Excuse Me Odisha

ଯାହା କହିବୁ ସତ କହିବୁ

୧୫ ବର୍ଷ ପରେ ଶନି ଦୋଷରୁ ମୁକ୍ତି ପାଇବାକୁ ଯାଉଛନ୍ତି ଏହି ୬ ଗୋଟି ରାଶିର ଲୋକେ। ବର୍ତମାନ ଠାରୁ ଭଗବାନ ଶନିଙ୍କ କୃପାରୁ ଅପାର ସୁଖ ସମୃଦ୍ଧି ବୃଦ୍ଧି ହେବ ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ହିନ୍ଦୁଧର୍ମରେ ଭଗବାନ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। ଭଗବାନ ଶନିଙ୍କ କୃପା ଦୃଷ୍ଟି ଯେଉଁ ବ୍ୟକ୍ତି ଜୀବନ ଉପରେ ପଡ଼ିଥାଏ, ସେମାନଙ୍କୁ ଜୀବନରେ ଅନେକ ସଫଳତା ମିଳିଥାଏ। କିନ୍ତୁ ଭଗବାନ ଶନିଦେବଙ୍କର କୋପ ଦୃଷ୍ଟି ପଡ଼ିବା ଦ୍ୱାରା ବ୍ୟକ୍ତିର ଜୀବନ ନର୍କ ପାଲଟି ଯାଇଥାଏ।

ପ୍ରତ୍ୟେକ ମନୁଷ୍ୟ ନିଜ ଜୀବନରେ କଠିନ ପରିଶ୍ରମ କରି ମଧ୍ୟ ଆଶାନୁରୂପ ସଫଳତା ପାଇ ପାରନ୍ତି ନାହିଁ। ତେବେ ଏହି ସମୟରେ କିଛି ବିଶେଷ ରାଶିର ଲୋକଙ୍କ ଜୀବନରେ ସବୁ ଦୁଃଖ କଷ୍ଟ ଦୂର କରିବାକୁ ଯାଉଛନ୍ତି ଭଗବାନ ଶନିଦେବ।ତେବେ ଆସନ୍ତୁ ସେହି ଭାଗ୍ୟଶାଳୀ ରାଶିର ଲୋକ ମାନଙ୍କ ବିଷୟରେ ବିସ୍ତାର ରୂପରେ ଜାଣିବା।

ତେବେ ଏହି ରାଶିର ଲୋକଙ୍କ ଜୀବନରେ ଅନେକ ସୁଖର ସମୟ ଆଗମନ ହେବାକୁ ଯାଉଛି। ଆପଣଙ୍କ ଜୀବନରେ ବିରାଟ ପରିବର୍ତ୍ତନ ଦେଖିବକୁ ମିଳିବ। ଆପଣ ପୂର୍ବରୁ କରି ରଖିଥିବା ଯୋଜନା ଗୁଡିକ କାର୍ଯ୍ୟକାରୀ ହେବ। ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ତାହା ଖୁବ୍ ଶୀଘ୍ର ସଫଳତା ପୂର୍ବକ ସମ୍ପନ୍ନ ହେବ।ଆପଣଙ୍କୁ ଅଚାନକ ଧନଲାଭ ହେବାର ସମ୍ଭାବନା ରହିଛି। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ। ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଅନୁକୂଳ ରହିଛି।

ବିବାହିତା ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହିତ ସମ୍ପର୍କରେ ମଧୁରତା ଆସିବ। ଆପଣ ନିଜ ଜୀବନରେ କିଛି ନୂଆ କାର୍ଯ୍ୟ ଆରମ୍ଭ କରିବାର ଯୋଜନା କରି ପାରନ୍ତି।ଆପଣଙ୍କର ବିଗିଡି ଯାଇଥିବା ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ। ଘରର ବାତାବରଣ ସୁଖମୟ ରହିବ। ଘରେ ଆପଣ କୌଣସି ମାଙ୍ଗଳିକ ଅନୁଷ୍ଠାନ ଆୟୋଜନ କରନ୍ତୁ, ଏଭଳି କରିବା ଦ୍ୱାରା ଘରେ ଶାନ୍ତି ବିରାଜମାନ ହେବ। ବନ୍ଧୁ ତଥା ସମ୍ପର୍କୀୟଙ୍କ ସହିତ ସମ୍ପର୍କରେ ମଧୁରତା ଆସିବ।

ଆପଣଙ୍କର ପ୍ରେମ ଜୀବନ ଅତ୍ୟନ୍ତ ସୁଖମୟ ହେବା ସହିତ ପରସ୍ପର ସହିତ ଉତ୍ତମ ସମୟ ଅତିବାହିତ କରିବେ।ଯଦି ଆପଣ ନିଜ ମନର କଥା ନିଜ ସାଥୀଙ୍କୁ କହିବାକୁ ଚାହୁଁଛନ୍ତି, ତାହେଲେ ଏହି ସମୟ ଆପଣଙ୍କ ପାଇଁ ଉପଯୁକ୍ତ ଅଟେ। ସମାଜରେ ଆପଣଙ୍କର ସମ୍ମାନ ଓ ପ୍ରତିଷ୍ଠା ବଜାୟ ରହିବ। ଆପଣ ପ୍ରତ୍ୟେକ କାର୍ଯ୍ୟ ସଫଳତା ହାସଲ କରିବେ।

ଏହାସହିତ ରୋଜଗାର ନଥିବା ଲୋକଙ୍କୁ ଆଶାନୁରୂପ ଚାକିରି ମିଳିଯିବ। ଅବିବାହିତ ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ। ପ୍ରେମୀ ଯୁଗଳଙ୍କର ପ୍ରେମ ବିବାହ ହେବାର ଯୋଗ ରହିଛି। ଆମେ ଆପଣଙ୍କ ସହିତ ଯେଉଁ ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ ଆଲୋଚନା କରୁଥିଲୁ, ସେହି ରାଶି ଗୁଡ଼ିକ ହେଉଛି – ମିଥୁନ ରାଶି, କର୍କଟ ରାଶି, ବୃଷ ରାଶି, ମୀନ ରାଶି, କନ୍ୟା ରାଶି ଓ ମେଷ ରାଶି।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିପରି ଲାଗିଲା, ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କ ସହିତ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ଫେସବୁକ ପେଜକୁ ଲାଇକ ଏବଂ ଫଲୋ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *