Excuse Me Odisha

ଯାହା କହିବୁ ସତ କହିବୁ

୩୦ ମେ ରେ ସୋମବତୀ ଅମାବାସ୍ୟା : ଗାଈକୁ ଖୁଆଇ ଦିଅନ୍ତୁ ଏହି ଗୋଟିଏ ଛୋଟ ଜିନିଷ, ଜନ୍ମର ଜନ୍ମର ପିତୃଦୋଷ ଦୂର ହୋଇଯିବ ଆଉ ପୁରା ବର୍ଷସାରା ଘରେ ଭରି ରହିବ ଧନ ସମ୍ପତି !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୩୦ ମଇ ବର୍ଷର ସବୁଠାରୁ ବଡ଼ ଅମାବାସ୍ୟା ସୋମବତୀ ଅମାବାସ୍ୟା ଗାଈକୁ ଖୁଆଇ ଦିଅନ୍ତୁ ଏହି ୧ ଛୋଟ ଜିନିଷ ଜନ୍ମର ଜନ୍ମର ପିତୃଦୋଷ ଦୂର ହେବ। ପୁରା ବର୍ଷ ଭରି ରହିବ ଅନ୍ନ ଧନର ଭଣ୍ଡାର।

ଜ୍ୟୋଷ୍ଠ ମାସରେ ପଡୁଥିବା ଅମାବାସ୍ୟାକୁ ଅଧିକ ମହତ୍ତ୍ୱପୂର୍ଣ୍ଣ ମାନାଯାଏ। ଏହି ଥର ଅମାବାସ୍ୟା ସୋମବାର ଦିନ ୩୦ ମଇକୁ ତ ସୋମବତୀ ଅମାବାସ୍ୟାରେ କରାଯାଇଥିବା ବ୍ରତ ପୂଜାପାଠ ସ୍ନାନ ଦାନର ମହତ୍ୱ ଅକ୍ଷତ ହୋଇଯାଏ। ଏହି ତିଥି ବହୁତ ଅଧିକ ମହତ୍ୱପୂର୍ଣ୍ଣବି ହେଉଛି କାରଣ ୩୦ ମଇରେ ସାବିତ୍ରୀ ବ୍ରତ ବି ପଡୁଅଛି ଏବଂ ସୋମବାର ଦିନ ସୋମବତୀ ଅମାବାସ୍ୟା ଅଟେ ଏବଂ ଏହି ଦିନର ମହତ୍ୱ ବଢିଯାଇଥାଏ।

ଭଗବାନ ଶିବଙ୍କ ସହିତ ମହିଳାମାନେ ନିଜର ସ୍ୱାମୀଙ୍କ ଲମ୍ବା ଆୟୁଷ ପାଇଁ ଏହିଦିନ ବ୍ରତ ବି ରଖିବେ ଏବଂ ବଟ ଗଛର ପୂଜା ମଧ୍ୟ କରିବେ। ଏହି ଥର ସୋମବତୀ ଅମାବାସ୍ୟା ୨୦୨୨ର ଅନ୍ତିମ ସୋମବତୀ ଅମାବାସ୍ୟା ଅଟେ ଏବଂ ସର୍ବସିଦ୍ଧି ଯୋଗ ବି ଆସୁଛି। ଅମାବାସ୍ୟା ତିଥି ୩୦ ମଇ ୨୦୨୨ ସୋମବାର ଦିନ ଅଟେ। ଅମାବାସ୍ୟା ତିଥିର ଆରମ୍ଭ ୨୯ ମଇ ଦିପ୍ରହର ୨:୫୪ ରୁ ଆରମ୍ଭ ହେବ ଏବଂ ୩୦ ମଇ ସନ୍ଧ୍ୟା ୪:୫୯ ମିନିଟରେ ସମାପ୍ତ ହେବ। ଏହି ଅମାବାସ୍ୟା ତିଥିରେ ପୂଜା କେମିତି କରିବେ।

ବ୍ରହ୍ମ ମୁହୂର୍ତ୍ତରେ ଉଠି ସବୁ କାର୍ଯ୍ୟରୁ ନିବୃତ ହୋଇ ସ୍ନାନ କରନ୍ତୁ। ଆପଣ ଗଙ୍ଗା ସ୍ନାନ କରନ୍ତୁ ପବିତ୍ର ନଦୀ ପୋଖରୀରେ ସ୍ନାନ କରନ୍ତୁ ନଚେତ ଘରେ ସ୍ନାନ ପାଣିରେ ଗଙ୍ଗା ଜଳ ମିଶାଇ ସ୍ନାନ କରନ୍ତୁ। ଭଗବାନ ଶିବଙ୍କୁ ଏକ ଘଟି ଜଳରେ ବେଲପତ୍ର ପକାଇ ଅର୍ପଣ କରିଦିଅନ୍ତୁ। ବେଲ ପତ୍ର ନଥିଲେ ଏକ ଚାଉଳର ଦାନାବି ଅର୍ପଣ କରିଦିଅନ୍ତୁ।

ଭଗବାନ ସୂର୍ଯ୍ୟଦେବଙ୍କୁ ଏକ ଘଟି ଅର୍ଘ୍ୟ ଦିଅନ୍ତୁ। ଘଟିରେ ଏକ ଚୁଟକି କଳା ତିଳ ଦେଇ ଅର୍ପଣ କରିବେ ଏହା ଦ୍ବାରା ପିତୃଦୋଷ ଦୂର ହୋଇଥାଏ।

ଏହି ଦିନ ଖାସ କରି ଦାନ ପୁଣ୍ୟ ଭୁକିଲା ଲୋକଙ୍କୁ ଭଜନ କରେଇବା ଜୂତା ଛତା ଦାନ କରିବାର ପାଣି ଭରା କଳସ ଦାନ କରିବାର ବିଧି ଅଛି ଏବଂ ପିତୃଙ୍କୁ ଶାନ୍ତି କରାଇବା ପାଇଁ ଆପଣ ତର୍ପଣ ଶ୍ରାଦ୍ଧ ବି ଏହି ଦିନ କରିପାରିବେ। ଏହା ଦ୍ବାରା ପିତୃଦେବଙ୍କ ଆଶୀର୍ବାଦ ମିଳିବ।

ଏହି ଦିନ ଖାସ କରି ସୁହାଗିନୀ ମହିଳାମାନେ ବର ଗଛର ପୂଜା କରିବେ।

ଆସନ୍ତୁ ଜାଣିବା ଏହିଦିନ ମହା ପ୍ରୟୋଗ କଣ ଅଛି।

ରାହୁ ସହିତ ରହିବେ ତ ଏପରି ସ୍ଥିତିରେ କର୍କଟ ରାଶିର ଲୋକଙ୍କୁ ମାନସିକ ଚାପ ଦେବେ। ଆପଣଙ୍କୁ ବଞ୍ଚିତ ରହିବାକୁ ହେବ।

ବୃଷ ରାଶି। ଆପଣଙ୍କୁ ସୂର୍ଯ୍ୟ ଦେବଙ୍କ ଖରାପ ପ୍ରଭାବରୁ ବଞ୍ଚିତ ହେବାକୁ ପଡ଼ିବ ଏବଂ ଶନିଦେବଙ୍କ ମନ୍ତ୍ର ଉଚାରଣ କରିବେ। ପୂଜାପାଠ କରିପାରିବେ। ଆପଣ ପିତୃଦେବଙ୍କୁ ପ୍ରସନ୍ନ କରନ୍ତୁ ମୁକ୍ତି ମିଳିବ।

ଆସନ୍ତୁ ଜାଣିବା ଏହି ଅମାଵସ୍ୟାରେ କଣ କଲେ ସମସ୍ୟା କମ ହେବ।

ଆଜି ଆମେ ଆଲୋଚନା କରିବା ଶନିଦେବଙ୍କର ଅଧିକ ପସନ୍ଦର ଜିନିଷ ବିରି। ଅମାବାସ୍ୟା ତିଥି ଶନିଦେବଙ୍କୁ ସମର୍ପିତ ଅଟେ ତ ଏଥିପାଇଁ ବିରିର ଛୋଟ ପ୍ରୟୋଗ ଆପଣଙ୍କ ଜୀବନରେ ଶନିଦେବଙ୍କ କଷ୍ଟରୁ ବି ଆପଣଙ୍କୁ ମୁକ୍ତି ଦେବ ଏବଂ ଜୀବନରେ ଧନ ବହୁତ ଆସିବ। ସନାନ୍ତନ ଧର୍ମରେ ଅମାବାସ୍ୟାର ବିଶେଷ ମହତ୍ୱ ଅଛି ଏବଂ ଅମାବାସ୍ୟା ଯେକୌଣସି ବୁ ଦିନରେ ଆସୁ ଏହାର ମହତ୍ୱ ବଢି ଯାଇଥାଏ। ଯଦି ମଙ୍ଗଳବାର ଦିନ ଅମାବାସ୍ୟା ଆସେ ତ ଏହାକୁ ଆମେ କହିଥାଉ ଭୋମବତୀ ଅମାବାସ୍ୟା। ଅମାବାସ୍ୟା ଦିନରେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେବେ ସୂର୍ଯ୍ୟ ଏବଂ ଚନ୍ଦ୍ରମା ଗୋଟିଏ ରାଶିରେ କିମ୍ବା ଅନ୍ୟ ପାଖ ରାଶିରେ ପ୍ରବେଶ କରିବେ ତ ସେତେବେଳେ ଭୋମବତୀ ଅମାବାସ୍ୟାର ଯୋଗ ବନିଥାଏ।

ଏହିଥର ଅମାବାସ୍ୟା ବହୁତ ଖାସ ଅଟେ। ପୂର୍ବଜଙ୍କ ପାଇଁ ପିତୃପୁରୁଷଙ୍କ ପାଇଁ ନିୟମିତ ଶ୍ରାଦ୍ଧ ଏବଂ ପୂଜା ପାଠ କରିପାରିବେ ଏହା ଦ୍ୱାରା ଜୀବନରେ ସୁଖ ସମୃଦ୍ଧି ଆସିପାରିବ ଏବଂ ତାଙ୍କର ଆଶୀର୍ବାଦ ବି ମିଳିବ।

ଅମାବାସ୍ୟା ତିଥିରେ ପବିତ୍ର ନଦୀ ପୋଖରୀରେ ସ୍ନାନ କରିବାର ଦାନ କରିବାର ବ୍ରତ କରିବାର ମହତ୍ୱ ଅଛି। ମାନ୍ୟତା ଅନୁସାରେ ଯଦି ଅମାବାସ୍ୟା ତିଥିରେ ପବିତ୍ର ନଦୀରେ ସ୍ନାନ କରନ୍ତି ଦାନ କରନ୍ତି ତ ଅକ୍ଷୟ ଫଳର ପ୍ରାପ୍ତି ହୋଇଥାଏ ଏବଂ ଅମାବାସ୍ୟା ତିଥିର ଦାନ କରିବା ଦ୍ୱାରା ଅନେକ ଗୁଣା ଫଳ ମିଳିଥାଏ କାରଣ ଏହି ଦାନ ସିଧା ଆପଣଙ୍କ ପୂର୍ବଜଙ୍କୁ ମିଳିଥାଏ।

ପୌରାଣିକ ମାନ୍ୟତା ଅନୁସାରେ ଯଦି ଆପଣ ଗଙ୍ଗା ନଦୀରେ ସ୍ନାନ କରି ପାରୁନାହାନ୍ତି ତ ଆପଣ ନିଜ ଘରେ ସ୍ନାନ ପାଣିରେ ୧ ରୁ ୨ଟି ତୁଳସୀ ପତ୍ର ମିଶାଇ ସ୍ନାନ କରିନିଅନ୍ତୁ ଏହା ପରେ ମଥାରେ ଗଙ୍ଗା ଜଳ ଛିଞ୍ଚନ କରିପାରିବେ।

ନିଜର ପୁରା ଘର ସାରା ଏକ ଘଟି ପାଣିରେ ଏକ ଚୁଟକି ହଳଦୀ ମିଶାଇ ନିଶ୍ଚୟ ଛିଞ୍ଚନ କରିବେ। ଏମିତି କଲେ ସକରାତ୍ମକ ଉର୍ଜା ବନି ରହିବ।

ଜୀବନରେ ଯେକୌଣସି ସମସ୍ୟା ଥିଲେ ପିତୃଦେବ ଶାନ୍ତ ହୋଇଗଲେ ଜୀବନରେ ସୁଖ ଶାନ୍ତି ଆସିଥାଏ। ଏଥିପାଇଁ ଏହି ଦିନ ତାଙ୍କର ତର୍ପଣ କରିବାର ବିଧି ଅଛି କିନ୍ତୁ ଏହି କଥାର ଧ୍ୟାନ ରଖିବେ ଯେବେ ବିରିର କଥା ଚାକିଛି ତ ଅସ୍ତ ଗଛ ତଳେ ସନ୍ଧ୍ୟା ସମୟରେ ଏକ ସୋରିଷ ତେଲର ଦୀପ ଜଳାନ୍ତୁ ଏବଂ ଏହି ଦୀପରେ ୨ ରୁ ୪ ଟି ବିରି ପକେଇ ଦେବେ। ଏମିତି କଲେ ଆପଣଙ୍କ ଜୀବନରେ ସମସ୍ୟା କମ ହୋଇଯିବ ଏବଂ ଆପଣ ସୁଖ ଶାନ୍ତିରେ ରହିପାରିବେ।

ଯଦି ଜୀବନରେ ଧନର ପ୍ରାପ୍ତି ହୋଇପାରୁନାହିଁ। ଆପଣ ଚାହୁଁଛନ୍ତି ଆପଣଙ୍କର ଚାକିରୀ ବ୍ୟବସାୟ ଭଲ ଭାବରେ ଚାଲୁ ଏବଂ ଧନ ବି ସହଜରେ ଆସୁ। ଧନ ବୃଦ୍ଧି ପାଇଁ ଏହି ଛୋଟ ଉପାୟ କରନ୍ତୁ। ଏହି ଅମାବାସ୍ୟା ଦିନ ଆପଣ କୌଣସି ପତ୍ର କିମ୍ବା ଦୁନାରେ ଅଳ୍ପ କଳା ବିରି ଅଳ୍ପ ଦହି ଏହାର ଉପରେ ଅଳ୍ପ ସିନ୍ଦୁର ନେଇ ଅସ୍ତ ଗଛ ତଳେ ରଖିଦିଅନ୍ତୁ। ଏହି ପ୍ରୟୋଗ ଆପଣ ଲଗାତାର ୫ଟି ଅମାବାସ୍ୟା କିମ୍ବା ୫ଟି ଶନିବାର ଆପଣ କରିପାରିବେ। ଏହି ପ୍ରୟୋଗ ସକାଳେ ବି କରିପାରିବେ କିମ୍ବା ସନ୍ଧ୍ୟା ବେଳେ ବି କରିପାରିବେ। ଏମିତି କଲେ ଆପଣଙ୍କ ପିତୃଦେବ ସନ୍ତୁଷ୍ଟ ହୋଇଥାନ୍ତି।

ଯଦି ଚାକିରିର ସମସ୍ୟା ବହୁତ ହଇରାଣ କରୁଛି ଆପଣ ବହୁତ ଚେଷ୍ଟା କରିବା ପରେ ବି ଭଲ ଚାକିରୀ ପ୍ରାପ୍ତ କରି ପାରୁନାହାନ୍ତି ତ ମନ ପସନ୍ଦର ଚାକିରୀ ପାଇଁ ଏକ ଛୋଟ ପ୍ରୟୋଗ କରନ୍ତୁ। କୌଣସି ଅମାବାସ୍ୟା ଦିନ କିମ୍ବା ଶନିବାର ଦିନ କଳା ବିରିର ଡାଲି ଆଣି ତାକୁ ପେଶୀ କରି ଅଟା ପ୍ରସ୍ତୁତ କରି ଏହାର ରୋଟି ପ୍ରସ୍ତୁତ କରିନିଅନ୍ତୁ ସେଥିରେ କିଛି ବି ମିଶାଇବେ ନାହିଁ।

ଏହି ରୋଟିକୁ କଳା କପଡ଼ାରେ ବାନ୍ଧି କରି ପାଖ ଶନିଦେବଙ୍କ ମନ୍ଦିରରେ ଯାଇ ରଖିଦିଅନ୍ତୁ। ଯଦି ଶନିଦେବଙ୍କ ମନ୍ଦିର ନଥିବ ତେବେ ଭଗବାନ ଶିବଙ୍କ ମନ୍ଦିରରେ ଯାଇ ରଖିଦିଅନ୍ତୁ କିମ୍ବା ଅସ୍ତ ଗଛ ମୂଳରେ ରଖିଦିଅନ୍ତୁ। ଏମିତି କଲେ ଆପଣଙ୍କ ବେରୋଜଗାର ଦୂର ହେବ ଆପଣଙ୍କୁ ରୋଜଗାର ପ୍ରାପ୍ତ ହେବ। ଧନର ସମସ୍ୟା ସମାପ୍ତ ହେବ। ଜୀବନରେ ଖୁସି ଆସିଯିବ।

ସୋମବତୀ ଅମାବାସ୍ୟା ଦିନ ହନୁମାନ ମନ୍ଦିରକୁ ଯାଇ କରି ଯଦି ଭଗବାନ ହନୁମାନଙ୍କୁ ଚଲା ଅର୍ପଣ କରିବେ ହନୁମାନ ଚାଳିସା ପାଠ କରିବେ ତ ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ। ଯଦି ଏହି ଦିନ ପବିତ୍ର ନଦୀରେ ସ୍ନାନ କରିବେ ତ ଶନିଦୋଷରୁ ମୁକ୍ତି ମିଳିଥାଏ।

ଏହି ଶନିଶ୍ଚରିୟ ଅମାବାସ୍ୟା ଦିନ କଳା ବିରି ନୀଳ କପଡା ଏବଂ କଳା ତିଳ ଯଦି ଆପଣ ଦାନ କରିବେ ତ ସାଢେସାତି ଅଢେ଼ଇର ସମସ୍ୟାରୁ ମୁକ୍ତି ମିଳିଥାଏ।

ଧନ ପ୍ରାପ୍ତି ପାଇଁ ମହା ଉପାୟ କରାଯାଏ। ଏହି ଦିନ ଆପଣ ପୂଜା ସ୍ଥାନରେ ଲାଲ କପଡ଼ାରେ ଅଳ୍ପ କଳା ବିରି ରଖିଦେବେ। ଏହାପରେ ମା ଲକ୍ଷ୍ମୀଙ୍କର ବହୁତ ମନ୍ତ୍ର ଅଛି ଯଦି ନପାରିବେ ତ କନକ ଧାରା ସ୍ତୋତ୍ର ପାଠ କରିନେବେ କିମ୍ବା ଶ୍ରୀସ୍ତୋତ୍ରମର ପାଠ କରିନେବେ କିମ୍ବା ଓଁ ଶ୍ରୀଙ୍ଗ ଶ୍ରୀୟାୟ ନମଃର ୧୦୮ ଥର ଜପ କରିନେବେ। ଏହାପରେ ଏହାକୁ ଏକ ପୋଟଳି ପ୍ରସ୍ତୁତ କରିନିଅନ୍ତୁ ଏବଂ ଏହାକୁ ନେଇ ନିଜ ଦୋକାନରେ ଭଲ ଜାଗାରେ ରଖିଦିଅନ୍ତୁ ଏବଂ ପ୍ରତିଦିନ ଧୂପ ଦୀପ ଦେବେ। ଆପଣଙ୍କ ବ୍ୟାପାର ଭଲ ଚାଲିବ। ମା ଲକ୍ଷ୍ମୀଙ୍କ କୃପାରୁ ବହୁତ ଧନର ବର୍ଷା ହେବ।

ବହୁ ଚେଷ୍ଟା କରିବା ପରେ ମଧ୍ୟ ସଫଳତା ନମିଳୁ ଥିଲେ ଏହି ଉପାୟ କରନ୍ତୁ। ଅମାବାସ୍ୟା ତିଥି ଦିନ ସକାଳ ଠୁ ନେଇ ସନ୍ଧ୍ୟା ପର୍ଯ୍ୟନ୍ତ କୌଣସିବି ସମୟରେ ଏହି ଉପାୟ କରିନେବେ। ଯଦି ଆପଣ ଚାହାନ୍ତି ବହୁତ ସଫଳତା ମିଳୁ କାହାରି ନଜର ଦୋଷ ବି ନଲାଗୁ ତ ଆପଣ ନିଜର ଦୁକାନ କିମ୍ବା କାର୍ଯ୍ୟ କ୍ଷେତ୍ରରେ ଯେଉଁଠି ବି ଆପଣ କାମ କରନ୍ତି କଳା ବିରିର ୨ ରୁ ୪ଟି ଦାନା ପକାଇ ଦିଅନ୍ତୁ। ଏହାପରେ କୌଣସି କୋଣରେ ଲୁହାର କଣ୍ଟାକୁ କଳା କପଡ଼ାରେ ରଖିଦିଅନ୍ତୁ। ଏମିତି କଲେ ଚୋରିର ଭୟ ରହିବ ନାହିଁ। ନଜର ଦୋଷରୁ ବି ମୁକ୍ତି ମିଳିଥାଏ

ଅନେକ ଥର ଏମିତି ହୋଇଥାଏ ଯେତେ ସଞ୍ଚୟ କଲେ ମଧ୍ୟ ଟଙ୍କା ରହିନଥାଏ ଖର୍ଚ୍ଚ ହୋଇଯାଇଥାଏ ତ ଏମିତିରେ ଏକ ଛୋଟ ଉପାୟ କରନ୍ତୁ। ଅମାବାସ୍ୟା ଦିନ କିମ୍ବା ଶନିବାର ଦିନ କଳା ବିରିର ଡାଲିର ପକୋଡ଼ି ବନାନ୍ତୁ ଏବଂ କଳା କୁକୁରକୁ ଖୁଆଇ ଦିଅନ୍ତୁ। ଆପଣଙ୍କ ଜୀବନରେ ସମସ୍ତ ସମସ୍ୟା ଦୂର ହୋଇଯିବ।

ଏହି ଦିନ କଳା ତିଳ ଏବଂ ଗୁଡ଼କୁ ନିଜ ହାତରେ ରଖି ଗାଈକୁ ନିଶ୍ଚୟ ଖୁଆନ୍ତୁ। ନିଜ ଉପରେ ୩ ଥର ନିଶ୍ଚୟ ବୁଲାଇବେ ଏବଂ ଗାଈର ଲାଞ୍ଜକୁ ଛୁଇଁ କରି ନିଜ ଜୀବନର ସମସ୍ୟାକୁ ନିଶ୍ଚୟ କହିବେ ଏବଂ ଗାଈକୁ ପ୍ରଣାମ କରନ୍ତୁ ସମ୍ଭବ ହେବ ତ ଗାଈ ଚାରିପାଖରେ ୮ ଥର ପରିକ୍ରମା କରି ଲଡୁ ଖୁଆଇଦିଅନ୍ତୁ। ଏମିତି କଲେ ଶନି ଦୋଷରୁ ମୁକ୍ତି ମିଳିଥାଏ।

ଏହି ଦିନ ଏକ ରୋଟି ନିଅନ୍ତୁ ଯଦି ରୋଟି ନଥିବ ତେବେ ଗୁଡ଼ ଏବଂ କଳା ତିଳକୁ ନେଇ ନିଜ ମୁଣ୍ଡ ଉପରେ ୩ ଥର ବୁଲାଇ କଳା କୁକୁରକୁ ଖୁଆଇ ଦିଅନ୍ତୁ। ସମସ୍ତ ସମସ୍ୟା ଦୂର ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *