Excuse Me Odisha

ଯାହା କହିବୁ ସତ କହିବୁ

ନିଜ ଶଶୁର ଘରେ ଭୁଲରେ ବି କରନ୍ତୁ ନାହିଁ ଏହି ୫ଟି ଭୁଲ ! ଜାଣନ୍ତୁ କଣ କଣ ?

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ନିଜ ଶଶୁର ଘରେ ଏହି ୫ଟି ଭୁଲ କେବେବି କରନ୍ତୁ ନାହିଁ।

ପ୍ରତ୍ୟକ ମହିଳାମାନଙ୍କୁ ନିଜ ଶଶୁର ଘରେ ଏହି ୫ ଟି କଥା କେବେବି ସେୟାର କରିବା ଉଚିତ ନୁହେଁ। ମହିଳାମାନେ ନିଜ ସାଙ୍ଗ ସାଥୀଙ୍କ ସହିତ ତାର ସମସ୍ତ କଥା ସେୟାର କରିଥାନ୍ତି କିନ୍ତୁ ସ୍ୱାମୀଙ୍କ ସହିତ ଏବଂ ଶଶୁର ଘରେ ସମସ୍ତ କଥା ସେୟାର କରିବା ଆପଣଙ୍କୁ କୌଣସି ସମସ୍ୟାରେ ପକାଇପାରେ। ତେବେ ଆସନ୍ତୁ ଜାଣିବା ସେହି କଥା ବିଷୟରେ ଯାହା କାହାରି ସହିତ ବି ସେୟାର କରିବା ଉଚିତ ନୁହେଁ

ଫେମିଲି ପ୍ଲାନିଂ। ନିଜର ପରିବାରକୁ ବଢ଼େଇବାକୁ ଚାହୁଁଛନ୍ତି ଏହାର ନିଷ୍ପତ୍ତି ଆପଣଙ୍କର ସାଙ୍ଗ ନୁହେଁ ଆପଣ ଏବଂ ଆପଣଙ୍କ ସ୍ୱାମୀ କରିବେ। ଏମିତିକି ଆପଣଙ୍କ ପରିବାର ସଦସ୍ୟ ବି ଏହି କଥାର ଅଧିକ ମୁଣ୍ଡ ପୁରାଇବେ। ଭଲ ହେବ ଏହି ବିଷୟରେ ନିଜ ସ୍ୱାମୀଙ୍କ ସହିତ ଖୋଲି କରି କଥା ହୁଅନ୍ତୁ କିନ୍ତୁ ନିଜ ସାଙ୍ଗ ସହିତ ନୁହେଁ ନଚେତ ସେମାନେ ଆପଣଙ୍କର ପରିହାସ କରିପାରନ୍ତି।

ବେଡ଼ରୁମର କଥା। ଆପଣଙ୍କର ବେଡ଼ରୁମର କଥା ନିଜ ପାଖରେ ହିଁ ରଖନ୍ତୁ। ନିଜର ସାଙ୍ଗ ସାଥୀ ମାନଙ୍କ ସହିତ ସେୟାର କରନ୍ତୁ ନାହିଁ। ରୁମ ଭିତରର କଥା ରୁମ ବାହାରକୁ ଆସିବା ପାଇଁ ଦିଅନ୍ତୁ ନାହିଁ। ତାହା ଛୋଟ ମୋଟ ଝଗଡା ମଧ୍ୟ ହୋଇଥାଉନାଁ କାହିଁକି। ନିଜର ବେଡ଼ରୁମରେ କଥା କାହା ସହିତ ସେୟାର କରିବା ଉଚିତ ନୁହେଁ। ଏହା ଦ୍ବାରା ଆପଣ ଅପମାନିତ ହୋଇପାରନ୍ତି।

ସ୍ୱାମୀଙ୍କ ସିକ୍ରେଟ। ନିଜ ସ୍ୱାମୀଙ୍କର ଚାଲି ଚଳନ ବ୍ୟବହାର ବିଷୟକୁ ନେଇ ନିଜ ସାଙ୍ଗ ସାମ୍ନାରେ କାନ୍ଦନ୍ତୁ ନାହିଁ। ଏଥିରେ କିଛି ବଦଳିଯିବ ନାହିଁ। ଯଦି ଆପଣଙ୍କୁ ଲାଗୁଛି କି ଆପଣଙ୍କ ସ୍ୱାମୀଙ୍କ ସହିତ ଆପଣଙ୍କର ସମ୍ବଦ୍ଧ ଭଲ ନାହିଁ ତେବେ ନିଜ ମା ବାପା କିମ୍ବା ଶଶୁର ଘରର ଲୋକଙ୍କ ସହିତ ସେୟାର କରିପାରିବେ।

ଶାଶୁ ଶଶୁରଙ୍କର ନିନ୍ଦା। ଶାଶୁ ଶଶୁରଙ୍କ ସହିତ ଆପଣଙ୍କର ସମ୍ବଦ୍ଧ କେମିତି ଏହି କଥା କାହାକୁ କହିଲେ ଆପଣଙ୍କୁ କଣ ମିଳିବ। ଚେଷ୍ଟା କରନ୍ତୁ ସମସ୍ତଙ୍କ ସାମ୍ନାରେ ତାଙ୍କର ପ୍ରଶଂସା କରିବା ପାଇଁ। ଯେଉଁ ମହିଳାମାନେ ନିଜର ଶାଶୁ ଶଶୁରଙ୍କର ନିନ୍ଦା କରନ୍ତି ସେମାନେ ନିଜର ସମ୍ମାନକୁ ନିଜେ ହରାଇଥାନ୍ତି। ଏଥିପାଇଁ ଏହି ଭୁଲ କରନ୍ତୁ ନାହିଁ।

ଖାଇବା ପିଇବା। ମହିଳା ମାନଙ୍କୁ ନିଜ ଘରର କେଉଁ ଖାଦ୍ୟ ପଦାର୍ଥ ପ୍ରସ୍ତୁତ ହେଉଛି ଏହି କଥା ଅନ୍ୟ ସାମ୍ନାରେ କହିବା ଉଚିତ ନୁହେଁ। ଏହି କଥା ଅନ୍ୟ ଲୋକ ଜାଣିଲେ ସେ ବହୁତ ପ୍ରକାରର କଥା କହିପାରନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *