Excuse Me Odisha

ଯାହା କହିବୁ ସତ କହିବୁ

ସାବିତ୍ରୀ ବ୍ରତରେ ମାଙ୍କୁ ଅର୍ପଣ କରନ୍ତୁ ନାହିଁ ଏହି ୩ଟି ଜିନିଷ ! ନହେଲେ ହୋଇପାରେ ସ୍ୱାମୀଙ୍କ ମୃତ୍ୟୁ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ବଟ ସାବିତ୍ରୀ ବ୍ରତରେ ମାଙ୍କୁ ୩ଟି ଜିନିଷ ଅର୍ପଣ କରନ୍ତୁ ନାହିଁ। ସ୍ୱାମୀ ମାରି ଯାଇଥାନ୍ତି

ବନ୍ଧୁଗଣ ବଟ ସାବିତ୍ରୀ ବ୍ରତରେ ୩ ଟି ଭୁଲ କେବେବି କରନ୍ତୁ ନାହିଁ। ଏହି ୩ ଟି ଜିନିଷ ସାବିତ୍ରୀ ମାଙ୍କୁ କେବେବି ଅର୍ପଣ କରନ୍ତୁ ନାହିଁ। ଏହା ସହିତ ବଟ ସାବିତ୍ରୀ ବ୍ରତରେ ଏମିତି କପଡା ଭୁଲରେ ବି ପିନ୍ଧନ୍ତୁ ନାହିଁ ଏହା ଦ୍ବାରା ସ୍ୱାମୀଙ୍କ ମୃତ୍ୟୁ ହୋଇଯାଏ। ଆସନ୍ତୁ ଜାଣିବା ବଟ ସାବିତ୍ରୀ ବ୍ରତର ଶୁଭ ମୁହୂର୍ତ୍ତ।

ବଟ ସାବିତ୍ରୀ ବ୍ରତ ପ୍ରତ୍ୟକ ସୁହାଗିନୀ ମହିଳା ବହୁତ ଧୂମଧାମରେ ପାଳନ କରିଥାନ୍ତି। ଏହା ମାନ୍ୟତା ଅଛି ଯେ ଏହି ବ୍ରତକୁ ରଖିଲେ ସ୍ୱାମୀଙ୍କ ଆୟୁଷ ଲମ୍ବା ହୋଇଥାଏ ତଥା ଲମ୍ବା ଆୟୁଷର ପ୍ରାପ୍ତ ହୋଇଥାଏ। ଅଖଣ୍ଡ ସୌଭାଗ୍ୟବତୀ ଏବଂ ସନ୍ତାନ ସୁଖର କାମନା ସହିତ ମହିଳା ମାନେ ଏହି ବ୍ରତ କରିଥାନ୍ତି। ଶାସ୍ତ୍ର ଅନୁସାରେ ମନ୍ୟତା ଅଛି ଯେ ଯଦି କୌଣସି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଅଧିକ ପ୍ରେମ ବଢ଼ାଇବା ପାଇଁ ଚାହୁଁଛନ୍ତି ତ ବଟ ସାବିତ୍ରୀ ବ୍ରତ ତଥା କରବାଚୌଥ ବ୍ରତ ଆଦି ସମ୍ପୂର୍ଣ୍ଣ ବିଧିର ସହିତ କରିବା ଯୋଗୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଅଧିକ ପ୍ରେମ ବଢିଯାଏ। ଏହା ବ୍ରତ ନୁହେଁ ବରଂ ସ୍ୱାମୀଙ୍କ ପ୍ରତି ଭଲପାଇବା ଲୁଚି ରହିଥାଏ। ଆଜିର ଏହି ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ବଟ ସାବିତ୍ରୀ ବ୍ରତରେ ଏମିତି କେଉଁ ୩ ଟି ଜିନିଷ ଅଛି ଯାହାକୁ ସାବିତ୍ରୀ ମାଙ୍କୁ ଅର୍ପଣ କରିବା ଉଚିତ ନୁହେଁ। ଏମିତି କଲେ ଆପଣଙ୍କ ବ୍ରତ ଭାଙ୍ଗିଯିବ ଆପଣଙ୍କୁ ପାପ ଲାଗିଥାଏ।

ବଟ ସାବିତ୍ରୀ ବ୍ରତ ୩୦ ମଇ ସୋମବାର ଦିନ କରାଯିବ ଏବଂ ଅମାବାସ୍ୟା ତିଥି ଆରମ୍ଭ ହେବ ୩୦ ମଇ ସନ୍ଧ୍ୟା ୨:୫୫ ମିନିଟରେ ଶେଷ ହେବ ୪:୫୯ ମିନିଟରେ। ଏହି ବ୍ରତ ଆପଣଙ୍କୁ ୩୦ ମଇ ସୋମବାର ଦିନ ରଖିବାକୁ ହେବ। ବଟ ସାବିତ୍ରୀ ବ୍ରତରେ ୩ ଟି ଜିନିଷ କେବେବି ଅର୍ପଣ ଅର୍ପଣ କରିବା ଉଚିତ ନୁହେଁ ଘୋର ପାପ ଲାଗିଥାଏ।

ଏହି ବ୍ରତ ସ୍ୱାମୀଙ୍କ ପାଇଁ କରାଯାଏ ତ ଏଥିପାଇଁ ଷୋଳସିଙ୍ଗାର ଅବଶ୍ୟ କରିନିଅନ୍ତୁ।

ବଟ ସାବିତ୍ରୀ ବ୍ରତରେ କଳା କପଡା ଭୁଲରେ ବି ଧାରଣ କରିବେ ନାହିଁ କାରଣ ଏହି ଦିନ ଶନିଜୟନ୍ତୀ ବି ଅଟେ। ଶନି ମହାରାଜଙ୍କୁ କଳା କପଡା ବିଲକୁଲ ବି ପସନ୍ଦ ନୁହେଁ। ଏମିତିରେ ସୁହାଗିନୀ ମହିଳାଙ୍କ ପାଇଁ କଳା କପଡା ଅଶୁଭ ମାନାଯାଏ ଏହା ସହିତ ଏହି ଦିନ ଧଳା କପଡା ବି ଭୁଲରେ ପିନ୍ଧିବେ ନାହିଁ। ଏହି ଦିନ ଆପଣଙ୍କୁ ଲାଲ କପଡା ପିନ୍ଧିବା ଉଚିତ। ଏହା ଦ୍ବାରା ସାବିତ୍ରୀ ମା ପ୍ରସନ୍ନ ହୋଇ ଅଖଣ୍ଡ ସୌଭାଗ୍ୟବତୀର ଆଶୀର୍ବାଦ ଦେଇଥାନ୍ତି।

ଏହି ଦିନ ଯଥା ସମ୍ଭବ ସିଙ୍ଗାର ଆଦିର ଦାନ କରନ୍ତୁ। ଏମିତି କଲେ ସ୍ୱାମୀଙ୍କ ଉପରେ କେବେବି କଷ୍ଟ ଆସିବ ନାହିଁ। ମା ସାବିତ୍ରୀ ପ୍ରସନ୍ନ ହୋଇଥାନ୍ତି କିନ୍ତୁ ମନେରଖନ୍ତୁ ନିଜର ମେକପ ଜିନିଷ ଦାନ କରିବେ ନାହିଁ। କିଣି କରି ଦାନ କରିବେ। ଏମିତି କଲେ ଧନର ବୃଦ୍ଧି ହୋଇଥାଏ

ଵଟ ସାବିତ୍ରୀ ବ୍ରତ ରଖୁଥିବା ମହିଳାଙ୍କୁ ଲୁଣର ସେବନ କରିବା ଉଚିତ ନୁହେଁ।

ଘରେ କୌଣସି ବି ସଦସ୍ୟଙ୍କୁ ମାଛ ମାଂସ ମଦର ସେବନ କରିବା ଉଚିତ ନୁହେଁ। ଏହି ଦିନ ସମ୍ଭଗ କରିବା ଉଚିତ ନୁହେଁ।

ମୁଖରୁ ଖରାପ କଥା ବାହାର କରିବା ଉଚିତ ନୁହେଁ।

ଏହି ଦିନ ବେସି ସମୟ ଶୋଇବା ଉଚିତ ନୁହେଁ। ଘୋର ପାପ ଲାଗିଥାଏ। ଏମିତି କଲେ ସ୍ୱାମୀଙ୍କ ଆୟୁଷ କମ ହୋଇଥାଏ।

ଏହି ଦିନ ଆପଣ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଉଠି ଯାଆନ୍ତୁ। ମା ସାବିତ୍ରୀ ହୋଇଥାନ୍ତି ପ୍ରସନ୍ନ।

ଶାସ୍ତ୍ର ଅନୁସାରେ ବଟ ସାବିତ୍ରୀ ବ୍ରତ ଦିନ ତଥା କରବାଚୌଥ ଦିନ ଆପଣ ସ୍ୱାମୀଙ୍କ ପାଇଁ ଯେଉଁ ବ୍ରତ ରଖିଛନ୍ତି ତ ସେଥିପାଇଁ ନିଜ ମଥାରେ ସିନ୍ଦୁର ଅଳ୍ପ ଟିକେ ଲମ୍ବା ଲଗାନ୍ତୁ। ଏମିତି କଲେ ସ୍ୱାମୀଙ୍କ ଆୟୁଷ ବଢିଥାଏ। ମଥାରେ କମ ସିନ୍ଦୁର ଲଗାଇଲେ ସ୍ୱାମୀଙ୍କ ଆୟୁଷ ବି କମ ହୋଇଥାଏ ତ ସେଥିପାଇଁ ଅଧିକ ସିନ୍ଦୁର ମଥାରେ ଲଗାନ୍ତୁ।

ବଟ ସାବିତ୍ରୀ ବ୍ରତ ଦିନ ଲାଲ ଫୁଲ ଅର୍ପଣ କରିବା ଉଚିତ। ଏମିତି କଲେ ସୁଖ ଶାନ୍ତି ବନି ରହିଥାଏ।

ଏହି ଦିନ ଘରେ ମିଠା ଜିନିଷ ଅବଶ୍ୟ ପ୍ରସ୍ତୁତ କରିବା ଉଚିତ ଏବଂ ଭୋଗ ଲଗାଇବା ଉଚିତ।

ମାମୁଲି ବ୍ରତ ଭାବି ମହିଳାମାନେ ନିଜର କେଶକୁ ଏହି ଦିନ କାଟି ଥାନ୍ତି। ଯାହାକି ଏହା ଦ୍ବାରା ଘୋର ପାପ ଲାଗିଥାଏ। ଏମିତି କଲେ ସ୍ୱାମୀଙ୍କ ମୃତ୍ୟୁ ନିକଟ ଭବିଷ୍ୟତରେ ଶୀଘ୍ର ହୋଇଯାଇଥାଏ। ଏହି ଦିନ ନିଜର କେଶ ନଖ କାଟିବା ଉଚିତ ନୁହେଁ।

ଏହି ଦିନ ଯେଉଁବି ଜିନିଷ ଅର୍ପଣ କରିବେ ଦେଖିନେବେ ସେହି ଜିନିଷ ଖଣ୍ଡିତ ନହୋଇଥିବା ଉଚିତ। କୌଣସି ବି ଜିନିଷ ଭଙ୍ଗା ଫଟା ହୋଇନଥିବା ଦରକାର।

ଧଳା କଳା ଏବଂ ନୀଳ ଚୁଡ଼ି ଏବଂ ଭାଙ୍ଗି ଯାଇଥିବା ଚୁଡ଼ି ଭୁଲରେ ବି ପିନ୍ଧିବା ଉଚିତ ନୁହେଁ। ଘୋର ପାପ ଲାଗିଥାଏ ଏବଂ ବ୍ରତ ଭାଙ୍ଗି ଯାଇଥାଏ।

ଏହି ଦିନ ମଙ୍ଗଳସୁତ୍ର ପିନ୍ଧିବାକୁ ଭୁଲନ୍ତୁ ନାହିଁ ନଚେତ ଆପଣଙ୍କ ବ୍ରତ ପୁରା ମାନାଯାଏ ନାହିଁ।

ଆସନ୍ତୁ ଜାଣିବା ୩ ଜଣ ମହିଳାଙ୍କୁ ଭୁଲରେ ବି ବଟ ସାବିତ୍ରୀ ବ୍ରତ ଭୁଲରେ ବି ରଖିବା ଉଚିତ ନୁହେଁ। ଘୋର ପାପ ଲାଗିଥାଏ ଏବଂ ସ୍ୱାମୀଙ୍କର ମୃତ୍ୟୁ ହୋଇଯାଇଥାଏ।

ବଟ ସାବିତ୍ରୀ ବ୍ରତ ଏମିତି ମହିଳାମାନେ କେବେବି ରଖନ୍ତୁ ନାହିଁ।

ଯଦି ଆପଣଙ୍କ ମନରେ ନିଜ ସ୍ୱାମୀଙ୍କ ଭାବନା ନଆସି କୌଣସି ଅନ୍ୟ ପୁରୁଷଙ୍କ ଭାବନା ଆସେ ତେବେ ଏହା ଆପଣଙ୍କ ଚରିତ୍ର ପାଇଁ ଭଲ ମାନାଯାଏ ନାହିଁ। ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଯାହାର ମନ ପବିତ୍ର ହୋଇଥାଏ ସେହିଁ ଭଲ ଜୀବନସାଥି ହୋଇଥାଏ ଏବଂ ନିଜର ସ୍ୱାମୀଙ୍କୁ ହିଁ ସର୍ବଦା ପ୍ରେମ କରିଥାଏ।

ଗର୍ଭବତୀ ମହିଳା। ବଟ ସାବିତ୍ରୀ ବ୍ରତ ଗର୍ଭବତୀ ମହିଳାମାନଙ୍କ ପାଇଁ ବହୁତ କଠିନ ଭରା ସମୟ ହୋଇଥାଏ। ଏହି ସମୟରେ ବ୍ରତ ରଖିଲେ ଗର୍ଭବତୀ ମହିଳାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ଶାସ୍ତ୍ରରେ ଏହା ଉଲ୍ଲେଖ ନାହିଁ ଯେ ଗର୍ଭବତୀ ମହିଳା ବଟ ସାବିତ୍ରୀ ବ୍ରତ ରଖିବା ଉଚିତ ନୁହେଁ କିନ୍ତୁ ଯଦି ଆପଣଙ୍କ ଶରୀରରେ କମଜୋରି ଆସିଥାଏ ତ ଏହି ବ୍ରତର ପାଳନ ଏମିତି ସମୟରେ କରନ୍ତୁ ନାହିଁ। ଯଦି ଆପଣ ଏହି ସମୟରେ ବ୍ରତ ରଖିବାକୁ ଚାହୁଁଛନ୍ତି ତେବେ ଡାକ୍ତର ପରାମର୍ଶ ନିଶ୍ଚୟ କରନ୍ତୁ।

ଶାସ୍ତ୍ର ଅନୁସାରେ କିଛି ନିୟମ ଏମିତି ଅଛି ଯେଉଁଠି ସ୍ୱାମୀ ସ୍ତ୍ରୀଙ୍କୁ ଏକା ସହିତ ରହିବା ଉଚିତ। ଯେଉଁ ସ୍ୱାମୀ ସ୍ତ୍ରୀ ୭ ଫେରା ନନେଇ ଅର୍ଥାତ ବିବାହ ନକରି ଏକା ସହିତ ରହୁଛନ୍ତି ତ ଏମିତି ମହିଳାଙ୍କୁ ଏହି ବ୍ରତ ରଖିବା ଉଚିତ ନୁହେଁ। ଏମିତି ବ୍ରତ ରଖିଲେ ଏହା ଅଶୁଭ ହେବା ସହିତ କଳଙ୍କିତ ମଧ୍ୟ ହୋଇଯାଇଥାଏ।

ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଯଦି ଅନେକ ଦିନରୁ ଝଗଡା ହେଉଅଛି ଆଉ କଥା ତଲାକ ପର୍ଯ୍ୟନ୍ତ ପହଁଚି ଯାଇଛି ତ ଏମିତି ସମୟରେ ଏହି ବ୍ରତ ରଖିବା ଉଚିତ ନୁହେଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *