Excuse Me Odisha

ଯାହା କହିବୁ ସତ କହିବୁ

ଶ୍ଵେତ ଅରଖ ଚେରରେ କରନ୍ତୁ ଏହି ଉପାୟ , ଏମିତି ଚମତ୍କାର ହେବ ଯେ, ଆପଣ କେବେ ବି ସ୍ଵପ୍ନରେ ଭାବି ନଥିବେ

ସେୟାର୍ କରନ୍ତୁ

ଆପଣଙ୍କ ଘରେ ଥିବା ସମସ୍ତ ଆର୍ଥିକ ସମସ୍ଯା ଓ ରୋଜଗାରରେ ଉପୁଜୁଥିବା ବାଧାବିଧ୍ନ ସବୁ ଦୂର ହୋଇଯିବ । ଦେଖିବେ ଆପଣ ଧନ ସଞ୍ଚୟ କରିବାରେ ମଧ୍ୟ ସଫଳ ହେବେ । ସେହିପରି ଶୁକ୍ଲପକ୍ଷର ଶନିବାର ଦିନ ଆପଣ ଏହି ଶ୍ଵେତ ଅରଖ ଗଛକୁ ଆଣି ବିଧିବଦ୍ଧ ଭାବେ ପୂଜା କରି ଯଦି ଏକ କଳା କପଡାରେ ବାନ୍ଧି ଆପଣଙ୍କ ଘରର ମୁଖଦ୍ଵାରରେ ବାନ୍ଧନ୍ତି ତେବେ ଆପଣଙ୍କ ଘର ପ୍ରତି କୌଣସି କୁଦୃଷ୍ଟି ରହିବ ନାହିଁ । ଏହାସହ ଘରର ସମସ୍ତ ବାସ୍ତୁଦୋଷ ମଧ୍ୟ ଦୂର ହୋଇଯିବ ।

ଯଦି କୌଣସି କାରଣ ବଶତଃ ଆପଣଙ୍କ ନୂଆ ଘର କାର୍ଯ୍ୟ ସମ୍ପନ୍ନ ହୋଇପାରୁ ନାହିଁ ତେବେ ସେହି ଅର୍ଦ୍ଧନିର୍ମିତ ଘରେ ଯଦି ଏହି ଶ୍ଵେତ ଅରକ୍ଷ ଚେରକୁ ବାନ୍ଧୁଛନ୍ତି ତେବେ ଦେଖିବେ ସେହି ଘର କାର୍ଯ୍ୟ ଶୀଘ୍ର ସଂପୂର୍ଣ୍ଣ ହୋଇଯିବ ।

ଏହାସହ ଏହି ଚେର ସନ୍ତାନ ଉତ୍ପତ୍ତି କରିବାରେ ସାହାଯ୍ୟ କରିଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *