ସବୁଠାରୁ ଅଧିକ ଚତୁର ହୋଇଥାନ୍ତି ଏହି ୪ ଗୋଟି ନାମର ଝିଅମାନେ।ଜାଣନ୍ତୁ !
ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ କିଛି ଏଭଳି ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ବହୁତ ଅଧିକ ଚତୁର ଓ ବୁଦ୍ଧିମତୀ ହୋଇ ଥାଆନ୍ତି। ଏହି ଝିଅମାନଙ୍କ ଠାରୁ ସର୍ବଦା ଦୂରେଇ ରହିବା ଉଚିତ। ତେବେ ବନ୍ଧୁଗଣ ଆପଣ ନିଜ ଜୀବନରେ ଅନେକ ପ୍ରକାରର ଲୋକଙ୍କୁ ଦେଖିଥିବେ, ସେଥିମଧ୍ୟରୁ କିଛି ଭଲ, ଖରାପ, ସ୍ଵାର୍ଥପର, ଲୋଭୀ, କର୍ମମଠ, ସଚ୍ଚୋଟ ଆଦି ହୋଇଥିବେ। କିନ୍ତୁ ଏହି ସମସ୍ତଙ୍କ ମଧ୍ୟରୁ କିଛି ଏପରି ଲୋକ ଥାଆନ୍ତି ଯେଉଁମାନେ ବହୁତ ଭୟଙ୍କର ସ୍ୱଭାବର ହୋଇ ଥାଆନ୍ତି।
ଯେଉଁ ଲୋକମାନେ ବହୁତ ଅଧିକ ଚତୁର ଓ ତୀକ୍ଷ୍ଣ ବୁଦ୍ଧି ବିଶିଷ୍ଟ ହୋଇଥାନ୍ତି, ସେମାନେ ବହୁତ ଭୟଙ୍କର ମଧ୍ୟ ହୋଇଥାନ୍ତି।ତେଣୁ ସେମାନଙ୍କ ଠାରୁ ସର୍ବଦା ଦୂରେଇ ରହିବା ଉଚିତ।ଏଭଳି ଚତୁର ଲୋକେ ନିଜ କାର୍ଯ୍ୟ ହାସଲ କରିବା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ରହିଥାନ୍ତି।ଏମାନଙ୍କ ସହିତ ଶତ୍ରୁତା ରଖିବା ବହୁତ ବିପଦଜନକ ଅଟେ। ତେବେ ଆସନ୍ତୁ ସେହି ବିଚକ୍ଷଣ ପ୍ରକୃତିର ଝିଅମାନଙ୍କ ବିଷୟରେ ବିସ୍ତାର ରୂପରେ ଜାଣିବା।
୧/ A ନାମ ଥିବା ଝିଅମାନେ:-
ଯେଉଁ ଝିଅମାନଙ୍କର ନାମର ପ୍ରଥମ ଅକ୍ଷର A ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ଚତୁର ଓ ତୀକ୍ଷ୍ଣ ମସ୍ତିଷ୍କର ହୋଇଥାନ୍ତି। ଏହି ନାମର ଝିଅ ମାନେ ଛୋଟ ବେଳୁ ହିଁ ବହୁତ ଅଧିକ ବୁଦ୍ଧିମତୀ ହୋଇଥାନ୍ତି।କିନ୍ତୁ ଏମାନେ ସର୍ବଦା ନିଜ ସ୍ୱାର୍ଥ ଉପରେ ହିଁ ଧ୍ୟାନ ରଖିଥାନ୍ତି।ଏମାନେ ନିଜର କାର୍ଯ୍ୟ ହାସଲ କରିବା ପାଇଁ ନିଜର ତୀକ୍ଷ୍ଣ ବୁଦ୍ଧିକୁ ପ୍ରୟୋଗ କରିଥାନ୍ତି ଏବଂ ନିଜର କାର୍ଯ୍ୟ ହାସଲ କରିଥାନ୍ତି।
୨/ K ନାମ ଥିବା ଝିଅମାନେ:-
ଯେଉଁ ଝିଅମାନଙ୍କର ନାମର ପ୍ରଥମ ଅକ୍ଷର K ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ସରଳ ଓ ବୁଦ୍ଧିମତୀ ହୋଇଥାନ୍ତି। ଏହି ଝିଅମାନେ ନିଜର ତୀକ୍ଷ୍ଣ ବୁଦ୍ଧିର ପ୍ରୟୋଗ ସବୁ କାର୍ଯ୍ୟକୁ ସମ୍ପନ୍ନ କରିଥାନ୍ତି। ଯଦି ଏମାନଙ୍କର ଚତୁରତା ଯୋଗୁଁ ଅନ୍ୟ କାହାର ଭଲ କିମ୍ବା ମଙ୍ଗଳ ହୁଏ ତେବେ ଏମାନେ ନିଜ ବୁଦ୍ଧିର ପ୍ରୟୋଗ ନିଶ୍ଚିତ ଭାବରେ କରିଥାନ୍ତି।
୩/ M ନାମ ଥିବା ଝିଅମାନେ :-
ଯେଉଁ ଝିଅମାନଙ୍କର ନାମର ପ୍ରଥମ ଅକ୍ଷର M ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ପ୍ରତିଶୋଧପରାୟଣ ଓ କ୍ରୋଧୀ ସ୍ୱଭାବର ହୋଇଥାନ୍ତି। ଏହି ନାମ ଥିବା ଝିଅ ମାନଙ୍କ ସହିତ କେବେବି ଶତ୍ରୁତା ରଖିବା ଉଚିତ ନୁହେଁ । ଏମାନଙ୍କ ପ୍ରତିଶୋଧ ବହୁତ ଖରାପ ହୋଇଥାଏ। ଏମାନଙ୍କର ତୀକ୍ଷ୍ଣ ଯୋଗୁଁ ଶତ୍ରୁ ଏମାନଙ୍କୁ ଭୟ କରିଥାନ୍ତି। ଏମାନେ ସବୁ କ୍ଷେତ୍ରରେ ସଫଳତା ହାସଲ କରିଥାନ୍ତି।
୪/ U ନାମ ଥିବା ଝିଅମାନେ:-
ଯେଉଁ ଝିଅମାନଙ୍କର ନାମର ପ୍ରଥମ ଅକ୍ଷର U ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ଚତୁର ଓ ବୁଦ୍ଧିମତୀ ହୋଇ ଥାଆନ୍ତି।ଏମାନେ ବହୁତ ଅଧିକ ଚାଲାକ ମଧ୍ୟ ହୋଇଥାନ୍ତି। ଏମାନେ ନିଜ ଜୀବନରେ ସମସ୍ତ ସୁଖ ସୁବିଧାକୁ ଭୋଗ କରିବାକୁ ପସନ୍ଦ କରିଥାନ୍ତି। ଏମାନେ କୌଣସି ବଡ଼ କାର୍ଯ୍ୟ କରିବା ପୂର୍ବରୁ ଭଲଭାବରେ ଯୋଜନା ପ୍ରସ୍ତୁତ କରିଥାନ୍ତି। ଏମାନେ କେବେବି ଅନ୍ୟମାନଙ୍କ ଉପରେ ଖୁବ୍ ଶୀଘ୍ର ଭରସା କରନ୍ତି ନାହିଁ।
ତେବେ ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର୍ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ଫେସବୁକ ପେଜକୁ ଲାଇକ ଏବଂ ଫଲୋ କରନ୍ତୁ ,ଧନ୍ୟବାଦ!