Excuse Me Odisha

ଯାହା କହିବୁ ସତ କହିବୁ

ଏହି ୫ ଜଣ ଲୋକଙ୍କ ଘରେ ଭୁଲରେ ମଧ୍ୟ ଭୋଜନ କରନ୍ତୁ ନାହିଁ, ନଚେତ ଶେଷ ହୋଇ ଯାଇଥାଏ ପୂଣ୍ୟ ଓ ଲାଗିଥାଏ ପୁଣ୍ୟ।

ସେୟାର୍ କରନ୍ତୁ

ଭୋଜନ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଜରୁରୀ ଅଟେ। ବେଳେବେଳେ ଆମକୁ ଅନ୍ୟ କାହା ଘରେ ଭୋଜନ କରିବାକୁ ପଡ଼ିଥାଏ। କିନ୍ତୁ ଗରୁଡ଼ ପୁରାଣ ଅନୁସାରେ ଆମକୁ ଏଭଳି ୫ ପ୍ରକାର ଲୋକଙ୍କ ଘରେ ଭୋଜନ କରିବା ଉଚିତ ନୁହେଁ। ଯଦି ଆପଣ ଏହି ଲୋକଙ୍କ ଘରେ ଆପଣ ଭୋଜନ ଗ୍ରହଣ କରିବେ, ତାହେଲେ ଆପଣଙ୍କ ଜୀବନର ସମସ୍ତ ପୂଣ୍ୟ ସମାପ୍ତ ହୋଇଯିବ। ଏହାସହିତ ଆପଣଙ୍କ ଜୀବନରେ ଅନେକ କଷ୍ଟ ବଢିଯିବ।

୧/ ଅପରାଧୀ :-

ଗରୁଡ଼ ପୁରାଣ ଅନୁସାରେ କେବେବି କୌଣସି ଅପରାଧୀ ବା ଚୋର ଘରେ ଭୋଜନ କରିବା ଉଚିତ ନୁହେଁ।କାରଣ ତାଙ୍କ ଘରେ କଳା ଧନରେ ଭୋଜନ ରନ୍ଧା ଯାଇଥାଏ। ଯଦି ଆପଣ କୌଣସି ଅପରାଧୀ ଘରେ ଭୋଜନ କରିବେ, ତାହେଲେ ଅପଂଶଧ୍ୟା ପାପର ଭାଗୀଦାର ହେବେ ଏବଂ ଆପଣ ସାରା ଜୀବନ ଉପାର୍ଜନ କରିଥିବା ପୂଣ୍ୟ ସମାପ୍ତ ହୋଇଯିବ।

୩/ ସ୍ଵାର୍ଥପର :-

ଯେଉଁ ବ୍ୟକ୍ତି ଅତ୍ୟନ୍ତ ସ୍ଵାର୍ଥପର ଓ ଅନ୍ୟମାନଙ୍କର ଦୁର୍ବଳତାର ଫାଇଦା ଉଠାଇ ଥାଏ, ତାଙ୍କ ଘରେ କେବେବି ଭୋଜନ କରିବା ଉଚିତ ନୁହେଁ।ଏଭଳି ଲୋକଙ୍କ ଘରେ ଭୋଜନ କରିବା ମହାପାପ ହୋଇଥାଏ। ଏଭଳି ଲୋକଙ୍କ ପାଖରୁ କେବେବି ଋଣ ଆଣିବା ଉଚିତ ନୁହେଁ। ନଚେତ ସେହି ଟଙ୍କା ଦ୍ୱାରା କରାଯାଇଥିବା କାର୍ଯ୍ୟ କେବେବି ସମ୍ପନ୍ନ ହୋଇ ନଥାଏ।

୪/ ରୋଗରେ ପୀଡିତ ଥିବା ବ୍ୟକ୍ତି :-

ଗରୁଡ଼ ପୁରାଣ ଅନୁସାରେ ରୋଗରେ ପୀଡ଼ିତ ଥିବା ଲୋକଙ୍କ ଘରେ କେବେବି ଭୋଜନ କରିବା ଉଚିତ ନୁହେଁ। କାରଣ ସେହି ଘରେ ଜୀବାଣୁ ଆଦିର ବାସ ହୋଇଥାଏ। ତେଣୁ ଯଦି ଆପଣ ରୋଗ ବ୍ୟାଧିର ସାମ୍ନା କରିବାକୁ ଚାହୁଁଛନ୍ତି, ତାହେଲେ ଏଭଳି ଭୁଲ କରିବାରୁ ବଞ୍ଚିତ ହୁଅନ୍ତୁ।

୫/ କିନ୍ନର :-

କେବେବି କିନ୍ନର ମାନଙ୍କ ଘରେ ଭୋଜନ କରିବା ଉଚିତ ନୁହେଁ। ଆପଣ କିନ୍ନର ମାନଙ୍କୁ ଭୋଜନ କରାଇ ପାରିବେ। ଯାହାଦ୍ଵାରା ସୋନଙ୍କ ଉପରେ ସେମାନଙ୍କର ଆଶୀର୍ବାଦ ରହିବ। ଭୁଲରେ ମଧ୍ୟ ତାଙ୍କ ଘରେ ଭୋଜନ କରିବା ଉଚିତ ନୁହେଁ। ଏଭଳି ଭୁଲ କଲେ ପାପ ହୋଇଥାଏ। ଏହାସହିତ ଖରାପ ଦିନ ଆରମ୍ଭ ହୋଇଯାଏ।

୬/ ନିଶା କରୁଥିବା ଲୋକ :-

ଗରୁଡ଼ ପୁରାଣ ଅନୁସାରେ ନିଶା କରୁଥିବା ଲୋକେ ବା ନିଶା ବ୍ୟବସାୟ କରୁଥିବା ଲୋକଙ୍କ ଘରେ କେବେବି ଭୋଜନ କରିବା ଉଚିତ ନୁହେଁ। ଯେଉଁ ନିଶା ଲୋକଙ୍କ ଘରକୁ ବର୍ବାଦ କରି ଦେଇଥାଏ, ସେଭଳି ଲୋକଙ୍କ ଘରେ ଭୋଜନ କରିବା ପାପର ଭାଗୀଦାର ହେବା ସହିତ ସମାନ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *