Excuse Me Odisha

ଯାହା କହିବୁ ସତ କହିବୁ

ମୃତ୍ୟୁର ପୂର୍ବରୁ ମିଳିଥାଏ ଏହି ସଂକେତ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମୃତ୍ୟୁର ପୂର୍ବରୁ ମିଳିବାକୁ ଥିବା ସଂକେତ।

ବନ୍ଧୁଗଣ ଆମର ପ୍ରାଚୀନ ହିନ୍ଦୁ ଗ୍ରନ୍ଥରେ ଭଗବାନ ଶିବଙ୍କୁ ମହାକାଳ କୁହାଯାଏ। ଭଗବାନ ଶିବ ଜନ୍ମ ମୃତ୍ୟୁର କାରକ ଅଟନ୍ତି। ଭଗବାନ ଶିବଙ୍କୁ ଭୋଳାନାଥ ବି କୁହାଯାଏ କାରଣ ସେ ବହୁତ ଶୀଘ୍ର ପ୍ରସନ୍ନ ହୋଇଯାନ୍ତି। ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ମାଣିକ ମୋତି ପଞ୍ଚ ଜିନିଷର ଆବଶ୍ୟକତା ନାହିଁ ବରଂ ପବିତ୍ର ମନରେ ଗୋଟେ ବୁନ୍ଦା ଜଳ ଅର୍ପଣ କରି ମଧ୍ୟ ଭଗବାନ ଶିବଙ୍କୁ ପ୍ରସନ୍ନ କରିହେବ।ଭଗବାନ ଶିବ ଏବଂ ମା ପାର୍ବତୀ କୈଳାସରେ ବାସ କରନ୍ତି। ଅନେକ ଧର୍ମ ଗ୍ରନ୍ଥରେ ଭଗବାନ ଶିବଙ୍କୁ ଅନାଦି ବା ଅଜନ୍ମା କୁହାଯାଇଛି।

ଭଗବାନ ଶିବଙ୍କ ସହିତ ଅନେକ ଧର୍ମ ଗ୍ରନ୍ଥ ପ୍ରଚଳିତ ଅଛି। କିନ୍ତୁ ଶିବ ପୁରାଣ ସେସବୁ ଠାରୁ ଅଧିକ ପୌରାଣିକ ମାନାଯାଇଛି। ପୌରାଣିକ ଗ୍ରନ୍ଥରେ ଭଗବାନ ଶିବଙ୍କ ସହିତ ଜଡ଼ିତ ବହୁତ ମହତ୍ୱପୂର୍ଣ୍ଣ କଥା କୁହାଯାଇଛି। ଏହା ବ୍ୟତୀତ ଏହି ଗ୍ରନ୍ଥରେ ଅନେକ କଥା ଉଲ୍ଲେଖ ଅଛି ଯାହା ଆଜିବି ରହସ୍ୟମୟ ଅଟେ। ଶିବ ପୁରାଣରେ ଭଗବାନ ଶିବ ମା ପାର୍ବତୀଙ୍କୁ ମୃତ୍ୟୁର ସମ୍ବଦ୍ଧରେ କିଛି ଏମିତି ବିଶେଷ ସଂକେତ କହିଛନ୍ତି ଏହି ସଂକେତକୁ ବୁଝି ଏହା ଜାଣି ହେବ କି କେଉଁ ବ୍ୟକ୍ତିର ମୃତ୍ୟୁ କେତେ ସମୟରେ ହୋଇପାରିବ। ତେବେ ଆସନ୍ତୁ ଜାଣିନେବା ସେହି ସଂକେତ ବିଷୟରେ।

ଶିବ ପୁରାଣ ଅନୁସାରେ ଯେଉଁ ମନୁଷ୍ୟକୁ ଗ୍ରହର ଦର୍ଶନ ହେବା ପରେ ବି ଦିଗର ଜ୍ଞାନ ନଥାଏ ମନରେ ଆଶଙ୍କା ଛାଇ ରହିଥାଏ ତ ସେହି ମନୁଷ୍ୟର ମୃତ୍ୟୁ ୬ ମାସ ଭିତରେ ହୋଇଯାଇଥାଏ।

ଯେଉଁ ବ୍ୟକ୍ତିଙ୍କୁ ଅଚାନକ ନୀଳ ମାଛି ଆସି ଘେରି ନିଏ ତାର ଆୟୁ ୧ ମାସ ରହିଥାଏ।

ଶିବ ପୁରାଣରେ ଭଗବାନ ଶିବ କୁହନ୍ତି ଯେଉଁ ବ୍ୟକ୍ତିର ମୁଣ୍ଡ ଉପରେ କୁଆ କିମ୍ବା ପାରା ଆସି ବସିଯାଏ ସେ ୧ ମାସ ଭିତରେ ମରିଯାଏ।

ଯଦି ଯେବେ ମନୁଷ୍ୟର ଶରୀରର ରଙ୍ଗ ହଠାତ ହାଲକା ହଳଦିଆ ହୋଇଯାଏ କିମ୍ବା ଧଳା କିମ୍ବା ଟିକେ ଲାଲ ହେବାକୁ ଲାଗେ ତ ଏହାର ସଂକେତ ବ୍ୟକ୍ତିର ମୃତୁ ୬୦୦ ମାସ ଭିତରେ ନିଶ୍ଚିତ ଅଟେ।

ଯେଉଁ ମନୁଷ୍ୟଙ୍କୁ ଚନ୍ଦ୍ରମା କିମ୍ବା ସୂର୍ଯ୍ୟଙ୍କ ଆଖପାଖରେ ଚମକଦାର କିରଣ କଳା କିମ୍ବା ଲାଲ ଦେଖାଯାଏ ତ ସେହି ମନୁଷ୍ୟର ମୃତ୍ୟୁ ୧୫ ଦିନ ଭିତରେ ହୋଇଯାଏ। ଅରୁନଦ୍ଧତି ତାରା ଓ ଚନ୍ଦ୍ରମା ଯାହାକୁ ନଦେଖାଯାଏ ଅଥବା ଯାହାକୁ ଅନ୍ୟ ତାରା ବି ଠିକସେ ଦେଖାଯାଏ ନାହିଁ ଏମିତି ମନୁଷ୍ୟର ମୃତ୍ୟୁ ୧ ମାସ ଭିତରେ ହୋଇଯାଏ।

ଯଦି କୌଣସି ମନୁଷ୍ୟର ପାଟି ଏବଂ ତଣ୍ଟି ବାରମ୍ବାର ଶୁଖିବାକୁ ଲାଗେ ତ ଏହା ଜାଣିନେବା ଉଚିତ ଯେ ସେହି ବ୍ୟକ୍ତିର ମୃତ୍ୟୁ ୬ ମାସ ଭିତରେ ହୋଇଯିବ।

ଯଦି କୌଣସି ବ୍ୟକ୍ତିଙ୍କୁ ତେଲରେ କିମ୍ବା ଘିଅରେ ନିଜର ପ୍ରତିମ୍ବିବ ନଦେଖାଯାଏ ତ ବୁଝିଯିବା ଦରକାର ତାର ଆୟୁଷ ୬ ମାସରୁ ଅଧିକ ନାହିଁ

ଯଦି କୌଣସି ବ୍ୟକ୍ତିର ବାମ ହାତ ୧ସପ୍ତାହ ପର୍ଯ୍ୟନ୍ତ ଫରକି ଥାଏ ତ ତାର ଜୀବନ ୧ମାସ ଭିତରେ ଶେଷ ହୋଇଯିବ। ତାର ତାଳୁ ଶୁଖିଯାଏ ତ ସେହି ମନୁଷ୍ୟ ୧ ମାସ ହିଁ ଜୀବିତ ରହିଥାଏ।

ଯେଉଁ ମନୁଷ୍ୟଙ୍କୁ ଧ୍ରୁବ ତାରା ଅଥବା ସୁରିୟ ମଣ୍ଡଳ ବି ଠିକସେ ଦର୍ଶନ ନହୁଏ ରାତିରେ ଇନ୍ଦ୍ରଧନୁ ଏବଂ ଦିପ୍ରହରରେଉଲ୍କା ପାତ ହେବାର ଦେଖାଯାଏ ତଥା କୁଆ ବାରମ୍ବାର ଘେରିବାକୁ ଲାଗନ୍ତି ତ ତାହାର ଆୟୁଷ ୬ ମାସରୁ ଅଧିକ ହୋଇନଥାଏ।

ଯେଉଁ ମନୁଷ୍ୟ ଅଚାନକ ସୁର୍ଯ୍ୟ ଏବଂ ଚନ୍ଦ୍ରଙ୍କୁ ରାହୁ ଗ୍ରସ୍ତ କରୁଥିବାର ଦେଖନ୍ତି। ଚନ୍ଦ୍ର ଏବଂ ସୁର୍ଯ୍ୟ କଳା ଦେଖାଯାନ୍ତି ଏବଂ ସମ୍ପୂର୍ଣ୍ଣ ଦିଗ ଯେମିତି ଘୁରୁଛି ଦେଖାଯାଏତାର ମୃତ୍ୟୁ ୬ ମାସ ଭିତରେ ହୋଇଯାଏ।

ଶିବ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତି ହରିଣ ପଛରେ ଥିବା ଶିକାରୀଙ୍କ ଭୟାନକ ଶବ୍ଦକୁ ବି ଜଲଦି ଶୁଣି ନଥାଏ ତାର ମୃତ୍ୟୁ ୬ ମାସ ଭିତରେ ହୋଇଯାଇଥାଏ। ଯେଉଁ ମନୁଷ୍ୟଙ୍କୁ ଆକାଶରେ ସପ୍ତସି ମଣ୍ଡଳ ତାରା ନଦେଖାଯାଏ ତ ସେହି ମନୁଷ୍ୟର ଆୟୁଷ ବି ୬ ମାସ ଭିତରେ ଶେଷ ହୋଇଯାଇଥାଏ।

ଶିବ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତିଙ୍କୁ ଅଗ୍ନିର ପ୍ରକାଶ ଠିକସେ ନଦେଖାଯାଏ ଆଉ ଚତୁର୍ଦିଗ କଳା ଏବଂ ଅନ୍ଧକାର ଦେଖାଯାଏ ତ ତାର ଜୀବନରେ ମୃତ୍ୟୁ ୬ ମାସ ଭିତରେ ଶେଷ ହୋଇଯାଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *