Excuse Me Odisha

ଯାହା କହିବୁ ସତ କହିବୁ

ବାସ କେବଳ ଗୋଟିଏ ଥର ସେବନ କରନ୍ତୁ,ଦେଖିବେ ଅର୍ଶ, ମଳକଣ୍ଟକ,ଭଗନ୍ଦର ଇତ୍ୟାଦି ସବୁକିଛି ଭଲ ହୋଇଯିବ!

ସେୟାର୍ କରନ୍ତୁ

୧/ ପ୍ରଥମ ଉପାୟ :-ଯେଉଁ ଲୋକମାନେ ଅର୍ଶ ଭଳି ସମସ୍ୟାରେ ପୀଡିତ ହେଉଛନ୍ତି, ସେମାନଙ୍କ ପାଇଁ ଏହି ଉପଚାର ବହୁତ ଲାଭକାରୀ ଅଟେ। ଏଥିପାଇଁ ଆପଣଙ୍କୁ କଲରା ଓ ଚିନିର ଆବଶ୍ୟକତା ରହିଛି।ତେବେ ଆପଣ ପ୍ରଥମେ ଗୋଟେ କଲରା ନେଇ ତାର ଚୋପାକୁ ଭଲଭାବରେ କାଢି ଦିଅନ୍ତୁ।ଏହାପରେ ତାକୁ ଛୋଟ ଛୋଟ କାଟି ଏହାର ରସ ପ୍ରସ୍ତୁତ କରନ୍ତୁ।

ଏହାକୁ ସେବନ କରିବା ପୂର୍ବରୁ ଗୋଟେ ଚାମୋଚ କଲରା ରସ ନେଇ ସେଥିରେ ଅଳ୍ପ ଚିନି ମିଶାଇ ତାକୁ ସକାଳେ ଓ ରାତିରେ ସେବନ କରନ୍ତୁ। ଦେଖିବେ ଆପଣଙ୍କୁ ଖୁବ୍ ଶୀଘ୍ର ଅର୍ଶ ରୋଗରୁ ମୁକ୍ତି ମିଳି ଯିବ।ଏଭଳି ଆପଣ ଦୁଇ ସପ୍ତାହ ପର୍ଯ୍ୟନ୍ତ କରନ୍ତୁ, ଆପଣ ନିଶ୍ଚିତ ଭାବରେ ସୁଫଳ ପାଇବେ।

୨/ ଦ୍ଵିତୀୟ ଉପାୟ :-ଦ୍ଵିତୀୟ ଉପାୟଟି ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଆବଶ୍ୟକତା ରହିଛି ଲେମ୍ବୁ ଓ ଗାଈ କ୍ଷୀର। ତେବେ ଆପଣ ଗୋଟେ ଲେମ୍ବୁ ନେଇ ଫାଳେ ଲେମ୍ବୁର ରସ ବାହାର କରି ନିଅନ୍ତୁ। ପାଇଲସ ଭଳି ସମସ୍ୟା, ଖାଦ୍ୟକୁ ସଠିକ ରୂପରେ ହଜମ କରିବା ପାଇଁ ଲେମ୍ବୁ ବହୁତ ଉପକାରୀ ଅଟେ।

ତାପରେ ଗୋଟେ ଗ୍ଲାସ କ୍ଷୀର ନେଇ ଫୁଟାନ୍ତୁ। କ୍ଷୀର ଫୁଟିବା ସମୟରେ ଚିପୁଡି ରଖିଥିବା ଲେମ୍ବୁ ରସକୁ ସେଥିରେ ମିଶାଇ ଦିଅନ୍ତୁ। କ୍ଷୀର ଛିଡ଼ିବା ପୂର୍ବରୁ ଆପଣ ଏହାକୁ ଗ୍ୟସରୁ ଓହ୍ଲାଇ ସେବନ କରନ୍ତୁ।ଏଭଳି ଆପଣ ଗୋଟେ ସପ୍ତାହ ପର୍ଯ୍ୟନ୍ତ ସେବନ କରନ୍ତୁ। ଦେଖିବେ ଖୁବ୍ ଶୀଘ୍ର ଆପଣଙ୍କୁ ଉପଶମ ମିଳିବ।

୩/ ତୃତୀୟ ଉପାୟ :-ତୃତୀୟ ଉପାୟଟି ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଦହି ଓ ଜୁଆଣି ଗୁଣ୍ଡର ଆବଶ୍ୟକତା ରହିଛି।ତେବେ ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣ ଗୋଟେ କପ୍ ଦହି ନେଇ ସେଥିରେ ଗୋଟେ ଚାମୋଚ ଜୁଆଣି ଗୁଣ୍ଡ ଓ କିଛି ବିଟ ଲୁଣ ମିଶାଇ ତାହାକୁ ସେବନ କରନ୍ତୁ

ଏହାକୁ ଆପଣ ରାତିରେ ଓ ଦିନରେ ସେବନ କରି ପାରିବେ। ଏହାଦ୍ବାରା ଆପଣଙ୍କର କେବେବି ଝାଡା ସମସ୍ୟା ହେବ ନାହିଁ।ଏହାକୁ ଗୋଟେରୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ପ୍ରୟୋଗ କରନ୍ତୁ। ଦେଖିବେ ଖୁବ୍ ଶୀଘ୍ର ଆପଣଙ୍କୁ ସୁଫଳ ମିଳିବ।

୪/ ଚତୁର୍ଥ ଉପାୟ :-ଚତୁର୍ଥ ଉପାୟଟି ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଆବଶ୍ୟକତା ହେଉଥିବା ସାମଗ୍ରୀ ହେଉଛି ଭୁସି ଓ କ୍ଷୀର। ଏହି ଉପଚାରକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ ଭୂଷି ନିଅନ୍ତୁ ଓ ଗୋଟେ ଗ୍ଲାସ କ୍ଷୀର ନିଅନ୍ତୁ। ପ୍ରଥମେ ଭୂଷି ପାଟିରେ ପକାଇ ଗୋଟେ ଗ୍ଲାସ କ୍ଷୀର ପିଅନ୍ତୁ।ଏଭଳି କରିବା ଦ୍ୱାରା ଆପଣଙ୍କର ଅର୍ଶ ଜନିତ ସମସ୍ୟା ଦୂର ହୋଇଯିବ।

୫/ ପଞ୍ଚମ ଉପାୟ :-ପଞ୍ଚମ ଉପଚାର ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଅଁଳା ଗୁଣ୍ଡ ଓ କ୍ଷୀର ଆବଶ୍ୟକତା ରହିଛି। ରାତିରେ ଶୋଇବା ପୁର୍ବରୁ ଆପଣ ଅଁଳା ଗୁଣ୍ଡ ପାଟିରେ ପକାଇ ଗୋଟେ ଗ୍ଲାସ କ୍ଷୀର ସେବନ କରନ୍ତୁ। ଏହାସହିତ ଆପଣ କ୍ଷୀରରେ ଅଁଳା ଗୁଣ୍ଡ ମିଶାଇ ମଧ୍ୟ ସେବନ କରି ପାରିବେ। ଦେଖିବେ ଏଭଳି କରିବା ଦ୍ୱାରା ନିଶ୍ଚିତ ଭାବରେ ଆପଣଙ୍କୁ ସୁଫଳ ମିଳିବ।

ତେବେ, ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ କିପରି ଲାଗିଲା, ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆମ ପୋଷ୍ଟ ଅନ୍ୟମାନଙ୍କ ସହିତ ନିଶ୍ଚିତ ଭାବରେ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ।ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *