Excuse Me Odisha

ଯାହା କହିବୁ ସତ କହିବୁ

ମରିଗଲେ ବି ସୂର୍ଯ୍ୟାସ୍ତ ସମୟରେ ଏହି ୫ ଟି କାମ କେବେବି କରନ୍ତୁ ନାହିଁ ! ନହେଲେ ପୁରା ଘର ବର୍ବାଦ ହୋଇଯିବ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମରିଗଲେ ବି ସୂର୍ଯ୍ୟାସ୍ତ ସମୟରେ ଏହି ୫ ଟି କାମ କେବେବି କରିବେ ନାହିଁ।

ବନ୍ଧୁଗଣ ମରିଗଲେ ବି ସୂର୍ଯ୍ୟାସ୍ତ ସମୟରେ ଏହି ୫ ଟି କାମ କେବେବି କରିବେ ନାହିଁ କି ସୂର୍ଯ୍ୟାସ୍ତ ସମୟରେ ଘରର ଏହି ଜିନିଷ କାହାରିକୁ ବି ଦିଅନ୍ତୁ ନାହିଁ। ନଚେତ ଆପଣ ପରେ ବହୁତ ଅନୁତାପ କରିବେ।

ବନ୍ଧୁଗଣ ସୂର୍ଯ୍ୟାସ୍ତ ପରେ କିଛି ଏମିତି କାମ ଅଛି ଯାହାକୁ କେବେବି କରିବା ଉଚିତ ନୁହେଁ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଶୁଭ ଏବଂ ଗରିବୀର ବହୁତ ବଡ଼ କାରଣ ମାନାଯାଇଛି। ଯେଉଁ ଭୁଲକୁ ସମସ୍ତେ ଅଜାଣତରେ କରି ବସନ୍ତି। ତ ଏହି କାମ କରିବା ଠାରୁ ଦୂରେଇ ରୁହନ୍ତୁ। ଏମିତି କଲେ ମା ଲକ୍ଷ୍ମୀ ଶୀଘ୍ର ଆପଣଙ୍କ ଉପରେ ପ୍ରସନ୍ନ ହୋଇଯିବେ ଏବଂ ଆପଣଙ୍କ ଜୀବନରେ ଆର୍ଥିକ ସମସ୍ୟାର ସମାଧାନ ହୋଇଯିବ। ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟାସ୍ତ ସମୟରେ କେଉଁ କାମ କରିବା ଉଚିତ ନୁହେଁ।

ସୂର୍ଯ୍ୟାସ୍ତ ସମୟରେ ପଲଙ୍କରେ ବସିବା ଉଚିତ ନୁହେଁ। ଏହାକୁ ଘରର ମୃତ୍ୟୁର ଶୋକ ମାନାଯାଏ।

ସୂର୍ଯ୍ୟାସ୍ତ ସମୟରେ ଘରେ କାନ୍ଦିବା ଉଚିତ ନୁହେଁ। ଏହାକୁ ବି ମୃତ୍ୟୁର କାରଣ ମାନାଯାଏ।

ସୂର୍ଯ୍ୟାସ୍ତ ସମୟରେ ଦହି କାହାରିକୁ ବି ଦେବା ଉଚିତ ନୁହେଁ। ଏହାକୁ ଶୁକ୍ର ଗ୍ରହଙ୍କ ସହିତ ସମ୍ବଦ୍ଧ ଥାଏ। ଏହାକୁ ସୂର୍ଯ୍ୟାସ୍ତ ସମୟରେ କିମ୍ବା ସୂର୍ଯ୍ୟାସ୍ତ ପରେ କାହାରିକୁ ଦେବା ଦ୍ୱାରା ସମୃଦ୍ଧିର କମି ଆସିଥାଏ।

ସୂର୍ଯ୍ୟାସ୍ତ ସମୟରେ କାହାରିକୁ ବି କୌଣସି ଜିନିଷ ଦେବା ଉଚିତ ନୁହେଁ। ଏମିତି କଲେ ମା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି।

ସୂର୍ଯ୍ୟାସ୍ତ ସମୟରେ କୌଣସି ବ୍ୟକ୍ତି ଘରେ ଶୋଇବା କିମ୍ବା ଭଜନ କରିବା ଉଚିତ ନୁହେଁ। ଏମିତି କଲେ ସ୍ବାସ୍ଥ୍ୟରେ ହାନି ହୋଇଥାଏ ଏହା ସହିତ ଧନର କମି ଆସିଥାଏ। କୁହାଯାଏ ସନ୍ଧ୍ୟା ସମୟରେ ଯେଉଁ ବ୍ୟକ୍ତି ଶୋଇଥାଏ ତାର ଭାଗ୍ୟ ବି ଶୋଇଯାଇଥାଏ।

ସୂର୍ଯ୍ୟାସ୍ତ ସମୟରେ କରଜ ନେବା ଲୋକ ଏବଂ ଦେବା ଲୋକ ଦୁଇ ଜଣ ଯାକ ଦୁଃଖୀ ରହିଥାନ୍ତି। ଏଥିପାଇଁ ସୂର୍ଯ୍ୟାସ୍ତ ସମୟରେ ଟଙ୍କା ଦେବା ନେବା କରନ୍ତୁ ନାହିଁ।

ସୂର୍ଯ୍ୟାସ୍ତ ସମୟରେ ଝାଡୁ ପୋଛା ଲଗାନ୍ତୁ ନାହିଁ। ସୂର୍ଯ୍ୟାସ୍ତ ସମୟରେ ଝାଡୁ ପୋଛା କଲେ ଧନର ହାନି ହୋଇଥାଏ।

ସୂର୍ଯ୍ୟାସ୍ତ ସମୟରେ ନଖ କିମ୍ବା କେଶ କାଟନ୍ତୁ ନାହିଁ। ଏମିତି କଲେ ଜୀବନରେ ନକରାତ୍ମକ ପ୍ରଭାବ ପଡିଥାଏ ଏବଂ ଧନର ଅଭାବ ସହିତ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ।

ସୂର୍ଯ୍ୟାସ୍ତ ସମୟରେ ଗୋଡ଼ ହଲାଇବା ଉଚିତ ନୁହେଁ। ବହୁତ ଅଶୁଭ ମାନାଯାଏ।

ସୂର୍ଯ୍ୟାସ୍ତ ପରେ ତୁଳସୀ ପତ୍ରକୁ ଛୁଇଁବା ଉଚିତ ନୁହେଁ କି ଜଳ ଅର୍ପଣ କରିବା ଉଚିତ ନୁହେଁ।

ସୂର୍ଯ୍ୟାସ୍ତ ପରେ ପୂଜାପାଠ କରିବା ଉଚିତ ବା ଦୀପ ଲଗାଇବା ଉଚିତ।

ସୂର୍ଯ୍ୟାସ୍ତ ପରେ ଯେଉଁଠି ଅନ୍ଧାର ଥାଏ ସେଠାରେ ଅସ୍ଥାୟୀ ରୂପରେ ଭୂତ ପ୍ରେତ ଆତ୍ମା ବାସ କରିଥାନ୍ତି। ଏମିତି କେବେବି ହେବାକୁ ଦିଅନ୍ତୁ ନାହିଁ।

ସୂର୍ଯ୍ୟାସ୍ତ ସମୟରେ ଶାରୀରିକ ସମ୍ବଦ୍ଧ ବନେଇବା ଉଚିତ ନୁହେଁ। ମା ଲକ୍ଷ୍ମୀ ଏମିତି ଘରୁ ସର୍ବଦା ପାଇଁ ଚାଲି ଯାଇଥାନ୍ତି।

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଗୋଟେ ଦୁଇଟି ଚାକୁ ଛୁରୀ ବ୍ୟତୀତ ଅଧିକ ରଖିବା ଉଚିତ ନୁହେଁ। ଏହା ଦ୍ବାରା ନକରାତ୍ମକତା ବଢିଥାଏ ଏବଂ ଘରେ ସର୍ବଦା ଝଗଡା ଲାଗିରହିଥାଏ। ସକାଳ ସମୟରେ ଚାକୁ ଛୁରୀ ଦେଖିବା ଉଚିତ ନୁହେଁ।

ଘରେ କଣ୍ଟା ଜାତୀୟ ଗଛ ଯେମିତିକି ନାଗଫେଣି ଗଛ ଏହାକୁ ବହୁତ ଅଶୁଭ ବୋଲି ମାନାଯାଏ। ଏହା ଘରେ ରହିଲେ ଅକାଳ ମୃତ୍ୟୁର ଭୟ ରହିଥାଏ। ତୁଳସୀ ଗଛ ପାଖରେ ବି କୌଣସି କଣ୍ଟା ଜାତୀୟ ଗଛ ଲଗେଇବା ଉଚିତ ନୁହେଁ।

ମାସିକ ଧର୍ମ ସମୟରେ ଗଛ ଲତାରେ ଜଳ ଅର୍ପଣ କରିଲେ ଘରେ ଗରିବୀର ବାସ ହୋଇଥାଏ। ସେଥିପାଇଁ ମାସିକ ଧର୍ମ ସମୟରେ ଗଛ ଲତାରେ ଜଳ ଅର୍ପଣ କରନ୍ତୁ ନାହିଁ। ଖାସ କରି ତୁଳସୀ ଗଛରେ ଭୁଲରେ ବି ଅର୍ପଣ କରିବେ ନାହିଁ।

ଘରେ ଯଦି ଭଙ୍ଗା ରୁଜା ଇଟା ପଥର ପଡ଼ିଅଛି କିମ୍ବା ଭଙ୍ଗା ପଲଙ୍କ ପଡିଛି ତ ବହୁତ ଅଶୁଭ ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଏହା ଘରେ ରହିଲେ ଘରେ ଝଗଡା ବଢିଥାଏ। ଘରେ ପୁରୁଣା ଭଙ୍ଗା ଜିନିଷ କିମ୍ବା ଭଙ୍ଗା କାଚ ରଖିବା ଉଚିତ ନୁହେଁ। ଭଙ୍ଗା ଆଇନା କିମ୍ବା ଭଙ୍ଗା ଘଡିବି ଘରେ ରହିବା ଅଶୁଭ ହୋଇଥାଏ ତାହାକୁ ତୁରନ୍ତ ଘରୁ ବାହାର କରିଦିଅନ୍ତୁ।

ଘରେ ବୁଢିଆଣି ଜାଲ କହିଥାଏ ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କ ବାସ ହୋଇନଥାଏ। ଏହି ଜାଲ ଥିଲେ ତୁରନ୍ତ ସଫା କରିଦିଅନ୍ତୁ।

ଘରେ ମେହେନ୍ଦୀ ଗଛ ଥିଲେ ତୁରନ୍ତ ତାହାକୁ ଘରୁ ବାହାରେ ଲଗେଇ ଦିଅନ୍ତୁ। ପେଡ଼ାର ଗଛ ବି ଘରେ ରହିବା ଉଚିତ ନୁହେଁ। ବରକୋଳି ଗଛ ବି ଘରେ ଲଗାଇବା ଉଚିତ ନୁହେଁ। ଏଥିରେ ଖରାପ ଶକ୍ତିର ବାସ ହୋଇଥାଏ।

ଯଦି ଘରେ ଅଧିକ ସୁଗନ୍ଧିତ ଫୁଲ ଗଛ ଅଛି ତ ତାହାକୁ ତୁରନ୍ତ ବାହାରେ ଲଗେଇ ଦିଅନ୍ତୁ। ଏହାକୁ ବି ଶୁଭ ମାନାଯାଏ ନାହିଁ। ଏହା ଦ୍ବାରା ନକରାତ୍ମକତାର ପ୍ରଭାବ ଅଧିକ ଥାଏ।

ଅସ୍ତଗଛ ବି ଘରେ ଲଗେଇବା ଉଚିତ ନୁହେଁ। ଏହାକୁ ଶୁଭ ମାନାଯାଏ ନାହିଁ। ଯଦି ଏହି ଗଛ ଘରେ ଜାଗା ଜାଗାରେ ଉଠି ଯାଇଛି ତେବେ ଶୀଘ୍ର ତାହାକୁ ଓପାଡି ଦିଅନ୍ତୁ।

ଘରେ ଶୁଖିଲା ତୁଳସୀ ଗଛବି ରହିବା ଉଚିତ ନୁହେଁ। ଯଦି ତୁଳସୀ ଗଛ ଶୁଖି ଯାଇଛି ତେବେ ତାହାକୁ ପାଣିରେ ପ୍ରବାହିତ କରିଦିଅନ୍ତୁ।

ଘରେ କଦଳୀ ଗଛବି ଅଧିକ ବଡ଼ ଲଗେଇବା ଉଚିତ ନୁହେଁ। ଏମିତି ହେଲେ ଦେବ ଶକ୍ତି କ୍ରୋଧିତ ହୋଇଥାନ୍ତି।

ଘରେ ରାତିରେ ଅଇଁଠା ବାସନ ରହିଲେ ପୁରା ଘରକୁ ଅଭିଶାପ ପକେଇ ଥାନ୍ତି। ଅଭିଶାପ ଯୋଗୁ ପୁରା ଘର କାଙ୍ଗାଳ ହୋଇଯାଏ। ସର୍ବଦା ଘରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗି ରହିଥାଏ। ଏଥିପାଇଁ ରାତିରେ ଶୋଇବା ପୂର୍ବରୁ ଅଇଁଠା ବାସନ ସଫା କରି ଶୁଅନ୍ତୁ। ରୋଷେଇ ଘର ସର୍ବଦା ସଫା ରଖିବା ଉଚିତ।

ସ୍ୱାମୀ ସ୍ତ୍ରୀଙ୍କ ରୁମକୁ କୌଣସି ଅନ୍ୟ ପୁରୁଷ ତଥା ଘରର କୌଣସି ସଦସ୍ୟଙ୍କୁ ବାରମ୍ବାର ଯିବା ଉଚିତ ନୁହେଁ। ଏମିତି ହେଲେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥାଏ। ସ୍ୱାମୀ ସ୍ତ୍ରୀଙ୍କ ରୁମକୁ କେବେବି ଜୂତା ଚପଲ ନେଇ ଯିବା ଉଚିତ ନୁହେଁ।

ଘରର ମନ୍ଦିରରେ ବାସୀ ଫୁଲ ବାହାର କରିଦେବା ଉଚିତ।

ମନ୍ଦିରରେ କେବେବି ଗୋଟିଏ ଭଗବାନଙ୍କର ୨ ଟି ମୂର୍ତି ରଖିବା ଉଚିତ ନୁହେଁ। ଭଗବାନଙ୍କର ମୂର୍ତି କାନ୍ଥକୁ ଆଉଜି କରି ରଖିବା ଉଚିତ ନୁହେଁ।

ସୂର୍ଯ୍ୟାସ୍ତ ସମୟରେ କୌଣସି ବ୍ୟକ୍ତି ଘରେ ଶୋଇବା କିମ୍ବା ଝଗଡା କରିବା କଥା ନୁହେଁ।

ଏହି ସମୟରେ କୌଣସି ବି ଧଳା ଜିନିଷ କିମ୍ବା ଟଙ୍କା ଆଦି କାହାରିକୁ ଦେବା ଉଚିତ ନୁହେଁ।

ସୂର୍ଯ୍ୟାସ୍ତ ସମୟରେ କୌଣସି ବ୍ୟକ୍ତିଙ୍କୁ ଲୁଣ ପିଆଜ ରସୁଣ ଖଟା ଦ୍ରବ୍ୟ ଓ ଛୁଞ୍ଚି କାହାକୁ ଦିଅନ୍ତୁ ନାହିଁ କି କାହା ଠାରୁ ଆଣନ୍ତୁ ନାହିଁ।

ସୂର୍ଯ୍ୟାସ୍ତ ସମୟରେ କୌଣସି ଭିକାରୀଙ୍କୁ ଖାଲି ହାତରେ ଫେରନ୍ତୁ ନାହିଁ। ସାମର୍ଥ୍ୟ ଅନୁସାରେ ଦାନ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *