Excuse Me Odisha

ଯାହା କହିବୁ ସତ କହିବୁ

କ’ଣ ଆପଣଙ୍କ ଘରେ ଏହି ଜିନିଷ ଅଛି ! ତାହେଲେ ଆପଣଙ୍କୁ ଧନୀ ହେବାରୁ କେହି ରୋକି ପାରିବେନି |

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଯେଉଁ ବି ସ୍ତ୍ରୀର ଘରେ ଯଦି ଏହି ଜିନିଷ ଥାଏ ସେହି ଘର ହୋଇଯାଏ ମାଲାମାଲ

ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ୫ ଟି ଏମିତି ଜିନିଷ ବିଷୟରେ କହିଛନ୍ତି ଏହି ଜିନିଷ ଯେଉଁ ଘରେ ହେଉଛି ସେହି ଘରେ ଉନ୍ନତି କେବେବି ହୋଇପାରେ ନାହିଁ। ଏହି ୫ ଟି ଜିନିଷ ଭୟଙ୍କର ବାସ୍ତୁଦୋଷ ଉତ୍ପନ କରିଥାଏ। ଅଧିକାଂଶ ଘରେ ଏହି ୫ ଟି ଜିନିଷ ନିଶ୍ଚୟ ଥାଏ କିନ୍ତୁ ଲୋକମାନେ ଏହା ଉପରେ ଧ୍ୟାନ ଦେଇନଥାନ୍ତି। ଆପଣ କେତେବି ପୂଜାପାଠ କରନ୍ତୁ କେତେବି ଉପାୟ କରନ୍ତୁ କିନ୍ତୁ ଯଦି ଆପଣ ଘରେ ଏହି ଏହି ଜିନିଷ ରଖିଛନ୍ତି ତେବେ ଆପଣଙ୍କ ଘରକୁ କେବେବି ଆଗକୁ ବଢିବାକୁ ଦେଇନଥାଏ।

ଆପଣଙ୍କ ଘରେ ଯାହାବି ଜମା ହୋଇଥିବା ଟଙ୍କା ଥିବ ତାହା ବି ଧୀରେ ଧୀରେ ଖର୍ଚ୍ଚ ହୋଇଯାଏ। ପ୍ରାୟତଃ ଏହାକୁ ସାଧାରଣ ଭାବି ଘରର କୌଣସି କୋଣରେ ରଖି ଦେଇଥାଉ ଏବଂ ଏହାକୁ ଭୁଲି ଯାଇଥାଉ। ବାସ୍ତୁଶାସ୍ତ୍ରରେ ଏହିସବୁ ଜିନିଷକୁ ଘାତକ ମାନାଯାଏ। ବାସ୍ତୁଶାସ୍ତ୍ର ଅନୁସାରେ ଏହି ଜିନିଷ ଏମିତି ଯାହା ସବୁଠାରୁ ଅଧିକ ନକରାତ୍ମକତାକୁ ଖେଳାଇ ଥାଏ। ଏହା ସହିତ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ ତାହା ସହିତ ଧନ ମାର୍ଗରେ ବି ବାଧା ସୃଷ୍ଟି କାର୍ଯ୍ୟ କରିଥାଏ।

ବାସ୍ତୁ କହିଥାଏ ଆମ ଘରେ ଥିବା ସବୁ ଜିନିଷରେ ଉର୍ଜା ରହିଥାଏ। କେଉଁଥିରେ ସକରାତ୍ମକ ଉର୍ଜା ରହିଥାଏ ତ କେଉଁଥିରେ ନକରାତ୍ମକ ଉର୍ଜା। କେବେକେବେ ସକରାତ୍ମକ ଜିନିଷକୁ ଭୁଲ ଦିଗରେ ରଖୁଛନ୍ତି ତ ଏଥିରୁ ନକରାତ୍ମକ ଉର୍ଜା ବାହାରିଥାଏ। ଏଥିପାଇଁ ଘରେ ଗଛ ଧାତୁ କାଚ ଗ୍ୟାସ ଵସ୍ତୁ ବିଦ୍ୟୁତଉପକରଣ ଆଦି ଜିନିଷକୁ ରଖିବା ପାଇଁ ଏକ ନିଶ୍ଚିତ ସ୍ଥାନ ଧାରଣ କରାଯାଇଛି। ଆମକୁ ଏହିସବୁ ଜିନିଷକୁ ବାସ୍ତୁ ହିସାବରେ ଠିକ ଜାଗାରେ ରଖିବା ଉଚିତ ନଚେତ ଏହା ବହୁତ ପ୍ରକାରର ବାସ୍ତୁଦୋଷ ଉତ୍ପନ କରିଥାଏ।

ଆଜିର ଏହି ପୋଷ୍ଟରେ ଆମେ ଜାଣିବା ୫ଟି ଏମିତି ଜିନିଷ ବିଷୟରେ ଯାହା ଆମ ଘର ଭିତରେ ରହିବା ଉଚିତ ନୁହେଁ ଏହା ସହିତ ଜାଣିବା ଘରେ ଏମିତି କେଉଁ ଜିନିଷ ରହିଲେ ଘରେ ସୁଖ ଶାନ୍ତି ସମୃଦ୍ଧି ପାଇଁ ବହୁତ ଜରୁରୀ ଅଟେ। ତେବେ ଆସନ୍ତୁ ଜାଣିବାସ ଘରେ କେଉଁ ଜିନିଷ ରହିବା ଦରକାର।

ଜଳ ଭରା ପାତ୍ର। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଘରର ଉତ୍ତର ଦିଗରେ ଜଳରେ ଭରା ହୋଇଥିବା ମାଠିଆ ଅବଶ୍ୟ ରହିବା ଦରକାର। ଯାହା ଦ୍ୱାରା କୌଣସି ବି ବାଟଇ ଆପଣଙ୍କ ଘରୁ ସୋସିଲା ନଯାଏ। ଧର୍ମ ପଥରେ ଚାଲୁଥିବା ଗୁଣବାନ ପୁରୁଷର ଏହା କର୍ତ୍ତବ୍ୟ ହୋଇଥାଏ କି ଆପଣଙ୍କ ଦ୍ଵାରକୁ ଆସିଥିବା କୌଣସି ବି ବାଟଇର ନିନ୍ଦା ନକରି ତାର ଉଚିତ ଆଦର ସତ୍କାର କରିବା ଉଚିତ। ଭଗବାନ ଶ୍ରୀକୃଷ୍ଣ ସ୍ୱୟଂ କହିଥିଲେ କି ମନୁଷ୍ୟ ବାଟଇ ମାନଙ୍କୁ ଜଳ ପାନ କରାଇ ମହାପୁଣ୍ୟ ପ୍ରାପ୍ତ କରିବେ।

ପଶୁପକ୍ଷୀ ମାନଙ୍କ ପାଇଁ ଭଜନ। ପ୍ରତ୍ୟକ ମନୁଷ୍ୟଙ୍କ ଘରର ବାହାରେ ପଶୁପକ୍ଷୀ ମାନଙ୍କ ତୃପ୍ତି ପାଇଁ ସୁବିଧା ନିଶ୍ଚୟ ହେବା ଦରକାର। ଯେଉଁ ଘର ଉପରେ ସବୁ ପଶୁପକ୍ଷୀ ସନ୍ତୁଷ୍ଟ ହୋଇଯାଇଥାନ୍ତି ଏମିତି ଘରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ମା ଲକ୍ଷ୍ମୀ ଏମିତି ଘରକୁ କେବେବି ତ୍ୟାଗ କରିନଥାନ୍ତି।

ଭଗବାନ ଶ୍ରୀକୃଷ୍ଣ କୁହନ୍ତି କି ଯେଉଁ ଘରେ କ୍ଷୀର ଘିଅ ଲହୁଣୀ ସବୁବେଳେ ରହିଥାଏ ଏମିତି ଘରେ କେବେବି ଦୁଃଖ ଦରିଦ୍ରତା ଆସିନଥାଏ। ଏହି ଜିନିଷ ଘରେ ରହିବା ଦ୍ୱାରା ସୁଖ ଶାନ୍ତି ଲାଗିରହିଥାଏ। ଗାଈର ପ୍ରାପ୍ତ କ୍ଷୀର ବହୁତ ଦିବ୍ୟ ହୋଇଥାଏ। ଏହି ଜିନିଷ ଯେଉଁ ଜାଗାରେ ଥାଏ ସେହି ସ୍ଥାନରେ ମା କାମଧେନୁଙ୍କର କୃପା ସର୍ବଦା ଲାଗିରହିଥାଏ।

ତୁଳସୀ ଗଛ। ଭଗବାନ ଶ୍ରୀକୃଷ୍ଣ କୁହନ୍ତି କି ଯେଉଁ ଘରର ସାମ୍ନାରେ ତୁଳସୀ ଗଛ ହୋଇଥାଏ ଯେଉଁଠି ପ୍ରତ୍ୟକ ଦିନ ତୁଳସୀ ଗଛକୁ ଜଳ ଅର୍ପଣ କରାଯାଏ ଏବଂ ପୂଜା କରାଯାଏ ଏମିତି ଘରେ କେବେବି ଦରିଦ୍ରତା ନିବାସ କରିନଥାଏ। ଏମିତି ଘରେ ରହୁଥିବା ସଦସ୍ୟ ସୁଖ ଶାନ୍ତିର ଅନୁଭୂତି କରିଥାନ୍ତି।

ଏବେ ଆସନ୍ତୁ ଜାଣିବା ସେହି ୫ଟି ଜିନିଷ କଣ ଯାହା ଘରେ ରହିବା ଉଚିତ ନୁହେଁ।

ବୁଢିଆଣି ଜାଲ। ଯେଉଁଠି ଜାଲ ରହିଥାଏ ସେଠାରେ ଅଧିକ ନକରାତ୍ମକ ଉର୍ଜା ରହିଥାଏ। ଏମିତି ସ୍ଥାନରେ ମା ଲକ୍ଷ୍ମୀ ନିବାସ କରିନଥାନ୍ତି।

ଭଙ୍ଗା ଆଇନା। ଘରେ ଭଙ୍ଗା ଆଇନା କେବେବି ନରହିବା ଉଚିତ। ଭଙ୍ଗା ଆଇନାରେ ନିଜର ମୁହଁ ଦେଖିବା ଯୋଗୁ ଜୀବନରେ ଦୁଃଖ ଆସିଥାଏ।

କବାଡିଆ ଜିନିଷ। ବହୁତ ଲୋକଙ୍କ ଘରେ ଭଙ୍ଗା ରୁଜା ଜିନିଷ ଭଙ୍ଗା ଇଲେକ୍ଟ୍ରନିକ ଜିନିଷ କୌଣସି କୋଣରେ ପକାଇ ଦେଇଥାନ୍ତି। ଏହିସବୁ ଜିନିଷ ଘରେ ନକରାତ୍ମକତା ଖେଳାଇ ଥାଏ ଏବଂ ଏହା ଆପଣଙ୍କ ଘରର ସଦସ୍ୟଙ୍କ ଉନ୍ନତି ହେବାକୁ କେବେବି ଦିଏ ନାହିଁ।

କଣ୍ଟା ଜାତୀୟ ଗଛ। ଆପଣଙ୍କ ଘରେ କଣ୍ଟା ଲାଗିଥିବା ଗଛ ରହିଛି ତ ଆପଣ ଏହାକୁ ତୁରନ୍ତ ବାହାର କରି ଫୋପାଡ଼ି ଦିଅନ୍ତୁ। କାରଣ ଏହା କେବଳ ଘରେ ନକରାତ୍ମକ ଖେଳାଇ ଥାଏ ଏବଂ ଆପଣଙ୍କର ବନୁଥିବା କାର୍ଯ୍ୟରେ ବାଧା ସୃଷ୍ଟି କରିଥାଏ। ଏହି ଗଛ ଘରେ ରହିଲେ ସଂପର୍କରେ ଫାଟ ଉତ୍ପନ ହୋଇଥାଏ।

ଟ୍ୟାପରୁ ଟପକୁ ଥିବା ପାଣି। ଯଦି ଆପଣଙ୍କ ଘରେ କୌଣସି ନଳ ଖରାପ ଅଛି ଏବଂ ସେଥିରୁ ଯଦି ପାଣି ଟପକୁ ଥିବ ତ ଏହା ବହୁତ ଅଶୁଭ ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଏହା ସବୁଠାରୁ ବଡ଼ ବାସ୍ତୁଦୋଷ ହୋଇଥାଏ। ଏହାର କାରଣରୁ ଆପଣଙ୍କ ଘରେ ଧନ ରହିନଥାଏ ଅକାରଣରେ ଧନ ଖର୍ଚ୍ଚ ହୋଇଥାଏ।

ଘରେ ପଡିଥିବା ଭଙ୍ଗା ବାସନ ରାହୁର ପ୍ରତୀକ ମାନାଯାଏ ଯାହା ମାନସିକ ପୀଡା ଆର୍ଥିକ ସମସ୍ୟା ଆଣିଥାଏ। ଏହିସବୁ ଜିନିଷ ବାସ୍ତୁଦୋଷର କାରଣ ହୋଇଥାଏ। ଏଥିପାଇଁ ଯଦି ଘରେ ଭଙ୍ଗା ବାସନ ରହିଛି ତେବେ ତୁରନ୍ତ ବାହାର କରିଦିଅନ୍ତୁ।

ଯଦି ଘରେ କୌଣସି ପକ୍ଷୀର ଅଣ୍ଡା ଭାଙ୍ଗି ଯାଏ ତ ଏହା ନିକଟ ଭବିଷ୍ୟତରେ ଆର୍ଥିକ ସମସ୍ୟାର କାରଣ ହୋଇଥାଏ।

ଛିଣ୍ଡା ଜୂତା ଚପଲ ଘରେ ରହିଲେ ଶନିଙ୍କ ନକରାତ୍ମକ ପ୍ରଭାବ ପଡିଥାଏ। ସେଥିପାଇଁ ଏହାକୁ ଘରୁ ବାହାର କରିଦିଅନ୍ତୁ।

ଖରାପ ଘଡିକୁ ମଧ୍ୟ ଘରେ ରଖନ୍ତୁ ନାହିଁ ଏହା ଘରର ପ୍ରଗତିକୁ ଅଟକାଇ ଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *