Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରୀକୃଷ୍ଣଙ୍କର ଉପଦେଶ : ଏହି ୬ ଟି କାମ କଲେ ଘରକୁ ଭୂତ ଆସିଥାନ୍ତି…

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ୬ ଟି କାମ କରିଲେ ଘରକୁ ଭୂତ ଆସିଥାନ୍ତି। ଭଗବାନ ଶ୍ରୀକୃଷ୍ଣଙ୍କର ଉପଦେଶ

ବନ୍ଧୁଗଣ ସମସ୍ୟା କେବେବି କହିକି ଆସେନାହିଁ। ଘରେ ବେଳେବେଳେ ନକରାତ୍ମକତା ଏତେ ବଢିଯାଏ କି ବିଭିନ୍ନ ପ୍ରକାରର ସମସ୍ୟା ଆସିବାକୁ ଲାଗିଥାଏ। କେବେ ପିଲା ରୋଗରେ ପଡ଼ିଯାଏ ତ କେବେ ଘରର ଉନ୍ନତି ସୁଖ ସମୃଦ୍ଧି ଚାଲି ଯାଇଥାଏ। ଏମତିକି ଘରର ରୋଜଗାର କରୁଥିବା ସଦସ୍ୟଙ୍କ ଚାକିରୀ ବି ଚାଲି ଯାଇଥାଏ। ଏମିତି ମାନ୍ୟତା ଅଛି ଯେ ଯେବେ କାହା ଉପରେ ଖରାପ ଶକ୍ତିର ପ୍ରଭାବ ପଡ଼ିଯାଏ ତ ଏମିତି ସମସ୍ୟା ଭୋଗିବାକୁ ପଡିଥାଏ।

ଯେମିତିକି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବା ହଠାତ ଘରେ କାହାର ମୃତ୍ୟୁ ହୋଇଯିବା ଦୁର୍ଘଟଣା ହୋଇଯିବା କୋର୍ଟ କଚେରୀରେ ଆଦି ସାମିଲ ଅଟେ। ଏମିତିକି ଶତ୍ରୁ ବି ବଢିଯାନ୍ତି କିନ୍ତୁ ଗରୁଡ଼ ପୁରାଣ ଅନୁସାରେ ସଂସାରରେ ଭଲ ମନ୍ଦ ଦୁଇଟି ଯାକ ଆମ ଜୀବନରେ ବାସ କରିଥାନ୍ତି କିନ୍ତୁ ଖରାପ ଯେବେ ଆମ ଉପରେ ପ୍ରାଧାନ୍ୟ ଦିଏ ତ ସମସ୍ୟା ବ୍ୟତୀତ ଆମକୁ ଆଉ କିଛି ମିଳିବ ନାହିଁ। ଏହା କାହିଁକି ଆମ ସହିତ ହୋଇଥାଏ କଣ ପାଇଁ ହୋଇଥାଏ ଏହାର ପଛରେ ରହସ୍ୟ କଣ ଅଛି ଆସନ୍ତୁ ଜାଣିବା

ଗରୁଡ଼ ପୁରାଣ ଅନୁସାରେ ଅଇଁଠା ଥାଳିରେ ଅଇଁଠା ଗ୍ଲାସରେ କେବେବି କାହାରିକୁ ପାଣି ପିଇବାକୁ ଦେବା ଉଚିତ ନୁହେଁ। ଏହା ଦ୍ବାରା ନକରାତ୍ମକତା ଆମ ଉପରେ ପ୍ରାଧାନ୍ୟ ଦେଇଥାଏ। ଅନେକ ପ୍ରକାରର ରୋଗ ଆମକୁ ଲାଗିପାରେ। ଏହା ଦ୍ବାରା ଆମର କୁଣ୍ଡଳୀ ତଥା ଆମର ରାହୁ ଦୋଷ ଉତ୍ପନ ହୋଇଯାଏ। ଯେଉଁ କାରଣରୁ ଆମେ କୌଣସି ବି କାମ କରିଥାଉ ତାହା ସଫଳ ହୋଇନଥାଏ ଅଇଁଠା ଥାଳି ବା ଅଇଁଠା ଗ୍ଲାସରେ ପାଣି ପିଇବାକୁ ଦେବା ଦ୍ୱାରା ଶୁଭ ମାନାଯାଏ ନାହିଁ ଯାହା ଦ୍ୱାରା ନକରାତ୍ମକତା ବଢିଯାଏ। ସବୁବେଳେ ଘରେ ଅଇଁଠା ବାସନ ଏବଂ ଗ୍ଲାସ ଧୋଇ ଖାଦ୍ୟ ଖାଇବା ଉଚିତ।

ବେଳେ ବେଳେ ରଖା ହୋଇଥିବା ଜିନିଷ ଏଠି ସେଠି ହୋଇଯାଇ ଥାଏ ଯାହା ଏହା ଚିନ୍ତାର କାରଣ ଅଟେ। ଏଥିରୁ ଏହା ଜଣା ପଡିଥାଏ କି ଘରେ କାହାର ଖରାପ ଶକ୍ତିର ଛାୟା ଅଛି। ହଠାତ ଲାଇଟ ବନ୍ଦ ହେବା କିମ୍ବା ଜଳିବା ଭଲ ମାନାଯାଏ ନାହିଁ। ରାତିର ସମୟରେ ପାଉଁଜିର ଶବ୍ଦକୁ ଭଲ ମାନାଯାଏ ନାହିଁ। ଏଥିରୁ ଏହା ଜଣା ପଡିଥାଏ କି ଘରେ କାହାର ଖରାପ ଶକ୍ତିର ଛାୟା ବାସ କରିଥାଏ। ଏହିସବୁ ସଙ୍କଟରୁ ବଞ୍ଚିବା ପାଇଁ ଆପଣଙ୍କୁ ନିଜ ଘରେ ହନୁମାନ ଚାଳିସାର ପାଠ କରିବା ଉଚିତ। ସବୁ ସମସ୍ୟା ଦୂର ହୋଇଯିବ।

ବାରମ୍ବାର କ୍ଷୀର ପଡିଯିବା କିମ୍ବା ଖରାପ ହେବା କିମ୍ବା ଅଚାନକ କାଚ ଗ୍ଲାସ ବାରମ୍ବାର ଖସି ଭାଙ୍ଗିଯିବା କିମ୍ବା ଘରେ କାହାରି ଦୁର୍ଘଟଣା ହୋଇଯିବା ଘରେ ଲମ୍ବା ସମୟ ପର୍ଯ୍ୟନ୍ତ ରୋଗ ଶେଷ ନହେବା ଘରେ ସଫା କରିବା ପରେ ବି ଗନ୍ଧ ହେବା ତେଲ ପଡିଯିବା ରାତିରେ ଖରାପ ଏବଂ ଭୟାନକ ସ୍ୱପ୍ନ ଆସିବା ବି ଶୁଭ ମାନାଯାଏ ନାହିଁ। ଯଦି ଏହିସବୁ କଥାର ଇଶାରା ମିଳୁଛି ତ ବୁଝିନିଅନ୍ତୁ ଆପଣଙ୍କ ଘରେ ଖରାପ ଶକ୍ତିର ଛାୟା ଅଛି।

ପେଟ ଭରା ଅଛି କିନ୍ତୁ ଆପଣଙ୍କୁ ବାରମ୍ବାର ଭୋକ ଲାଗୁଛି ତ ଏହାର ଅର୍ଥ ଏହା ଅଟେ କି ଆପଣଙ୍କ ଉପରେ କୌଣସି ଖରାପ ଶକ୍ତିର ଛାୟା ଅଛି। କାନ୍ଥ ବାରମ୍ବାର ଖରାପ ହେବା ଦାଗ ପଡିଯିବା ବିନା କାରଣରେ କ୍ରୋଧ ଆସିବା ଏସବୁ ସଂକେତ କହିଥାଏ ଆପଣଙ୍କ ଘରେ କୌଣସି ଖରାପ ଶକ୍ତିର ଛାୟା ଅଛି।

ଘରେ ବୁଢିଆଣି ବସା ହେବା ପାଣି ଟପ ଟପ ପଡିବା କାହାରି ଚିତ୍କାର ଶୁଣା ଯିବା କାଚ ଭାଙ୍ଗିଯିବା ଏବଂ ଧନ ଆସିବା ଏବଂ ଅଚାନକ ଶେଷ ହୋଇଯିବା ଖର୍ଚ୍ଚ ବଢିଯିବା ଏବଂ କରଜ ଶେଷ ନହେବା ଏହିସବୁ ସଂକେତ କହିଥାଏ ଆପଣଙ୍କ ଘରେ ପ୍ରକୃତରେ କୌଣସି ଖରାପ ଶକ୍ତିର ନକରାତ୍ମକତାର ଛାୟା ପଡିଯାଇଛି।

ରାତିରେ ବାରମ୍ବାର ପରିଶ୍ରା ଲାଗିବା କଣ ଆପଣ ଜାଣିଛନ୍ତି ରାତିରେ ୧ ରୁ ୩ ଟା ମଧ୍ୟରେ ଏଠି ସେଠି ପରିଶ୍ରା କରିବା ଉଚିତ ନୁହେଁ। କାରଣ ଏହି ସମୟରେ ନକରାତ୍ମକତା ବ୍ରହ୍ମାଣ୍ଡରେ ଘୁରି ବୁଲିଥାଏ। ଏହି ସମୟରେ ଆପଣଙ୍କ ଉପରେ ହାବି ହୋଇପାରେ। କାରଣ ୧ ରୁ ୩ ଟା ମଧ୍ୟରେ ସମୟକୁ ଖରାପ ସମୟର ମୁହୂର୍ତ୍ତ ମାନାଯାଏ। ଏହି ସମୟରେ ଖରାପ ଶକ୍ତି ସକ୍ରିୟ ହୋଇଯାନ୍ତି।

ଏହି ସମୟରେ ତାନ୍ତ୍ରିକମାନେ ନିଜର ଶକ୍ତି ପ୍ରୟୋଗ କରିଥାନ୍ତି। ସେମାନଙ୍କ ପାଇଁ ଏହା ଶୁଭ ସମୟ ହୋଇଥାଏ କିନ୍ତୁ ଆପଣଙ୍କ ପାଇଁ ଭଲ ନୁହେଁ। ଏଥିପାଇଁ ଭାବି ଚିନ୍ତି ହିଁ ଏଠି ସେଠି ପରିଶ୍ରା କରନ୍ତୁ ନଚେତ ରାତିରେ ପରିଶ୍ରା ଘରେ କରନ୍ତୁ। ବାହାରେ କରିବା ବେଳେ ଦେଖନ୍ତୁ କି ୪ କୋଣ ବା ଛତି ନଥିବ କିମ୍ବା ଗଛ ନଥିବ। ଏମିତି ସ୍ଥାନରେ ପରିଶ୍ରା ଆଦି କରିବା ଉଚିତ ନୁହେଁ। ନଚେତ ଆପଣଙ୍କ ଉପରେ ଖରାପ ଶକ୍ତି ହାବି ହୋଇପାରେ। ଆପଣ ଏମିତି କରନ୍ତୁ ନାହିଁ।

ସୂର୍ଯ୍ୟାସ୍ତ ପରେ କପଡା ଧୁଅନ୍ତୁ ନାହିଁ। ଏହା ଦ୍ବାରା ଘରେ ଖରାପ ଶକ୍ତି ବାସ କରିଥାଏ। ଏମିତି ବ୍ୟକ୍ତି ଇଶ୍ୱରଙ୍କ କୃପାରୁ ବଞ୍ଚିତ ହୋଇଥାଏ। ଶାସ୍ତ୍ର ଅନୁସାରେ ମାନ୍ୟତା ଅଛି ଯେ ସୂର୍ଯ୍ୟାସ୍ତ ପରେ କପଡା ଧୋଇବା ଉଚିତ ନୁହେଁ କିମ୍ବା ଘରର କୌଣସି ବି ଜିନିଷ କାହାରିକୁ ଦେବା ଉଚିତ ନୁହେଁ। ସୂର୍ଯ୍ୟସ୍ତ ସମୟରେ ସମ୍ବଦ୍ଧ ସ୍ଥାପିତ କରିବା ଉଚିତ ନୁହେଁ।

ସୂର୍ଯ୍ୟାସ୍ତ ସମୟରେ ଭଗବାନଙ୍କ ପ୍ରାର୍ଥନା କରିବା ଉଚିତ। ଏହା ଦ୍ବାରା ଖରାପ ଶକ୍ତିର ଛାୟା କେବେବି ଘରେ ବାସ କରେ ନାହିଁ।

ଯଦି ଆପଣଙ୍କ ଘରେ ଅନ୍ୟ କାହାର ଜୋତା ବା ଚପଲ ରହିଯାଇଛି କିମ୍ବା କପଡା ବସ୍ତ୍ର ଆଦି ଆପଣଙ୍କ ଘରେ ରହିଯାଇଛି ତ ତାହାକୁ ତୁରନ୍ତ ଘରୁ ବାହାର କରିଦିଅନ୍ତୁ। ଅନ୍ୟର ଚପଲ କେବେବି ପିନ୍ଧିବା ଉଚିତ ନୁହେଁ। ଅନ୍ୟର ବସ୍ତ୍ର ମଧ୍ୟ ପିନ୍ଧିବା ଉଚିତ ନୁହେଁ। ଏହା ଦ୍ୱାରା ଆମ ଜୀବନରେ ସମସ୍ୟା ଆସିଥାଏ। କୁଣ୍ଡଳୀ ଦୋଷ ଉତ୍ପନ ହୋଇଯାଏ। ରାହୁ ଦୋଷ ଉତ୍ପନ ହୋଇଥାଏ। ଶନିଦେବ ବି ରୁଷ୍ଠ ହୋଇଯାନ୍ତି ଏମିତି ଜିନିଷ ଘରୁ ବାହାର କରିଦିଅନ୍ତୁ ନଚେତ ଫେରାଇ ଦିଅନ୍ତୁ। ନଚେତ ଏହା ଦ୍ବାରା ଭିକାରୀ ହୋଇଯିବେ।

ଘରେ ଅନ୍ୟ ବ୍ୟକ୍ତିର ନଜରଦୋଷ ଉତାରିବା ଉଚିତ ନୁହେଁ। ଅନ୍ୟର ନଖ ନିଜ ଘରେ କାଟିବା ଉଚିତ ନୁହେଁ। ଏହାକୁ ଶୁଭ ମାନାଯାଏ ନାହିଁ। ଆପଣଙ୍କ ସବୁ ମଙ୍ଗଳ କାର୍ଯ୍ୟ ଅମଙ୍ଗଳ ହୋଇପାରେ। ଆପଣଙ୍କ ଘରେ ବା ବଙ୍ଗଳାରେ ଭୁତ ପ୍ରେତର ବାସ ହୋଇଥାଏ। ଏମିତି ଘର ଯେଉଁଠି ବୁଢିଆଣି ବସା ହୋଇଥାଏ ସେହି ଘରେ ଭୁତର ଛାୟା ଥାଏ ବୋଲି ମାନାଯାଏ। ଏମିତି ହେବାକୁ ଦିଅନ୍ତୁ ନାହିଁ। ବୁଢିଆଣି ବସାକୁ ଘରୁ ତୁରନ୍ତ ହଟେଇ ଦିଅନ୍ତୁ।

ସନ୍ଧ୍ୟା ସମୟରେ ମହିଳା ମାନଙ୍କୁ କେଶ ଖୋଲା କରି ରଖିବା ଉଚିତ ନୁହେଁ। ଏହା ଦ୍ବାରା ଦେବ ଶକ୍ତି ନାରାଜ ହୋଇଯାନ୍ତି। ଆଉ ଖରାପ ଶକ୍ତି ସକ୍ରିୟ ହୋଇଯାନ୍ତି।

ଡେରି ରାତି ସମୟରେ ଆଇନା ଦେଖିବା ଉଚିତ ନୁହେଁ। ଏହା ଦ୍ବାରା ବି ଖରାପ ଶକ୍ତି ହାବି ହୋଇଯାନ୍ତି। ଆଉ ଆପଣଙ୍କୁ ତାଙ୍କ ଜାଲରେ ଫସେଇ ନିଅନ୍ତି। ଏମିତି କେବେବି କରନ୍ତୁ ନାହିଁ।

ମାନ୍ୟତା ଅଛି ଯେ ଗର୍ଭବତୀ ମହିଳାଙ୍କୁ ଏକା ବାହାରକୁ ଯିବା ଉଚିତ ନୁହେଁ। ଏହା ଦ୍ବାରା ଆପଣଙ୍କର ହେବାକୁ ଥିବା ସନ୍ତାନର ମୃତ୍ୟୁ ହୋଇପାରେ। କୌଣସି ଖରାପ ଶକ୍ତି ଆପଣଙ୍କ ସନ୍ତାନକୁ କଷ୍ଟ ଦେଇପାରେ। ଏପରି ସ୍ଥିତିରେ ନିଜ ଶରୀରରେ କଳା ସୂତା ଧାରଣ କରିବା ଉଚିତ।

ନକରାତ୍ମକ ଶକ୍ତି ସୁଗନ୍ଧିତ ଜିନିଷ ବହୁତ ପ୍ରିୟ ହୋଇଥାଏ। ସୁଗନ୍ଧିତ ଅତର ଲଗେଇ କୌଣସି ଶୁନ ସାନ ଜାଗାକୁ ଯିବା ଉଚିତ ନୁହେଁ। ସୁଗନ୍ଧିତ ଅତର ଲଗେଇ ଶୋଇବା ଉଚିତ ନୁହେଁ। ଡେରି ରାତିରେ ଶୋଉଥିବା ମହିଳା ଏବଂ ସକାଳେ ଡେରି ପର୍ଯ୍ୟନ୍ତ ଶୋଇ ରହୁଥିବା ମହିଳା ପୁରା ଘରର ସର୍ବନାଶ କରିଥାଏ।

ଯେଉଁ ବ୍ୟକ୍ତିଙ୍କ ନଖ ବଡ଼ ହୋଇଥିବ ଏମିତି ବ୍ୟକ୍ତିଙ୍କ ହାତରୁ ଭଜନ କରିବା ଉଚିତ ନୁହେଁ। ଏମିତି ଲୋକଙ୍କ ହାତରୁ ଭଜନ ଗ୍ରହଣ କରିବା ପାପ ବୋଲି ମାନାଯାଏ। ଏମିତି ଲୋକଙ୍କ ଠାରୁ ସର୍ବଦା ଦୂରେଇ ରହିବା ଉଚିତ। ଏମିତି ଲୋକ ରୋଗକୁ ଉତ୍ପନ କରିଥାନ୍ତି ଏବଂ ଅନେକ ନକରାତ୍ମକ ଉର୍ଜାର ସଂଚାର କରିଥାନ୍ତି।

ଯେଉଁ ଘରେ ପ୍ରେମ ସ୍ନେହ ନଥାଏ ସେହି ଘରେ ସର୍ବଦା ସମସ୍ୟା ସୃଷ୍ଟି ହୋଇଥାଏ।

ଗରୁଡ଼ ପୁରାଣ ଅନୁସାରେ ମହିଳାଙ୍କୁ ପୂଜାପାଠ ନିଶ୍ଚୟ କରିବା ଉଚିତ। ଏହା ଦ୍ବାରା ନର୍କକୁ ଯିବାକୁ ପଡିନଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *