Excuse Me Odisha

ଯାହା କହିବୁ ସତ କହିବୁ

ତୁଳସୀ ଗଛ ପାଖରେ କେବେ ବି ରଖନ୍ତୁ ନାହିଁ ଏହି ୫ ଟି ଜିନିଷ,ଏମିତି କଲେ ଘରକୁ ମାଡି ଆସିଥାଏ ବର୍ବାଦି !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ତୁଳସୀ ଗଛ ପାଖରେ ରଖନ୍ତୁ ନାହିଁ ଏହି ୫ ଟି ଜିନିଷ ଘରକୁ ଆସିଥାଏ ବର୍ବାଦି

ବନ୍ଧୁଗଣ ମରିଗଲେ ବି ଏମିତି ତୁଳସୀ ଗଛ ଘରେ କେବେବି ଲଗାଇବା ଉଚିତ ନୁହେଁ ନଚେତ ଆପଣଙ୍କ ଘରକୁ ସର୍ବଦା ସମସ୍ୟା ଆସିବ। ଏମିତି ତୁଳସୀ କେବେବି ଲଗାନ୍ତୁ ନାହିଁ। ଘରେ ତୁଳସୀ ଗଛ ରହିବା ହିନ୍ଦୁ ଧର୍ମରେ ସର୍ବଶ୍ରେଷ୍ଠ ମାନାଯାଇଛି। ସବୁ ଦେବୀ ଦେବତାଙ୍କ କୃପା ସର୍ବଦା ବନିରହିଥାଏ ଯେଉଁଠି ତୁଳସୀ ଗଛ ଥାଏ।ଗରୁଡ଼ ପୁରାଣରେ ତୁଳସୀ ମାଙ୍କ ଉଲ୍ଲେଖ ବିସ୍ତାର ପୂର୍ବକ କରାଯାଇଛି। ହିନ୍ଦୁ ଧର୍ମରେ ଯେଉଁ ଘରେ ତୁଳସୀ ଗଛ ନଥାଏ ସେହି ଘରର କୌଣସି ମହତ୍ୱ ରହିନଥାଏ।

ପ୍ରତିଦିନ ତୁଳସୀ ଗଛର ଦର୍ଶନ କରିଲେ ବ୍ୟକ୍ତିକୁ ବଡ଼ରୁ ବଡ଼ ସଫଳତା ମିଳିଥାଏ। ତୁଳସୀ ପତ୍ରକୁ ସେବନ କରିଲେ ବ୍ୟକ୍ତି ଉପରେ ଅନେକ ଗୁଣା ସକରାତ୍ମକତାର ସଂଚାର ହୋଇଥାଏ। ତୁଳସୀ ମା ଏମିତି ବରଦାନ ଦେଇଥିଲେ କି ଯେଉଁ ବ୍ୟକ୍ତି ନିଜ ଘରେ ଶ୍ରଦ୍ଧା ପୂର୍ବକ ମୋର ଆରୋଧନା କରିବ ସେ କେବେବି ଦୁଃଖୀ ରହିବ ନାହିଁ ଏବଂ ଘରକୁ ଖରାପ ଶକ୍ତିର ଛାୟା କେବେବି ବାସ କରି ପାରିବନାହିଁ। ଏହା ସହିତ କଣ ଜାଣିଛନ୍ତି ମରିଗଲେ ବି ଘରେ ଏମିତି ତୁଳସୀ ଲଗାନ୍ତୁ ନାହିଁ ପୁରା ଘର ବର୍ବାଦ ହୋଇଯାଇଥାଏ। ମା ତୁଳସୀ କ୍ରୋଧିତ ହୋଇଯାନ୍ତି।

କେବେବି ଅପରିଷ୍କାର ମାଟିରେ ତୁଳସୀ ଗଛ ଲଗାଇବା ଉଚିତ ନୁହେଁ। ଏମିତି କରିଲେ ନକରାତ୍ମକ ଉର୍ଜାର ଛାୟା ପ୍ରବେଶ ହୋଇଥାଏ ଏବଂ ମା ଲକ୍ଷ୍ମୀ କ୍ରୋଧିତ ହୋଇଯାନ୍ତି।

ଘରେ ଶୁଖି ଯାଇଥିବା ତୁଳସୀ ରଖିବା ଉଚିତ ନୁହେଁ। ଏଥିରେ ଅକାଳ ମୃତ୍ୟୁର ଆଶଙ୍କା ବନିରହିଥାଏ। ଘରେ ସୁଖ ସମୃଦ୍ଧି ସବୁ ନଷ୍ଟ ହୋଇଯାଏ। ଘରେ ଶୁଖି ଯାଇଥିବା ତୁଳସୀ ରହିଲେ ମା ଲକ୍ଷ୍ମୀ କେବେବି ଆପଣଙ୍କ ଘରକୁ ପ୍ରବେଶ କରିବେ ନାହିଁ। ଯଦି ତୁଳସୀ ଗଛ ଶୁଖି ଯାଏ ତ ବୁଝି ନିଅନ୍ତୁ ବହୁତ ଖରାପ ସମୟ ଆସିବାକୁ ଯାଉଛି। ଶାସ୍ତ୍ର ଅନୁସାରେ ଶୁଖି ଯାଇଥିବା ତୁଳସୀ ରହିଲେ ମା ତୁଳସୀଙ୍କର ଅପମାନ ବୋଲି ମାନାଯାଏ। ଏମିତି ଘର ଉପରେ ମା ତୁଳସୀ ସର୍ବଦା କ୍ରୋଧିତ ହୋଇଥାନ୍ତି।

ମାସିକ ଧର୍ମରେ କୌଣସି ଗଛରେ ପାଣି ଅର୍ପଣ କରିବା ଉଚିତ ନୁହେଁ ଖାସ କରି ତୁଳସୀ ଗଛରେ ତ ଭୁଲରେ ବି ଜଳ ଅର୍ପଣ କରିବେ ନାହିଁ। ଏହା ଦ୍ବାରା ତୁଳସୀ ଗଛ ଶୁଖି ଯାଇଥାଏ ଏବଂ ମା ଘରର ସୁଖ ଶାନ୍ତି ସମୃଦ୍ଧି ସବୁ ଭଙ୍ଗ ହୋଇଯାଇଥାଏ।

ପ୍ରତିଦିନ ତୁଳସୀ ଗଛ ପାଖକୁ ସଫା ସୁତରା ରଖିବା ଉଚିତ। ଶୁଖି ଯାଇଥିବା ପତ୍ରକୁ ଏଠି ସେଠି ଫୋପାଡିବା ଉଚିତ ନୁହେଁ। ମାଟିରେ କିମ୍ବା ଜଳରେ ବିସର୍ଜିତ କରିଦେବା ଉଚିତ। ତୁଳସୀ ଗଛରେ କେବେବି କ୍ୟାମିକେଲ ଦେବା ଉଚିତ ନୁହେଁ। ତୁଳସୀରେ ସର୍ବଦା ଖାଦ୍ୟ ପଦାର୍ଥ ପକେଇବା ଉଚିତ।

ତୁଳସୀ ଗଛରେ ଜଳ ଦେବା ସମୟରେ ପାଦରେ ଚପଲ ପିନ୍ଧିବା ଉଚିତ ନୁହେଁ ଏବଂ ସେହି ଜଳ ଆପଣଙ୍କ ପାଦରେ କେବେବି ପଡିବା ଉଚିତ ନୁହେଁ। ଏହା ଦ୍ବାରା ଧନ ହାନି ହେବାର ସମ୍ଭାବନା ରହିଛି ଏବଂ ବ୍ୟକ୍ତିଙ୍କୁ ପାପ ଲାଗିଥାଏ।

ତୁଳସୀ ମାଙ୍କର ପ୍ରତିଦିନ ଦର୍ଶନ କରିଲେ ବ୍ୟକ୍ତିଙ୍କୁ ସ୍ୱର୍ଗ ପ୍ରାପ୍ତି ହୋଇଥାଏ ଏବଂ ସକରାତ୍ମକ ଉର୍ଜା ପୁରା ଘର ପରିବାରରେ ସଂଚାର ହୋଇଥାଏ।

ଆୟୁର୍ବେଦ ଅନୁସାରେ କୌଣସି ବି ପତ୍ରକୁ ନଖରେ ତୋଳିବା ଉଚିତ ନୁହେଁ ଖାସ କରି ତୁଳସୀ ପତ୍ରକୁ ନଖରେ ତୋଳିବା ଦ୍ୱାରା ବ୍ୟକ୍ତିକୁ ବୀମାର ଲାଗିଥାଏ ଏବଂ ଘରକୁ ବିମାରୀର ପ୍ରବେଶ ହୋଇଥାଏ।

ତୁଳସୀ ଗଛକୁ ଘରର ମଝିରେ ଲଗାଇବା ସବୁଠାରୁ ଅଧିକ ଶୁଭ ଏବଂ ମଙ୍ଗଳକାରୀ ମାନାଯାଏ।

ତୁଳସୀ ଗଛକୁ ଲଗାଇବା ସମୟରେ ମନରେ ଲୋଭ ରଖି ଲଗାଇବା ଉଚିତ ନୁହେଁ। ଏମିତି କରିଲେ ମା ତୁଳସୀଙ୍କ ସହିତ ମା ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହୋଇଥାନ୍ତି। ପୁରା ଶ୍ରଦ୍ଧା ମନରେ ତୁଳସୀ ଗଛ ଲଗାନ୍ତୁ।

ଘରେ ଯଦି ଗୋଟେରୁ ଅଧିକ ତୁଳସୀ ଗଛ ଉଠିଥାଏ ତ ଏହି ଗଛକୁ ଆପଣ ନିଜର ପୋଡ଼ସିଙ୍କୁ କାହାକୁ ଦେଇ ପାରିବେ କିମ୍ବା ସେହି ଗଛକୁ ଓପାଡି କୌଣସି ମାଟିରେ ପୋତି ଦେଇପାରିବେ କିମ୍ବା ଜଳରେ ପ୍ରବାହିତ କରିପାରିବେ। ଶାସ୍ତ୍ର ଅନୁସାରେ ଘରେ ଯଦି ଗୋଟେରୁ ଅଧିକ ତୁଳସୀ ଗଛ ଉଠିଥାଏ ତ ଏହାକୁ ବହୁତ ଶୁଭ ବୋଲି ମାନାଯାଏ। ଏହା ସାକ୍ଷତ ମା ଲକ୍ଷ୍ମୀଙ୍କର ଆସିବାର ସଂକେତ ହୋଇଥାଏ।

ତୁଳସୀ ଗଛ ପାଖରେ ମଇଳା କପଡା ରଖନ୍ତୁ ନାହିଁ। ଶାସ୍ତ୍ର ଅନୁସାରେ ତୁଳସୀ ଗଛର ଆଖପାଖରେ ପବିତ୍ରତାର ଧ୍ୟାନ ରଖନ୍ତୁ। ଏଥିପାଇଁ ତୁଳସୀ ଗଛ ପାଖରେ ମଇଳା କପଡାକୁ ରଖନ୍ତୁ ନାହିଁ କିମ୍ବା କପଡା ଧୋଇ ସାରି ତୁଳସୀ ଗଛ ପାଖରେ ଶୁଖାନ୍ତୁ ନାହିଁ। ଏହା ଦ୍ବାରା ଘରେ ସକାରାତ୍ମକତା କମ ହେବାକୁ ଲାଗେ ଏବଂ ଆପଣଙ୍କ ଜୀବନରେ ଆର୍ଥିକ ପରିସ୍ଥିତି ଉତ୍ପନ ହେବାକୁ ଲାଗେ। ଧ୍ୟାନ ରଖନ୍ତୁ କି ମଇଳା କପଡାକୁ ବି ତୁଳସୀ ଗଛ ପାଖରୁ ଦୂରେଇ ରଖନ୍ତୁ।

ତୁଳସୀ ଗଛ ପାଖରେ ଜୋତା ଚପଲ ରଖନ୍ତୁ ନାହିଁ। କୁହାଯାଏ କି ତୁଳସୀ ଗଛ ପାଖରେ ଭୁଲରେ ବି ଜୋତା ଚପଲ ରଖିବା ଉଚିତ ନୁହେଁ। ଯେମିତି ମନ୍ଦିରକୁ ଜୋତା ଚପଲ ପିନ୍ଧି ପ୍ରବେଶ କରାଯାଏ ନାହିଁ ଠିକ ସେମିତି ତୁଳସୀ ଗଛ ଆଖପାଖରେ ଜୋତା ଚପଲ ରଖିବା ଉଚିତ ନୁହେଁ। କାରଣ ତୁଳସୀଙ୍କୁ ମା ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ମାନାଯାଏ। ଯଦି ଆପଣ ବି ତୁଳସୀ ଗଛ ପାଖରେ ଜୋତା ଚପଲ ରଖୁଛନ୍ତି ତ ତାକୁ ଶୀଘ୍ର ବାହାର କରିନିଅନ୍ତୁ।

ଯଦି ଆପଣ ମାଂସ ମଦ ଖାଇଛନ୍ତି ତ ତୁଳସୀ ଗଛ ପାଖକୁ ଭୁଲରେ ବି ଯାଆନ୍ତୁ ନାହିଁ।

ଶାରୀରିକ ସମ୍ବଦ୍ଧ ବନେଇବା ପରେ ତୁଳସୀ ଗଛ ପାଖକୁ ଯାଆନ୍ତୁ ନାହିଁ ସ୍ୱଚ୍ଛ ହେବା ପୂର୍ବରୁ ଏମିତି କଲେ ତୁଳସୀ ଅପବିତ୍ର ହୋଇଯାଇଥାଏ ଏବଂ ଘରେ ଭୟଙ୍କର ଗରିବୀ ଆସିଥାଏ।

ତୁଳସୀରେ କେବେବି ଭଗବାନ ଶିବଙ୍କ ଫୋଟ ରଖିବା ଉଚିତ ନୁହେଁ କି ଭଗବାନ ଗଣେଶଙ୍କର ମୂର୍ତି ରଖନ୍ତୁ ନାହିଁ। ବହୁତ ଲୋକ ତୁଳସୀ ଗଛ ପାଖରେ ଅନ୍ୟ ଦେବୀ ଦେବତାଙ୍କର ମୂର୍ତି ରଖିଥାନ୍ତି। କିନ୍ତୁ ଶାସ୍ତ୍ର ଅନୁସାରେ ତୁଳସୀ ପାଖରେ ଭଗବାନ ଗଣେଶଙ୍କର ମୂର୍ତି ରଖନ୍ତୁ ନାହିଁ। କାରଣ ଗଣେଶଙ୍କ ପୂଜାରେ ତୁଳସୀ ଚଢାଯାଏ ନାହିଁ। ଏଥିପାଇଁ ଧ୍ୟାନ ରଖନ୍ତୁ ତୁଳସୀ ଗଛ ପାଖରେ ଭଗବାନ ଗଣେଶଙ୍କର କୌଣସି ବି ପ୍ରତିମା ରଖନ୍ତୁ ନାହିଁ।

ପ୍ରତିଦିନ ତୁଳସୀ ଗଛ ପାଖରେ ଦୀପ ଜାଳିଲେ ଅନେକ ଗୁଣା ପୁଣ୍ୟ ପ୍ରାପ୍ତି ହୋଇଥାଏ ଏବଂ ବ୍ୟକ୍ତିଙ୍କୁ ସ୍ୱର୍ଗ ପ୍ରାପ୍ତି ହୋଇଥାଏ।

ତୁଳସୀ ଗଛ ପାଖରେ ଏହି ଗଛ କେବେବି ଲଗାଇବା ଉଚିତ ନୁହେଁ। ଏହି ଗଛ ଅଶୁଭ ହେବା ସହିତ ପୁରା ଘରକୁବିନାଶ ବି କରିଥାନ୍ତି। ମା ତୁଳସୀ କ୍ରୋଧିତ ହୋଇଯାନ୍ତି। ତେବେ ଆସନ୍ତୁ ସେହି ଗଛ ବିଷୟରେ ଜାଣିବା।

ନାଗଫେଣି ଗଛ। ଏହି ଗଛ ନକରାତ୍ମକ ଉର୍ଜାର ସଂଚାର କରିଥାଏ। ଏମିତି ଗଛକୁ ଘରେ କେବେବି ଲଗାଇବା ଉଚିତ ନୁହେଁ। ଧାର୍ମିକ ସ୍ଥାନରେ ବି ମଧ୍ୟ ଏହି ଗଛ କେବେବି ଲଗାଇବା ଉଚିତ ନୁହେଁ। ତୁଳସୀ ଗଛ ପାଖରେ ବି କେବେବି ଏହି ଗଛ ଲଗାଇବା ଉଚିତ ନୁହେଁ। ଏହା ନକରାତ୍ମକ ଉର୍ଜାର ସଂଚାର ବହୁତ ଶୀଘ୍ର କରିଥାଏ। ମା ଲକ୍ଷ୍ମୀଙ୍କ ସହିତ ମା ତୁଳସୀ ବି କ୍ରୋଧିତ ହୋଇ ଏମିତି ଘରୁ ଚାଲିଯାନ୍ତି। ଏହି ଗଛ ଅଶାନ୍ତି ଆଣିବା ସହିତ ଭୁତ ପ୍ରେତ ଆତ୍ମାଙ୍କୁ ବି ଆକର୍ଷଣ କରିଥାନ୍ତି। ଏହାକୁ ଖରାପ ଶକ୍ତିର ପ୍ରତୀକ ମାନାଯାଏ।

ଶାସ୍ତ୍ର ଅନୁସାରେ ଯଦି ମା ଲକ୍ଷ୍ମୀଙ୍କ ସହିତ ମା ତୁଳସୀଙ୍କର ବି କୃପା ପ୍ରାପ୍ତ କରିବାକୁ ଚାହୁଁଛନ୍ତି ତ ତୁଳସୀ ଗଛ ପାଖରେ କଦଳୀ ଗଛ ନିଶ୍ଚୟ ଲଗାନ୍ତୁ। ଏହାକୁ ସର୍ବଶ୍ରେଷ୍ଠ ଉତ୍ତମ ମଙ୍ଗଳକାରୀ ମାନାଯାଏ। ଏହା ଦ୍ବାରା ମା ଲକ୍ଷ୍ମୀଙ୍କ ସହିତ ଭଗବାନ ବିଷ୍ଣୁଙ୍କର ବି କୃପା ମିଳିବ।

ତୁଳସୀ ଗଛ ପାଖରେ ଏହି ଗୋଟିଏ ଜିନିଷ ନିଶ୍ଚୟ ରଖିବା ଉଚିତ।

ତୁଳସୀ ଗଛ ପାଖରେ ଶାଳୀଗ୍ରାମ ନିଶ୍ଚୟ ରଖିବା ଉଚିତ। ନଚେତ ଖରାପ ସମୟ ଆପଣଙ୍କୁ ଘେରି ପାରେ। ଯେଉଁ ଘରେ ତୁଳସୀ ଗଛ ପାଖରେ ଶାଳୀଗ୍ରାମ ରଖାଯାଏ ତ ସେହି ଘର ଉପରେ ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କର କୃପା ବର୍ଷା ହୋଇଥାଏ। ଧନ ସମ୍ପତ୍ତିର କମି ହୋଇନଥାଏ। ସେହି ଘରେ ସୁଖ ଶାନ୍ତି ସମୃଦ୍ଧିର ବାସ ହୋଇଥାଏ।

ତୁଳସୀ ଗଛର ଚୁନେରୀ ସମୟ ସମୟରେ ବଦଳାଇ ଦେବା ଉଚିତ। ପୁରୁଣା ଚୁନେରୀ ଚିରା ଫୋଟରେ ଚୁନେରୀ କେବେବି ତୁଳସୀ ମାଙ୍କ ଉପରେ ରହିବାକୁ ଦିଅନ୍ତୁ ନାହିଁ। ଏହାକୁ ଏକାଦଶୀ କିମ୍ବା କୌଣସି ଶୁଭ ଦିନରେ ବଦଳାଇ ଦିଅନ୍ତୁ। ଏହା ବହୁତ ଶୁଭ ହୋଇଥାଏ। ଯଦି ମା ତୁଳସୀଙ୍କ ଉପରେ ଚୁନେରୀ ରଖିବେ ତ ବହୁତ ଶୁଭ ହୋଇଥାଏ ଏବଂ ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ବର୍ଷିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *