Excuse Me Odisha

ଯାହା କହିବୁ ସତ କହିବୁ

ଏହି ନାମ ବିଶିଷ୍ଟ ଲୋକେ ଜୀବନରେ ଅଚାନକ ଧନବାନ ହେବାର ଯୋଗ ଥାଏ !

ସେୟାର୍ କରନ୍ତୁ

ଗ୍ରହ ଓ ନକ୍ଷତ୍ର ଭଳି ନାମର ପ୍ରଥମ ଅକ୍ଷରରୁ ମଧ୍ୟ ବ୍ୟକ୍ତିର ସ୍ଵଭାବ, ଚାଲିଚଳନ ଓ ଭବିଷ୍ୟତ ବିଷୟରେ ଜଣା ପଡ଼ିଥାଏ। କିଛି ଅକ୍ଷର ବିଶିଷ୍ଟ ଲୋକମାନେ ପରିଶ୍ରମୀ ଓ ବୁଦ୍ଧିମାନ ହୋଇଥାନ୍ତି। ଏମାନେ ନିଜ ପରିଶ୍ରମ ବଳରେ ସଫଳତାର ଶୀର୍ଷରେ ପହଞ୍ଚି ଥାଆନ୍ତି।

କୁହାଯାଏ କି ବ୍ୟକ୍ତିର ନାମର ପ୍ରଥମ ଅକ୍ଷରରୁ ହିଁ ତାର ଜୀବନ ପ୍ରଭାବିତ ହୋଇଥାଏ। ଏଠି9ଦିନ ହିନ୍ଦୁଧର୍ମରେ ଶିଶୁର ନାମ ରଖିବା ପୂର୍ବରୁ ବହୁତ ସାବଧାନତା ଅବଲମ୍ବନ କରାଯାଇଥାଏ। କାରଣ ନାମ ରଖିବା ପୂର୍ବରୁ ଗ୍ରହ ଓ ନକ୍ଷତ୍ର ମାନଙ୍କର ଗଣନା କରାଯାଇଥାଏ। କିଛି ଅକ୍ଷର ବିଶିଷ୍ଟ ଲୋକମାନେ ପରିଶ୍ରମୀ ଓ ବୁଦ୍ଧିମାନ ହୋଇଥାନ୍ତି। ଏମାନେ ନିଜ ପରିଶ୍ରମ ବଳରେ ସଫଳତାର ଶୀର୍ଷରେ ପହଞ୍ଚି ଥାଆନ୍ତି।ଏମାନଙ୍କୁ ଜୀବନରେ ଅଳ୍ପ ପରିଶ୍ରମରେ ସଫଳତା ମିଳି ଯାଇଥାଏ।

A ନାମ ଥିବା ଲୋକମାନେ :-

ଯେଉଁ ମାନଙ୍କର ନାମର ପ୍ରଥମ ଅକ୍ଷର A ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ବୁଦ୍ଧିମାନ, ପରିଶ୍ରମୀ ଓ ସଚ୍ଚୋଟ ବ୍ୟକ୍ତି ହୋଇଥାନ୍ତି।ଏମାନେ ଖୁବ୍ ଅଳ୍ପ ପରିଶ୍ରମ କରି ସବୁ କ୍ଷେତ୍ରରେ ସଫଳତା ଅର୍ଜନ କରିଥାନ୍ତି। ଏମାନଙ୍କୁ ଅଚାନକ ଧନଲାଭ ହୋଇଥାଏ। ଏମାନେ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ସର୍ବଦା ଆଗେଇ ରହିଥାନ୍ତି। ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସଠିକ ସମୟରେ ସମ୍ପନ୍ନ ହେବ

R ନାମ ଥିବା ଲୋକମାନେ :-

ଯେଉଁ ଲୋକମାନଙ୍କର ନାମର ପ୍ରଥମ ଅକ୍ଷର R ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ପରିଶ୍ରମୀ ଓ ସଚ୍ଚୋଟ ହୋଇଥାନ୍ତି। ଏମାନେ ନିଜର କଠିନ ପରିଶ୍ରମ ଦ୍ବାରା ସବୁ କାର୍ଯ୍ୟ ସମାପନ କରିଥାନ୍ତି ଓ ସଫଳତା ଅର୍ଜନ କରିଥାନ୍ତି। ଏହି ନାମର ଲୋକେ କେବେବି ନିଜ ଭାଗ୍ୟ ଉପରେ ଭରସା କରନ୍ତି ନାହିଁ ଅଥବା ଏମାନେ ସର୍ବଦା ନିଜ କର୍ମ ଉପରେ ବିଶ୍ୱାସ ରଖିଥାନ୍ତି।ଅଚାନକ ଆପଣଙ୍କୁ ଧନଲାଭ ହେବାର ସମ୍ଭାବନା ରହିଛି।

S ନାମ ଥିବା ଲୋକମାନେ :-

ଯେଉଁ ଲୋକଙ୍କର ନାମର ପ୍ରଥମ ଅକ୍ଷର S ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ସ୍ୱଭାବରୁ ଧର୍ଯ୍ୟବାନ, ନମ୍ର ହୋଇଥାନ୍ତି। ଏମାନେ ନିଜ ଜୀବନରେ ଅନେକ କଠିନ ପରିସ୍ଥିତି ସହିତ ସାମ୍ନା କରିଥାନ୍ତି। ଏମାନଙ୍କର କଠିନ ପରିଶ୍ରମ ପରେ ମଧ୍ୟ ଏମାନଙ୍କୁ ସଫଳତା ବହୁତ ଡେରିରେ ମିଳିଥାଏ। ଏମାନଙ୍କ ଜୀବନରେ ଅଚାନକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ। କିନ୍ତୁ ଏମାନେ କେବେବି ହାରି ନଥାନ୍ତି।।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *