Excuse Me Odisha

ଯାହା କହିବୁ ସତ କହିବୁ

ଜୁନ ମାସରେ ଏହି ୫ଟି ରାଶିର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି ! ଦେଖନ୍ତୁ ସେଥିରେ ଆପଣଙ୍କ ରାଶି ନାହିଁ ତ ?

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ହିନ୍ଦୁଧର୍ମ ଅନୁସାରେ ଗ୍ରହ ଓ ନକ୍ଷତ୍ର ମାନଙ୍କର ଚଳନରେ ପରିବର୍ତ୍ତନ ଯୋଗୁଁ ଏହାର ଶୁଭ ଓ ଅଶୁଭ ପ୍ରଭାବ ରାଶିଚକ୍ରରେ ଥିବା ୧୨ ଗୋଟି ରାଶିର ଲୋକଙ୍କ ଉପରେ ପଡ଼ିଥାଏ। ଆଜି ଆମେ ଆପଣ ମାନଙ୍କୁ କିଛି ବିଶେଷ ଭାଗ୍ୟଶାଳୀ ରାଶି ଗୁଡ଼ିକ ବିଷୟରେ କହିବାକୁ ଯାଉଛୁ, ଯେଉଁ ରାଶିର ଲୋକଙ୍କ ଭାଗ୍ୟ ଏହି ଜୁନ ମାସରେ ବଦଳିବାକୁ ଯାଉଛି। ଏହି ରାଶିର ଲୋକଙ୍କ ଭାଗ୍ୟ ବଦଳିବା ଦ୍ୱାରା ଏମାନେ ନିଜ ଜୀବନରେ ସବୁ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ତେବେ ଏହି ଜୁନ ମାସରେ କିଛି ବିଶେଷ ରାଶିର ଲୋକଙ୍କ ଜୀବନ ବଦଳିବାକୁ ଯାଉଛି। ଏହି ଜୁନ ମାସ ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ସୁଖମୟ ସାବ୍ୟସ୍ତ ହେବ। ଏମାନେ ନିଜ ଜୀବନରେ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ସଫଳତା ହାସଲ କରିବେ। ପରିବାର ଲୋକଙ୍କ ମଧ୍ୟରେ ଉତ୍ତମ ତାଳମେଳ ରହିବା ସହ ଘରେ ଖୁସିର ବାତାବରଣ ଲାଗି ରହିବ।ଏହି ରାଶିର ଲୋକଙ୍କର ସାହସ ଓ ପରାକ୍ରମରେ ବୃଦ୍ଧି ହେବ। ଯାହାଫଳରେ ଏମାନେ କାର୍ଯ୍ୟକ୍ଷେତ୍ରରେ ଉନ୍ନତି କରିବେ।

କୌଣସି ନୂଆ ଯାନ ବାହନ କିଣିବାର ଯୋଗ ରହିଛି । ଆକସ୍ମିକ ଭାବରେ ଆପଣଙ୍କୁ ଧନଲାଭ ହେବାର ସମ୍ଭାବନା ରହିଛି।ସନ୍ତାନଙ୍କ ତରଫରୁ ଶୁଭ ସମାଚାର ଶୁଣିବାକୁ ମିଳିପାରେ। ଆପଣଙ୍କର ସବୁ ଦୁଃଖ ଓ ସଙ୍କଟ ଦୂର ହୋଇଯିବ। ସମାଜରେ ଆପଣ ନିଜର ଏକ ସ୍ବତନ୍ତ୍ର ପ୍ରତିଷ୍ଠା ସ୍ଥାପନ କରିବେ ଏବଂ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ।

ଶିକ୍ଷକ ମାନେ ନୂଆ ଅବସର ପାଇବାର ସମ୍ଭାବନା ରହିଛି ।କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟ ଦେଖି ପ୍ରସନ୍ନ ହେବେ। ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ରହିବା ସହିତ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ଚାକିରି କ୍ଷେତ୍ରରେ ପଦୋନ୍ନତୀ ମିଳିବାର ଯୋଗ ରହିଛି। ଯେଉଁ ମାନେ ଅଫିସରେ କାର୍ଯ୍ୟରତ ରହିଛନ୍ତି, ସେମାନକୁ ବରିଷ୍ଠ ଅଧିକାରୀ ଓ ସହଯୋଗୀ ମାନଙ୍କର ସମର୍ଥନ ମିଳିବ। ବ୍ୟବସାୟରେ ଲାଭବାନ ହେବେ। ଆପଣ ନିଜ କଠିନ ପରିସ୍ଥିତିରେ ଅନେକ କିଛି ଶିଖିବାକୁ ପାଇବେ। ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସଠିକ ଭାବରେ ସମ୍ପନ୍ନ ହେବ। ଆପଣଙ୍କୁ ଆପଣଙ୍କର କଠିନ ପରିଶ୍ରମର ଉଚିତ ଫଳ ପ୍ରାପ୍ତ ହେବ।

ବିଦେଶରେ ରହୁଥିବା ସନ୍ତାନ ମାନଙ୍କ ପକ୍ଷରୁ ଆପଣଙ୍କୁ କିଛି ଶୁଭ ସମାଚାର ମିଳିପାରେ । ଯାହା ଫଳରେ ଆପଣ ବହୁତ ଖୁସି ହେବେ।ଯଦି ଆପଣ କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତାହେଲେ ଏହି ଜୁନ ମାସ ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ବିଦ୍ୟାର୍ଥୀ ମାନଙ୍କୁ ଏହି ଜୁନ ମାସରେ ଆଶାନୁରୂପ ସଫଳତା ମିଳିବ। ଆମେ ଆପଣଙ୍କୁ ଯେଉଁ ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ କହିବାକୁ ଯାଉଛୁ, ସେହି ରାଶି ଗୁଡିକ ହେଉଛି – ବୃଷ ରାଶି, ମକର ରାଶି, କର୍କଟ ରାଶି, ସିଂହ ରାଶି, କନ୍ୟା ରାଶି।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିପରି ଲାଗିଲା ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କ ସହିତ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ପେଜକୁ ଲାଇକ ଏବଂ ଫଲୋ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *