଖ୍ୟ ଦ୍ୱାରରେ ଏରୁଣ୍ଡି ବନ୍ଧ ହେବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ। ଏହା ଘରର ମାନ ସମ୍ମାନର ରକ୍ଷା କରିଥାଏ। ଏହା ମନୁଷ୍ୟକୁ ମର୍ଯ୍ୟାଦାର ସହକାରେ ରହିବାକୁ ପ୍ରେରିତ କରିଥାଏ। ମୁଖ୍ୟ ଦ୍ୱାରରେ ଏରୁଣ୍ଡି ବନ୍ଧ କରି ସେଥିରେ ଶୁଭ ଚିହ୍ନ କରିଲେ କୌଣସି ଖରାପ ଶକ୍ତି ଘର ଭିତରକୁ ପ୍ରବେଶ କରିପାରେ ନାହିଁ। ଘରର ଏରୁଣ୍ଡି ବନ୍ଧ ୨ ରୁ ୫ ଇଛ ଉଚ୍ଚତା ହେବା ଉଚିତ।

ଘରର ମୁଖ୍ୟ ଦ୍ୱାର ପୂର୍ଣ ଭାବରେ ଖୋଲା ଏବଂ ବନ୍ଦ ହେବା ଉଚିତ। ବନ୍ଦ ହେବା ପରେ ଯେମିତି କିଛି ଦେଖାଯିବ ନାହିଁ।

ମୁଖ୍ୟ ଦ୍ୱାରରେ ଆମ୍ବ ପତ୍ରର ତରଣ ନିଶ୍ଚୟ ଲଗେଇବା ଉଚିତ। ମୁଖ୍ୟ ଦ୍ୱାରରେ ଅନ୍ୟ ଶୁଭ ଚିହ୍ନ ବି ଲଗେଇବା ଉଚିତ। ଯେମିତିକି ଶୁଭ ଲାଭ ସ୍ବାସ୍ତିକ ଓଁର ଆକୃତି ବନେଇବେ।

ମୁଖ୍ୟ ଦ୍ୱାର ସାମ୍ନାରେ କୌଣସି ଗଛ ଖମ୍ବ ପାଣି ଟାଙ୍କି ରହିବା ଉଚିତ ନୁହେଁ। ଯାହା ମାର୍ଗରେ ବାଧା ସୃଷ୍ଟି କରୁଥିବ ଅଥବା ଯାହାର ଛାୟା ପ୍ରବେଶ ଦ୍ୱାରରେ ପଡୁଥିବ ଏହାକୁ ବାସ୍ତୁଶାସ୍ତ୍ରରେ ଦ୍ୱାର ଭେଦ କୁହାଯାଏ। ଏହା ଦ୍ବାରା ମନୁଷ୍ୟଙ୍କୁ ଧନର ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ।

ଘରେ ଯଦି ବାଦ ବିବାଦ କ୍ଳେଶର ମାହଲ ଅଛି ତେବେ ଘରର ମୁଖ୍ୟ ଦ୍ୱାର ସାମ୍ନାରେ ପ୍ରତିଦିନ ଜଳର ଛିଞ୍ଚନ କରନ୍ତୁ ଏବଂ ସୁନ୍ଦର ରଙ୍ଗଲି ବନାନ୍ତୁ। ଏହା ଦ୍ବାରା ମନ ପ୍ରସନ୍ନ ରହିବ।

ଘରର କବାଟ ଖୋଲିବା କିମ୍ବା ବନ୍ଦ କରିବା ସମୟରେ ଯଦି କବାଟରୁ ଆବାଜ ଆସେ ତ ବାସ୍ତୁଦୋଷ ମାନାଯାଏ। ଏହା ଘରର କ୍ଳେଶ ଆଦି ବି ହୋଇଥାଏ। ଏଥିପାଇଁ ଏମିତି ଦ୍ଵାରକୁ ଠିକ କରିନେବା ଉଚିତ।

ମୁଖ୍ୟ ଦ୍ୱାର କେବେବି ବାହାର ଆଡ଼କୁ ଖୋଲିବା ଉଚିତ ନୁହେଁ। ଯଦି ଏମିତି ହେଉଛି ତ ଘରକୁ ସଙ୍କଟ ଆସିଥାଏ।

ଘରର ମୁଖ୍ୟ ଦ୍ୱାରରେ ଶ୍ରୀସମ ରୋହନି ଶକ ଶ୍ରୀପର୍ଣ୍ଣ ଚନ୍ଦନ ସହଲ ଅଶୋକ ମହୁଆ ସର୍ଜ ନିମ ପତଙ୍ଗ ଅର୍ଜୁନ ଲୌଧ ଖେର ସହଲାସିନ୍ଦୁକ ବିଜୟାସର ନାଗକେଶର ଏହି କାଠରେ ତିଆରି କଲେ ସର୍ବତମ ମାନାଯାଏ। ଯଦି ପୂର୍ବ ପଶ୍ଚିମ ଦିଗରେ କବାଟ ଥାଏ ତ ଚନ୍ଦନର କାଠରେ ହେଲେ ଗୃହ ସ୍ୱାମୀଙ୍କୁ ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଥାଏ।

ଘରର ମୁଖ୍ୟ ଦ୍ୱାର କେବେବି ଏହି କାଠରେ ହେବା ଉଚିତ ନୁହେଁ।

ବର ଗଛ ଅସ୍ତ ଗଛ ପାକଡ଼ କଣ୍ଟକ ବାହାଡ଼ା ଇତ୍ୟାଦି ଗଛରେ ନିର୍ମାଣ ମୁଖ୍ୟ ଦ୍ୱାର ଅଶୁଭ ପରିଣାମ ଦେଇଥାଏ। ଏହା ସହିତ ଶୁଖି ଯାଇଥିବା ଏବଂ ଜଳି ଯାଇଥିବା ଗଛର କାଠରେ ମୁଖ୍ୟ ଦ୍ୱାର ବନେଇବା ଉଚିତ ନୁହେଁ। ଏମିତି କଲେ ଘରର ସର୍ବନାଶ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *